• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bank Loot

Major bank robbery in Balasore
ଦିନ ଦ୍ୱିପ୍ରହରରେ ବଡ଼ ଧରଣର ଲୁଟ୍‌: ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ ଟଙ୍କା, ସୁନା ନେଇ ପଳାଇଲେ...

ବ୍ୟାଙ୍କ ପୋଛିଦେଲେ ଲୁଟେରା। ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ ଟଙ୍କା, ସୁନା ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

bank
VIDEO : ବ୍ୟାଙ୍କ୍‌ ଡକାୟତି ପାଇଁ ଆସିଥିଲେ, ସାଇରନ୍‌ ବାଜିବାରୁ ଲୁଟେରା ଫେରାର୍‌

ସାଇରନ୍‌ ଶୁଣି ଛୁ ମାରିଲେ ଲୁଟେରା । ପୋଲିସ୍‌ ଭୟରେ ବ୍ୟାଙ୍କ ଲୁଟିବା ପୂର୍ବରୁ ଚମ୍ପଟ ମାରିଲେ ।

bank robbery failed
ପ୍ଲାସ ଧରି ମାଡି ଆସିଲେ ମହିଳା ମ୍ୟାନେଜର, ଛୁରୀ ଫିଙ୍ଗି ଧାଇଁଲା ଦୁର୍ବୃତ୍ତ

ବିପଦ ଅତିର୍କିତ ଆସେ। ହଠାତ୍‌ ସାମ୍ନାରେ ବିପଦକୁ ଦେଖି ମଣିଷ ଡରିଯାଏ। ବିପଦବେଳେ ଏମିତି ଭୟ ବୁଦ୍ଧି ଭ୍ରଷ୍ଟ କରିଦିଏ। ଆଉ ଥରେ ବୁଦ୍ଧି ହଜିଗଲେ ବିପଦ ତୁମ ଉପରେ ମାଡିବସେ ।

Special story
ବ୍ୟାଙ୍କରେ ପଶି ୩୫ ଲକ୍ଷ ଟଙ୍କା ଲୁଟିନେଲା ୧୦ ବର୍ଷର ପିଲା : ଟେର୍‌ ପାଇଲେନି କର୍ତ୍ତୃପକ୍ଷ

ପଟିଆଲାସ୍ଥିତ ଏସବିଆଇର ମୁଖ୍ୟ ଶାଖାରେ ଏଟିଏମରେ ରଖିବାକୁ ବ୍ୟାଗରେ ନଗଦ ଟଙ୍କା ରଖାଯାଇଥିଲା। ତେବେ ହଠାତ୍ ବ୍ୟାଗଟି ଉଭାନ୍ ହୋଇଯାଇଥିଲା।

ATM Loot
୫୭ ଲକ୍ଷ ଟଙ୍କା ଧରି ATM ଭ୍ୟାନ୍‌ ଡ୍ରାଇଭର ଛୁ

ଟଙ୍କା ଭର୍ତ୍ତି ATM ଭ୍ୟାନ୍‌କୁ ନେଇ ଫେରାର ହେଲା ଡ୍ରାଇଭର। ୫୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଫେରାର ସୂଚନା।

Bank Locker Loot
କେତେ ସୁରକ୍ଷିତ ବ୍ୟାଙ୍କ ଲକର ? କେତେ ନିରାପଦ ବ୍ୟାଙ୍କରେ ଜମା ଥିବା ଆପଣଙ୍କ ମୂଲ୍ୟବାନ ଅଳଙ୍କାର ?

କେତେ ସୁରକ୍ଷିତ ବ୍ୟାଙ୍କ ଲକର ? କେତେ ନିରାପଦ ବ୍ୟାଙ୍କରେ ଜମା ଥିବା ଆପଣଙ୍କ ମୂଲ୍ୟବାନ ଅଳଙ୍କାର ? କୋରାପୁଟ ଲକ୍ଷ୍ମୀପୁର SBI ଶାଖାରେ କଳାକନା ବୁଲାଇଥିବା ଦୁର୍ବୃତ୍ତ ନିକଟରେ ଧରା ପଡ଼ିଥିବା ବେଳେ ଆଜି ଢେଙ୍କାନାଳ ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ୯ ଜଣଙ୍କୁ ବାନ୍ଧିଛି ପୋଲିସ୍ ।

Bank Locker Loot
‍ବ୍ୟାଙ୍କ ଲକରରେ ଥିବା ଆପଣଙ୍କ ଅଳଙ୍କାର ସୁରକ୍ଷିତ ଅଛି ତ ?

ଷ୍ଟ୍ରଙ୍ଗରୁମ୍ ପାଇଁ ଧାର୍ଯ୍ୟ ନିୟମାବଳୀକୁ ମାନୁଛନ୍ତି ତ ବ୍ୟାଙ୍କ କର୍ତ୍ତୃପକ୍ଷ ? ଲକର ନିର୍ମାଣରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ପେସିଫିକେସନର ପାଳନ କରୁଛନ୍ତି ତ ?

Bank Loot
ମୁଖା ପିନ୍ଧି ବ୍ୟାଙ୍କରେ କଳାକନା ବୁଲାଇଥିଲେ, ଖୋଜିଖୋଜି ଧରିଲା ପୋଲିସ୍‌

ରାସୋଳ ଓଡ଼ିଶା ବ୍ୟାଙ୍କ ଡକାୟତି ଘଟଣାରେ ୯ ଜଣଙ୍କୁ ପୋଲିସ୍‌ ଗିରଫ କରିଛି। ମାରଣାସ୍ତ୍ର ଦେଖାଇ ଓ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା, ସୁନା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା।

Theft
ଭୋଲାଭାଲା ଚେହେରା, ଫର୍ମାଲ୍ ଡ୍ରେସ୍ ଆଉ ଲୁକ୍‌ସରେ ନୂଆ ଷ୍ଟାଇଲ୍‌ର ଚୋରି ! ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭୋଲାଭାଲା ଚେହେରା, ଫର୍ମାଲ୍ ଡ୍ରେସ୍, ଫର୍ମାଲ୍ ଲୁକ୍‌ସ । ଏଭଳି ବ୍ୟକ୍ତି ଯେ ବ୍ୟାଙ୍କରେ ପଶି କଳାକନା ବୁଲାଇଦେବ, ସହଜରେ ବିଶ୍ୱାସ ହେବା ମୁସ୍କିଲ । କିନ୍ତୁ ଜାଣିରଖନ୍ତୁ ତାର କଳା କାରନାମାା ।

Bank loot From Koraput SBI
ସାରାରାତି ବ୍ୟାଙ୍କରେ ଲୁଚିଲେ, ରାତିରେ ଗେମ୍‌ ଖେଳିଲେ ଓ ଆଉ ଲୁଟିଲେ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର SBIରୁ ସୁନା ଚୋରି ମାମଲା ପଛର କାହାଣୀ ଏବେ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି। ବ୍ୟାଙ୍କ୍ ଚୋରି ତ ନୁହେଁ ପୁରା ଫିଲ୍ମ। ଚୋରି କରିବାକୁ ଗୋଟିଏ ଦିନ ବ୍ୟାଙ୍କ୍‌ରେ ରହିଲା ଲୁଟାରା। ଲୁଚିଲେ ଆଉ ଲୁଟିଲେ। ଚୋରି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ପୂର୍ବତନ ବ୍ୟାଙ୍କ କର୍ମଚାରୀ ଶେଖର କୁଲଦିପିଆ।

Bank Loot
ସାରାରାତି ବ୍ୟାଙ୍କରେ ଲୁଚିଲେ, ରାତିରେ ଗେମ୍‌ ଖେଳିଲେ; ଶେଷରେ...

ବ୍ୟାଙ୍କ୍ ଚୋରି ତ ନୁହେଁ ପୁରା ଫିଲ୍ମ। ଚୋରି କରିବାକୁ ଗୋଟିଏ ଦିନ ବ୍ୟାଙ୍କ୍‌ରେ ରହିଲା ଲୁଟାରା। ଲୁଚିଲେ ଆଉ ଲୁଟିଲେ।

Loot In Twin City
ଦୁର୍ବଳ ରହିଛି କି ବ୍ୟାଙ୍କ ଏବଂ ଏଟିଏମ୍ ସୁରକ୍ଷା ? କମିଶନରେଟ୍‌ ପୋଲିସ୍‌କୁ ଘାରିଲା ଚିନ୍ତା

ବ୍ୟାଙ୍କ ଓ ଏଟିଏମ୍‌ ସୁରକ୍ଷାକୁ ନେଇ କମିଶନରେଟ ପୋଲିସକୁ ଚିନ୍ତା ଘାରିଛି। ଏଣିକି ବ୍ୟାଙ୍କ, ଏଟିଏମ୍ ସିକ୍ୟୁରିଟି ଅଡିଟ୍‌ କରିବା ପାଇଁ ପୋଲିସ ଆପଣାଇଛି ଷ୍ଟ୍ରାଟେଜି।

Gold Loan Fraud
ବ୍ୟାଙ୍କରେ ଜମା ନକଲି ସୁନା ! ଗ୍ରାହକ କହୁଛନ୍ତି ‘ଆମେ କିଛି ବନ୍ଧକ ରଖିନୁ, କି ଋଣ ନେଇନୁ’

ଏହି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ । ବ୍ୟାଙ୍କର ଗୋଲ୍ଡ ଭ୍ୟାଲୁୟର ବିଜୟ କୁମାର ରଣା ସ୍ଥାନୀୟ ଅଂଚଳର କିଛି ଯୁବକଙ୍କୁ ଗୋଲ୍ଡ ଲୋନ୍ କରାଇ ଦେଇଥିଲେ ।

ATM Loot case
ଅସୁରକ୍ଷିତ ବ୍ୟାଙ୍କ୍, ଅସୁରକ୍ଷିତ ଏଟିଏମ୍ ।

ଅସୁରକ୍ଷିତ ବ୍ୟାଙ୍କ୍, ଅସୁରକ୍ଷିତ ଏଟିଏମ୍ । ଢିଲା ସୁରକ୍ଷାର ଫାଇଦା ନେଇ ଟାର୍ଗେଟ କରୁଛନ୍ତି କି ଲୁଟେରା ? ଭଦ୍ରକ ଏଟିଏମରେ ଲୁଟ ଘଟଣାରେ ମିଳିନି ଲୁଟେରା କି ଟଙ୍କାର ପତ୍ତା ।

Bank Loot
ବାପାଙ୍କ ସର୍ଭିସ୍‌ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟିଲା ପୁଅ: ଆଉ ତା’ପରେ...

ଏ କେମିତିକା ପୁଅ? ବାପାଙ୍କ ସର୍ଭିସ୍‌ ବନ୍ଧୁକ ଧରି ଲୁଟ୍‌ ପାଇଁ ପହଞ୍ଚିଲେ ବ୍ୟାଙ୍କରେ...ଆଉ ତାହା ପରେ ଯାହା ହେଲା

Bank Lootera
ଝାଳନାଳ ହେବା ପରେ ମୁହଁରୁ ବାହାରିଗଲା କପଡ଼ା, ଧରାପଡ଼ିଗଲେ ଲୁଟେରା

ସୋର ଥାନା ମାଣିପୁର ବଜାରରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଶାଖାରେ ଗତ ମାସ ୨୦ ତାରିଖ ରାତିରେ ଚୋରି ଉଦ୍ୟମ ହୋଇଥିଲା। ୬ ଦୁର୍ବୃତ୍ତ ଗ୍ୟାସ୍‌ କଟର ସାହାଯ୍ୟରେ ତାଲା କାଟି ଲୁଟ୍‌ କରିଥିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର କ୍ୟାସ୍‌ ଥିବା ଷ୍ଟ୍ରଙ୍ଗ ରୁମ୍‌ ଭାଙ୍ଗି ପାରିନଥିଲେ।

Bank Loot
ବିଲ ମଝିରେ ଝୁଣ୍ଟିଲା ବ୍ୟାଙ୍କ୍‌ ଲୁଟେରା

ତେବେ ଏଠି ପ୍ରଶ୍ନ-ବ୍ୟାଙ୍କରେ ଲୁଟେରା ଦୀର୍ଘ ସମୟ ଧରି ବସିରହିଥିଲେ ବି କେମିତି ତା ଉପରେ ସନ୍ଦେହ ହୋଇନଥିଲା ? କାହିଁକି ବ୍ୟାଙ୍କରେ ସୁରକ୍ଷା ଗାର୍ଡ ନଥିଲେ ? ଆଲାରାମ୍‌ ବ୍ୟବସ୍ଥା ଥାଇ ବି କାହିଁକି କର୍ମଚାରୀମାନେ ତାକୁ ବ୍ୟବହାର କରିନଥିଲେ ? ଗତକାଲିର ଘଟଣା ପରେ ଉଙ୍କି ମାରିଛି ଏମିତି ଅନେକ ପ୍ରଶ୍ନ।

vijay mallya
ବିଜୟ ମାଲ୍ୟା ଦେବାଳିଆ, ଜବତ ହେବ ସମ୍ପତ୍ତି

ତାଙ୍କ ବିରୋଧରେ ଚାଲିଥିବା ମାମଲାରେ ଭାରତୀୟ ବ୍ୟାଙ୍କଗୁଡ଼ିକର ବିଜୟ ହୋଇଥିବାରୁ ଏଣିକି ସାରା ବିଶ୍ୱରେ ଥିବା ମାଲ୍ୟାଙ୍କ ସମସ୍ତ ସଂପତ୍ତି ଜବତ ହୋଇପାରିବ। ସଂପତ୍ତି ଜବତ ଲାଗି ଭାରତୀୟ ବ୍ୟାଙ୍କଗୁଡ଼ିକୁ ଅନୁମତି ଦେଇଛନ୍ତି କୋର୍ଟ।