ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପୁଣି ବାଲି ଛାଟ । ବାଲି ଉଠାଣକୁ ନେଇ ପୁଣି ବର୍ଷିଲେ । ମେସିନ୍ ଜରିଆରେ ବାଲି ଉଠାଣ ଉପରେ ରୋକ ଲଗାଇଲେ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ପୁଣି ଜାରି କଲେ ସ୍ଥଗିତାଦେଶ ।