• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Web Series

Web series aashram 4 big update out chandan roy sanyal aka bhopa swami
ପୁଣି ଦର୍ଶକ ଦେଖିବେ ବବି ଦେଓଲଙ୍କ ବାବା ନିରାଲା ରୂପ; 'ଆଶ୍ରମ ୪'କୁ ନେଇ ନୂଆ ଅପ୍‌ଡେଟ୍

'ଆଶ୍ରମ' ସିରିଜ୍‌ରେ ଭୋପା ସ୍ୱାମୀଙ୍କ ଚରିତ୍ର ଜଣେ ଅତି ନିଷ୍ଠୁର ଏବଂ ଗୁଣ୍ଡା ବ୍ୟକ୍ତିର, ଯିଏ ବାବା ନିରାଲାଙ୍କୁ ତାଙ୍କ ଅନ୍ଧକାର କାମରେ ସମର୍ଥନ କରେ। ଚନ୍ଦନ ଏହି ଜବରଦସ୍ତ ଚରିତ୍ରକୁ ବହୁତ ଭଲ ଭାବରେ ନିଭାଇ ପାରିଛନ୍ତି। ବର୍ତ୍ତମାନ ସେ ଆଗାମୀ 'ଆଶ୍ରମ ୪'ରେ ମଧ୍ୟ ତାଙ୍କର ଏହି ଭୂମିକାକୁ ପୁନରାବୃତ୍ତି କରିବେ।

Tridha choudhary shared video in black swimsuit on beach
ସମୁଦ୍ର କୂଳରେ ମନ ମୋହିଲେ ‘ଆଶ୍ରମ’ର ବବିତା ଭାବି; ପ୍ରଶଂସକ କହିଲେ…

‘ଆଶ୍ରମ’ରେ ବବିତାଙ୍କ ଚରିତ୍ରରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ଅଭିନେତ୍ରୀ ତ୍ରିଧା ଚୌଧୁରୀଙ୍କ ଷ୍ଟାଇଲ୍ ଏବଂ ସୌନ୍ଦର୍ଯ୍ୟରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏବେ ସେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛନ୍ତି। ବବିତା ଭାବି ସମୁଦ୍ର କୂଳରେ କ୍ୟାମେରା ଆଗରେ ପୋଜ୍ ଦେଉଥିବା ନଜର ଆସିଛନ୍ତି।

Murder of PoliceMan Wife
ୱେବସିରିଜ ଦେଖି ମର୍ଡର ପ୍ଲାନ; ବାହା ହେବାକୁ ଜିଦ୍ କରିବାରୁ କଇଁଚି ଭୁସି ହତ୍ୟା କଲା ପ୍ରେମିକ

ଜଲି ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ ଏବଂ ବିବାହ ପାଇଁ ଜୟଙ୍କୁ କ୍ରମାଗତ ଭାବରେ ଚାପ ପକାଉଥିଲେ। ସେ ସବୁବେଳେ ଧମକ ଦେଉଥିଲେ ଯଦି ସେ ତାଙ୍କୁ ବିବାହ ନକରନ୍ତି ତେବେ ସେ ପୋଲିସରେ ଅଭିଯୋଗ କରିବେ।

Aashram 4 coming soon bobby deol again to create ruckus on ott
ଆସୁଛି 'ଆଶ୍ରମ ୪'; ବାବା ନିରାଲା ହୋଇ ପୁଣି ହଙ୍ଗାମା କରିବେ ବବି

ପ୍ରକାଶ ଝା’ଙ୍କ ନିର୍ଦ୍ଦେଶିତ 'ଆଶ୍ରମ'ର ଏପର୍ଯ୍ୟନ୍ତ ତିନୋଟି ସିଜନ୍ ମୁକ୍ତିଲାଭ କରିଛି। ବର୍ତ୍ତମାନ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଚତୁର୍ଥ ସିଜନ୍‌କୁ ଅପେକ୍ଷା କରିଛନ୍ତି। ତେବେ ରିପୋର୍ଟକୁ ଅନୁସାରେ ଏହାର ଚତୁର୍ଥ ସିଜନ୍ ଖୁବ ଶୀଘ୍ର ଦର୍ଶକଙ୍କ ନିକଟକୁ ଆସିବ ବୋଲି କୁହାଯାଇଛି।

SC slams Ekta Kapoor on web series 'XXX'
ୱେବ୍‌ ସିରିଜ ‘XXX’ କୁ ନେଇ ଏକତାଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ: ‘ଯୁବପିଢିଙ୍କ ମନକୁ କଳୁଷିତ କରୁଛନ୍ତି’

ପ୍ରଯୋଜିକା ଏକତା କପୁରଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିଛନ୍ତି। ୱେବ୍‌ ସିରିଜ ‘XXX’ ମାଧ୍ୟମରେ ସେ ଯୁବପିଢିଙ୍କ ମନକୁ କଳୁଷିତ କରୁଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। 

Rakta Tirtha
ଭଦ୍ରକର ଇରମ୍ ପୀଠରେ ସହିଦଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ସ୍ୱାଧୀନତା ସଂଗ୍ରାମ ତଥା ଭାରତ ଛାଡ଼ ଆନ୍ଦୋଳନ ପୃଷ୍ଠଭୂମିରେ ଖାଲି ମାଟିର କଥା ନୁହେଁ; ଏକ ମୌଳିକ କାହାଣୀକୁ ନେଇ ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସ୍‌ରେ ଖୁବ୍‌ଶୀଘ୍ର ରିଲିଜ ହେବାକୁ ଯାଉଛି ଓଡ଼ିଆ ୱେବ୍‌ସିରିଜ୍ ‘ରକ୍ତତୀର୍ଥ’

RaktaTirtha
ବର୍ବରତାର କାହାଣୀ କହିବ ‘ରକ୍ତତୀର୍ଥ’

୨୮ ସେପ୍ଟେମ୍ବର ୧୯୪୨।  ସାରା ଭାରତକୁ ଦୋହଲାଇ ଦେଇଥିଲା ଭଦ୍ରକ ବାସୁଦେବପୁରର ଇରମ୍। ଇଂରେଜଙ୍କ ବିରୋଧରେ ସ୍ୱର ଉଠାଇଥିବା ଓଡ଼ିଆ ପୁଅ ନିଜ ମାଟି ମାଆ ପାଇଁ ଜୀବନ ଉତ୍ସର୍ଗ କରି ଦେଇଥିଲେ।

Actress Tridha Choudhury dance on nikamma song
ନିକମ୍ମା କଲା ‘ବବିତା ଜୀ’ଙ୍କ ଦମଦାର ଡ୍ୟାନ୍ସ

ୱେବ୍ ସିରିଜ୍ ଆଶ୍ରମରେ ବବିତା ଜୀ ଭୂମିକାରେ ଦର୍ଶକଙ୍କ ମନ ମୋହୁଥିବା ତ୍ରିଧା ଏବେ ହେଉଛନ୍ତି ଭାଇରାଲ। ତାଙ୍କ ଡ୍ୟାନ୍ସ ସମସ୍ତଙ୍କୁ କାବୁ କରିଛି।

Web series Aashram-3 coming soon
ଅପେକ୍ଷାର ଅନ୍ତ ଘଟେଇ ଆସୁଛି 'ଆଶ୍ରମ ୩'

ବବି ଦେଓଲଙ୍କ‘ଆଶ୍ରମ’ଲୋକଙ୍କ ହୃଦୟକୁ କିଣି ନେଇଥିଲା। ଏହାର ଦୁଇଟା ସିଜନ୍ ପୂର୍ବରୁ ଷ୍ଟ୍ରିମିଂ ହୋଇଥିବା ବେଳେ ଲୋକେ ଏହାର ତୃତୀୟ ସିଜନ୍‌କୁ ଉତ୍ସାହର ସହ ଚାହିଁ ବସିଛନ୍ତି। ଆଉ କିଛି ଘଣ୍ଟା ପରେ ଏହି ଅପେକ୍ଷାର ଅନ୍ତ ହେବ।

Aashram 3 teaser out trailer to be released tomorrow
ଦର୍ଶକଙ୍କ ଅପେକ୍ଷାର ଅନ୍ତ ହେବ, ‘ଆଶ୍ରମ ୩’ ରିଲିଜ୍ ହେବ

ୱେବ୍ ସିରିଜ୍ 'ଆଶ୍ରମ'ର ପୂର୍ବ ଦୁଇଟିଯାକ ସିଜିନ୍‌କୁ ଲୋକେ ପସନ୍ଦ କରିଥିବା ବେଳେ ଏବେ ସିରିଜ୍‌ର ତୃତୀୟ ସିଜିନ୍‌କୁ ରହିଛି ଅପେକ୍ଷା। ଅନେକ ବାଦ ବିବାଦ ପରେ ବି ଏହା ରିଲିଜ୍ ହେବାକୁ ଯାଉଛି। ଆଜି ଟିଜର୍ ରିଲିଜ୍ ହୋଇଥିବା ବେଳେ କାଲି ରିଲିଜ୍ ହେବ ଟ୍ରେଲର୍