• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Alcohol Price Increase
Alcohol Price Increase: ନୂଆବର୍ଷରୁ ବଢିବ ମଦ ରେଟ୍‌; ବିୟର ବୋତଲ-କେନ୍ ପିଛା ବଢିବ ୧୦ ଟଙ୍କା!

ମଦରୁ କିଛି ଅଧିକା ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ମଦ ନିଗମ ପାଖରେ ରହିଛି ୯ ଲକ୍ଷ ପେଟି ବିୟର । ରେଟ ବଢିଗଲେ ପାଖାପାଖି ୯୦ କୋଟି ଟଙ୍କା ଅଧିକ ପାଇବେ ସରକାର । 

Naveen Patnaik Begins His District Visit
Special Story: ଜିଲ୍ଲା ଗସ୍ତ କରିବେ ବିଜେଡି ମୁଖିଆ; ଦି ଫାଳ କର୍ମୀ, ଚିନ୍ତାରେ ନେତା...

ଡିସେମ୍ବର ୩୦ ତାରିଖରୁ ଗଞ୍ଜମ ଜିଲ୍ଲା ଗସ୍ତରେ ବାହରିବେ ନବୀନ । ହଞ୍ଜିଳି, କବିସୂର୍ଯ୍ୟନଗର ଓ ଆସିକା ଯିବେ । ମୁଖିଆଙ୍କ ଗସ୍ତ ଏବେ ଜିଲ୍ଲା ନେତାଙ୍କ ପାଇଁ ମୁଣ୍ଡ ବିନ୍ଧା ।

Tension Between Dy CM KV Singh Deo and MLA Kalikesh Singh Deo
Mandi Issues: ମଣ୍ଡିରେ ଅବ୍ୟବସ୍ଥା: କଥା କଟାକଟି ହେଲେ ଦୁଇ ଭାଇ...

ସୁଶାସନ ଦିବସରେ ମିଲର୍ସଙ୍କୁ ଉପ ମୁଖ୍ୟମନ୍ତ୍ରୀଙ୍କ ଧମକ । ସରକାର ପାଖରେ ଅନେକ ବାଟ ଅଛି । କିନ୍ତୁ ଯେଉଁ ମିଲର୍ସ ସରକାରଙ୍କ ନିର୍ଦ୍ଦେଶକୁ ମାନିବେ ନାହିଁ, ସେହି ମିଲର୍ସଙ୍କ ବିଦ୍ୟୁତ ସଂଯୋଗ ବି କଟାଯାଇପାରେ । 

It is made of grass that looks like gold
Golden Grass: ସୁନା ପରି ଦିଶେ ଏଇ ଘାସରୁ ତିଆରି ଜିନିଷ

ସୁନା ପରି ଦିଶୁଥିବା ଘାସରୁ ତିଆରି ବ୍ୟବହାର୍ଯ୍ୟ ଓ ଡେକୋରେଟିଭ୍ ଜିନିଷ ତିଆରି ପାଇଁ ଓଡ଼ିଶାର ନାଁ ରହିଛି । ଆଜି ଆସନ୍ତୁ ଗୋଲ୍ଡେନ୍ ଗ୍ରାସ୍ କ୍ରାଫ୍ଟ ନାଁରେ ବେଶୀ ପରିଚିତ ଥିବା ଓଡ଼ିଶାର ଏଇ ପାରମ୍ପରିକ କଳା ବିଷୟରେ ଜାଣିବା ।

ଡକରିଘାଟିରେ ଓଲଟିଲା ବସ୍
Bus Accident: ଘାଟିରେ ଓଲଟିଲା ବସ୍, ୪ ପର୍ଯ୍ୟଟକଙ୍କ ମୃତ୍ୟୁ, ୨୮ରୁ ଅଧିକ ଆହତ

ଏବେ ଯାଏଁ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ରୁ ଅଧିକ ଆହତ ହୋଇଛନ୍ତି। କୋରାପୁଟ ଡକରିଘାଟିରେ ଆଜି ସକାଳୁ ବସ୍ ଓଲଟିପଡ଼ିଥିଲା। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

The story of a great guru's partiality
Mahabharat Story: ଜଣେ ମହାନ ଗୁରୁଙ୍କର ପାତର ଅନ୍ତର ବ୍ୟବହାର ଓ ଏକ ଭୟଙ୍କର ଗୁରୁ ଦକ୍ଷିଣା କଥା

କାହିଁକି ଜଣେ ଗୁରୁ ତାଙ୍କ ଶିଷ୍ୟଙ୍କ ଭିତରେ ପାତର ଅନ୍ତର କଲେ? କାହିଁକି ରାଜକୁମାରମାନଙ୍କ ସହ ସାଙ୍ଗ ହୋଇ ବିଦ୍ୟା ଶିକ୍ଷା କରି ପାରିଲେନି ଜଣେ ନିଷାଦ ଯୁବକ? ଶେଷରେ କ'ଣ ହେଲା ସେ ନିଷାଦ ଯୁବକର? ଏଇ ସବୁ ରୋମାଞ୍ଚକର ଘଟଣାକୁ ବିସ୍ତାରରେ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

CM Mohan Majhi
CM Visit: ଫସଲ କ୍ଷତି ନେଇ ଜିଲ୍ଲାକୁ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ, କରିବେ ସ୍ଥିତି ଅନୁଧ୍ୟାନ

ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଟକ ଏବଂ ଜଗତସିଂହପୁର ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।

Panchang
Panchang Today 29th December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଜମିଜମା କ୍ରୟ କରନ୍ତୁ ..

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ରବିବାର । ଚନ୍ଦ୍ର- ବିଛା ରାତ୍ରି ୧୧.୨୧ ଗତେ ଧନୁ । ତିଥି-୧୪ ଶୀ ରାତ୍ରି ୦୪.୦୧ ଅମାବାସ୍ୟା  ।ଘାତଚନ୍ଦ୍ର- ରାତ୍ରି ୧୧.୨୧ ଗତେ ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 29 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 29 December 2024
ଗଞ୍ଜାମ ସ୍ଥିତି ଯାଜପୁରରେ !
Jajpur BJD: ଯାଜପୁର ବିଜେଡିରେ ପଡିଛି ଘଳିଆ, ବିଜେପି କ୍ୟାମ୍ପକୁ ଡେଇଁଲେଣି ମାଳମାଳ ନେତା ଓ କର୍ମୀ

ଭୁଶୁଡୁଛି ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଶଙ୍ଖ ଗଡ଼ । ମାଳ ମାଳ ବିଜେଡି ନେତା ବିଜେପି କ୍ୟାମ୍ପକୁ ଡେଇଁଲେଣି । ଅନେକ ସରପଞ୍ଚ ଓ ସମିତି ସଭ୍ୟ ବି ଶାସକ ଦଳ ମୁହାଁ ।

Crop Loss
Crop Loss Assessment: ଚାଷୀଙ୍କ ଟେନସନ୍ ଦୂରକଲେ ସିଏମ୍; ଆସନ୍ତା ୩୦ ସୁଦ୍ଧା କ୍ଷତି ଆକଳନ, DBTରେ ମିଳିବ ସହାୟତା

ଉଜାଡ଼ିଥିଲା ଅଦିନିଆ ବର୍ଷା...ଜୀବିକାକୁ ନେଇ ବିକଳ ହେଉଥିଲେ ଚାଷୀ....ଶେଷରେ ସହାୟତାରେ ହାତ ବଢ଼ାଇଲେ ମୋହନ ସରକାର। ଚାଷୀଙ୍କୁ କ୍ଷତିପୂରଣ ପାଇଁ ଅଣ୍ଟା ଭିଡ଼ିଥିବା ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Household Consumption Expenditure Survey:
HCES Report: ରାଜ୍ୟରେ ସୁଧୁରିନି ଦାରିଦ୍ର୍ୟ ସ୍ଥିତି; ଲୋକେ ଦୈନିକ ହାରାହାରି ୨୦ରୁ ୨୫ ଟଙ୍କାରେ ଜୀଉଁଛନ୍ତି ଜୀବନ

ଗାଁ ଗହଳିରେ ପାରିବାରିକ ବ୍ୟୟରେ ଓଡ଼ିଶା ଦେଶରେ ତଳଆଡ଼ୁ ତୃତୀୟ ଗ୍ରାମୀଣ ପରିବାରର ମାସିକ ହାରାହାରି ଖର୍ଚ୍ଚ ମାତ୍ର ୩ ହଜାର ୩୫୭ ଟଙ୍କା ଅର୍ଥାତ୍ ଗାଁର କୌଣସି ୪ରୁ ୫ ଜଣିଆ ପରିବାର ଦିନକୁ ଖର୍ଚ୍ଚ ମାତ୍ର ୧୧୨ ଟଙ୍କା ତାମାନେ ଜଣେ ଦିନକୁ ୨୦ରୁ ୨୫ ଟଙ୍କାରେ ଜୀବନ ଜୀଉଁଛନ୍ତି। ସଦ୍ୟ ପ୍ରକାଶିତ ହାଉସ୍ହୋଲ୍ଡ କଞ୍ଜମ୍ପସନ୍ ଏକ୍ସପେଣ୍ଡିଚର ସର୍ଭେ ୨୦୨୩-୨୪ରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ।

  • Saturday, 28 December 2024
Jaleswar
Baby Boy Sold: ଜନ୍ମକଲା ଛୁଆକୁ ବିକିଦେଲେ ଦମ୍ପତି; ସେହି ଟଙ୍କାରେ କିଣିଲେ ନୂଆ ବାଇକ୍ !

ଧର୍ମୁ ଗାଁର ଦୁଇଜଣ ଯୁବକଙ୍କ ଯୋଗାଯୋଗ କ୍ରମେ ଉଦଳା ଉପଖଣ୍ଡ ସାଇଁକୁଳା ପଞ୍ଚାୟତ ମାଣିଚ ଗାଁର ଜଣେ ନିଃସନ୍ତାନ ଦମ୍ପତିଙ୍କୁ ୬୦ ହଜାର ଟଙ୍କାରେ ଶିଶୁଟିକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ସେହି ଟଙ୍କାରେ ସେହିଦିନ ଏକ ନୂଆ ବାଇକ କିଣିଥିବା ଅଭିଯୋଗ ହୋଇଛି ।

Accident
Accident in Bhubaneswar: ସିରିଜ୍‌ ଦୁର୍ଘଟଣା; ପଛକୁ ପଛ ପିଟି ହେଲା ୪ଟି କାର୍‌ ଓ ପିକଅପ୍‌ ଭ୍ୟାନ୍‌, ଏକାଧିକ ଆହତ

ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ । ଦୁର୍ଘଟଣା ପରେ ଜାଭିୟର ଛକରେ ଟ୍ରାଫିକ ଜାମ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। 

Dog
Trained Dogs: ବଢ଼ିବ ଅଗ୍ନିଶମ ବାହିନୀର ଶକ୍ତି; ଫାୟାର୍ ଟିମ୍‌ରେ ସାମିଲ ହେବ ଡଗ୍ ସ୍କ୍ବାଡ୍

ପ୍ରାଥମିକ ପର୍ଯ୍ୟାୟରେ ୧୦ଟି କୁକୁରଙ୍କୁ ଟ୍ରେନିଂ ଦିଆଯାଉଛି। ଏହି ଟ୍ରେନିଂ ୫୪ ସପ୍ତାହ ଧରି ଚାଲିବ। ଏଯାଏ କୁକୁର ୩୦ ସପ୍ତାହ ଟ୍ରେନିଂ ଶେଷ କରିସାରିଛନ୍ତି। ବର୍ତ୍ତମାନ ସେମାନଙ୍କର ଆଡଭାନ୍ସ ଟ୍ରେନିଂ ଚାଲିଛି। ସଂପୂର୍ଣ୍ଣ ଟ୍ରେନିଂ ସରିବା ପରେ ଏମାନଙ୍କୁ ଠିକ କରାଯାଇଥିବା ଜୋନ୍‌କୁ ପଠାଯିବ।

CM Crop Loss
Crop Loss Assessment: ଡିସେମ୍ୱର ୩୦ ମଧ୍ୟରେ ଫସଲ କ୍ଷତି ଆକଳନ; କାଲି ସୁଦ୍ଧା ପଞ୍ଜିକରଣ ପାଇଁ ପରାମର୍ଶ

ବୀମାଭୁକ୍ତ ୧ ଲକ୍ଷ ୨୬ ହଜାର ଚାଷୀ ଆବେଦନ କରି ସାରିଲେଣି । କାଲି ସୁଦ୍ଧା ଅନ୍ୟ ବୀମାଭୁକ୍ତ ଚାଷୀ ପଞ୍ଜୀକରଣ କରିନିଅନ୍ତୁ। କୃଷି ରକ୍ଷକ ଆପ୍‌ର ଟୋଲ୍‌ ଫ୍ରି ନଂ ୧୪୪୪୭ରେ ଆବେଦନ କରିବାକୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ।

Puri
Srimandir: ନୂଆବର୍ଷ ପାଇଁ ପୁରୀରେ ଟ୍ରାଫିକ୍ କଟକଣା; ଜାଣନ୍ତୁ କେଉଁବାଟେ ଯାଇ କରିବେ ଜଗା ଦର୍ଶନ

ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ ହେବାସହ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯିବ।

Weather Update
Weather Update: ଭିଜିବ ଉତ୍ତର ଓ ପଶ୍ଚିମ ଓଡ଼ିଶା ! ପ୍ରବଳ ଶୀତରେ ନୂଆବର୍ଷକୁ ସ୍ୱାଗତ କରିବେ ରାଜ୍ୟବାସୀ

ଝିପିଝିପି ବର୍ଷା ସହ କୋହଲା ପାଗରେ ବିଦାୟ ନେବ ପୁରୁଣାବର୍ଷ । ଆଜି ଓ ଆସନ୍ତାକାଲି ୨ ଦିନ ଧରି ଭିଜିପାରେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶା ।

Panchang
Panchang Today 28th December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରୁ ବାହାରନ୍ତୁ...

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶନିବାର । ଚନ୍ଦ୍ର- ବିଛା ଅହୋରାତ୍ର ତିଥି-୧୩ଶୀ ରାତ୍ରି ୦୩.୩୨ ଗତେ ୧୪ ଶୀ ଘାତଚନ୍ଦ୍ର- ନାସ୍ତି ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 28 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 28 December 2024
ମନୋଜ ଆହୁଜାଙ୍କୁ ଆଉ ବର୍ଷେ
Manoj Ahuja: ମନୋଜ ଆହୁଜାଙ୍କ ଉପରେ ପୁଣି ଭରସା କଲେ ମୋହନ ସରକାର, ଆଉ ବର୍ଷେ ବଢ଼ାଇଲେ କାର୍ଯ୍ୟକାଳ

ମନୋଜଙ୍କ ଉପରେ ପୁଣି ମୋହନ ସରକାରଙ୍କ ଭରସା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଚାକିରି ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଆସନ୍ତା ଡିସେମ୍ୱର ୩୧ରେ ସରୁଥିଲା ମନୋଜଙ୍କ ୩୪ ବର୍ଷର ଚାକିରି କାର୍ଯ୍ୟକାଳ ।

ଅସଲିଙ୍କୁ ମିଳୁନି ନକଲି ମାଳ ମାଳ !
Fake Ration Card: ଓଡ଼ିଶାରେ ମାଳ ମାଳ ଭୂତ ରାସନକାର୍ଡଧାରୀ, ସରକାରୀ ସୁବିଧାର ଫାଇଦା ଉଠାଇଛନ୍ତି ୪୦ ଲକ୍ଷରୁ ଅଧିକ

ରାଜ୍ୟରେ ଏଯାଏଁ ୪୦ ଲକ୍ଷ ଭୂତ ଓ ନକଲି କାର୍ଡଧାରୀ ସରକାରୀ ଯୋଜନାରୁ ଫାଇଦା ନେଉଛନ୍ତି । ବର୍ଷ ବର୍ଷ ଧରି ସରକାରୀ ରେସନ ଉଠାଉଛନ୍ତି। ହେଲେ ଅସଲ ହିତାଧିକାରୀ ପଞ୍ଚାୟତରୁ ବ୍ଲକକୁ ଧାଇଁ ଧାଇଁ ରେସନ କାର୍ଡ ଖଣ୍ଡେ ପାଉନାହାନ୍ତି ।

ଥମୁନି କଳି ଫାଟୁଛି ଶଙ୍ଖ !
Chaos Continues in BJD: ବିଜେଡିରେ ଥମୁନି ବିଶୃଙ୍ଖଳା ! କାଲି ହାତାହାତି, ଆଜି ବୟାନବାଜି

ଅସଜଡା ଦଳ ! ଅମାନିଆ ନେତା ! ବିପର୍ଯ୍ୟୟ ପରେ ଶୃଙ୍ଖଳାକୁ ଭୁଲି ଗଲେଣି କି ବିଜେଡ଼ି ନେତା ଓ କର୍ମୀ ? ବିଜେଡି ପ୍ରତିଷ୍ଠା ଦିବସରେ ହାତାହାତି ମହିଳା ନେତ୍ରୀ । ଗୁରୁବାର ଶଙ୍ଖ ଭବନରେ ଘଟିଥିବା ଏହି ଘଟଣା ବୟାନ କରୁଛି ଦଳରେ କିଭଳି ବିଶୃଙ୍ଖଳା ବଢିଛି ।

ଓଡ଼ିଶାର ସମୁଦି...ଓଡ଼ିଆଙ୍କ ବନ୍ଧୁ...
Manmohan Singh: ମନମୋହନଙ୍କ ଓଡ଼ିଆ କନେକ୍‌ସନ୍‌, ଝିଅ ବାହା ଦେଇଥିଲେ ଓଡ଼ିଶାକୁ...ଓଡ଼ିଆଙ୍କୁ କରିଥିଲେ ଜ୍ବାଇଁ

ମନମୋହନ ସିଂ। ସରଳ, ନିର୍ବିବାଦୀୟ, ଅଜାତଶତ୍ରୁ । ଯାହାଙ୍କୁ ଆଜି ଝୁରୁଛି ଓଡ଼ିଶା, ମନେପକାଉଛନ୍ତି ପ୍ରତ୍ୟେକଟି ଓଡ଼ିଆ । ଲୋକସେବା ଭବନରୁ କଂଗ୍ରେସ ଭବନ, ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତିଚାରଣ କରୁଛନ୍ତି ସମସ୍ତେ ।

ମଣିଷ ଡାକ୍ତରଖାନାରେ କୁକୁର ଚିକିତ୍ସା
Balangir Bhimabhoi Medical College: ରୋଗୀଙ୍କ ପାଇଁ ଥିବା ଡ୍ରେସିଂ ଟେବୁଲରେ ଚାଲିଲା କୁକୁର ଚିକିତ୍ସା, କହିବାକୁ କେହି ନାହିଁ

ଫାଣ୍ଡିରେ ଥିବା ପୋଲିସ ବାବୁ ବି ପାଖରେ ଛିଡା ହୋଇ ଗପ କହୁଥିଲେ । କିନ୍ତୁ ମଣିଷ ଚିକିତ୍ସା ହେଉଥିବା ଟେବୁଲ ଉପରେ କୁକୁରକୁ ନିଜେ ଡ୍ରେସିଂ କରିଥିଲେ ଯୁବକ ଜଣକ । ଏପରିକି ବାରଣ କରୁଥିବା ପୋଲିସ ବାବୁଙ୍କୁ ଉପଦେଶ ଦେଉଥିଲେ ଯୁବକ ଜଣକ । ଦୀର୍ଘ ସମୟ ଧରି କାଜୁଆଲଟି ଭିତରେ ଚାଲିଥିଲା ହାଇଡ୍ରାମା ।