/odishatv-khabar/media/post_attachments/uploadimage/library/16_9/16_9_0/Panchanga_1704854981.jpg)
Panchanga
ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୦ ବୁଧବାର ଚନ୍ଦ୍ର- ଧନୁ ଅହୋରାତ୍ର ତିଥି- ୧୪ଶୀ ରାତ୍ରି ୦୮.୧୧ ଗତେ ଅମାବାସ୍ୟା ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ନାସ୍ତି
Advertisment
ଶୁଭ ସମୟ
ପ୍ରାତଃ- ୦୬.୨୭ ରୁ ୦୮.୩୭
ଦିବା- ୧୦.୪୮ ରୁ ୧୧.୫୩
ଦିବା- ୦୧.୪୨ ରୁ ୦୩.୫୩
ସନ୍ଧ୍ୟା- ୦୬.୧୩ ରୁ ୦୭.୦୫
ରାତ୍ରି- ୦୮.୫୦ ରୁ ୦୩.୧୦
ନିଶାନ୍ତ- ୦୪.୪୯ ରୁ ୦୬.୨୭
ଅଧିକ ପଢ଼ନ୍ତୁ: ବାସ୍ତୁର ଏହି ଗୁରୁତ୍ୱପୂର୍ଣ୍ଣ ନିୟମଗୁଡିକୁ ନ ମାନିଲେ ଆସେ ବିପତ୍ତି
ଅଶୁଭ ସମୟ
ରାହୁକାଳ - ଦିବା ୧୧.୫୩ ରୁ ୦୧.୧୫
କାଳବେଳା- ଦିବା ୦୯.୧୦ ରୁ ୧୦.୩୨
ବାରବେଳା- ଦିବା ୧୧.୫୩ ରୁ ୦୧.୧୫
କାଳରାତ୍ରି- ରାତ୍ରି ୦୩.୧୦ ରୁ ୦୪.୪୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)