• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fir

BJP
ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ; ସାଇବର ଥାନାରେ ଏତଲା ଦେଲା ବିଜେପି

ସଂପୃକ୍ତ ବିଜେଡି କର୍ମକର୍ତ୍ତାଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ ବିଜେପି ।

love story
ପ୍ରେମିକ ସହ କଥା ହେବାକୁ ମନାକଲେ ବାପା, ଥାନାରେ ଅଭିଯୋଗ କଲା ଝିଅ

ଜୀବନର ସବୁ ହସଖୁସିରେ ସେ ପାଖରେ ଥିଲେ । ଝିଅ ଯେତେବେଳେ ଯାହା ମାଗୁଥିଲା..ସବୁ ଆଣି ଥୋଇ ଦେଉଥିଲେ.. ହେଲେ ସେହି ବାପାଙ୍କୁ ପ୍ରେମ ପାଇଁ ପୋଲିସ୍‌ ହାତରେ ବନ୍ଧାଇଲା ଝିଅ ।

Sourin Bhatt
କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା

ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା ହୋଇଛି । ସୌରିନଙ୍କ ନାଁରେ ଜଣେ ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି । ପ୍ରଥମେ ଜଗତପୁର ଥାନାରୁ ଯାଇ ଯୁବତୀ ଜଣକ ମହିଳା ଥାନାରେ ଏତଲା କରିଛନ୍ତି । ଯୁବତୀଙ୍କୁ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ କରାଯାଇଛି । ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିବା ସଂପୃକ୍ତ ଯୁବତୀ ଅଭିଯୋଗ କରିଥିବା ଜଣାପଡ଼ିଛି । ଯୁବତୀ ଜଣକ ଜଗତପୁର ଥାନାକୁ ଯାଇଥିଲେ, ପରେ ସେଠାରୁ ପୋଲିସ ମହିଳା ଥାନା ପଠାଇଥିଲା ।

FIR On Dog
ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିଦେଲା କୁକୁର, ଥାନାରେ ଏତଲା ଦେଲେ ମହିଳା ନେତ୍ରୀ

କାନ୍ଥରେ ଲାଗିଥିଲା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କର ।

Girl Gangrape
୧୬ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ; ରଶି ଲଗାଇ ଆତ୍ମହତ୍ୟାକଲା ପୀଡ଼ିତା

ନାବାଳିକା ଜଣକ ରାତିରେ ତାଙ୍କ ଗୃହପାଳିତ ପଶୁଙ୍କୁ ଖାଇବାକୁ ଦେବାକୁ ଯିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଉଠାଇନେଇ ଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ କରିସାରିବା ପରେ ଅଭିଯୁକ୍ତ ଯୁବକମାନେ ସେଠାରୁ ଚାଲିଯିବା ପରେ ପୀଡ଼ିତା ରଶି ରଗାଇ ଆତ୍ମହତ୍ୟା କେରିଛନ୍ତି ।

FIR Against Daughter
ପ୍ରେମ ପାଇଁ ମା’କୁ ଝିଅ ଧକ୍କା ଦେବା ଘଟଣା: ଥାନାରେ ବାପାମା’ଙ୍କ ଏତଲା

ଥାନା ପରିସରରେ ମାଆକୁ ଧକ୍କା ମାରିଥିଲା ଝିଅ । ବ୍ରହ୍ମପୁର ବୈଦନାଥପୁର ଅଞ୍ଚଳର ଏହି ଘଟଣାକୁ ନେଇ ଚର୍ଚ୍ଚା । ଝିଅ ବିରୁଦ୍ଧରେ ବାପା-ମାଆ ଥାନାରେ ଏତଲା ଦେଇଛନ୍ତି ।