• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Crime In Odisha

Notorious Criminal Gang
Notorious Criminal Gang: ଫିଟିଲା ମାଉଜର ମିଷ୍ଟ୍ରି; ମୁଙ୍ଗେରରୁ ଆଣୁଛନ୍ତି, ଓଡ଼ିଶାରେ ମଣିଷ ମାରୁଛନ୍ତି

ଆଉ ଛୁରୀ, କାତି କି ଖଣ୍ଡା ନୁହଁ । ଅପରାଧ ଆଉ ଅପରାଧୀଙ୍କ ପେଣ୍ଠସ୍ଥଳୀ ବିହାର ମୁଙ୍ଗେରରୁ ଆଣିଥିବା ମାଉଜରକୁ ମହାଅସ୍ତ୍ର ସଜାଇ ଓଡ଼ିଶାରେ ଖୁନୀ ଖେଳ ଖେଳୁଛନ୍ତି ଦୁର୍ବୃତ୍ତ । କାଲି ‘ଗ୍ୟାଙ୍ଗସ ଅଫ୍ ଗଞ୍ଜାମ’ ଧରାପଡ଼ିବା ପରେ ଫିଟିଛି ମାଉଜର ମିଷ୍ଟ୍ରି ।

Crime Increase In Bhubaneswar
Crime Surge in Odisha's Bhubaneswar: ନିଶା ପାଇଁ ଫସର ଫାଟୁଛି ପୋଲିସର ଉଦ୍ୟମ, ରାଜଧାନୀରେ ବଢୁଛି ଅପରାଧ

ରାଜଧାନୀରେ ବଢୁଛି ଅପରାଧ । ନିଶା ପାଇଁ ଅପରାଧ ଘଟାଉଛନ୍ତି ଅପରାଧୀ । ବିଶେଷ କରି ବସ୍ତି ଅଞ୍ଚଳରେ ଘଟୁଛି କ୍ରାଇମ୍ ।

Crime in Odisha
କାମ କରୁନି ରାଜ୍ୟ ପୋଲିସ, ବିରୋଧୀ ଆଣିଲେ ବଡ଼ ଅଭିଯୋଗ

ଓଡ଼ିଶାରେ ଆଇନ୍‌  ଶୃଙ୍ଖଳା ପରିସ୍ଥତି ବିପର୍ଯ୍ୟସ୍ତ ! ଠିକ୍‌  ଭାବେ କାମ କରୁନି ପୋଲିସ ? ପୋଲିସ ଉପରେ ଲାଗୁନି କି ସରକାରଙ୍କ ଅଙ୍କୁଶ ? ରାଜ୍ୟରେ ଅପରାଧୀକ ଘଟଣା ସାମ୍‌ନାକୁ ଆସିବା ପରେ ତାତିଲେଣି ବିରୋଧୀ । ସରକାରଙ୍କୁ ନିଶାନା କରିବା ସହ ପୋଲିସ ଡିପାର୍ଟମେଣ୍ଟ ଉପରେ ପ୍ରଶ୍ନ କଲେଣି ।

killing mother and sister for property
Sambalpur Murder Case: ସମ୍ପତ୍ତି ପାଇଁ ମାଆକୁ ଜାଳିଦେଲା ପୁଅ; ଅଭିଯୁକ୍ତକୁ ଗିରଫ କଲା ପୋଲିସ

ସମ୍ପତ୍ତି ପାଇଁ ମାଆ ଓ ଉଭଣୀଙ୍କୁ ହତ୍ୟା। ଦୁଇ ଜଣଙ୍କୁ ପୋଡ଼ି ମାରିଦେଇଥିଲେ ବାପା ପୁଅ। ହତ୍ୟାକୁ ଦେଇଥିଲେ ଆତ୍ମହତ୍ୟାର ରୂପ । 

Loot From Judge House
Ganjam Judge House Loot Case: ଜଜ୍‌ଙ୍କ ଘରେ ଚକୁଳି ଖାଇଲେ, ସୁନା ଚୋରି କରି ଚମ୍ପଟ ମାରିଲେ

ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଦେବଦତ୍ତ ପଟ୍ଟନାୟକ । କାଳି ପୂଜା ଛୁଟିରେ ସାର ଯାଇଛନ୍ତି ଗାଁକୁ । ଘରେ ତାଲା ପଡ଼ିଛି । ଦୁବୃର୍ତ୍ତଙ୍କୁ ଏ ଖବର ମିଳିବା ପରେ ସେମାନେ ନିଜ ଅଭିଯାନ ଆରମ୍ଭ କରନ୍ତି ।

Loot
ଗ୍ରହ ଶାନ୍ତି ପ୍ରତିକାର ପାଇଁ ଆସିଲେ, ସୁନା ଚେନ୍ ଝାମ୍ପି ଚମ୍ପଟ ମାରିଲେ କିନ୍ନର

ବଡ଼ ବୋହୂ ପ୍ରତି ଗ୍ରହମାନଙ୍କ ଅଶୁଭ ଦୃଷ୍ଟି ପଡ଼ିଛି। ଏହାର ପ୍ରତିକାର କଲେ ଶୁଭ ଫଳ ମିଳିବ। ଏଭଳି ପ୍ରବର୍ତ୍ତାଇ ଲକ୍ଷାଧିକ ଟଙ୍କାର ସୁନା ଚେନ୍ ଲୁଟିନେଲେ ଜଣେ କିନ୍ନର।

Rourkela Crime
ରାଉରକେଲାରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା! ଅପରାଧୀଙ୍କ ପାଲଟିଛି ଚରାଭୂଇଁ

ଅସୁରକ୍ଷିତ ପାଲଟିଛି କି ରାଉରକେଲା? କ୍ରାଇମ ସିଟି ପାଲଟିଲାଣି କି ଷ୍ଟିଲସିଟି ?

100 Crore Demand
ଶହେ କୋଟି ମାଗିଲା ସ୍କୁଲ କବ୍‌ଜା କରିଥିବା ଯୁବକ, ଗତକାଲି IICଙ୍କୁ ତୀର ମାରି କରିଥିଲା ଆହତ

ଗତ ୫ ଦିନ ହେଲା ସ୍କୁଲକୁ କବଜା କରି ରଖିଛି ଯୁବକ । ହାତରେ ଧନୁତୀର ଓ ବାଟୁଳି ସହ ଅନ୍ୟ ମାରଣାସ୍ତ୍ର ରଖିଥିବା ସୂଚନା ମଳିଛି । ଗତକାଲି IICଙ୍କୁ ସେ ତୀର ମାଡ଼ କରିଥିଲା ।

Journalist Suicide
ମହିଳା ସାମ୍ବାଦିକା ମୃତ୍ୟୁ ଘଟଣା, ସ୍ୱାମୀ ଓ ଦିଅର ମାରିଦେଇଥିବା ଅଭିଯୋଗ କଲେ ପରିବାର

ରାଜଧାନୀରେ ମହିଳା ସାମ୍ବାଦିକାଙ୍କ ମତ୍ୟୁକୁ ନେଇ ଆସିଲା ସାଂଘାତିକ ଅଭିଯୋଗ ।

Tantrik
ତାନ୍ତ୍ରିକର ଅଜବ ତନ୍ତ୍ର ଚିକିତ୍ସା, ଯୁବତୀଙ୍କ ମୁଣ୍ଡରେ ପିଟିଥିଲେ ୧୦ରୁ ଅଧିକ ଲୁହାକଣ୍ଟା

ଯୁଗ ଆସି ଏକବିଂଶ ଶତାବ୍ଦୀ ହେଲାଣି । ମଣିଷ ଯାଇ ଚନ୍ଦ୍ରରେ ପାଦ ଦେଲାଣି । ତଥାପି କୁସଂସ୍କାର ଓ ଅନ୍ଧ ବିଶ୍ୱାସ କବଳରୁ ବାହାରି ପାରୁନି ମଣିଷ ।

Hanging Death
ସାଙ୍ଗ ଘରୁ ସାଙ୍ଗର ଝୁଲନ୍ତା ମୃତଦେହ ଉଦ୍ଧାର

ସାଙ୍ଗ ଘରେ ଝୁଲି ପଡ଼ିଲା ସାଙ୍ଗ। ସୁବର୍ଣ୍ଣପୁର ମହାବିଦ୍ୟାଳୟର +୩ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।

Bhubaneswar Crime
ଋଣ ବୋଝ-ପାରିବାରିକ ସମସ୍ୟା; ମାନସିକ ଚାପ ପାଲଟିଲା ପରମ ଚଣ୍ତାଳ, ପିତୃହନ୍ତା ପାଲଟିଲା ପୁଅ

ଏକାଧିକ ସମସ୍ୟାକୁ ନେଇ ମାନସିକ ଚାପ ଯୋଗୁଁ ପିତୃହନ୍ତା ପାଲଟିଲା ପୁଅ । ମାତ୍ରାଧିକ ଋଣ ବୋଝ ସାଙ୍ଗକୁ ପାରିବାରିକ ସମସ୍ୟା ଏବଂ ପ୍ରଫେସର ଥିବା କଲେଜରେ ମଧ୍ୟ ନାନା ସମସ୍ୟା ଦେଖାଦେଇଥିଲା ।

Physically Assaulting Woman
ଥାନା ଆଗରେ ମହିଳାଙ୍କୁ ଘୋଷାଡ଼ି ନେବା ଘଟଣା; ୩ ପୋଲିସ କର୍ମଚାରୀଙ୍କୁ ବଦଳି 

ଜଳଜଳ ହୋଇ ଦିଶିଲା ବର୍ଦ୍ଦି ପଛରେ ଲୁଚିଥିବା ବର୍ବର ଚେହେରା: ଚାନ୍ଦବାଲି ଥାନା ଆଗରେ ମହିଳାଙ୍କୁ ଘୋଷାଡ଼ି ନେଲେ ପୁରୁଷ ପୋଲିସ । ବିବସ୍ତ୍ର ହେବା ପରେ ବି ଛାଡ଼ିଲେନି । 

Crime
ନିଜେ ବିଷ ପିଇବା ସହ ୪ ବର୍ଷର ଶିଶୁପୁତ୍ରକୁ ବିଷ ପିଆଇଲା ମାଆ

ମାଆ ନିଜେ ବିଷ ପିଇଲେ। ଆଉ ନିଜର ୪ ବର୍ଷର ପୁଅକୁ ବିଷ ପିଆଇ ଦେଲେ। ଉଭୟ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି।

Bar Dancer Death
ବାର୍ ଡ୍ୟାନ୍ସରଙ୍କ ମୃତ୍ୟୁ ରହସ୍ୟ, ସୋସିଆଲ ମିଡିଆ ମେସେଜ୍‌ ଚେକ୍‌ କରୁଛି ପୋଲିସ

ଭୁବନେଶ୍ୱରରେ ବାର୍ ଡ୍ୟାନସରଙ୍କ ସନ୍ଦେହଜନକ ମୃତ୍ୟୁ । ଭଡ଼ା ଘର ଭିତରେ ବାର୍ ଡ୍ୟାନ୍ସରଙ୍କ ରକ୍ତାକ୍ତ ମୃତଦେହ ।

Mo Bus Lootera Gang
ଯେଉଁ ବସ୍‌ରେ ଅଧିକ ଭିଡ଼, ସେହି ବସ୍‌ରେ ଚଢ଼ି ଲୋକଙ୍କୁ ଲୁଟୁଥିଲେ

କଟକ ଭୁବନେଶ୍ୱରରେ ଚାଲୁଥିବା ମୋ ବସରେ ଚଢି ଏହି ଗ୍ୟାଙ୍ଗ ଲୁଟ୍ କରୁଥିଲେ । ଲୁଟ୍ ପରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ପଳେଇ ଯାଉଥିଲେ ବୋଲି କହିଛି ପୋଲିସ।

Murder Case
କାର୍‌ ଭିତରେ ୩ ମୃତଦେହ; ସ୍ତ୍ରୀ-ଝିଅକୁ ଗୁଳି କରି ନିଜକୁ ବି ମାରିଦେଲା ସ୍ୱାମୀ !

ମୃତକଙ୍କ ଘର ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳରେ। ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିବା ସୂଚନା ମିଳିଛି ।

Crime
ବ୍ରହ୍ମପୁର ଗଣଦୁଷ୍କର୍ମ ମାମଲା, ଗିରଫ ହେଲେ ପାଞ୍ଚ ଅଭିଯୁକ୍ତ

ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା । ଗିରଫ ହେଲେ ପାଞ୍ଚ ଅଭିଯୁକ୍ତ । ୫ ଯୁବକଙ୍କୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏସ୍‌ପି ସାର୍ଥକ ଷଡ଼ଙ୍ଗୀ । ଏସପିଙ୍କ କହିବା ଅନୁସାରେ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକ ଡାକିଥିଲେ ।

Murder
ପାରିବାରିକ ବିବାଦ! ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦେଢଶୂର

ଗତକାଲି ରାତିରେ ପୂର୍ଣ୍ଣିମା ଓ ପୁଅ ୟେଂଶୁ ଘରେ ଶୋଇଥିଲେ। ଘରେ ପୂର୍ଣ୍ଣିମାଙ୍କ ସ୍ୱାମୀ ନଥିଲେ। ଦେଢଶୂର ଲୋଚନ କବାଟ ଭାଙ୍ଗି ଘରେ ପଶିଥିଲା। ପ୍ରଥମେ ପୂର୍ଣ୍ଣିମାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ।

Wife Killed Husband
ପାପ ଲୁଚାଇବାକୁ ସ୍ୱାମୀକୁ ମାରିଲା ସ୍ତ୍ରୀ; ଟିକିଏ ଖୁସି ପାଇଁ ଭୁଲିଗଲା ୧୨ ବର୍ଷର ସମ୍ପର୍କ..

ୟେ ଏମିତି ଏକ ଘଟଣା, କେହି ସହଜରେ ବିଶ୍ୱାସ କରିପାରୁନାହାଁନ୍ତି। ୟେ ଏମିତି ଏକ ବୀଭତ୍ସ ଏବଂ ରକ୍ତରଂଜିତ କାହାଣୀ, ବୋଧହୁଏ କେହି କେବେ ଦେଖିନାହାଁନ୍ତି।

Murder
ସ୍ୱାମୀକୁ ମାରି ଘରେ ପୋତିଦେଲା ସ୍ତ୍ରୀ, ମାଟିତଳୁ ମୃତଦେହ ଉଦ୍ଧାର କଲା ପୋଲିସ୍

ପରକୀୟା ପ୍ରୀତି ଧରାପଡ଼ିଯିବାରୁ ସ୍ତ୍ରୀ ଏ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି।

Bhubaneswar
ଲୁଟେରାଙ୍କ ଟାର୍ଗେଟରେ ବଡ଼ ବାବୁ, ନଗଦ ଟଙ୍କା ଓ ସୁନା ଗହଣା ନେଇ ଚମ୍ପଟ

ଲୁଟେରାଙ୍କୁ କାବୁ କରିପାରୁନାହିଁ ପୋଲିସ । ନା ଲୁଟ ରୋକି ପାରୁଛି ନା ଲୁଟେରାକୁ ଧରି ପାରୁଛି । ଏଥର ଲୁଟେରା ଟାର୍ଗେଟ କରିଛନ୍ତି ଜଣେ ବଡବାବୁଙ୍କୁ ।

 Mysterious Deaths
ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଏଡିଏମ୍ ଅଫିସରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ..ସେଞ୍ଚୁରୀ ପାର୍କରୁ ମିଳିଲା ସୁସ୍ମିତା ମିଂଜଙ୍କ ମୃତଦେହ

Fake Brand Garments
ଅସଲ ବ୍ରାଣ୍ଡ୍‌ ନାଁରେ ଚାଲିଥିଲା ନକଲି ଡ୍ରେସ୍‌ ବେପାର

ପ୍ୟାଣ୍ଟସାର୍ଟରେ ଭର୍ତ୍ତି ଘର । ପୂରା ଛିନଛତର ଭାବରେ ଖେଳାଇ ହୋଇ ପଡିଛି ଡ୍ରେସ୍‌...ଅସଲ ବ୍ରାଣ୍ଡ୍‌ ନାଁରେ ଚାଲିଥିଲା ନକଲି ଡ୍ରେସ୍‌ ବେପାର

Crimes In Odisha
ସିପି ମାଗିଲେ CCTV ଲିଙ୍କ୍

ରାଜଧାନୀରେ ଅପରାଧ ନିୟନ୍ତ୍ରଣ ପାଇଁ ପଦକ୍ଷେପ । ସିପି ମାଗିଲେ CCTV ଲିଙ୍କ୍ । ଆଇପି ଆଡ୍ରେସ୍ ପୋଲିସକୁ ଦେବାପାଇଁ କମିଶନରଙ୍କ ଅନୁରୋଧ..