/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704942154.jpg)
Panchang Today
ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୧ ଗୁରୁବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୦୪ ଗତେ ମକର । ତିଥି- ଅମାବାସ୍ୟା ସନ୍ଧ୍ୟା ୦୫.୨୭ ଗତେ ପ୍ରତିପଦ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୧୧.୦୪ ଗତେ ସିଂହ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୫.୩୮ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
Advertisment
ଶୁଭ ସମୟ
ପ୍ରାତଃ- ୦୬.୨୭ରୁ ୦୭.୫୪
ସନ୍ଧ୍ୟା- ୦୬.୧୩ରୁ ୦୯.୪୩
ରାତ୍ରି- ୦୧.୩୨ରୁ ୦୩.୫୦
ନିଶାନ୍ତ- ୦୪.୪୨ରୁ ୦୬.୨୭
ଅଧିକ ପଢ଼ନ୍ତୁ: ଗୃହ ନିର୍ମାଣ ବେଳେ ସାବଧାନ! ଏହି କୋଣକୁ ବନ୍ଦ କଲେ ମହାବିପଦ
ଅଶୁଭ ସମୟ
ରାହୁକାଳ- ଦିବା ୦୧.୧୬ରୁ ୦୨.୩୭
କାଳବେଳା- ଦିବା ୦୨.୩୭ରୁ ୦୩.୫୯
ବାରବେଳା- ଦିବା ୦୩.୫୯ରୁ ୦୫.୨୧
କାଳରାତ୍ରି- ରାତ୍ରି ୧୧.୫୪ରୁ ୦୧.୩୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)