• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Compensation

Compensation for Kalbaisakhi-Affected People to Be Provided by Tonight: Odisha Min Suresh Pujari
ଆଜି ସଂଧ୍ୟା ସୁଦ୍ଧା ମିଳିବ କାଳବୈଶାଖୀର କ୍ଷତିପୂରଣ

ଆଜି ସଂଧ୍ୟା ସୁଦ୍ଧା ମିଳିବ କାଳବୈଶାଖୀରେ କ୍ଷତି ସହିଥିବା ଲୋକଙ୍କୁ କ୍ଷତିପୂରଣ। ବାରିପଦାରେ ଆଜି ଏହି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। 

Compensation
Compensation: ‘ଆଜି ମିଳିବ କାଳବୈଶାଖୀରେ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ’

ଦୁଇ ଦିନ ତଳେ କୁଆପଥର ମାଡ଼ରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ପଞ୍ଚାୟତରେ ୪ ଶହରୁ ଅଧିକ ଘର ଭାଙ୍ଗି ଯାଇଥିଲା। ଏଥିସହ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ଯାଇଥିଲା।

ଭାଗଚାଷୀ ଅଲୋଡା !
Crop Loss: ଉଜୁଡି ଯାଇଛି ସୁନାର ଫସଲ, ଟଙ୍କା ମିଳିଲା ବେଳକୁ ତାଲିକାରୁ ବାଦ୍ ଅସଲ ଅନ୍ନଦାତା

ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତି ପାଇଁ ଆଉ ଦୁଇ-ତିନି ଦିନ ଭିତରେ କ୍ଷତିପୂରଣ ପାଇବେ କ୍ଷତିଗ୍ରସ୍ତ ଚାଷୀ । ପଞ୍ଜୀକରଣ କରିଥିବା ବୀମାଭୁକ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ସରକାର ।

Odisha CM Mohan Majhi
Odisha CM Mohan Majhi: ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା; ମିଳିବ ୨୯୧ କୋଟି ସହାୟତା 

୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ବିପର୍ଯ୍ୟୟ ସହାୟତା ମିଳିବ। ଏ ବର୍ଷ ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । 

Punjab & Haryana HC
ବୁଲା କୁକୁର କାମୁଡ଼ିଲେ ସରକାର ଦେବେ ଜରିମାନା, ପୀଡ଼ିତଙ୍କୁ ମିଳିବ ଦାନ୍ତ ଗୋଟି ୧୦ ହଜାର

ଜଣେ ବ୍ୟକ୍ତିଙ୍କ ଶରୀରରେ ଯଦି କୁକୁରର ଗୋଟିଏ ଦାନ୍ତ ଦାଗ ରହିଥାଏ ତେବେ ତାଙ୍କୁ ୧୦ ହଜାର ଟଙ୍କା ମିଳିବ । ସେହିପରି ଗୋଟିଏରୁ ଅଧିକ ଦାନ୍ତ ଦାଗ ରହିଥିଲେ ପୀଡ଼ିତ ଜଣଙ୍କୁ ୨୦ ହଜାର ଟଙ୍କା ରାଜ୍ୟ ସରକାର ଦେବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

police
ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବେଆଇନ ଅଟକ ବ୍ୟକ୍ତିଙ୍କୁ ୫୦,୦୦୦ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

କୌଣସି ଦୋଷ ନଥାଇ ଯୁବକଙ୍କୁ ଅଟକ ରଖିଲା ପୋଲିସ୍ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ । ୫୦,୦୦୦ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ।

Woman jumps in front of bus
ପୁଅର ପଠପଢ଼ା ଖର୍ଚ୍ଚ ଯୋଗାଡ଼ କରିପାରିଲାନି ମା’... ବସ୍‌ ଆଗକୁ ଡେଇଁ କଲା ଆତ୍ମହତ୍ୟା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ସଫେଇ କର୍ମଚାରୀ ଭାବ କାମ କରୁଥିଲେ ଏହି ମହିଳା । ତାଙ୍କ ପରିବାର ଅତ୍ୟନ୍ତ ଗରିବ ଥିବାବେଳେ ସେ ଅତି କଷ୍ଟରେ ତାଙ୍କ ପୁଅକୁ ପାଠ ପଢ଼ାଉଥିଲେ ।

Compensation Rs 80 Lakh
ଟଙ୍କା ଲୋଭରେ ଭୁଲ୍‌ ଅସ୍ତ୍ରୋପଚାର; ଏବେ ଗଣିବେ ୮୦ ଲକ୍ଷ !

ସରକାରୀ ଡାକ୍ତରଙ୍କୁ ଘାରିଛି ଅର୍ଥ ଲୋଭ। ଭିମ୍‌ସାରର ଜଣେ ଡାକ୍ତର ରୋଗୀଙ୍କ ପରିଜନଙ୍କୁ ପ୍ରବର୍ତ୍ତାଇ ବୁର୍ଲାରୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନା ସ୍ଥାନ୍ତାନ୍ତର କରିଥିବା ବେଳେ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀ ଭିନ୍ନକ୍ଷମ ହୋଇଯାଇଥିଲେ ।

Rs 10 Lakh in case of death,
ଟ୍ରେନ୍‌ ଟ୍ରାଜେଡି; ମୃତକଙ୍କ ପରିବାରକୁ ୧୦ ଲକ୍ଷର ସହାୟତା ଘୋଷଣା

ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ଘୋଷଣା କରାଯାଇଛି । ଏହାଛଡ଼ା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଯାଉଥିବା କହିଛନ୍ତି ।

Man loses hand
ଅସହାୟ ଆର୍ଶିତ...କେନ୍ଦ୍ର କହିଥିଲା ହେଲେ ରାଜ୍ୟ ଦେଲାନି...

ପରିବାର ପାଇଁ କ୍ରସରରେ କାମ କରୁଥିଲେ, ହାତ ହରାଇଲେ। କ୍ଷତିପୂରଣ ପାଇଁ କୋର୍ଟ ଗଲେ...ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ। କେନ୍ଦ୍ରର ନିର୍ଦ୍ଦେଶ ପରେ ବି କମ୍ପାନୀ କି ରାଜ୍ୟ ସରକାର କେହି ଦେଲେନି କ୍ଷତିପୂରଣ। ଏବେ ଗୋଟିଏ ହାତରେ ବଡ କଷ୍ଟରେ ପରିବାର ଚଳାଉଛନ୍ତି ଆର୍ଶିତ...

arindam das
ଅରିନ୍ଦମଙ୍କ ପତ୍ନୀଙ୍କୁ ସହାୟତା ରାଶି ହସ୍ତାନ୍ତର

ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱର୍ଗତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ କଲା ଜିଲ୍ଲା ପ୍ରଶାସନ । ଅରିନ୍ଦମଙ୍କ ପତ୍ନୀଙ୍କୁ ଏହି ରାଶି ହସ୍ତାନ୍ତର କରିଛନ୍ତି କେନ୍ଦୁଝର ଉପ ଜିଲ୍ଲାପାଳ । ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ଏହି ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।