ପୁଣି କାଳ ହେଲା ବାଣ ବିସ୍ଫୋରଣ । ଉଡିଗଲା ଘରର ଛାତ ।
ବାଣ ଫୁଟାଉଥିବା ବେଳେ ଆଖିକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ। ବାଣର ସ୍ପାର୍କ ଏବଂ ଧୂଆଁ ଆଖିକୁ ନଷ୍ଟ କରିପାରେ। ଏହି ପର୍ବ ସମୟରେ କିପରି ଆଖିର ଯତ୍ନ ନେବେ ଏବଂ ଆଖିରେ ଆଘାତ ଲାଗିଲେ ତୁରନ୍ତ କ’ଣ ପଦକ୍ଷେପ ନିଆଯିବା ଉଚିତ ସେ ବିଷୟରେ ଜାଣିବା।
ମାଆର ବୁକୁ ଫଟା କାନ୍ଦରେ ଭିଜିଯାଇଛି ଖଣ୍ଡିଆବନ୍ଧ ତେଲିସାହି ଅଞ୍ଚଳ । ଅକାଳରେ ଲିଭିଗଲା ଗୋଟିଏ ପରିବାରର ଚାରି ଚାରି ଜଣଙ୍କ ଜୀବନ ଦୀପ....କିଏ ବା ଧୈର୍ଯ୍ୟ ଧରିବ... ଘରେ କାନ୍ଦ ବୋବାଳି ପଡିଛି । ମୃତକଙ୍କ ମାଆ ଆଖିରୁ ଲୁହ ଶୁଖୁନି । ଦୁଇ ପତ୍ନୀଙ୍କ କଥା ନକହିଲେ ଭଲ... କାନ୍ଦିକାନ୍ଦି ଘଡିକି ଘଡି ବେହୋସ ହୋଇଯାଉଛନ୍ତି ।
ଭୟାନକ ଘଟଣା...ବିବାହ ସମୟରେ ଘଟିଲା ବଡ଼ ଅଘଟଣ । ମୁଣ୍ତ ଉପରେ ବାଣ ରଖି ଫୁଟାଇବା ପଡ଼ିଲା ମହଙ୍ଗା ।
ସିନେମା ଚାଲିଥିବା ବେଳେ ହଲ୍ ଭିତରେ ଭାଇଜାନ୍ ଫ୍ୟାନଙ୍କ ବାଚାଳାମୀ। ମହାରାଷ୍ଟ୍ର ମାଲେଗାଁଓରେ ଟାଇଗର ଥ୍ରୀ ଫିଲ୍ମର ନାଇଟ୍ ସୋ ହଠାତ୍ ନନଷ୍ଟପ୍ ବାଣ ଫୁଟାଇଥିଲେ ଫ୍ୟାନ୍। ଅବଶ୍ୟ ଏଭଳି ନକରିବାକୁ ସଲମାନ୍ ନିଜେ ଅପିଲ୍ କରିଛନ୍ତି।
କେଉଁଠି ବେଆଇନ ବାଣ ପ୍ରସ୍ତୁତକାରୀଙ୍କ ଉପରେ ପୋଲିସ ରେଡ୍...ତ କେଉଁଠି ଆଗକୁ ଅଘଟଣ ଏଡ଼ାଇବାକୁ ପ୍ରଶାସନିକ ସ୍ତରରେ ବୈଠକ।....
ଦୀର୍ଘ ଦୁଇବର୍ଷର କଟକଣା ପରେ ଟିକେ ହସ ଫୁଟିଛି । ଏଥର ଦୀପାବଳିରେ ଭଲ ବ୍ୟବସାୟର ଆଶା ଥିଲା । ହେଲେ ବାଣ ବ୍ୟବସାୟୀଙ୍କ ମନରେ ଏବେ ନିରାଶାର ଭାବ କାହିଁକି ନା ବାତ୍ୟା ଓଡ଼ିଶା ମୁହାଁ ହେଉନଥିଲେ ମଧ୍ୟ ଏହାର ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦୀପାବଳି ବତୁରିଯିବା ଆଶଙ୍କାକୁ ନେଇ ବାଣ କିଣିବେ କି ନାହିଁ ଗ୍ରାହକ ଚିନ୍ତା କରିପାରୁ ନାହାନ୍ତି ।
ବେଆଇନ ବାଣ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ । ରାତି ୧୦ଟା ପରେ ବାଣ ଫୁଟାଇଲେ ହେବ କଡା ଆକ୍ସନ୍ । ଦୀପାବଳିରେ ନିୟମକୁ କଡାକଡି ପାଳନ କରିବାକୁ ଭୁବନେଶ୍ୱର ଡିସିପି କହିଛନ୍ତି ।