• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 11 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 9 months ago

OTNର ୨୬ତମ ପ୍ରତିଷ୍ଠା ଦିବସ, ଗାଇଲେ..ନାଚିଲେ..ଧୂଳି ଉଡ଼େଇଲେ ! ଦେଖନ୍ତୁ ଭିଡିଓ...

କ୍ରୀଡ଼ା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି । କାର୍ଯ୍ୟକ୍ରମରେ ପ୍ରତିଭା ପ୍ରଦର୍ଶନ କଲେ ଓଟିଭି କର୍ମଚାରୀ । More
  • Santosh Kumar Sahoo
  • 9 months ago

ପରିକ୍ରମା ପ୍ରକଳ୍ପ ଉତ୍ସବ ଲାଗି କାଲି ସନ୍ଧ୍ୟାରୁ କାର୍ଯ୍ୟକ୍ରମ, ଏବେ ବି ଅନେକ ସ୍ଥାନରେ କାମ ଅଧ ପନ୍ତରିଆ

ସାମ୍ନାକୁ ଆସିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପର୍ବର କାର୍ଯ୍ୟସୂଚୀ ଓ ସମୟ ନିର୍ଘଣ୍ଟ । ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ। More
  • Santosh Kumar Sahoo
  • 9 months ago

ବିଜେଡି ପାଇଁ ବୁମେରାଂ ହେବ କି ‘ପରିକ୍ରମା’ ରଥ ? ବିଭିନ୍ନ ସ୍ଥାନରେ ବିଜେଡି ସମର୍ଥିତ ସରପଞ୍ଚ ବି କ୍ଷୁବ୍ଧ

ପରିକ୍ରମା ରଥ କାର୍ଯ୍ୟକ୍ରମରେ ସରପଞ୍ଚମାନଙ୍କୁ ପ୍ରଶାସନର ଅବହେଳା ଆଉ ହତାଦର ଅଭିଯୋଗ କରି ଆଜି ଉପଜିଲ୍ଲାପାଳଙ୍କୁ ଇସ୍ତଫା ଦେଇଛନ୍ତି ସରପଞ୍ଚମାନେ। More
  • Satyendu Shekher Mishra
  • 9 months ago

ମାତ୍ର ୭ ମିନିଟରେ ATM ସଫା, ୧୨ ଲକ୍ଷ ଲୁଟ୍

ଦୁଇଟି ଯାକ ଲୁଟ୍‌ରେ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଥିବା ବେଳେ ଏଯାଏଁ କିନ୍ତୁ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ। More
  • Satyendu Shekher Mishra
  • 9 months ago

ଅଣ୍ଡା ବଢ଼ାଉଛି ଅଡୁଆ ! ଖୋଲା ବଜାରରେ ଚଢ଼ା ଦର, ନିଅଣ୍ଟ ପଡୁଛି ଅଣ୍ଡା

ଅଣ୍ଡା ପାଇଁ ସରକାର ଦେଉଥିବା ଟଙ୍କା ପର୍ଯ୍ୟାପ୍ତ ହେଉନି କହିଲେ ଅଙ୍ଗନୱାଡ଼ି କର୍ମୀ । More
  • Santosh Kumar Sahoo
  • 9 months ago

ସିମୁଳିଆ ବିଡିଓଙ୍କ ଆତ୍ମହତ୍ୟା ! ସରକାରୀ କ୍ୱାର୍ଟର୍ସରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ

ବିଶ୍ୱରଞ୍ଜନ ଅଳ୍ପ କିଛି ମାସ ତଳେ ସିମୁଳିଆରେ ବିଡିଓ ଭାବେ ନିଯୁକ୍ତ ହୋଇଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି ଘଟଣା ରହିଛି? More
  • Santosh Kumar Sahoo
  • 9 months ago

ହାଇଟେକ୍ ଟ୍ରାଜେଡି: ହସ୍ପିଟାଲକୁ ସ୍ୱତନ୍ତ୍ର ଟିମ୍ ପଠାଇ ସରଜମିନ ତଦନ୍ତ କଲା ଶ୍ରମ ବିଭାଗ

ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ କ୍ଷତିପୂରଣ ପାଇବା ନିମନ୍ତେ ଆବେଦନ କରିବାକୁ ଲେବର କମିଶନରଙ୍କ ପକ୍ଷରୁ କୁହାଯାଇଛି । More
  • Santosh Kumar Sahoo
  • 9 months ago

ପାରିବାରିକ କଳହରୁ କରୁଣ ପରିଣତି, ସ୍ତ୍ରୀର ଆତ୍ମହତ୍ୟା ପରେ ପରେ ଝୁଲି ପଡ଼ିଲେ ସ୍ୱାମୀ

ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ପରେ ସ୍ୱାମୀ କଲେ ଆତ୍ମହତ୍ୟା । ଫଳରେ ଗୋଟିଏ ପରିବାରରୁ ଏକା ଦିନେ ଲିଭିଯାଇଛି ଦୁଇଟି ଜୀବନଦୀପ । More
  • Manoranjan Behera
  • 9 months ago

ହସ୍ପିଟାଲ୍‌ ବେଡ୍‌ରେ ମାଆ-ପୁଅଙ୍କୁ ଛାଡ଼ି ଫେରାର୍‌ ସ୍ୱାମୀ

ହସ୍ପିଟାଲରେ ୧୦ ଦିନର ଶିଶୁପୁତ୍ର ଓ ସ୍ତ୍ରୀକୁ ଛାଡ଼ି ପଳାଇଛି ସ୍ୱାମୀ। ମେଡିକାଲ ବେଡ୍‌ରେ ୧୦ ଦିନ ହେବ ସ୍ୱାମୀର ବାଟକୁ ଅନାଇ ବସିଛି ସ୍ତ୍ରୀ। More
  • Manoranjan Behera
  • 9 months ago

ମୃତ୍ୟୁ ସହ ଲଢ଼ି ଜିତିଲା ବିଜୟିନୀ; ଆଜି ଡିସଚାର୍ଜ ହେଲା ଭିମସାରର ଅଲିଅଳି ଝିଅ

ଗତ ମାସେ ହେଲା ଭୀମସାରରେ ଚିକିତ୍ସାଧୀନ ରହିଥିଲା ବିଜୟିନୀ । ଗତ ମାସ ୧୨ରେ ଲାରିପାଲି ନିକଟରେ ବୋରୱେଲରୁ ଉଦ୍ଧାର ହୋଇଥିଲା ଏହି ଶିଶୁକନ୍ୟା । More
  • Manoranjan Behera
  • 9 months ago

ବଣଭୋଜିରୁ ଗଣ୍ଡଗୋଳ; ସାଙ୍ଗ ସାଙ୍ଗ ଭିତରେ ପିଟାପିଟି ସହ ଫୁଟିଲା ଗୁଳି

ଗୁଳିମାଡରେ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି । More
  • Manoranjan Behera
  • 9 months ago

ଘୋଡ଼େଇ ରଖିଛି ଘନ କୁହୁଡ଼ି; ଗାଡ଼ି ଚଳାଚଳ ବାଧାପ୍ରାପ୍ତ..

ଗତକାଲି ରାଜଧାନୀ ଭୁବନେଶ୍ୱର ସମେତ କଟକ, କେନ୍ଦ୍ରାପଡା, ରାଉରକେଲା, ଅନୁଗୁଳ ଓ ଫୁଲବାଣୀରେ ଘନ କୁହୁଡି ଦେଖିବାକୁ ମିଳିଥିଲା । More
  • Deepak Acharya
  • 9 months ago

Panchang Today 11th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୧ ଗୁରୁବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୦୪ ଗତେ ମକର । ତିଥି- ଅମାବାସ୍ୟା ସନ୍ଧ୍ୟା ୦୫.୨୭ ଗତେ ପ୍ରତିପଦ । More
  • Tanmay Kumar Mahalik
  • 9 months ago

ପାଖଉଛି ନିର୍ବାଚନ, ଅଧୈର୍ଯ୍ୟ ବିଜେଡି ଆଶାୟୀ; ଅର୍ପଣ ରଥରେ ଅକ୍ଷତ ଚାଉଳ ସଂଗ୍ରହରେ ମାତିଛନ୍ତି ବିଧାୟକ

ନିର୍ବାଚନ ଯେତିକି ଯେତିକି ପାଖଉଛି, ବିଜେଡି ଘର କଳି ସେତିକି ସେତିକି ବଢୁଛି । ଆଶାୟୀ ଶକ୍ତି ପ୍ରଦର୍ଶନ କରି ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କୁ ଚାଲେଞ୍ଜ ଦେଲେଣି । ଖୋଦ ରାଜଧାନୀରେ ବି ଟିକେଟ୍ ପାଇଁ ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ । More
  • Tanmay Kumar Mahalik
  • 9 months ago

ପରିକ୍ରମା ପ୍ରକଳ୍ପ ବିସ୍ଥାପିତଙ୍କୁ ଭୁଲିଗଲେ କି ସରକାର ? ଏଯାଏଁ ମିଳିନି ପରିଚୟପତ୍ର, ଉତ୍ସବକୁ କରାଯାଇନି ନିମନ୍ତ୍ରଣ

ପରିବାରଙ୍କ ଅଭିଯୋଗ, ଯେଉଁ ପରିକ୍ରମା ପ୍ରକଳ୍ପ ପାଇଁ ଆମେ ବାସହରା ହେଲୁ ସେହି ପ୍ରକଳ୍ପରେ କେଉଁଠି ବି ଆମ ନାଁ ନାହିଁ । ସବୁ ବିସ୍ଥାପିତଙ୍କୁ ପରିଚୟପତ୍ର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ବି ମିଳିଲାନି । More
  • Santosh Kumar Sahoo
  • 9 months ago

ଏଣିକି ଗୁଗଲ ମ୍ୟାପିଂ ଦ୍ୱାରା ଚିହ୍ନଟ ହେବେ ଅଭିଯୁକ୍ତ, ବିଭିନ୍ନ ଟେଲିକମ ସଂସ୍ଥାର ସାହାଯ୍ୟ ନେବ ପୋଲିସ

ଅନଲାଇନରେ ଗୁଗୁଲ ମ୍ୟାପିଂ ଦ୍ୱାରା ଚିହ୍ନଟ ହେବେ ଅଭିଯୁକ୍ତ । ଆପ୍ଲିକେସନ ଜରିଆରେ କ୍ରାଇମ ପ୍ଲଟକୁ ଠାବ କରିବ ପୋଲିସ । More
  • Santosh Kumar Sahoo
  • 9 months ago

ଭୋଟ୍ ପୂର୍ବରୁ ପୁଣି ଆଶା ଓ ଅଙ୍ଗନୱାଡ଼ି ଦିଦିଙ୍କୁ ଦରମା ବୃଦ୍ଧି ଥୋପ ! ବିନା କେନ୍ଦ୍ର ସହାୟତାରେ କେମିତି ବଢ଼େଇବେ ଉଠିଲା ପ୍ରଶ୍ନ

ଏତେ ଦିନ ହେଲା ଶୁଣୁ ନଥିଲେ। ନିର୍ବାଚନ ବେଳେ ମନେ ପଡ଼ିଲେ। ପୁଣି ମିଳିଲା ପ୍ରତିଶ୍ରୁତି। ବିଜେଡିକୁ ଘାରିଲା କି ଭୋଟ୍ ବ୍ୟାଙ୍କ ଭାଙ୍ଗିବା ଭୟ? ଆଶା, ଅଙ୍ଗନୱାଡି କର୍ମୀ, ଏମବିକେ, ସିଆରପିଙ୍କ ଦରମା ବଢାଇବାକୁ ମିଳିଛି ପ୍ରତିଶ୍ରୁତି। More
  • Tanmay Kumar Mahalik
  • 9 months ago

ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ; ସାଇବର ଥାନାରେ ଏତଲା ଦେଲା ବିଜେପି

ସଂପୃକ୍ତ ବିଜେଡି କର୍ମକର୍ତ୍ତାଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ ବିଜେପି । More