ଏଣିକି ଗାଁରେ ଆଉ କେହି କରିପାରିବେନି ନିଶା ସେବନ । ନିଶା ସେବନ କଲେ ଦେବାକୁ ପଡ଼ିବ ଜରିମାନା । ଯିଏ ନିୟମ ଭାଙ୍ଗିବ ୫ ହଜାର ଟଙ୍କା ଜରିମାନା ଦେବ ।
ବିଧାନସଭାରେ ସାରଦା ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ବିଭୁତି ଜେନାଙ୍କ ଉତ୍ତର । ଶାହା କମିଶନଙ୍କ ତଦନ୍ତ ପରେ ଫାଇନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।
କାର୍ ଭିତରେ ହେଲମେଟ୍ ନପିନ୍ଧିବାରୁ ମିଳିଲା ଜରିମାନା ଦଣ୍ଡ। ଏପରି ଏକ ବିଚିତ୍ର ଘଟଣା ଘଟିଛି ଉତ୍ତରପ୍ରଦେଶର ଜଣେ ସାମ୍ବାଦିକଙ୍କ ସହ ।
ଲ’ କମିଶନଙ୍କ ଅନୁଯାୟୀ, କ୍ଷତିଗ୍ରସ୍ତ ହୋଇଥିବା ସଂପତ୍ତିର ମୂଲ୍ୟ ସହ ସମାନ ପରିମାଣର ଜରିମାନା ଭରିବାକୁ ହେବ। ଯେଉଁଠି ନଷ୍ଟ ହୋଇଥିବା ସମ୍ପତ୍ତିର ମୂଲ୍ୟ ଟଙ୍କାରେ ଆକଳନ କରିହେବନାହିଁ ସେହି ମାମଲାରେ କୋର୍ଟଙ୍କ ଦ୍ୱାରା ସ୍ଥିର କରାଯାଇଥିବା ଜରିମାନ ଦେବାକୁ ପଡିବ।
କମିଶନରେଟ ପୋଲିସର ସେଫ୍ ସିଟି ଡ୍ରାଇଭ୍ । ରାଜଧାନୀରେ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ ପୋଲିସର ଧରପଗଡ଼ ।
୧୦ ଜଣ ଅତିଥି କଥା ଦେଇ ଶେଷ ମୁହୂର୍ତ୍ତରେ ନଆସିବାରୁ ସେମାନଙ୍କ ପାଇଁ ହୋଇଥିବା ଖର୍ଚ୍ଚକୁ ସେମାନଙ୍କଠାରୁ ଆଦାୟ କରିବାକୁ ଯୋଜନା କରିଛନ୍ତି ଅଷ୍ଟ୍ରେଲିଆର ଜଣେ ତରୁଣୀ ।
ବେଆଇନ୍ ପୋଷ୍ଟର ମାରି ସୌନ୍ଦର୍ଯ୍ୟ ନଷ୍ଟ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଲା BMC । ଉଭୟ ଅନୁଷ୍ଠାନକୁ ୫୦ ହଜାର ଟଙ୍କା ଲେଖାଏଁ ଫାଇନ୍ କଷିଲା ବିଏମସି ।
ଜେଣେ ବ୍ୟକ୍ତି ଅଫିସ୍ରୁ ଏତ ଥର ବ୍ରେକ୍ ନେଇଛନ୍ତି ଯେ, ଅଫିସ୍ କର୍ତ୍ତୃପକ୍ଷ ଦେଖି ତାଟକା ।