• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Orissa Hc

HC order about Nabin Odisha
ଝଟକା ଦେଲେ ହାଇକୋର୍ଟ; ‘ନବୀନ ଓଡ଼ିଶା’ ସ୍କିମ୍ ନାଁରେ ଆଉ ଚାଲିବନି ମନମାନି

ଭାବିଥିଲେ ‘ନବୀନ ଓଡ଼ିଶା’ ସ୍କିମ୍ ନାଁରେ ପଞ୍ଚାୟତରେ ଚଳାଇବେ ମନମାନି। ଗ୍ରାମାଞ୍ଚଳ ଭୋଟ୍ ଉପରେ ଆଖି ପକାଇ ‘ନବୀନ ଓଡ଼ିଶା’ ସ୍କିମ୍ ନାଁରେ ମାରିବେ ବାହାଦୂରୀ।

Orissa HC
ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପୁଣି ବାଲି ଛାଟ; ମେସିନରେ ବାଲିଉଠାଣ ଉପରେ ରୋକ୍

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପୁଣି ବାଲି ଛାଟ । ବାଲି ଉଠାଣକୁ ନେଇ ପୁଣି ବର୍ଷିଲେ । ମେସିନ୍ ଜରିଆରେ ବାଲି ଉଠାଣ ଉପରେ ରୋକ ଲଗାଇଲେ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ପୁଣି ଜାରି କଲେ ସ୍ଥଗିତାଦେଶ ।

Orissa HC
ରୋଗୀଙ୍କ ପ୍ରେସକ୍ରିପସନ୍ ସ୍ପଷ୍ଟ ଭାବେ ଲେଖ: ହାଇକୋର୍ଟ

ସମସ୍ତ ମେଡିକାଲ ସେଣ୍ଟର, ଘେରାଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏନେଇ ମୁଖ୍ୟ ସଚିବ ନିର୍ଦ୍ଦେଶନାମା ଜାରି କରିବେ ।

Orissa HC
ମିଛ ଦୁର୍ଘଟଣାରେ ବୀମା ଦାବି କରି ଫଶିଲେ, ତଦନ୍ତ କରିବ ସିବିଆଇ

ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ICICI ଲମ୍ବାର୍ଡ ଇନସୁରାନ୍ସ କମ୍ପାନୀ ପକ୍ଷରୁ ହୋଇଥିଲା ଆବେଦନ।

Anubhav-Varsha marital discord
ସାଂସଦ ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା; ଅକ୍ଟୋବର ୩୧ ସୁଦ୍ଧା ପୂର୍ଣ୍ଣଚ୍ଛେଦ !

ଖୁବ୍‌ଶୀଘ୍ର ଆଲଗା ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରୀୟଦର୍ଶିନୀ । ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସାକ୍ଷ୍ୟ ଗ୍ରହଣର ୩ ମାସ ମଧ୍ୟରେ ମାମଲାରେ ପୂର୍ଣ୍ଣଚ୍ଛେଦ ଲାଗି ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଛି ।

HSRP deadline extension Odisha govt to issue notification today
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଟେନ୍‌ସନ୍‌: ବଢ଼ିବ ସମୟ ସୀମା

ବଢ଼ିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି। ସ୍ଲଟ୍‌ ବୁକିଂ ପାଇଁ ପୋଷ୍ଟ ଅଫିସ୍, ଜନସେବା କେନ୍ଦ୍ରକୁ ସାମିଲ୍ ପାଇଁ ପ୍ରସ୍ତାବ ଦିଆଯାଇଛି।

Number Plate
ଥମୁନି ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ଝମେଲା

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବସ୍ଥା କଡ଼ାକଡ଼ି କାର୍ଯ୍ୟକାରୀ କରିବା ସମୟସୀମାକୁୁ ଚ୍ୟାଲେଞ୍ଜ୍ କରି ଦାୟର ଦୁଇଟି ମାମଲା ଉପରେ ଆଜି ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ।

Special story
ସୂଚନା ଅଧିକାର ଆଇନ ପରିସରକୁ ଆସିବ ରାଜ୍ୟ ଭିଜିଲାନ୍ସ

ଗୋପନୀୟ ଓ ସଂବେଦନଶୀଳ ପ୍ରସଙ୍ଗ ଛାଡ଼ି ଅନ୍ୟ ସବୁ RTIକୁ ଆସିବ

Orissa High Court
ଏହି ୪ ଜଣ ହୋଇପାରନ୍ତି ଓଡିଶା ହାଇକୋର୍ଟର ନୂଆ ବିଚାପରତି, କଲେଜିୟମରେ ହେଲା ସୁପାରିଶ

ନିଯୁକ୍ତି ମଞ୍ଜୁର ହେବା ହେବାପରେ ଓଡ଼ିଶା ହାଇକୋର୍ଟର ମୋଟ ବିଚାରପତି ସଂଖ୍ୟା ୨୨କୁ ବୃଦ୍ଧି ପାଇବ ।