• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Love for Animals
Love for Animals: ପଶୁପକ୍ଷୀଙ୍କ ମନ କଥା ବୁଝୁଛନ୍ତି ରଶ୍ମି; ଘରକୁ କରିଛନ୍ତି ମିନି ଚିଡିଆଖାନା

ଘର ଭିତରେ ଚିଡ଼ିଆଖାନା। ଭଳିକି ଭଳି ଚଢ଼େଇଙ୍କ କିଚିରିମିଚିରି ଶବ୍ଦରେ କମ୍ପି ଉଠୁଛି ପୂରା ପରିବେଶ। ଏହାର ଉଦ୍ୟୋକ୍ତା ହେଉଛନ୍ତି କେନ୍ଦ୍ରାପଡ଼ା ଗୋପ ଗାଁର ରଶ୍ମୀ ରଞ୍ଜନ ସେନାପତି। ନିଜର ଅଜବ ସଉକ ପାଇଁ ରଶ୍ମି ଏବେ ଚର୍ଚ୍ଚାରେ।

Modi
PM Modi: ଦକ୍ଷିଣ ଓଡ଼ିଶା ଯୋଗାଯୋଗ କ୍ଷେତ୍ରରେ ଆସିବ ଉନ୍ନତି; ରାୟଗଡ଼ା ରେଳ ମଣ୍ଡଳ ଭବନ ପାଇଁ ଶୁଭ ଦେବେ ମୋଦି

ରେଳ କାର୍ଯ୍ୟ ପରିଚାଳନା ପାଇଁ ଏକ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ । ରେଳ ମଣ୍ଡଳ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳରେ ରେଳ ପରିଚାଳନା କାର୍ଯ୍ୟର ଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି।

Panchang
Panchang Today 6th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ ..

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୬ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Fog
Dense Fog: ଘନ କୁହୁଡ଼ିରେ ଦିଶୁନି ମୁହଁକୁ ମୁହଁ, ଲୁଚିଗଲା ପୁରୀ ଶ୍ରୀମନ୍ଦିର

କୁହୁଡ଼ି ଚାଦର ତଳେ ରହିଛି ସାରା ଓଡ଼ିଶା । ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 06 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 06 January 2025
Disputes Rise In BJD
Disputes Rise In BJD: ନବୀନ ନିବାସରେ ବଡ଼ ହଲଚଲ୍; ସିନିୟରଙ୍କୁ ମାନୁନାହାନ୍ତି ଜୁନିୟର, ଚାଲିଛି ସମାନ୍ତରାଳ ସଂଗଠନ!

ବିଜେଡିରେ ଏବେ ଦ୍ବିତୀୟ ଓ ତୃତୀୟ ପିଢ଼ି ଭିତରେ ବିବାଦ! ସିନିୟରଙ୍କୁ ମାନୁନାହାନ୍ତି ଜୁନିୟର! ଚାଲିଛି ସମାନ୍ତରାଳ ସଂଗଠନ! ନବୀନ ନିବାସରେ ବଡ଼ ହଲଚଲ୍। ରାଜ୍ୟ କମିଟି ଗଠନ ପୂର୍ବରୁ ତୀବ୍ର ହେଲା ଗୋଷ୍ଠୀ କନ୍ଦଳ। 

Car-Truck Collision
Car-Truck Collision: ରହସ୍ୟରେ କାର୍ ଦୁର୍ଘଟଣା, ଦୁଇ ବିଜେପି ନେତାଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର !

ସମ୍ବଲପୁର-ବରଗଡ଼ NH କଣ୍ଟାପାଲି ଓଭରବ୍ରିଜ୍ ନିକଟ ସଡ଼କ ଦୁର୍ଘଟଣା ପଛରେ ରହିଛି କି ହତ୍ୟା ଷଡ଼ଯନ୍ତ୍ର? ଦୁଇ ବିଜେପି ନେତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ, ନା ଏହା ପଛରେ ରହିଛି କାହାର ପ୍ଲାନିଂ?

Panikoili Loot
Panikoili Loot: ପୋଲିସକୁ 'ପାଣିକୋଇଲି' ଚ୍ୟାଲେଞ୍ଜ, ୨୪ ଘଣ୍ଟା ପରେ ବି ଧରା ପଡ଼ିନାହାନ୍ତି ଫେରାର ଲୁଟେରା

ଯାଜପୁର ପାଣିକୋଇଲି ଜୁଏଲାରୀ ଲୁଟ୍ ଓ ଫାୟାରିଂ ପଛରେ ରହିଛି କି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ସଂପୃକ୍ତି ?

Pravasi Bharatiya Divas
Pravasi Bharatiya Divas: ଭୁବନେଶ୍ବର ଦେଖିବ ପ୍ରବାସୀ ଭାରତୀୟଙ୍କ ମହାମେଳି; ଏକାଠି ହେବେ ସାଢ଼େ ୩ ହଜାରରୁ ଅଧିକ NRI

ପ୍ରବାସୀ ଭାରତୀୟଙ୍କୁ ମିଳିବ ଓଡ଼ିଆ ଚଳଣୀର ଅନୁଭୂତି। ଓଡ଼ିଆଙ୍କ ଘରେ ରହିବେ, ଓଡ଼ିଆ ପରଷା ଖାଇବେ। ହୋମ ଷ୍ଟେ’ ବୁକ୍ କରିଥିବା ପ୍ରବାସୀ ଭାରତୀୟ ପାଇବେ ଏଭଳି ସୁବିଧା।

Drone Spotted Over Puri Srimandir
Drone Spotted Over Puri Srimandir: ସୁରକ୍ଷା ବ୍ୟବସ୍ଥାକୁ ଫୁ’ କରି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍; ଏଯାଏଁ ଧରାପଡ଼ିନାହାନ୍ତି ଅଭିଯୁକ୍ତ...

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍...ଅଟକିଲା, ଉଡ଼ିଲା ଆଉ ଛୁ’ ମାରିଲା... ପ୍ରଶାସନ ଓ ପୋଲିସକୁ ଖୋଲା ଚ୍ୟାଲେଞ୍ଜ... ଶ୍ରୀମନ୍ଦିର ଉପର ନୋ ଫ୍ଲାଇଂ ଜୋନ୍ ସତ୍ତ୍ବେ ଘୁରି ବୁଲିଲା ଡ୍ରୋନ୍।

Adivasi Mela
Adivasi Mela: ରାଜଧାନୀରେ ବସିଲା ଆଦିବାସୀ ଗାଁ, ପାରମ୍ପରିକ ଖାଦ୍ୟରେ ମହକିବ ପରିବେଶ

ଆଜିଠୁ ଆରମ୍ଭ ହୋଇଛି ଆଦିବାସୀ ମେଳା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ମେଳାର ଉଦଘାଟନ କରିଛନ୍ତି ।

Panikoili Loot Victim
Panikoili Loot Victim: ପାଣିକୋଇଲିରେ ଗୁଳିକାଣ୍ଡ ଘଟଣା, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପାଣିକୋଇଲିରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Odisha CM Mohan Majhi
Odisha CM Mohan Majhi: ମୁଖ୍ୟମନ୍ତ୍ରୀଙ୍କ ନିଶାନା, 'ଯାଜପୁରରେ ରାଜନୈତିକ ରାବଣଙ୍କ ସହ ପରିବାରବାଦର ମଧ୍ୟ ଅନ୍ତ'

ଯାଜପୁର ଜିଲ୍ଲାରେ ରାଜନୈତିକ ରାବଣଙ୍କର ଅନ୍ତ ଘଟିଛି । ବିରୋଧୀଙ୍କୁ ନିଶାନା କରି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Pravasi Bharatiya Divas
Pravasi Bharatiya Divas: ୮ ତାରିଖରୁ ପ୍ରବାସୀ ଭାରତୀୟ ଦିବସ, ସୁରକ୍ଷାକୁ ନେଇ ମକଡ୍ରିଲ୍

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱର ଜନତା ମଇଦାନରେ କଡ଼ା ସୁରକ୍ଷା ବ୍ୟବସ୍ଥା । ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା ନେଇ ଏସଓଜି ଯବାନ ଏବଂ ଏସପିଜି ପକ୍ଷରୁ ମକ୍‌ଡ୍ରିଲ୍ କରାଯାଉଛି ।

Intense Cold Weather
Intense Cold Weather: ଜାରି ରହିଛି ଶୀତର ପ୍ରକୋପ, ପ୍ରବଳ ଥଣ୍ତାରେ ଥରୁଛି ପୂରା ଓଡ଼ିଶା ..

ରାଜ୍ୟରେ ଜାରି ରହିଛି ଶୀତ ଲହରି । ଆଜି ବି କଲବଲ କରିବ ଜାଡ଼ ।

Fashionable things from Bobei
Art And Craft: ବୋବେଇରୁ ହେଉଛି ଫ୍ୟାସନେବଲ୍ ଜିନିଷ

ମାଟି ଘର ଚାଳ ଛପର ପାଇଁ ବ୍ୟବହାର ହେଉଥିବା ବୋବେଇ ଦଉଡ଼ି ଏବେ ନୂଆ ନୂଆ ଫ୍ୟାସନେବଲ୍ ଜିନିଷର ରୂପ ନେଲାଣି । ତେବେ କ'ଣ ସେ ଜିନିଷ ଜାଣିବା ଆସନ୍ତୁ

The Story of human eater monster brother and monster have children
Mahabharat Story: ମଣିଷଖିଆ ରାକ୍ଷସ ଭାଇ ଓ ରାକ୍ଷସୀର ପିଲା ଜନ୍ମ କଥା

କ'ଣ ପାଇଁ ଭୟଙ୍କର ରାକ୍ଷସୀ ବିବାହ ପାଇଁ ପସନ୍ଦ କଲା ଜଣେ ମଣିଷକୁ? କିଏ ସେହି ମଣିଷ? ମଣିଷଖିଆ ରାକ୍ଷସକୁ କେମିତି ମାରିଲେ ଜଣେ ବଳୁଆ ମଣିଷ ଓ କାହିଁକି ସେ ପୁଣି ବିବାହ କଲେ ତା' ରାକ୍ଷସୀ ଭଉଣୀକୁ? ରାକ୍ଷସୀ କୋଳରୁ ଜନ୍ମିତ ପୁଅର ନାମ କ'ଣ? ଆହୁରି କାହିଁରେ କେତେ ଚମତ୍କାର ଘଟଣା ବିଷୟରେ ଜାଣିବା ପାଇଁ ପଢନ୍ତୁ ଆଜିର ଅଧ୍ୟାୟ ।

Panchang
Panchang Today 5th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଜମିଜମା କ୍ରୟ କରନ୍ତୁ ...

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୫ ତାରିଖ ରବିବାର । ଚନ୍ଦ୍ର- କୁମ୍ଭ ଦିବା ୦୨.୩୪ ଗତେ ମୀନ ତିଥି- ଷଷ୍ଠୀ ରାତ୍ରି ୦୮.୧୫ ଗତେ ସପ୍ତମୀ। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୦୨.୩୪ ଗତେ ଧନୁ ରାଶିର ।

shri mandir drone
Drone Over Srimandir: ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ଶ୍ରୀମନ୍ଦିର ନୋ ଫ୍ଲାଏ ଜୋନ୍ ଅନ୍ତର୍ଗତରେ ରହିଥିଲେ ମଧ୍ୟ ଭୋର୍ ପ୍ରାୟ ୪ଟା ୧୦ରେ ଡ୍ରୋନ୍ ଉଡିଥିବା ଦେଖାଯାଇଛି। ଡ୍ରୋନଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରୀ ବୁଲିଥିଲା। ଏପରିକି ମନ୍ଦିରର ଦଧିନଉତି ଉପରେ ବି ବୁଲିଥିଲା। ତେବେ ଏହି ଡ୍ରୋନଟି କିଏ ଉଡାଇଥିଲା ସେ ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ। ଅନ୍ୟ ପକ୍ଷରେ ପୋଲିସ କଣ୍ଟ୍ରୋଲ ରୁମରୁ ଏଭଳି ଡ୍ରୋନ ଉଡା ଯାଇ ନଥିବା ସ୍ପଷ୍ଟ କରିଛନ୍ତି ପୁରୀ ଏସପି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 05 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 05 January 2025
ଭବ୍ୟ କରିବାକୁ ଭାରି ଚେଷ୍ଟା
Pravasi Bharatiya Divas: ଭବ୍ୟ ହେବ ପ୍ରବାସୀ ଭାରତୀୟ ଦିବସ...ହୋମ୍ ଷ୍ଟେରେ ରହିବେ, ଡବଲ ଡେକର ବସରେ ବୁଲିବେ ଅତିଥି

ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍ । ଆଉ ମାତ୍ର ୩ ଦିନର ଅପେକ୍ଷା। ଭୁବନେଶ୍ବରରେ ଆରମ୍ଭ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାଏଁ, ତାସହିତ ବୈଦେଶିକ ବ୍ୟାପାର ମନ୍ତ୍ରୀ ବି ଯୋଗଦେବେ ଏହି ୩ ଦିନିଆ ପ୍ରବାସୀ ଭାରତୀୟ ମହାକୁମ୍ଭରେ ।

କିଏ କଂସ, କିଏ ରାବଣ
Pravat Biswal: କଟକ ବିଜେଡିକୁ ଡେଇଁଲା ଅନ୍ତଃକନ୍ଦଳ ! ଦଳରେ କିଏ ରାବଣ ଓ କଂସ, ବଢ଼ିଲା ଚର୍ଚ୍ଚା

କିଏ ସେ ରାବଣ, ଆଉ କିଏ ସେ କଂସ ? ବିଜେଡିର କେଉଁ ନେତାଙ୍କୁ ରାବଣ ଓ କଂସ ସହ ତୁଳନା କଲେ ପ୍ରଭାତ ବିଶ୍ବାଳ ? ଖାଲି ସେତିକି ନୁହେଁ ରାଜନୀତିର ଏହି ରାବଣ ଓ କଂସଙ୍କ ପାଇଁ ସେ ନାଲି ପୋଷାକ ପିନ୍ଧିବା ଆରମ୍ଭ କରିଛନ୍ତି ।

୧୫ ପରେ ପୁଣି ସୁଭଦ୍ରା ଟଙ୍କା
Subhadra Yojana: ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍, ଜାନୁଆରୀ ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ସୁଭଦ୍ରାକୁ ନେଇ ପୁଣି ଏକ ବଡ଼ ଅପଡେଟ୍ । ପୂର୍ବ ସ୍ଥିରୀକୃତ ମାର୍ଚ୍ଚ ୮ ମହିଳା ଦିବସ ନୁହେଁ ବରଂ ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକାଥରେ ମିଳିଯିବ ୨ଟି ଯାକ କିସ୍ତିର ଟଙ୍କା ।

Gold Jewelleries Worth Crores Stolen
Gold Jewelleries Stolen: ଫାଇନାନ୍ସ ସଂସ୍ଥାରୁ ସୁନା ଚୋରି; ଚିନ୍ତାରେ ଗ୍ରାହକ, ମିଳିବ ତ ବନ୍ଧକ ସୁନା ?

ଫାଇନାନ୍ସ ସଂସ୍ଥାରୁ କଷ୍ଟ ଉପାର୍ଜିତ ସୁନା ଅଳଙ୍କାର ଚୋରି ପରେ ଏବେ ବଢ଼ିଛି ଗ୍ରାହକଙ୍କ ଚିନ୍ତା। ମିଳିବ ତ ବନ୍ଧକ ସୁନା ? ଯଦି ନମିଳେ କ’ଣ କରିବେ ? ଆଶା ଆଶଙ୍କାରେ ଗ୍ରାହକ।

Jajpur Firing Incident
Jajpur Firing Incident: ଦିବାଲୋକରେ ଫିଲ୍ମ ଷ୍ଟାଇଲରେ ଲୁଟ୍; ଡକାୟତଙ୍କ ଗୁଳିରେ ୨ଜଣଙ୍କର ମୃତ୍ୟୁ...

ଲୁଟ୍ ପାଇଁ ଫାୟାରିଂ। ଦିନ ଦ୍ବିପ୍ରହରରେ ଜୁଏଲାରୀ ଦୋକାନରେ ଆତଙ୍କରାଜ। ଡକାୟତି ବେଳେ ଫୁଟିଲା ଗୁଳି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚାଲିଗଲା ୨ ଜୀବନ।