କେମିତି ଚାଲିଛି ସରକାରୀ ଜମି କିଣା ବିକା କହିଲେ IPS ଅଧିକାରୀ । ୨୦୧୧ରେ ଜମି କଣି କେମିତି ଠକାମିରେ ପଡ଼ିଥିଲେ କହିଲେ ନାଗେଶ୍ୱର ।
କୋଲକାତାରେ ରେଡ ସହ କେନ୍ଦୁଝର ବଡ଼ବିଲ, ଝାରସୁଗୁଡ଼ା, ରାଉରକେଲା, ଭୁବନେଶ୍ୱରରେ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ ଚାଲିଛି।
୭୫ଟି ଲୁହା ପଥର ଓ ମାଙ୍ଗାନିଜ ଖଣିରୁ ଅଧିକ ଖଣିଜ ଉତ୍ତୋଳନ କରାଯାଇଛି । ୯୫ଟି ଖଣି ନଦୀ ନାଳକୁ ପ୍ରଭାବିତ କରିଛି । ଏହା ସହିତ ଆଦିବାସୀ ଓ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହୋଇଛନ୍ତି ।
ରାଜ୍ୟ ସରକାର ଏବଂ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା ସ୍ପଷ୍ଟ ହେଉଛି ବୋଲି ଅଭିଯୋଗ କରିଛନ୍ତି ଅପରାଜିତା । ଏହାଦ୍ୱାରା ପାଖାପାଖି ୫ ଶହ କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଥିବା ଅପରାଜିତା ଅଭିଯୋଗ କରିଛନ୍ତି ।