• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Narendra Modi
Pravasi Bharatiya Divas Convention: ପ୍ରବାସୀ ଭାରତୀୟଙ୍କ ଆଗରେ ଓଡ଼ିଶାର ଐତିହ୍ୟ ଓ ପରମ୍ପରା ବଖାଣିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶା ହେଉଛି ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ । ଖଣ୍ଡଗିର, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ । ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ ।

ଦ୍ୱାରଦୋଷ ଥିଲେ ମିଳେ ଏହି ଅଶୁଭ ଫଳ
Vastu Tips: ଗୃହରେ ଦ୍ୱାର ଦୋଷ ଥିଲେ ଅକାଳ ମୃତ୍ୟୁ ଆସିବାର ସମ୍ଭାବନା ଥାଏ

ବାସ୍ତୁଜ୍ଞାନକୁ ମାନି ଯିଏ ଗୃହଟିଏ କରେ ସେ ସୁନିଶ୍ଚିତ ସେହି ଘରୁ ଶୁଭଫଳ ପାଏ । ଅନେକ ବାସ୍ତୁ ନିୟମ ଭିତରୁ ଆଜି ଏକ ମୁଖ୍ୟ ନିୟମ ଉପରେ ବିଚାର କରିବା ତାହା ହେଉଛି ଗୃହର ଦ୍ୱାର ଦୋଷ ବିଷୟରେ ।

ରେସରେ ଆଗରେ ବିଜେପି ନେତା
OCA President: ବବିଙ୍କ ପରେ କିଏ ? ଶାସକ ଦଳ ନେତାଙ୍କ ନାଁ ଚର୍ଚ୍ଚାରେ

ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ପଦରୁ ପ୍ରଣବ ପ୍ରକାଶ ଦାସ ଇସ୍ତଫା ଦେବା ପରେ କିଏ ହେବେ ପରବର୍ତ୍ତୀ ସଭାପତି ? ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ବେଳେ ରେସରେ ଆଗରେ ଅଛନ୍ତି ବିଜେପିର ଏହି ନେତା । ସେ ସଭାପତି ହେଲେ ଭଲ ହେବ ବୋଲି କହିଛନ୍ତି ଓସିଏ ସଂପାଦକ ।

narendra modi
Pravasi Bharatiya Divas: ପ୍ରବାସୀ ଭାରତୀୟ ଦିବସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଗୁରୁବାର ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି ପ୍ରବାସୀ ଭାରତୀୟ ଦିବସ ୨୦୨୫। ସମ୍ମିଳନୀର ଦ୍ବିତୀୟ ଦିନରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଛନ୍ତି । ରାଜଭବନରୁ ବାହାରି ପ୍ରଧାନମନ୍ତ୍ରୀ ଜନତା ମଇଦାନରେ ପହଞ୍ଚିଥିଲେ।

Sudasha Brata 2025
Sudasha Brata 2025: ସୁଦଶା ବ୍ରତରେ ମହାଲକ୍ଷ୍ମୀଙ୍କ କେଉଁ ୧୦ ନାଁ ସ୍ମରଣ କରିବେ…

ଓଡ଼ିଆ ପରମ୍ପରାରେ ମହାଲକ୍ଷ୍ମୀଙ୍କର ପୂଜା ପରମ୍ପରା ଅତି ପ୍ରାଚୀନ। ମହାଲକ୍ଷ୍ମୀଙ୍କ ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଗୋଟିଏ। ଏହି ବ୍ରତ ଥରେ ଆରମ୍ଭ କଲେ ଆଜୀବନ କରିବାକୁ ହୁଏ। ଏହାକୁ ସାଧାରଣତଃ ସଧବା ନାରୀମାନେ କରନ୍ତି। ଏହା ପାଳନ କରିବା ପଛରେ କ’ଣ ଉଦ୍ଦେଶ୍ୟ ଆସନ୍ତୁ ଜାଣିନେବା।

Why odisha celebrate samba dashami
Samba Dashami 2025: ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କାହିଁକି କୁଷ୍ଠ ରୋଗରେ ଆକ୍ରାନ୍ତ ହେଲେ… କିପରି ପାଇଲେ ମୁକ୍ତି…

ପୌଷ ଶୁକ୍ଳ ଦଶମୀ ଦିନ ଶାମ୍ବ ଦଶମୀ ପାଳନ କରାଯାଏ। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ। ଏହାକୁ ପାଳନ କରିବା ପଛରେ କ’ଣ ରହିଛି ପୌରାଣିକ ମତ ଆସନ୍ତୁ ଜାଣିବା।

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 09 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 09 January 2025
’ପଣା ସଂକ୍ରାନ୍ତିରେ ପାଞ୍ଜି ଖୋଲିବି’
Pradeep Panigrahi: ବିଜେଡି ଉପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ; କହିଲେ, ପଣା ସଂକ୍ରାନ୍ତିରେ ଖୋଲିବ ପାଞ୍ଜି

ପଣା ସଂକ୍ରାନ୍ତିରେ ଖୋଲିବ ବିଜେଡି ପାଞ୍ଜି । ଦୁର୍ନୀତିର ଲେଖା ଛିଡିବ, ଆଉ ରହିବନି ବିଜେଡି । ଦୋଷମୁକ୍ତ ହେଉ ହେଉ ବିଜେଡି ଓ ଦଳର ସୁପ୍ରିମୋଙ୍କୁ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସିଧାସଳଖ ନିଶାନା ।

ପ୍ରବାସୀ ମହାକୁମ୍ଭରେ ଓଡ଼ିଆ ଛୁଙ୍କ
Pravasi Bharatiya Divas 2025: ପ୍ରବାସୀଙ୍କ ପାଇଁ ମେଲିଛି ଓଡ଼ିଆ କଳା ଓ ସଂସ୍କୃତିର ପସରା, ସବୁଠି ଝଲସୁଛି ଉତ୍କର୍ଷ ଉତ୍କଳର ଛାପ

ନାଚୁଛି ଚଇତି ଘୋଡ଼ା... ବାଜୁଛି ବୀରବାଦ୍ୟ ଘୁମୁରା... ପରିବେଶକୁ ଦୁଲୁକାଉଛି ଦୁଲଦୁଲି...। ଓଡ଼ିଶା ମାଟିରେ ପାଦ ଦେଉ ଦେଉ, ନିଜ ପାଦକୁ ରୋକି ପାରୁନାହାନ୍ତି ଅତିଥି ।

IT Officials Nab Hanshita Real Husband
IT Raids: କାହା ଛତ୍ରଛାୟାରେ ରହି ଦଲାଲି ଚଳାଇ ଆସୁଥିଲେ ହଂସିତା-ଅନୀଲ୍-ମନୋଜ-ସରୋଜ ?

ହାଇପ୍ରୋଫାଇଲ୍ କର୍ପୋରେଟ୍ ଦଲାଲ୍ ହଂସିତା ଅଭିଲିପ୍ସା ଉଡ଼ାଉଛନ୍ତି ହୋସ୍। ତାଙ୍କ ଠକ ସାମ୍ରାଜ୍ୟର ନେଟୱାର୍କରେ ନୂଆ ନୂଆ ଚେହେରାଙ୍କ ଆବିର୍ଭାବ। ପ୍ରଥମେ ଚର୍ଚ୍ଚା ହେଉଥିଲା କ୍ରାଇମ ପାର୍ଟନର ଅନୀଲ ମହାନ୍ତିଙ୍କ ନାଁ...ପରେ ସାମ୍ନାକୁ ଆସିଲେ କନ୍ଧମାଳ ବାଲିଗୁଡ଼ାର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ...ଆଉ ଏବେ ସରୋଜ ସାହୁ। 

ଜୟଶଙ୍କରଙ୍କ ‘୩T’ ଫର୍ମୁଲା
Pravasi Bharatiya Divas: ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ, ଜନତା ମଇଦାନରେ ଏକାଠି ହେଲେ ଭାରତୀୟ ବଂଶୋଦ୍ଭବ

ଅସୁମାରୀ ଉତ୍ସାହ, ଅଭୂତପୂର୍ବ ଉଦ୍ଦୀପନା । ଭୁବନେଶ୍ୱରରେ ପ୍ରବାସୀ ମହାକୁମ୍ଭର ଭବ୍ୟ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମ୍ମିଳନୀର ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସର କରିଥିଲେ ଉଦଘାଟନ ।

Odishas Education Sector Witnesses Positive Transformation
Odisha Education: କମୁଛି ଡ୍ରପ ଆଉଟ୍ ହାର; ରାଜ୍ୟରେ ପ୍ରାଥମିକ ସ୍କୁଲ ଶିକ୍ଷା ପ୍ରତି ବଢୁଛି ପିଲାଙ୍କ ଆଗ୍ରହ

ଅଧାରୁ ଆଉ ପାଠ ଛାଡ଼ୁନାହାନ୍ତି ବିଦ୍ୟାର୍ଥୀ। କେବଳ ୨୦୨୩-୨୪ ଶିକ୍ଷାବର୍ଷରେ ସ୍କୁଲକୁ ଆସିଛନ୍ତି ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ୟୁ-ଡାଇଜ୍ ପ୍ଲସ୍ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ଚମକାଇଲା ଭଳି ତଥ୍ୟ। 

PM Narendra Modi 
PM Narendra Modi: ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି; କାଲି ପ୍ରବାସୀ ଭାରତୀୟ ସମ୍ମିଳନୀକୁ କରିବେ ଉଦଘାଟନ

ବିଶାଖାପାଟଣାରେ ଏନଟିପିସିର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ସେଠାରୁ ଭୁବନେଶ୍ବର ଆସି ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ପ୍ରଧାନମନ୍ତ୍ରୀ ରାଜଭବନରେ ରାତ୍ରି ଯାପନ କରିବେ। ଆସନ୍ତାକାଲି ସକାଳେ ଜନତା ମୈଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ।

କଲେଜ ଛାତ୍ରଙ୍କ ଚମତ୍କାର ଅଭିନୟ
Student as Kansa Maharaj in Dhanujatra: ଏମିତି ଅଭିନୟ...ଦେଖିଲେ ଲାଗୁଛି ସ୍ୱୟଂ କଂସ ମହାରାଜ ମର୍ତ୍ତ୍ୟପୁରକୁ ଓହ୍ଲାଇ ଆସିଲେ...

ଏଇ ଛାତ୍ରଙ୍କ ନାଁ ହେଉଛି ଶୁଭମ୍। ସୁବଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଶ୍ରୀରାମ କଲେଜର ଯୁକ୍ତ ୩ ଛାତ୍ର। ସେ ଏତେ ଚମତ୍କାର ଅଭିନୟ କରୁଛନ୍ତି ସେ ଯିଏ ଦେଖୁୁଛି ମତୁଆଲା ହେଉଛି । ଶୁଭମଙ୍କ ଚମତ୍କାର ସଂଳାପ,ଅଟ୍ଟହାସ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗିଛି । ଦମଦାର ଅଭିନୟ କରି ଦର୍ଶକଙ୍କୁ ରାତିତମାମ୍ ବାନ୍ଧି ରଖିବା ସହ ସାଉଁଟିଂଛନ୍ତି ଅନେକ ପୁରସ୍କାର ଓ ମାନପତ୍ର । ଦିନରେ ଶ୍ରୀରାମ କଲେଜରେ ପାଠ ପଢନ୍ତି ଏବଂ ରାତିରେ ଧନୁଯାତ୍ରାରେ ସାଜିଥାନ୍ତି କଂସ ।

MP Pradeep Panigrahi
MP Pradeep Panigrahi: ବର୍ଷିଲେ ପ୍ରଦୀପ, କହିଲେ-‘ଆସୁଛି ଓଡ଼ିଆ ନୂଆ ବର୍ଷ, ସବୁ ପାଞ୍ଜି ଖୋଲି ଦେବି’

ଠକେଇ ମାମଲାରେ ଦୋଷମୁକ୍ତ ପରେ ଆଜି ବର୍ଷିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। କହିଲେ-ମୋତେ ଦଳରୁ ବହିଷ୍କାର କଲେ, ତାଙ୍କୁ ରାଜ୍ୟବାସୀ ବହିଷ୍କାର କଲେ। ଓଡ଼ିଆ ନୂଆ ବର୍ଷ ଆସୁଛି, ସବୁ ପାଞ୍ଜି ଖୋଲି ଦେବି କହି ଏମିତି ଟାର୍ଗେଟ୍‌ କରିଛନ୍ତି ବ୍ରହ୍ମପୁର ସାଂସଦ।

Pradeep Panigrahi
Pradeep Panigrahy: ଟାଟାରେ ଚାକିରି ନାଁରେ ଠକେଇ ମାମଲା; ସାଂସଦ ପ୍ରଦୀପ ପାଣିଗ୍ରାହୀ ଦୋଷମୁକ୍ତ

ଟାଟା କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବା ନାଁରେ ଠକେଇ ଅଭିଯୋଗ ଘଟଣାର ଆଜି ବ୍ରହ୍ମପୁର JMFC ରୁରାଲ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଗତକାଲି ପ୍ରଦୀପଙ୍କ ସହ ଅଭିଯୁକ୍ତ ଥିବା ପୂର୍ବତନ IFS ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।

ଥାଇରଏଡ୍‌ର ଉପଚାର
Nutrition: ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଏ ଥାଇରଏଡ୍, କେମିତି କରିବେ ନିରାକରଣ

ଶରୀରର ପ୍ରତି ଆଭ୍ୟନ୍ତରୀଣ ବ୍ୟବସ୍ଥା ଓ ଜୈବ-ରାସାୟନିକ ପ୍ରକ୍ରିୟାଗୁଡ଼ିକ ପାଇଁ ଉପଯୁକ୍ତ ପରିମାଣର ଭିଟାମିନ୍, ଆୟୋଡିନ୍, ସେଲେନିୟମ୍ ଓ ଆଇରନ୍ ପରି ମାଇକ୍ରୋନ୍ୟୁଟ୍ରିଏଣ୍ଟ ଏବଂ ଲିପିଡ୍, ପ୍ରୋଟିନ୍ ତଥା କାର୍ବୋହାଇଡ୍ରେଟ୍ ପରି ମାକ୍ରୋନ୍ୟୁଟ୍ରିଏଣ୍ଟ ଆବଶ୍ୟକ ହୋଇଥାଏ। ଏବେ ନିମ୍ନରେ କେତେକ ଅତ୍ୟାବଶ୍ୟକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଓ ଅନ୍ୟ ପୋଷକ ବିଷୟରେ ଜାଣିବା।

  • Wednesday, 08 January 2025
Prabasi Bharatiya Divas
Pravasi Bharatiya Divas 2025: ଯୁବ ସମାବେଶରୁ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଆରମ୍ଭ

ଦୁଲୁକୁଛି ଭୁବନେଶ୍ୱର ଜନତା ମଇଦାନ। ଯୁବ ସମାବେଶରୁ ଆରମ୍ଭ ହୋଇଛି ସମ୍ମେଳନ । ୩ ଦିନ ଧରି କାର୍ଯ୍ୟକ୍ରମ ଚାଲିବ। ଆସନ୍ତାକାଲି ଏହାକୁ କାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

murder
Bhubaneswar Murder: ରାଜଧାନୀରେ ଚାଞ୍ଚଲ୍ୟ; ଯୁବକଙ୍କ ମୁଣ୍ଡ କାଟି ବିଚ୍ ରାସ୍ତାରେ ଫିଙ୍ଗିଦେଲେ !

ସକାଳୁ ସକାଳୁ ଯୁବକଙ୍କ ମୁଣ୍ଡ କାଟି ରାସ୍ତାରେ ଫିଙ୍ଗିଦେଲେ। ରାଜଧାନୀ ଭୁବନେଶ୍ୱରରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। କିଏ ଓ କାହିଁକି ଏଭଳି ବୀଭତ୍ସ ହତ୍ୟା କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ମୃତ ଯୁବକଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି।

5 reasons why India failed to retain the Border Gavaskar Trophy
Sports: ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି କାହିଁକି ଜିତିପାରିଲାନି ଟିମ୍ ଇଣ୍ଡିଆ

ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ଠାରୁ ୧-୩ରେ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ଏହା ସହିତ ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼ରୁ ବି ବାଦ୍ ପଡ଼ିଛି । ତେବେ ପ୍ରଥମ ଟେଷ୍ଟ ଜିତିବା ସତ୍ତ୍ୱେ କାହିଁକି ସିରିଜ୍ ହାରିଗଲା ଗମ୍ଭୀରଙ୍କ ପ୍ରଶିକ୍ଷିତ ଟିମ୍‌?

Panchang
Panchang Today 8th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ...

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୮ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Pravasi Bharatiya Divas
Pravasi Bharatiya Divas: ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ; ଉଠୁଛି ପଡ଼ୁଛି ଭୁବନେଶ୍ୱର

ପ୍ରବାସୀଙ୍କ ଆତିଥ୍ୟ ପାଇଁ ପୂରା ପ୍ରସ୍ତୁତ ରାଜ୍ୟ ସରକାର। ଏକାମ୍ର ପାର୍କରେ ଆୟୋଜନ ହୋଇଛି ୫ଦିନିଆ ପୁଷ୍ପ ପ୍ରଦର୍ଶନୀ। ଭଳିକି ଭଳି ଫୁଲର ସମ୍ଭାର ସହ ପ୍ରବାସୀଙ୍କୁ ଆକର୍ଷଣ କରିବ କାକଟସ ହାଉସ। ଯାହାକୁ ଗତକାଲି ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 08 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 08 January 2025
Pravasi Bharatiya Divas
Pravasi Bharatiya Divas: ଓଡ଼ିଶାରେ VVIPଙ୍କ ଭିଡ଼; ଏୟାରପୋର୍ଟରେ ସ୍ବାଗତ ପରେ ବୁଲି ଯାଉଛନ୍ତି ପୁରୀ-କୋଣାର୍କ-ଚିଲିକା

ସାତ ଦରିଆ ପାରି କରି ପ୍ରବାସୀ ଫେରୁଛନ୍ତି ଜନ୍ମମାଟି। କିଏ ୟୁରୋପରୁ ତ କିଏ ଆସିଛି ଅଷ୍ଟ୍ରେଲିଆରୁ। ଆମେରିକା ଏବଂ ମଧ୍ୟପ୍ରାଚ୍ୟରୁ ବି ବେଶ୍ ସରାଗରେ ଧାଇଁ ଆସିଛନ୍ତି ଓଡ଼ିଶା ମାଟିକୁ। 

Income Tax Raids
Income Tax Raids: ଫିଟୁଛି ବଣ୍ଟି-ବବଲି ଯୋଡ଼ିଙ୍କ କଳାସାମ୍ରାଜ୍ୟର ଗୁମର; ସମିତିସଭ୍ୟାରୁ କର୍ପୋରେଟ୍ ଦଲାଲ୍ କରୁଥିଲେ ହଂସିତା ଅଭିଲିପ୍ସା 

ନାଁ ହଂସିତା ଅଭିଲିପ୍ସା। ଏହି ନାଁ ଏବେ ଆଛା ଆଛାଙ୍କ ହଂସା ଉଡ଼ାଉଛି। ରାଜନେତାରୁ ଶିଳ୍ପପତି, ବ୍ୟବସାୟୀରୁ ଠିକାଦାର। କ୍ରାଇମ୍ ପାର୍ଟନର୍ ଅନୀଲ୍ ମହାନ୍ତି ସହ କ୍ୟାପିଟାଲରେ ରହି ହଂସିତା ଚୁନା ଲଗାଇବାର ଯେଉଁ ହାଇପ୍ରୋଫାଇଲ୍ ଗେମ୍ ଖେଳିଛନ୍ତି, ତାର ତନାଘନା ପରଠୁ ବଡ଼ବଡ଼ିଆଙ୍କ ଛାତି ଧଡ଼ପଡ଼।