• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 13 November 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 13 November 2024
ପଞ୍ଚୁକ ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଅସମ୍ଭାଳ ଗହଳି
Puri Srimandir: ପଞ୍ଚୁକ ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଅସମ୍ଭାଳ ଗହଳି

କେବଳ ସିଂହଦ୍ୱାର ବାଟ ଦେଇ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀଜିଉଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ ।

Transfer Posting
Babu vs Leader: ବାବୁ ବନାମ ନେତା; ଆକ୍ଷେପ କଲେ ଶାସକଦଳ ବିଧାୟକ, ସ୍ୱର ମିଶାଇଲେ ବିରୋଧୀ

ସରକାରୀ ବାବୁଙ୍କ ଉପରେ କଟକଣା କଷିଲେ ମୁଖ୍ୟ ସଚିବ । ଆଉ ଏପଟେ ତେଜିଲା ରାଜନୀତି । ଅଫିସରଙ୍କୁ ନେଇ ଲବି କିଛି ନୂଆ ନୁହେଁ ।

NGT on Illegal Encroach
Illegal Encroach: NGT ଆଖିରେ ଜମି କେଳେଙ୍କାରୀ, ଶହେ ଏକର ଜଙ୍ଗଲ ଜମିରେ କୁଆଡୁ ଆସିଲା ଜନବସତି ?

ମାଲକାନଗିରିର ମୋଟୁରେ ଶହେ ଏକର ଜଙ୍ଗଲ ଜମି ଜବରଦଖଲ ଘଟଣାରେ NGTଙ୍କ ରିପୋର୍ଟ ତଲବ । ନିଜ ଆଡୁ ମାମଲା କରି PCCF ଓ ସେଠିକା ଜିଲ୍ଲାପାଳଙ୍କୁ କରିଛନ୍ତି ନୋଟିସ୍ ।

ମନୋଜଙ୍କ ବିରୋଧରେ ଏତଲା ଦେଲା ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ
Ollywood Actor Manoj Mishra: ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ସାଇବର ଥାନାରେ ଏତଲା

ସଂପର୍କରେ ମନୋଜ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। 

Online Gambling
Online Gambling: ବାହାଘର ଥିଲା ୫ଦିନ, ଜୀବନ ନେଇଗଲା ଟ୍ରେଡିଂ ଆପ୍; ମୃତ୍ୟୁ ପୂର୍ବରୁ କୋହଭରା ମେସେଜ୍ ଛାଡ଼ିଲେ ଯୁବକ

ରାତାରାତି କୋଟିପତି ବନିଯିବାର ନିଶା ଉଜାଡ଼ିଦେଲା କି ସବୁକିଛି? ଅନଲାଇନ୍ ଜୁଆ ତଥା ଘାତକ କଲର୍ ଟ୍ରେଡିଂ ଆପ୍, ଜୀବନ ନେଇଗଲା କି ରୋଜଗାରିଆ ପୁଅର?

Odia girl trishna ray crowned miss teen universe 2024
Miss Teen Universe 2024: ବାଜିମାରିଲେ ଓଡ଼ିଆ ଝିଅ; ସବୁ ଦେଶକୁ ପଛରେ ପକେଇ ହେଲେ ମିସ୍ ୟୁନିଭର୍ସ

ମିସ୍ ଟିନ୍ ୟୁନିଭର୍ସରେ ଚମକିଲେ ଓଡ଼ିଆ ଝିଅ। ଭାରତକୁ ଆସିଲା ମୁକୁଟ। ଭାରତକୁ ଏହି ମୁକୁଟ ଦେଇଛନ୍ତି ତୃଷ୍ଣା ରୟ। ଆସନ୍ତୁ ଜାଣିବା ସେ କିଏ?

Bali Jatra Ban
Bali Jatra Ban: ଦୁଇ ଗୋଷ୍ଠୀ ଲାଗିଲେ ମାରପିଟ୍, ବନ୍ଦ ହେଲା ବାଲିଯାତ୍ରା !

ଜଗତସିଂହପୁର ଜଟାଧାର ବେଳାଭୂମିରେ ବାଲିଯାତ୍ରା ମହୋତ୍ସବ ବନ୍ଦ । ମହୋତ୍ସବ ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହେବାରୁ ଜଟାଧାର ବେଳାଭୂମିରେ BNSSର ୧୬୩ ଧାରା ଲାଗୁ କରିଛି ପ୍ରଶାସନ ।

ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା
Foreigner Enters Puri Srimandir: ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି, ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା

ଅଣହିନ୍ଦୁ ମହିଳା ଜଣକ ଚାଇନିଜ୍ ଭାଷାରେ କଥା ହେଉଥିବା ଜଣାପଡ଼ିଛି । ସଂପୃକ୍ତ ମହିଳାଙ୍କୁ ପୋଲିସର ଅସ୍ଥାୟୀ କ୍ୟାମ୍ପ ମଧ୍ୟକୁ ନିଆଯାଇଥିଲା । ସେଠାରେ ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ବ୍ୟାରିକେଡ୍ ବାହାରେ ଛାଡ଼ିଥିବା ସୂଚନା ମିଳିଛି ।

ମହାନଦୀରୁ ମିଳିଲା ଛାତ୍ରଙ୍କ ମୃତଦେହ
Minor Boy Body Found In Mahnadi: କାଲିଠୁ ଥିଲେ ନିଖୋଜ, ଆଜି ମହାନଦୀରୁ ମିଳିଲା ଷଷ୍ଠ ଶ୍ରେଣୀ ଛାତ୍ରର ମୃତଦେହ

ଛାତ୍ର ଜଣକ ଗତକାଲି ଘରୁ ସାଇକେଲ ଧରି ବାହାରକୁ ଯାଇଥିଲେ । କିନ୍ତୁ ଆଉ ଘରକୁ ଫେରିନଥିଲେ । ଘରକୁ ନ ଫେରିବାରୁ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଏତଲା କରିଥିଲେ ।

ବିଜେଡି ICUରେ ଅଛି
Jaynarayan Mishra: ‘BJD ଏବେ ICUରେ, ଥିଲେ ତ Congress ସହ ମିଶିବ’

ବିଜେଡିରେ ନେତୃତ୍ୱ ନାହିଁ । କେବେ ପ୍ୟାରୀ ମୋହନ ମହାପାତ୍ର ତ କେବେ ଭିକେ ପାଣ୍ଡିଆନ ଏଭଳି ଭାବେ ବିଜେଡିକୁ ଲିଜ୍‌ରେ ନେଇଥିଲେ ବୋଲି କହି କଡ଼ା ଟାଗେର୍ଟ କରିଛନ୍ତି ଜୟନାରାୟଣ ।

Palm tree
Palm Trees Plantation: ହାତୀ ଡର, ତାଳଗଛ ଚାରା ରୋପଣ ନେଇ ଆଶା-ଆଶଙ୍କାରେ ଚାଷୀ

ପରିବେଶ ପାଇଁ ଉପଯୋଗୀ, ହେଲେ ଚାଷୀଙ୍କ ପାଇଁ ବଢାଉଛି ଡର। ଅନୁଗୁଳ ଜିଲ୍ଲାରେ ବନ ବିଭାଗର ତାଳଗଛ ଚାରା ରୋପଣ ଯୋଜନାକୁ ନେଇ ଆଶା-ଆଶଙ୍କାରେ ଚାଷୀ କୂଳ।

Panchang
Panchang Today 12th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ମଙ୍ଗଳବାର। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Settlememt
Settlement Rules: ବଦଳିବ 'ଥଇଥାନ' ନିୟମ ! ଚାକିରି ନ ହେଲେ ମିଳିପାରେ ମୋଟା ଅଙ୍କର ଆର୍ଥିକ ସହାୟତା

ଚାକିରିଆଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଥଇଥାନମୂଳକ ଚାକିରି ନ ହେଲେ, ମିଳିପାରେ ଏକକାଳୀନ ମୋଟା ଅଙ୍କର ଆର୍ଥିକ ସହାୟତା।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 12 November 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 12 November 2024
Atanu Claims Naveen Patnaik Will Be CM Again Soon
BJD Leader Claims People Ready To Re-Elect Naveen: ନୂଆ ସଂଖ୍ୟା ଗଣିତ କଷି କର୍ମୀଙ୍କୁ ରଙ୍ଗୀନ ସ୍ବପ୍ନ ଦେଖେଇଲେ ଅତନୁ; ବିଜେପିର ଆକ୍ଷେପ, ‘ଏହା ଦିବାସ୍ବପ୍ନ’...

ବିଜେଡିର ବରିଷ୍ଠ ନେତା ଅତନୁଙ୍କ ଅଜବ ଅଙ୍କ ! ମହାକାଳପଡ଼ା ସଭାରେ ଗତକାଲି ଦେଇଥିବା ଭାଷଣରେ କହିଛନ୍ତି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ।

Satakoshia Tiger Reserve
Satakoshia Tiger Reserve: ସାତକୋଶିଆରେ କେମିତି ତିଷ୍ଠିବ ମହାବଳ, OTVର ଗ୍ରାଉଣ୍ଡ ରିପୋର୍ଟ

ସାତକୋଶିଆକୁ ମହାବଳ ଫେରାଇ ଆଣିବା ପାଇଁ କୋର୍ ଏରିଆରୁ ଚାଲିଛି ସ୍ୱେଚ୍ଛାକୃତ ବିସ୍ଥାପନ ।

Devotees Throng Puri Srimandir to Offer Prayers to Lord Jagannath
Puri Srimandir Witness Huge Rush: କାଲିଠୁ ପଞ୍ଚୁକ, ଆଜିଠୁ ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର; ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକରୁ ବ୍ୟାରିକେଡ୍ ନିର୍ମାଣ

କାଲିଠୁ ପଞ୍ଚୁକ । ହେଲେ ଆଜିଠୁ ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର । ସିଂହଦ୍ବାର ଆଗରେ ଢେର ସମୟ ବ୍ୟାରିକେଡରେ ଅପେକ୍ଷା ପରେ ଜଗା ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ । 

Reunited with Family Members
Odisha Man Reunited with Family: ନା ପତ୍ତା ଥିଲା ନା ମିଳୁଥିଲା ଖୋଜ ଖବର .. ଘରକୁ ଫେରିଲେ ଅଫେରା ମଣିଷ!

କେଉଁଠି ଶୁଦ୍ଧିକ୍ରିୟା ସରିଥିଲା, ତ କାହାକୁ ଏକରକମ ଭୁଲି ଯାଇଥିଲେ ଘର ପରିବାର । ହେଲେ ଯୁଗଟିଏ ପରେ ହଠାତ ଜୀବନ କାହାଣୀ ନେଇଛି ନୂଆମୋଡ଼ । ଲେଉଟି ଯାଇଛି ଅଣଲେଉଟା ଜୀବନ ।

ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: Atanu Sabyasachi
Naveen Patnaik: ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : Atanu Sabyasachi Nayak

ପ୍ରଥମେ ଦେବାଶିଷ ପରେ ମୁନ୍ନା ଖାଁ ଆଉ ଏବେ ଅତନୁ । ପୁଣି ଥରେ ସରକାରକୁ ଫେରିବାକୁ ଦମ୍ଭୋକ୍ତି ଦେଖାଉଛନ୍ତି ବିଜେଡି ନେତା ।

Jharakhand Assembly Election 2024
Jharkhand Assembly Election 2024: ଝାଡଖଣ୍ଡରେ ଓଡ଼ିଶା ନେତାଙ୍କ ଲଢ଼େଇ, କେମିତି ଜିଣିବେ ଓଡ଼ିଆ ଭୋଟରଙ୍କ ମନ

ନେତା ଓଡ଼ିଶାର କିନ୍ତୁ ମଇଦାନ ଝାଡ଼ଖଣ୍ଡ । ଓଡ଼ିଆ ଭୋଟରଙ୍କ ମନ ଜିଣିବାକୁ ଓଡ଼ିଶାର କଂଗ୍ରେସ ଓ ବିଜେପି ନେତା ଡେରା ପକାଇଛନ୍ତି ଝାଡଖଣ୍ଡରେ ।

Mango Kernel Deaths: 'ଆମ୍ବଟାକୁଆ' ଟ୍ରାଜେଡିରୁ ମିଳିବ କି ମହାଶିକ୍ଷା !

ଗତ ଏକ ସପ୍ତାହରୁ ଅଧିକ ଦିନ ଧରି ଆଲୋଡନ ସୃଷ୍ଟି କରିଥିବା "ଆମ୍ବ ଟାକୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁ" ଘଟଣାକୁ ଯିବାବେଳେ ଆମ ପିଲା ଦିନେ ପଢିଥିବା ଉପରୋକ୍ତ ‘ଦେଲୁ ମୋତେ ମହାଶିକ୍ଷା’ କବିତାଟିର ମର୍ମକୁ ଉପସ୍ଥାପନ କରିବାର ଗୁରୁତ୍ୱ ବହନ କରେ ।

ବଦଳିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍।
Nursing Dress Code: ନର୍ସଙ୍କ ଡ୍ରେସ୍‌ରେ ରହିବ ସମ୍ବଲପୁରୀ ଛିଟ

ଈଷତ୍ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବେ ସିନିୟର୍ ନର୍ସିଂ ଅଫିସର ।

  • Monday, 11 November 2024
Story of Bhrigu Muni's curse to fire god and redemption
Mahabharat Story: ଅଗ୍ନିଦେବଙ୍କୁ ଭୃଗୁ ମୁନିଙ୍କ ଅଭିଶାପ ଓ ଶାପ ମୋଚନର କଥା

କାହିଁକି ଭୃଗୁ ପତ୍ନୀ ପୋଲୋମାଙ୍କୁ ଅପହରଣ କଲା ପୁଲମାନ ଦାନଵ? କାହିଁକି ଭୃଗୁ ଅଭିଶାପ ଦେଲେ ଅଗ୍ନି ଦେବଙ୍କୁ ସର୍ବଗ୍ରାସୀ ହେବାକୁ ଓ ଅସମୟରେ କାହିଁକି ହଠାତ ମା ଗର୍ଭରୁ ଜନ୍ମ ନେଲେ ଚ୍ୟବନ?

Panchang
Panchang Today 11th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...