• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Naba Das Son Detained By Police
Naba Das Son Detained By Police: ହେଲାନି ଅନାସ୍ଥା...ଅଡୁଆରେ ନବ ଦାସଙ୍କ ପୁଅ ବିଶାଲ, ଖୋଳତାଡ଼ କରୁଛି ପୋଲିସ...

ବିଶାଲ ଦାସଙ୍କୁ ଛତିଶଗଡ଼ ସରେଇପାଲି ଥାନାରେ ଅଟକ ଘଟଣାକୁ ନେଇ ଆସିଲା ବଡ଼ ଅପଡେଟ୍‌ । ବିଶାଲ ଦାସ କାହିଁକି ଛତିଶଗଡ଼ ଯାଇଥିଲେ ତାକୁ ନେଇ ଉଠିଲା ପ୍ରଶ୍ନ। କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଧରି କାହିଁକି ଯାଇଥିଲେ ଉଠିଲା ପ୍ରଶ୍ନ । 

President To Address Pravasi Bharatiya Conclave
Pravasi Bharatiya Divas 2025: ଉଦଯାପନୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି, ସମ୍ମାନିତ ହେବେ ପ୍ରବାସୀ

ଉଦଯାପନୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ କିଛି ପ୍ରବାସୀଙ୍କୁ ସମ୍ମାନିତ କରିବେ। ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୫ଘଣ୍ଟାରୁ ଅଧିକ ସମୟ ରହିବେ ରାଷ୍ଟ୍ରପତି। କାର୍ଯ୍ୟକ୍ରମ ସାରି ଅପରାହ୍ଣରେ ନୂଆଦିଲ୍ଲୀ ଫେରିଯିବେ ମହାମହିମ।

Police Arrests Crime Queen
Police Arrests Crime Queen: ଧଳା ଜହର ହେଲା କାଳ; ମାଷ୍ଟର ମାଇଣ୍ଡ ଲିପିକା ନେଲା ପ୍ରତିଶୋଧ... 

ରସୁଲଗଡ଼-ବାଣୀବିହାର ଓଭରବ୍ରିଜ ଉପରେ ସହଦେବଙ୍କୁ ହତ୍ୟା ଘଟଣାରେ ଥିଲେ ସ୍ୱାମୀ ଲକ୍ଷ୍ମୀଧର ନାୟକ ଓ ସ୍ତ୍ରୀ ଲିପିକା ମୁଖ୍ୟ ଅଭିଯୁକ୍ତ । ଯାହାର ତଦନ୍ତ କରି ମଞ୍ଚେଶ୍ୱର ଥାନା ପୋଲିସ ଏବେ ଗୋଟିଏ ପରେ ଗୋଟିଏ ସତ୍ୟ ପଦାକୁ ଆଣୁଛି । 

vishal das
Vishal Das Detained:ନବ ଦାସଙ୍କ ପୁଅକୁ ଅଟକ ରଖିଲା ଛତିଶଗଡ ପୋଲିସ

ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଛତିଶଗଡ ପୋଲିସ ଅଟକ ରଖିଛି। ମହାସମୁଦ ଜିଲ୍ଲା ଅନ୍ତର୍ଗତ ସରେଇପାଲି ଥାନା ପୋଲିସ ବିଶାଳଙ୍କୁ ଅଟକ ରଖିଛି। ଗୁରୁବାର ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା ମିଳିଛି। ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ରହିଥିବା ଜଣାପଡିଛି।

Brothers and sisters born from the burning altar
Mahabharat Story: ଜଳୁଥିବା ଯଜ୍ଞ କୁଣ୍ଡରୁ ଜନ୍ମିଥିବା ଭାଇ ଭଉଣୀ ଓ ଗର୍ବୀ ଗନ୍ଧର୍ବର ପରାଜୟ କଥା

ଯଜ୍ଞ କୁଣ୍ଡରୁ ସିଧା ଯୌବନଦୀପ୍ତ ଶରୀର ନେଇ ଯାଆଁଳା ଭାଇ ଭଉଣୀ କେମିତି ଜନ୍ମ ନେଲେ ? କାହିଁକି ଝିଅଟିଏ ପୁଅର ଶରୀର ଧରିଲା ? ରାତିଅଧରେ ଶକ୍ତିଶାଳୀ ଗନ୍ଧର୍ବକୁ ପରାଜିତ କଲା କିଏ ? ପରାଜିତ ଗନ୍ଧର୍ବର ଜୀବନ ରକ୍ଷା ପୁଣି ହେଲା କେମିତି ? ଏଇ ସବୁ ପ୍ରଶ୍ନର ଉତ୍ତର ଓ ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

Panchang
Panchang Today 10th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Accident
Accident In Ranpur: ପିକନିକ ଯାଉଥିବା ବେଳେ ଦୁର୍ଘଟଣା: ଜଣେ ମୃତ, ୩୦ ଆହତ

ଖୁସିରେ ପିକନିକ ଯାଉଥିଲେ। ହେଲେ ଦୁର୍ଘଟଣାରେ ଚାଲିଗଲା ଜୀବନ। ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ଏକ ବସ ଯୋଗେ ପିକନିକ ଯାଉଥିବା ବେଳେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 10 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 10 January 2025
ଜନତା ମୈଦାନ ମିନି ଗ୍ଲୋବ୍‌
Pravasi Bharatiya Divas2025: ମିନି ଗ୍ଲୋବ୍ ପାଲଟିଛି ଜନତା ମୈଦାନ, ବିଦେଶରେ ରହୁଥିଲେ ବି ମନରୁ ଲିଭିନି ଜନ୍ମମାଟିର ମହକ

ଜନତା ମୈଦାନ ଏବେ ମିନି ଗ୍ଲୋବ୍। କିଏ ଆମେରିକାରୁ ଆସିଛି, କିଏ ଆଫ୍ରିକାରୁ । କିଏ ମଧ୍ୟପ୍ରାଚ୍ୟରୁ ଆସିଛି, କିଏ ପାଶ୍ଚାତ୍ୟ ଦେଶରୁ। ନିଜ ମାଟିକୁ ଆସି ଖୁସିରେ ଝୁମୁଛନ୍ତି ପ୍ରବାସୀ। ନାଚଗୀତରେ ମସଗୁଲ୍ ଅଗଣିତ NRI ।

ଶହେ ଟଙ୍କାରେ ପେଟପୂରା ଅବଢ଼ା !
Mahaprasad: ଶହେ ଟଙ୍କାରେ ମିଳିବ ପେଟପୂରା ମହାପ୍ରସାଦ ! ଆଇନମନ୍ତ୍ରୀଙ୍କ ସୂଚନା ପରେ ଶ୍ରଦ୍ଧାଳୁ ଆଶ୍ବସ୍ତ

ଶହେ ଟଙ୍କାରେ ପେଟପୂରା ମହାପ୍ରସାଦ । ମିଳିବ ଅନ୍ନ,ଡାଲି, ବେସର, ମହୁର ଓ ଖଟା । ୧୦୦ ଟଙ୍କାରେ ଅବଢ଼ା କିଣି, ଜଣେ ଭକ୍ତ ଖାଇ ଯେମିତି ଶାନ୍ତି ହେବ ତା ଉପରେ ସରକାର ବିଚାର ବିମର୍ଶ କରୁଥିବା ନେଇ ଖୋଦ୍ ଆଇନମନ୍ତ୍ରୀଙ୍କ ସୂଚନା ପରେ ଆଶ୍ବସ୍ତ ହୋଇଛନ୍ତି ଜଗନ୍ନାଥ ପ୍ରେମୀ ।

ଭାଗଚାଷୀ ଅଲୋଡା !
Crop Loss: ଉଜୁଡି ଯାଇଛି ସୁନାର ଫସଲ, ଟଙ୍କା ମିଳିଲା ବେଳକୁ ତାଲିକାରୁ ବାଦ୍ ଅସଲ ଅନ୍ନଦାତା

ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତି ପାଇଁ ଆଉ ଦୁଇ-ତିନି ଦିନ ଭିତରେ କ୍ଷତିପୂରଣ ପାଇବେ କ୍ଷତିଗ୍ରସ୍ତ ଚାଷୀ । ପଞ୍ଜୀକରଣ କରିଥିବା ବୀମାଭୁକ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ସରକାର ।

ହଂସିତା ଲିଙ୍କ୍‌: ୨ ପୂର୍ବତନ ମନ୍ତ୍ରୀ କିଏ ?
Bunty-Babli Row: ୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ହାଇଡ୍ରାମା; କ୍ୟାମେରା ଆଗରେ କାନ୍ଦି କହିଲେ, ଆମେ ନିର୍ଦ୍ଦୋଷ..

ଲୁହଛଳ ଛଳ ଆଖି...ନିଜକୁ ନିରୀହ ଦର୍ଶାଇବାର ପ୍ରୟାସ...୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ହାଇଡ୍ରାମା...କ୍ୟାମେରା ଆଗରେ କାନ୍ଦିଲେ ବିଷ୍ଣୁପ୍ରିୟା ଓରଫ୍ ରାକ୍ଷୀ ଓରଫ୍ ହର୍ଷିତା ଓରଫ୍ ହଂସିତା ଅଭିଲିପ୍ସା...କହୁଛନ୍ତି ତାଙ୍କୁ ଫସାଇ ଦିଆଯାଇଛି ।

Puri Srimandir
Puri Srimandir: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଆସନ୍ତା ୨୦ରୁ ଟ୍ରାଏଲ୍ ରନ୍

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ ପାଇଁ ଆସନ୍ତା ୨୦ ତାରିଖରୁ ଟ୍ରାଏଲ୍ ରନ୍ ହେବ । ମହିଳା ଓ ପୁରୁଷ ଦର୍ଶନାର୍ଥୀଙ୍କ ପାଇଁ ଅଲଗା ଅଲଗା ଧାଡ଼ିରେ ଦର୍ଶନ ବ୍ୟବସ୍ଥା ହେବ ।

President Droupadi Murmu
President Droupadi Murmu: ଓଡ଼ିଶାରେ ମହାମହିମ, ଆଜି ରାଜଭବନରେ ରାତ୍ରୀଯାପନ

ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶାରେ ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ବିମାନରେ ସେ ଭୁବନେଶ୍ୱରରେ ପହଁଚିଛନ୍ତି ।

Kangaroo Court
Special Story: ଅକଥନୀୟ ନିର୍ଯାତନା ପରେ ନିଆଁ ପାଣି ବାସନ୍ଦ, ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ

କଙ୍ଗାରୁ କୋର୍ଟରେ ମଞ୍ଜୁବାଳାଙ୍କୁ ମିଳିଛି ନିର୍ଯାତନା । ଉଚ୍ଚ ସ୍ୱରରେ ପରିବାରକୁ ମିଳିଛି ଧମକ । ଗାଁରୁ ନିଆଁ ପାଣି ବାସନ୍ଦ ହେବା ପରେ ଏ ଥାନାରୁ ସେ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଏମାନେ । ଅଭିଯୋଗ ପରେ ବି ପୋଲିସ ନିରବ ବସିଛି ।

Best Out Of Waste
Sculpture Fest: ଅଦରକାରୀ ପଦାର୍ଥରେ ଆଖି ଝଲସା କଳାକୃତି, ଓଡ଼ିଆ ଶିଳ୍ପୀଙ୍କ ହାତରେ ଜୀବନ୍ତ

ପ୍ରବାସୀ ଭାରତୀୟ ଓଡ଼ିଶା ଆସିଛନ୍ତି । ସାରା ଓଡ଼ିଶା ବୁଲିବେ । ପୁରୀ ସମୁଦ୍ର କୂଳ ବି । ଠିକ୍ ଏହି ସମୟରେ ରାଜ୍ୟର ଭାସ୍କର୍ଯ୍ୟ ଶିଳ୍ପୀମାନେ ଦେଖାଇଛନ୍ତି ହାତର ଯାଦୁ । ଚମକୁଛି ପୁରୀ ବେଳାଭୂମି ।

କଂସଙ୍କ ରଙ୍ଗସଭା
Baragarh Dhanujatra: ଧନୁଯାତ୍ରାର ଷଷ୍ଠ ଦିନରେ ରାଧାକୃଷ୍ଣଙ୍କ ରାସଲୀଳା, ମଥୁରାରେ କଂସ ମହାରାଜଙ୍କ ରଙ୍ଗସଭା

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନ ଥିଲା ଅତି ରୋମାଂଚଭରା । ମଥୁରା ନରେଶ ମହାରାଜ କଂସ ଙ୍କୁ ବିବ୍ରତ କରି ପକାଉଛି ସେଇ ଦୈବବାଣୀ । ତତେ ମାରିବ ଯିଏ ଗୋପରେ ବଢ଼ୁଛି ସିଏ , ଏହି ଦୈବ ବାଣୀ ମନେପଡ଼ିଯାଉଛି କଂସର । ଆଉ ଏହାପରେ ମହାରାଜ କଂସ , ଭଣଜା କୃଷ୍ରଙ୍କୁ ମାରିବା ପାଇଁ ରଚିଛନ୍ତି ଷଢ଼ଯନ୍ତ୍ର ଏବଂ ଆୟୋଜନ କରିଛନ୍ତି ରଂଗସଭା ।

the mythological story behind sudasha brata the way odia women worship maa laxmi
Sudasha Brata 2025: ମାଛ ଭାବି ଚିଲ ଝାମ୍ପିନେଲା ବ୍ରାହ୍ମଣୀର ବ୍ରତ, ନଈକୁ ଡେଇଁଲା ପୋଡ଼ାମାଛ

ଏହା ହେଉଛି ସଂପୂର୍ଣ୍ଣ ଭାବେ ଓଡ଼ିଆ ଘରର ଏକ ଓଷା। ଏହା ଅନ୍ୟ କୌଣସି ସ୍ଥାନରେ ପାଳନ ହେବା ଦେଖାଯାଇ ନଥାଏ। ଓଡ଼ିଆ ନାରୀ ମାଆ ଲକ୍ଷ୍ମୀଙ୍କର ପୂଜା ଏକ ବିଶେଷ ଉପାୟରେ କରିଥାନ୍ତି, ଯେଉଁଥିରେ ୧୦ ସଂଖ୍ୟାଟି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସବୁକିଛି ୧୦ଟି ଜିନିଷ ଦରକାର ପଡ଼ିଥାଏ।

ରାଜନୀତିରେ PSଙ୍କ ପ୍ରବେଶ
Odisha Politics: ଓଡ଼ିଶା ରାଜନୀତିରେ ବ୍ୟକ୍ତଗତ ସଚିବ ଓ ଏହାର ରାଜନୈତିକ ପ୍ରଭାବ 

୧୯୯୦ରୁ ୧୯୯୫ ଯାଏଁ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିଲେ ୧୯୬୩ ବ୍ୟାଚ୍ ଆଇଏଏସ୍ ଅଫିସର ପ୍ୟାରୀମୋହନ ମହାପାତ୍ର । ଆଉ ଏହା ପରଠାରୁ ୧୯୯୭ରେ ବିଜୁ ଜନତା ଦଳ (ବିଜେଡି)ର ଗଠନରୁ ଆରମ୍ଭ କରି ୨୦୧୨ ପର୍ଯ୍ୟନ୍ତ ଓଡିଶା ରାଜନୀତିରେ ସେ ଥିଲେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ସେ ଦଳର ପରାମର୍ଶଦାତା ଥିଲେ ମଧ୍ୟ ବିଜେଡି ସରକାରରେ ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବରେ ବିବେଚନା କରାଯାଉଥିଲା । 

Fraudsters Hansita
Real-Life Bunty-Babli: କାନ୍ଦିଲେ ହଂସିତା ଅଭିଲିପ୍ସା, କହିଲେ ସବୁ ସତ କହିବି ...

କ୍ୟାମେରା ଆଗରେ କାନ୍ଦିଲେ କର୍ପୋରେଟ୍ ଦଲାଲ୍ ହଂସିତା ଅଭିଲିପ୍ସା । କ୍ୟାମେରା ଆଗରେ କାନ୍ଦି କାନ୍ଦି କହିଲେ ଆମକୁ ଫସେଇ ଦିଆଯାଇଛି ।

MURDER
Bhubaneswar Sahadev Nayak Murder: ସହଦେବ ନାୟକ ହତ୍ୟାକାଣ୍ଡ: ପୋଲିସର ସିନ୍ ରିକ୍ରିଏସନ

ରାଜଧାନୀରେ ସଦଦେବ ନାୟକ ହତ୍ୟା ମାମଲାରେ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ଗିରଫ ୩ ଅଭିଯୁକ୍ତଙ୍କୁ ସାଙ୍ଗରେ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ଧଉଳି ନିକଟ ଦୟାନଦୀ ବ୍ରିଜ ପାଖରେ ସରଜମିନ ତଦନ୍ତ ହୋଇଛି।

ମୋଦିଙ୍କ ଅଭିଭାଷଣ
Pravasi Bharatiya Divas-2025: ପ୍ରବାସୀଙ୍କ ଭଲ ପାଇବା ଭୁଲି ହେବ ନାହିଁ: ମୋଦି

ପ୍ରବାସୀ ମାନଙ୍କ ପାଖରୁ ମିଳୁଥିବା ଭଲ ପାଇବା କେବେ ବି ଭୁଲି ହେବ ନାହିଁ । ଏହି ଅବସରରେ ସମସ୍ତ ପ୍ରବାସୀଙ୍କୁ ଧନ୍ୟବାଦ ଦେଲେ ମୋଦି । କାରଣ ପ୍ରବାସୀଙ୍କ ପାଇଁ ସମଗ୍ର ବିଶ୍ୱରେ ଗର୍ବରେ ମୁଣ୍ଡ ଉପରକୁ ରଖି ଚାଲିବାର ସୁଯୋଗ ମିଳେ । ଦୁନିଆର ପ୍ରତ୍ୟେକ ନେତା ଭାରତୀୟ ପ୍ରବାସୀ ମାନଙ୍କର ପ୍ରଶଂସା କରନ୍ତି ।

Shamba Dashami
Samba Dashami 2025: କିଏ ଏହି ଶାମ୍ୱ, ତାଙ୍କୁ କାହିଁକି ଅଭିଶାପ ଦେଲେ ଶ୍ରୀକୃଷ୍ଣ?

ରାଣୀଅନ୍ତପୁରରେ ରାଣୀ ସତ୍ୟଭାମାଙ୍କ ସହ ପ୍ରେମାସକ୍ତ ଥିଲେ ଶ୍ରୀକୃଷ୍ଣ। ପୁତ୍ର ଶାମ୍ବକୁ ଦୁଆର ଜଗେଇ ଦେଇ କହିଥିଲେ, ଭିତରକୁ କାହାକୁ ଛାଡ଼ିବୁନି। ଦୁର୍ଯୋଗକୁ ଏହି ସମୟରେ ଆସିଲେ ଅଗ୍ନିବର୍ଷୀ ଋଷି ଦୁର୍ବାସା। କହିଲେ, ଶ୍ରୀକୃଷ୍ଣଙ୍କୁ ଦେଖା କରିବି, ମତେ ଭିତରକୁ ଛାଡ଼। ତା ପରେ କ'ଣ ହେଲା, ଏହି ଘଟଣାକୁ ନେଇ କେମିତି ଏକ ପରମ୍ପରା ସୃଷ୍ଟି ହୋଇଛି, ପଢ଼ନ୍ତୁ ଗବେଷିକା ସରୋଜିନୀ ଶଙ୍ଖୁଆଙ୍କର ଏହି ନିବନ୍ଧ।

Special Story
Special Story: ଜେଜେ ମା’ର କୋହ... ପରିବାରକୁ ଦାନା ଦେଉଥିବା ଲୋକଟି ତ ଚାଲିଗଲା, ଆମେ ବଂଞ୍ଚିବୁ କେମିତି ?

ଜଣେ ଜେଜେ ମା’ର କୋହ ଭରା ମନର କଥା । ଯେଉଁ ରୋଜଗାରିଆ ନାତିଟା ତା’ର ଘର ଚଳାଉଥିଲା । ଭାଇ ଭଉଣୀଙ୍କ ପାଠପଢ଼ା କଥା ବୁଝୁଥିଲା । ଆଉ ସମସ୍ତଙ୍କ ପେଟକୁ ଦୁଇ ଓଳି ଦୁଇ ମୁଠା ଦାନା ଦେଉଥିଲା ସେ ଆଜି ନାହିଁ । ପରିବାରକୁ ଅନ୍ଧାର କରି ସବୁଦିନ ପାଇଁ ଶୋଇଯାଇଛି ।

konark
Samba Dashami: ଶାମ୍ବଦଶମୀରେ ସୌର ମହାଯଜ୍ଞ ଓ ସୂର୍ଯ୍ୟ ରଥଯାତ୍ରା, ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ

ସୂର୍ଯ୍ୟ ଉପାସକ ଓ ଶ୍ରଦ୍ଧାଳୁ ମାନେ କୋଣାର୍କରେ ପୁରାଣ ବର୍ଣ୍ଣିତ ସୂର୍ଯ୍ୟ ରଥଯାତ୍ରାରେ ସାମିଲ ହୋଇ ଅନନ୍ତ ଅବଧୂତ ମଠରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ରଥ ଟାଣିଛନ୍ତି ।

  • Thursday, 09 January 2025
  • Konark