• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Teacher Recruitment

Odisha Teacher Post Recruitment Apply Teacher
Job in Odisha: ଓଡ଼ିଶାରେ ଶିକ୍ଷକ ପଦବୀ ସହ ଅନେକ ପଦବୀ ଖାଲି; ଯୋଗ ଶିକ୍ଷକ ବି ପୂରଣ ହେବ

ଓଡ଼ିଶାରେ ରହି ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ସରକାର ଅଧିନରେ ଥିବା ଜୟଶଙ୍କର ସେବାଶ୍ରମରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପାଇଁ ପଦବୀ ବାହାରିଛି। ଏନେଇ ଜୟଶଙ୍କର ସେବାଶ୍ରମ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Dharmendra Pradhan
ଓଡ଼ିଶାରେ ଏବେ ମାତିଛନ୍ତି ମାହଲମାଣ୍ଡା; ଧର୍ମେନ୍ଦ୍ର

ଓଡ଼ିଶାରେ ଗୋଟିଏ ରାକ୍ଷସ ମନୋବୃତ୍ତିର ସରକାର ଚାଲିଛି । ଏଠି ଅଧା ଡଜନ ମନ୍ତ୍ରୀ, ଡଜନ ଡଜନ ବିଧାୟକ ଅପରାଧ ଆରୋପିତ ବୋଲି ସିଧାସଳଖ କହିଛନ୍ତି ଧର୍ମେନ୍ଦ୍ର ।

SSB Odisha TGT Recruitment Apply for 2064 posts
SSB Odisha TGT Recruitment: ଓଡ଼ିଶାରେ ଶିକ୍ଷକ ପଦବୀ ପାଇଁ ଚାଲିଛି ଆବେଦନ; ସୁଯୋଗ ହାତଛଡା କରନ୍ତୁ ନାହିଁ

ଓଡ଼ିଶାରେ ଶିକ୍ଷକ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରାଜ୍ୟ ଚୟନ ବୋର୍ଡ(SSB), ଓଡିଶା TGT ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। । ଏହି ନିଯୁକ୍ତି ପ୍ରକ୍ରିୟାରେ ୨ ହଜାରରୁ ଅଧିକ ପଦବୀ ପୂରଣ ହେବ।

Odisha Teacher
ଆଶାୟୀଙ୍କ ପାଇଁ ଖୁସି ଖବର; ଖୁବ୍‌ଶୀଘ୍ର ପୂରଣ ହେବ ୧,୦୦୮ ଶିକ୍ଷକ ପଦବୀ

ପୂର୍ବରୁ ୫୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟରୁ ଉନ୍ନୀତ ହୋଇଥିବା ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ନିଯୁକ୍ତି କରାଯିବ ।

OAV Teacher Post Recruitment 2023 Nabarangpur
OAV Teacher Recruitment: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନୂଆ ନିଯୁକ୍ତି; ପୂରଣ ହେବ ଶିକ୍ଷକ ପଦବୀ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV), ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଚୁକ୍ତିଭିତ୍ତିକ ଶିକ୍ଷକ PGT (ଇଂରାଜୀ, ଗଣିତ) ଏବଂ TGT (ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ) ପଦବୀ ପୂରଣ ହେବ। ଏହି ପୋଷ୍ଟଗୁଡିକ ଅଫ୍‌ଲାଇନ୍ ମୋଡ୍‌ରେ ପୂରଣ ହେବ।

Teacher Recruitment
ଘରେ ନପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ : ଠିକା ସଂସ୍ଥା ଉଠାଇଲେ, ପୁଣି ସେହି ବ୍ୟବସ୍ଥା କିଆଁ?

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କେଁ । ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଉ ପାଉ ବିବାଦ । ଆନୁଆଲ୍ ଏଗ୍ରିମେଣ୍ଟ ଆଧାରରେ ଶିକ୍ଷକଙ୍କୁ ମିଳିବ ବର୍ଷିକିଆ ନିଯୁକ୍ତି । ଠିକା ନିଯୁକ୍ତି ବ୍ୟବସ୍ଥା ଉଛେଦ ପରେ ବି ପୁଣି ସେହି ବ୍ୟବସ୍ଥାକୁ ଫେରିଲେ ସରକାର । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ପ୍ରକ୍ରିୟା । ତେବେ ଏଥିପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ତାକୁ ନେଇ ଦେଖାଦେଇଛି ବିବାଦ । କାରଣ ଶିକ୍ଷକ ନିଯୁକ୍ତି ସ୍ଥାୟୀ ବଦଳରେ ବର୍ଷିକିଆ ଏଗ୍ରିମେଣ୍ଟ ଆଧାରରରେ ହେବ ।

Teacher Recruitment
ଘରେ ନପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ : ଠିକା ସଂସ୍ଥା ଉଠାଇଲେ, ପୁଣି ସେହି ବ୍ୟବସ୍ଥା କିଆଁ?

ଗତବର୍ଷ ଅକ୍ଟୋବରରେ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେଲା ବୋଲି ଘୋଷଣା କରି ବାଃ ବାଃ ସାଉଁଟି ଥିଲେ ରାଜ୍ୟ ସରକାର । କିନ୍ତୁ ପୁଣି ଥରେ ସେହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।

Odisha govt releases guidelines for recruitment of 20000 junior teachers
ଓଡ଼ିଶା ସରକାରଙ୍କ ଘୋଷଣା- ପୂରଣ ହେବ ୨୦ ହଜାର ଶିକ୍ଷକ ପଦବୀ

ରାଜ୍ୟରେ ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ, ୨୦ ହଜାର ଶିକ୍ଷକଙ୍କୁ ମିଳିବ ଯୋଜନା ଭିତ୍ତିକ ନିଯୁକ୍ତି। ୭ ବର୍ଷ ପରେ ଏହି ନିଯୁକ୍ତି ହେଉଥିବା ଗଣଶିକ୍ଷା ବିଭାଗ ସୂଚନା ଦେଇଛି।