• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ବଡ଼ ଓଷାରେ ଜାଣନ୍ତୁ ଏହା ପଛର କିମ୍ବଦନ୍ତୀ
Bada Osha Brata Katha: ଆଜି ବଡ଼ ଓଷାରେ ଜାଣନ୍ତୁ ଏହା ପଛର କିମ୍ବଦନ୍ତୀ

ଏଥର ବଡ଼ ଓଷାରେ ଜାଣିବା ଆସନ୍ତୁ ବଡ଼ ଓଷା ପଛରେ କି କି କିମ୍ବଦନ୍ତୀ ରହିଛି, ଏଥିରେ ଶିବଙ୍କୁ କାହିଁକି ପୂଜା କରାଯାଏ ଓ ଧବଳେଶ୍ଵର ଶିବଙ୍କ ସହ ଏହାର ସମ୍ପର୍କ କ'ଣ ?

Odisha CM Criticizes Previous BJD Govt
Odisha CM Mohan Majhi: ପୂର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ; କହିଲେ-ଗତ ସରକାର ଚାଷୀଙ୍କୁ କଥା ଦେଇ କଥା ରଖିନଥିଲେ

ହଇରାଣ କରୁଥିବା ତତ୍ତ୍ବଙ୍କ ଉପରେ ସରକାରଙ୍କ ତୀକ୍ଷ୍ଣ ନଜର ରହିଛି । ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏଭଳି କଡ଼ା ବୟାନ ଦେଇଛନ୍ତି । ପୂର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି । 

 SC dismisses anticipatory bail plea of Odisha BJP MLA
Jayanarayan Mishra,: ମହିଳା IICଙ୍କୁ ମାଡ଼ ଘଟଣା: ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଆଗୁଆ ଜାମିନ ମାଗିଥିଲେ । 

Stray Dog Maul Elderly Woman to death
Stray Dog Attack In Odisha: ଚକିତ କଲା ଭଳି ଘଟଣା: ବୃଦ୍ଧାଙ୍କୁ ଝୁଣି ମାରିଦେଲା କୁକୁର

ଭୋଗରାଇରେ ଘଟିଲା ଚକିତ କଲା ଭଳି ଘଟଣା । ଘର ବାହାରେ ବୃଦ୍ଧାଙ୍କୁ ଝୁଣି ମାରିଦେଲା ପାଗଳ କୁକୁର ।

Panchang
Panchang Today 14th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Bada Osa 2024
Bada Osa 2024: ବଡ଼ଓଷାର ମହତ୍ତ୍ୱ; ଜାଣନ୍ତୁ ରାଜାଙ୍କୁ କୁଷ୍ଠ ରୋଗରୁ କିପରି ମୁକ୍ତ କଲେ ରାଣୀ

ଓଡ଼ିଶାର ଅନେକ ମୁଖ୍ୟ ଓଷା ମଧ୍ୟରେ ଗୋଟିଏ ହେଉଛି ବଡ଼ଓଷା। ଏହି ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ରଭାବେ ପୂଜା କରାଯାଏ। ଆସନ୍ତୁ ଜାଣିବା ଏହା ପଛରେ ଥିବା କାହାଣୀ

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 14 November 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 14 November 2024
୧୫ ତାରିଖରୁ ଚାଷୀଙ୍କୁ ଟୋକନ୍ ଦିଆଯିବ ଏବଂ ନଭେମ୍ବର ୨୦ରୁ ଡିସେମ୍ବର ୭ ଯାଏଁ ଧାନ ସଂଗ୍ରହ ଚାଲିବ ।
Paddy Procurement: ୨୦ରୁ ଧାନ ସଂଗ୍ରହ, ୧୫ରୁ ଟୋକନ ବଣ୍ଟନ

ଡିସେମ୍ବର ମାସ ୮ ତାରିଖରେ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ରାଜ୍ୟ ସ୍ତରୀୟ କୃଷକ ସମାବେଶ ଆୟୋଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୃଷକ ମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ। 

Manoj Mishra
Manoj Mishra: ମନୋଜଙ୍କ କାଉଣ୍ଟର ପରେ ତାଙ୍କୁ ପୁଣି ଧୋଇଲେ ନିର୍ମାତା-ନିର୍ଦ୍ଦେଶକ

ସୀମା ଭିତରେ ରହିବାକୁ ସବ୍ୟସାଚୀଙ୍କ ଜବାବ । କଥା ନୁହେଁ କାମରେ କରି ଦେଖାଇବାକୁ ସରଘରିଆଙ୍କ ଆହ୍ବାନ ।

ମ୍ୟାରେଜ ସିଜିନରେ ସାଇବର ଲୁଟେରାଙ୍କ ନୂଆ ଖେଳ
E-Wedding Card Scam: ବାହାଘର କାର୍ଡରେ କ୍ଲିକ୍‌ କଲେ ହୋଇଯାଉଛି ଆକାଉଣ୍ଟ ଗୋଲ୍ !

ଲିଙ୍କ୍ ଛୁଇଁଦେଲେ ନିମିଷକେ ଚାଲିଯାଉଛି ବ୍ୟକ୍ତିଗତ ତଥ୍ୟ । ଟ୍ରାନ୍ସଫର ସହ ଗୋଲ୍ ହୋଇଯାଇ ପାରେ ଆକାଉଣ୍ଟ ।

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
Odisha Cabinet: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି; ନିଯୁକ୍ତି ପରୀକ୍ଷାରେ ଗଫଲତି କଲେ ଜେଲ୍

ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍ ଓ ଜରିମାନା ହେବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି । 

Subhadra Yojana Odisha
Subhadra Yojana Odisha: କଣ କଲେ ତୃତୀୟ ପର୍ଯ୍ୟାୟରେ ପାଇବେ ‘ସୁଭଦ୍ରା’ର ପ୍ରଥମ କିସ୍ତି ଟଙ୍କା ? ଜାଣନ୍ତୁ...

ଆକାଉଣ୍ଟକୁ କାହିଁକି ଆସୁନି ସୁଭଦ୍ରା ଟଙ୍କା ? କେଉଁଠି ରହୁଛି ସମସ୍ୟା ? କଣ କଲେ ଏହାର ହୋଇପାରିବ ସମାଧାନ ? ଏନେଇ ଆବେଦନକାରୀଙ୍କୁ ଟିପ୍ସ ଦେଇଛନ୍ତି ବ୍ୟାଙ୍କିଂ ବିଶେଷଜ୍ଞ । ଜାଣନ୍ତୁ...

Vedanta Land Acquisition Issue
Vedanta Land Acquisition Issue: ବେଦାନ୍ତ ବିଶ୍ବବିଦ୍ୟାଳୟ ଜମିହରାଙ୍କୁ ଆଶ୍ୱସ୍ତି; ପାଇବେ ଜମି, ଫେରାଇବେ ଟଙ୍କା 

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ନେଲେ ନିଷ୍ପତ୍ତି। ଉପକୃତ ହେବେ ଜମି ହରାଇଥିବା ପ୍ରାୟ ୬ ହଜାର ଚାଷୀ । ବିଜେଡି ସରକାର ସମୟରେ ୨୦୦୬ରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

In Tests Virat was a better captain than Dhoni and Rohit
Virat Kohli Vs Dhoni Captaincy Record: ଟେଷ୍ଟରେ ଧୋନି ଓ ରୋହିତଙ୍କ ଠାରୁ ଉତ୍ତମ ଅଧିନାୟକ ଥିଲେ ବିରାଟ

ଟେଷ୍ଟ କ୍ରିକେଟ୍‌ରେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମାଙ୍କ ଠାରୁ ଉତ୍ତମ ଅଧିନାୟକ ଥିଲେ ବିରାଟ କୋହଲି । ତାଙ୍କ ନେତୃତ୍ୱରେ ଘରେ ସମସ୍ତ ଟେଷ୍ଟ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ । ଟିମ୍‌କୁ ବିଶ୍ୱ ମାନ୍ୟତା ଶୀର୍ଷରେ ପହଞ୍ଚାଇବା ସହ ଅଷ୍ଟ୍ରେଲିଆରେ ପ୍ରଥମ ଥର ସିରିଜ୍ ଜିତାଇବାର ଗୌରବ ବି ଅର୍ଜନ କରିଛନ୍ତି କିଙ୍ଗ୍ କୋହଲି।

ନରହରି ମଉସା ଭାରି ରୋମାଣ୍ଟିକ୍
Special Story: ନବମ ଶ୍ରେଣୀରେ ଲେଖିଥିଲେ ପ୍ରଥମ ପ୍ରେମ କବିତା

ନରହରି ମଉସା ଆଜି ସିନା ବୁଢା ହେଲେଣି । ହେଲେ ନୂଆ ନୂଆ ନିଶ କଅଁଳୁଥିବା ବୟସରେ ତାଙ୍କ କଲମରୁ ଉତୁରିଥିଲା, ଏଇ କବିତା ଖଣ୍ଡକ ।

ଏଣିକି ୭ ବର୍ଷରେ ଇନ୍ସପେକ୍ଟର
Odisha Police Promotion Criteria: ୧୦ ବର୍ଷ ନୁହେଁ ୭ ବର୍ଷରେ SI ପାଇବେ ଇନ୍ସପେକ୍ଟର ପାହ୍ୟା

ଏହା ପୂର୍ବରୁ ୧୦ ବର୍ଷ ପରେ ହିଁ ଜଣେ ଏସ୍‌ଆଇ ଇନ୍ସପେକ୍ଟରକୁ ପଦୋନ୍ନତି ହେଉଥିଲେ । କିନ୍ତୁ ଏବେ ଏହି ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ୭ ବର୍ଷ ପରେ ପଦୋନ୍ନତି ହେବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

 Land acquired for Vedanta University will return
Vedanta Land Acquisition Issue: ‘ଖୁବଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ’

ଖୁବଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ । ପୁରୀ ବେଦାନ୍ତ ଜମି ପ୍ରସଙ୍ଗରେ ଏହି ବଡ଼ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ପ୍ରେସମିଟ୍‌ କରି ବର୍ଷିଲେ ମନୋଜ ମିଶ୍ର
Ollywood Actor Manoj Mishra: ବର୍ଷିଲେ ମନୋଜ; କହିଲେ, ‘ସିନେମା ମୋ ବୋପାର ନୁହେଁ, ଏହା ଆମ ଓଡ଼ିଶାର’

ମୁଁ ମୋ ପାଇଁ କହୁନି, ଆଗାମୀ ପିଢ଼ି ପାଇଁ ମୁଁ କହୁଛି । ଆଗାମୀ ପିଢ଼ି ଆମକୁ ଗାଳି ନ ଦେଉ । ସେଥିପାଇଁ ମୁଁ କହିବି । ଅନ୍ୟପକ୍ଷରେ ନାଁ ନେଇ କିଛି ନିର୍ମାତା, ନିର୍ଦ୍ଦେଶକଙ୍କୁ ଟାର୍ଗେଟ କରିଛନ୍ତି ଓଡ଼ିଆ ଅଭିନେତା ମନୋଜ ମିଶ୍ର ।

Tensions Rise In BJD Balasore
Odisha BJD Leader Misbehaved: ବାଲେଶ୍ବର ବିଜେଡିରେ ସଂଘାତିକ ସ୍ଥିତି; ନିଜ ଦଳର ମହିଳା କାଉନସିଲରଙ୍କୁ BJD ନେତାଙ୍କ ଦୁର୍ବ୍ୟବହାର

ନିଜ ଦଳର ମହିଳା କାଉନସିଲରଙ୍କୁ ବି ଦୁର୍ବ୍ୟବହାର କରିବାକୁ ପଛାଉନାହାନ୍ତି ଖୋଦ୍ ବିଜେଡି କାଉନସିଲର। ଏଭଳି ଅଭିଯୋଗ ଆଣିଛନ୍ତି ବାଲେଶ୍ବର ପୌରପାଳିକାର ୨୩ ନମ୍ବର ୱାର୍ଡ ବିଜେଡି କାଉନସିଲର ଶଶିରେଖା ମହାନ୍ତି । 

  • Wednesday, 13 November 2024
  • BJD
Mindful Eating Benefits
Mindful Eating Benefits: ଅନ୍ୟମନସ୍କ ହୋଇ ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଉପରେ ପଡ଼େ ଖରାପ ପ୍ରଭାବ

ଯଦି ଆପଣ ଖାଦ୍ୟପେୟକୁ ନେଇ ସଚେତନ ରହୁଛନ୍ତି ତଥା ସେହି ସମ୍ପର୍କିତ ଭିଡ଼ିଓମାନ ଦେଖିବା ଜାରି ରଖିଛନ୍ତି, ତେବେ ଗୋଟିଏ ପଦ ଆପଣଙ୍କ ଆଖିରେ ନିଶ୍ଚୟ ପଡ଼ିଥିବ, ତାହା ହେଲା- ମାଇଣ୍ଡ୍‌ଫୁଲ୍ ଇଟିଂ ବା ମନପ୍ରାଣ ଦେଇ ଖାଦ୍ୟଗ୍ରହଣ କରିବା।

Subhadra Yojana
Subhadra Yojana Odisha: ‘ସୁଭଦ୍ରା’ ଟଙ୍କା ପାଇନଥିବା ମହିଳାଙ୍କୁ ମନ୍ତ୍ର ଦେଲେ ପ୍ରଭାତୀ; କହିଲେ...

ବ୍ୟାଙ୍କ ଆକାଉଣ୍ଟ, ଆଧାର ଓ ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନଥିବାରୁ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେଉଛନ୍ତି। ତେବେ ସୁଭଦ୍ରା ଟଙ୍କା ପାଇନଥିବା ମହିଳା କିପରି ଟଙ୍କା ପାଇବେ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ନୂଆ ବର୍ଷରୁ ମିଳିବ ନୂଆ ରାସନ୍‌ କାର୍ଡ
Ration Card: ‘ନଭେମ୍ବରରେ ସରିବ E-KYC ଯାଞ୍ଚ, ଜାନୁଆରୀରୁ ଦିଆଯିବ ନୂଆ ରାସନ କାର୍ଡ’

ଜାନୁଆରୀରେ ନୂଆ ରାସନ କାର୍ଡ ମିଳିବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

The story of the death of Apsari girl Pramadbara
Mahabharat Story: ଅପ୍ସରୀ କନ୍ୟା ପ୍ରମଦବରାଙ୍କ ମୃତ୍ୟୁ ଓ ମୃତ୍ୟୁଲୋକରୁ ଲେଉଟି ଆସିବାର କଥା

ଯମଲୋକରୁ ଆଉଥରେ ମୃତ ଶରୀରକୁ ଫେରି ହୁଏନି। କିନ୍ତୁ ଅସମ୍ଭବ ଲାଗୁଥିଲେ ବି କେମିତି ରୁରୁ ମୃତ୍ୟୁଲୋକରୁ ଫେରାଇ ଆଣିଲେ ତାଙ୍କ ବାଗଦତ୍ତା ପ୍ରମଦବରାଙ୍କୁ ଓ କେଉଁ କାରଣରୁ ତପସ୍ବୀ ସହସ୍ରପାତ ପାଲଟିଲେ ବିଷହୀନ ସର୍ପ ଦୁନ୍ଦୁଭା ?

Horseshoe crab
Horseshoe Crabs: ସଙ୍କଟରେ ନୀଳରକ୍ତ କଙ୍କଡ଼ା; ବଂଶ ବୃଦ୍ଧିରେ ବାଧା ବଢାଇଲା ଚିନ୍ତା

ବିପଦରେ ବିରଳ ପ୍ରଜାତିର ଦୁର୍ଲଭ ନୀଳରକ୍ତ କଙ୍କଡ଼ା। ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ସଚେତନତା ଅଭାବ ଏହି କଙ୍କଡା ବଂଶ ହ୍ରାସର ମୁଖ୍ୟ କାରଣ ପାଲଟିଛି।

Panchang Today
Panchang Today 13th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଭୂମି କ୍ରୟ କରନ୍ତୁ

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...