ଖୋ ଖୋ ବିଶ୍ବକପର ପ୍ରଥମ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି ଭାରତୀୟ ପୁରୁଷ ଓ ମହିଳା ଦଳ। ଉଭୟ ଦଳ ରବିବାର ଅନୁଷ୍ଠିତ ଫାଇନାଲରେ ନେପାଳକୁ ପରାସ୍ତ କରିଛନ୍ତି। ଭାରତୀୟ ମହିଳା ଦଳ ୭୮-୪୦ରେ ନେପାଳକୁ ହରାଇଥିବା ବେଳେ ପୁରୁଷ ଦଳ ୫୪-୩୬ରେ ସମାନ ଦଳକୁ ହରାଇଥିଲା।
ଏହି ସ୍ପନସରସିପର ଅବଧି ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ରହିବ । ଏଥିପାଇଁ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ।
ପିଲାଠୁ ଆରମ୍ଭ କରି ବୟସ୍କ ଏଇ ଗାଁରେ ସମସ୍ତେ ଖୋ ଖୋ ଖେଳରେ ମସଗୁଲ.. ୧୦-୧୨ ବର୍ଷ ବୟସରୁ ପିଲାମାନେ ଏଠି ଖୋ ଖୋ ଅଭ୍ୟାସ କରନ୍ତି.. ଏଇ ଗାଁରେ ଅଛନ୍ତି ଅନେକ ସଫଳ ଖୋ ଖୋ ଖେଳାଳି.. ପ୍ରାୟ ୮୦ ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ନ୍ୟାସନାଲ, ଇଣ୍ଟର ନେସନ୍ୟାଲ ମ୍ୟାଚ୍ ଖେଳି ଗାଁର ନାଁ ରଖିଛନ୍ତି..