‘ତରଙ୍ଗ ପ୍ଲସ୍’ ଓଟିଟି ଫ୍ଲାଟ୍ଫର୍ମରେ ଜାନୁଆରୀ ୨ ରୁ ଷ୍ଟ୍ରିମିଂ ହୋଇଛି ନୂଆ ୱେବ୍ସିରିଜ୍ ‘ଚିଟ୍ଫଣ୍ଡ୍’। ପ୍ରଥମ ଥର ପାଇଁ ପରଦାକୁ ଆସିଛି ବହୁଚର୍ଚ୍ଚିତ ଚିଟ୍ଫଣ୍ଡ୍ ସ୍କାମ୍ର ସେହି ଦୁଃଖଭରା କାହାଣୀ। ତେବେ ସବୁଠାରୁ ବିଶେଷ କଥା ହେଉଛି ଏହାର ପ୍ରଥମ ଏପିସୋଡ୍ ମାଗଣାରେ ଦେଖିପାରିବେ।
ତରଙ୍ଗ ପ୍ଲସ୍ OTT ପ୍ଲାଟଫର୍ମରେ ଓଡ଼ିଆ ୱେବସିରିଜ୍ ‘ଚିଟଫଣ୍ଡ’ ରିଲିଜ। ମହାଠକେଇର ଗୁମର କାହାଣୀ ଦେଖୁଛନ୍ତି ଦର୍ଶକ। ୱେବ୍ ସିରିଜରେ ରହିଛି ଚିଟଫଣ୍ଡ ସଂସ୍ଥାଙ୍କ ମାୟାଜାଲର କାହାଣୀ। ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରୁଛି ୱେବସିରିଜ୍ ‘ଚିଟଫଣ୍ଡ’ର କାହାଣୀ।
ଆସନ୍ତା ବର୍ଷ ଜାନୁଆରୀ ୨ରେ ମୁକ୍ତି ଲାଭ କରିବାକୁ ଯାଉଥିବା ଏହି ସିରିଜ୍ର ଟ୍ରେଲର ଇତିମଧ୍ୟରେ ରିଲିଜ୍ ହୋଇସାରିଛି। ସମୁଦାୟ ସିରିଜର କାହାଣୀ ବିଷୟରେ କହିବାକୁ ଗଲେ ଏହା ଏକ ଗରିବ ଯୁବକର ଆକାଶଛୁଆଁ ସ୍ୱପ୍ନକୁ ନେଇ ଆଗକୁ ଯାଉଛି। ଚିଟ୍ଫଣ୍ଡ ମାଧ୍ୟମରେ ଗରିବିରୁ ବାହାରି କ୍ଷମତାର ସ୍ୱଦ ଚାଖିବାର ଇଚ୍ଛାଟିଏ ତା’ମନ ଭିତରେ ବସା ବାନ୍ଧିଛି।
ଭାରତରେ ନେଟଫ୍ଲିକ୍ସ ମୁଖ୍ୟ ମୋନିକା ସେରଗିଲ୍ଙ୍କୁ ନୋଟିସ୍ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ନେଟଫ୍ଲିକସର ନୂଆ ୱେବ୍ ସିରିଜ୍ ‘IC 814-କାନ୍ଦାହାର ହାଇଜାକ୍’ ରେ ଆତଙ୍କବାଦୀଙ୍କ ନାଁ ଭୋଲା ଓ ଶଙ୍କର ରହିଛି।
'ଆଶ୍ରମ' ସିରିଜ୍ରେ ଭୋପା ସ୍ୱାମୀଙ୍କ ଚରିତ୍ର ଜଣେ ଅତି ନିଷ୍ଠୁର ଏବଂ ଗୁଣ୍ଡା ବ୍ୟକ୍ତିର, ଯିଏ ବାବା ନିରାଲାଙ୍କୁ ତାଙ୍କ ଅନ୍ଧକାର କାମରେ ସମର୍ଥନ କରେ। ଚନ୍ଦନ ଏହି ଜବରଦସ୍ତ ଚରିତ୍ରକୁ ବହୁତ ଭଲ ଭାବରେ ନିଭାଇ ପାରିଛନ୍ତି। ବର୍ତ୍ତମାନ ସେ ଆଗାମୀ 'ଆଶ୍ରମ ୪'ରେ ମଧ୍ୟ ତାଙ୍କର ଏହି ଭୂମିକାକୁ ପୁନରାବୃତ୍ତି କରିବେ।
‘ଆଶ୍ରମ’ରେ ବବିତାଙ୍କ ଚରିତ୍ରରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ଅଭିନେତ୍ରୀ ତ୍ରିଧା ଚୌଧୁରୀଙ୍କ ଷ୍ଟାଇଲ୍ ଏବଂ ସୌନ୍ଦର୍ଯ୍ୟରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏବେ ସେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛନ୍ତି। ବବିତା ଭାବି ସମୁଦ୍ର କୂଳରେ କ୍ୟାମେରା ଆଗରେ ପୋଜ୍ ଦେଉଥିବା ନଜର ଆସିଛନ୍ତି।
ଜଲି ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ ଏବଂ ବିବାହ ପାଇଁ ଜୟଙ୍କୁ କ୍ରମାଗତ ଭାବରେ ଚାପ ପକାଉଥିଲେ। ସେ ସବୁବେଳେ ଧମକ ଦେଉଥିଲେ ଯଦି ସେ ତାଙ୍କୁ ବିବାହ ନକରନ୍ତି ତେବେ ସେ ପୋଲିସରେ ଅଭିଯୋଗ କରିବେ।
ପ୍ରକାଶ ଝା’ଙ୍କ ନିର୍ଦ୍ଦେଶିତ 'ଆଶ୍ରମ'ର ଏପର୍ଯ୍ୟନ୍ତ ତିନୋଟି ସିଜନ୍ ମୁକ୍ତିଲାଭ କରିଛି। ବର୍ତ୍ତମାନ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଚତୁର୍ଥ ସିଜନ୍କୁ ଅପେକ୍ଷା କରିଛନ୍ତି। ତେବେ ରିପୋର୍ଟକୁ ଅନୁସାରେ ଏହାର ଚତୁର୍ଥ ସିଜନ୍ ଖୁବ ଶୀଘ୍ର ଦର୍ଶକଙ୍କ ନିକଟକୁ ଆସିବ ବୋଲି କୁହାଯାଇଛି।
ପ୍ରଯୋଜିକା ଏକତା କପୁରଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିଛନ୍ତି। ୱେବ୍ ସିରିଜ ‘XXX’ ମାଧ୍ୟମରେ ସେ ଯୁବପିଢିଙ୍କ ମନକୁ କଳୁଷିତ କରୁଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସ୍ୱାଧୀନତା ସଂଗ୍ରାମ ତଥା ଭାରତ ଛାଡ଼ ଆନ୍ଦୋଳନ ପୃଷ୍ଠଭୂମିରେ ଖାଲି ମାଟିର କଥା ନୁହେଁ; ଏକ ମୌଳିକ କାହାଣୀକୁ ନେଇ ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସ୍ରେ ଖୁବ୍ଶୀଘ୍ର ରିଲିଜ ହେବାକୁ ଯାଉଛି ଓଡ଼ିଆ ୱେବ୍ସିରିଜ୍ ‘ରକ୍ତତୀର୍ଥ’
୨୮ ସେପ୍ଟେମ୍ବର ୧୯୪୨। ସାରା ଭାରତକୁ ଦୋହଲାଇ ଦେଇଥିଲା ଭଦ୍ରକ ବାସୁଦେବପୁରର ଇରମ୍। ଇଂରେଜଙ୍କ ବିରୋଧରେ ସ୍ୱର ଉଠାଇଥିବା ଓଡ଼ିଆ ପୁଅ ନିଜ ମାଟି ମାଆ ପାଇଁ ଜୀବନ ଉତ୍ସର୍ଗ କରି ଦେଇଥିଲେ।
ୱେବ୍ ସିରିଜ୍ ଆଶ୍ରମରେ ବବିତା ଜୀ ଭୂମିକାରେ ଦର୍ଶକଙ୍କ ମନ ମୋହୁଥିବା ତ୍ରିଧା ଏବେ ହେଉଛନ୍ତି ଭାଇରାଲ। ତାଙ୍କ ଡ୍ୟାନ୍ସ ସମସ୍ତଙ୍କୁ କାବୁ କରିଛି।
ବବି ଦେଓଲଙ୍କ‘ଆଶ୍ରମ’ଲୋକଙ୍କ ହୃଦୟକୁ କିଣି ନେଇଥିଲା। ଏହାର ଦୁଇଟା ସିଜନ୍ ପୂର୍ବରୁ ଷ୍ଟ୍ରିମିଂ ହୋଇଥିବା ବେଳେ ଲୋକେ ଏହାର ତୃତୀୟ ସିଜନ୍କୁ ଉତ୍ସାହର ସହ ଚାହିଁ ବସିଛନ୍ତି। ଆଉ କିଛି ଘଣ୍ଟା ପରେ ଏହି ଅପେକ୍ଷାର ଅନ୍ତ ହେବ।
ୱେବ୍ ସିରିଜ୍ 'ଆଶ୍ରମ'ର ପୂର୍ବ ଦୁଇଟିଯାକ ସିଜିନ୍କୁ ଲୋକେ ପସନ୍ଦ କରିଥିବା ବେଳେ ଏବେ ସିରିଜ୍ର ତୃତୀୟ ସିଜିନ୍କୁ ରହିଛି ଅପେକ୍ଷା। ଅନେକ ବାଦ ବିବାଦ ପରେ ବି ଏହା ରିଲିଜ୍ ହେବାକୁ ଯାଉଛି। ଆଜି ଟିଜର୍ ରିଲିଜ୍ ହୋଇଥିବା ବେଳେ କାଲି ରିଲିଜ୍ ହେବ ଟ୍ରେଲର୍