#ସୁଭଦ୍ରା_ଟଙ୍କା_ପ୍ରଦାନ_କଲେ_ମୁଖ୍ୟମନ୍ତ୍ରୀ ପୁରୀରେ ଆୟୋଜିତ ପଞ୍ଚାୟତିରାଜ ଦିବସ ଅବସରରେ ଆଜି ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ରିଜେକ୍ଟ_ହୋଇଥିଲେ_ବି_ମିଳିବ_ସୁଭଦ୍ରା_ଟଙ୍କା\' \'ଭୁଲ୍ ବଶତଃ ରିଜେକ୍ଟ ହୋଇଥିଲେ ବି ଆଶ୍ୱସ୍ତ ରୁହନ୍ତୁ ୩ୟ କିସ୍ତିରେ ଭେରିଫିକେସନରେ ଯୋଗ୍ୟ ଥିଲେ ୩ଟା କିସ୍ତି ଏକାଥରକେ ମିଳିବ।\' - ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ
ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ମହିଳା ଏହି ପର୍ଯ୍ୟାୟରେ ଟଙ୍କା ପାଇବେ। ଏବେ ଆବେଦନ ବନ୍ଦ ଥିବା ବେଳେ ତୃତୀୟ କିସ୍ତି ପରେ ପୁଣି ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ।
ଆସନ୍ତା ୨୪ ତାରିଖରେ ଆଉ ଲକ୍ଷେ ୭୦ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବେ ସରକାର। ଏହି ତାଲିକାରେ ଆପଣଙ୍କ ନାଁ ଅଛି ତ ? ମାର୍ଚ୍ଚ ୩୧ ପୂର୍ବରୁ ଆବେଦନ କରିଥିବା ଯୋଗ୍ୟ ମହିଳା ହିଁ ଏଥିରେ ସାମିଲ ହେବେ। ଆଉ ଏକା ବେଳକେ ଯିବ ଦୁଇଟି କିସ୍ତିର ୧୦ ହଜାର ଟଙ୍କା।
ଆସନ୍ତା ୨୪ ତାରିଖରେ ଆଉ ଲକ୍ଷେ ୭୦ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବେ ସରକାର ।
ଆସନ୍ତା ୨୪ରେ ମିଳିବ ସୁଭଦ୍ରା ଟଙ୍କା । ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ସୁଭଦ୍ରାକୁ ସହଜ କରିବା ପାଇଁ ସର୍ଭେ ହେବ । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଦିଆଯିବ ।
ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଟଙ୍କା । ଏହା କିସ୍ତି ଟଙ୍କା ନୁହେଁ । କିନ୍ତୁ କେଉଁମାନେ ପାଇବେ, ଜାଣନ୍ତୁ ।
ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା । ଏଇ ଏପ୍ରିଲ୍ ରେ କ୍ରେଡିଟ୍ ହେବ ଆକାଉଣ୍ଟ । ୨୨ ତାରିଖରେ ‘ସୁଭଦ୍ରା’ ଯୋଜନାରେ ଯୋଡ଼ି ହେବେ ନୂଆ ହିତାଧିକାରୀ । ‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି ।
ଏପ୍ରିଲ ୨୨ ଓ ୨୩ ତାରିଖରେ ନୂତନ ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ସେମାନେ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ। ଦ୍ବିତୀୟ କିସ୍ତିରେ ୯୮ ଲକ୍ଷ ୮୨ ହଜାର ୯୨ ଜଣ ଟଙ୍କା ପାଇଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ। ଦ୍ବିତୀୟ କିସ୍ତିରେ ୯୮ ଲକ୍ଷ ୮୨ ହଜାର ୯୨ ଜଣ ଟଙ୍କା ପାଇଛନ୍ତି।
ପ୍ରଥମ କିସ୍ତି ପାଇ ବି ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କାରୁ ବଞ୍ଚିତ ଅଛନ୍ତି ରାଜ୍ୟର ୧ ଲକ୍ଷ ମହିଳା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏଇ ସୂଚନା ଦେବା ସହ ଏମାନେ କାହିଁକି ବାଦ୍ ପଡ଼ିଛନ୍ତି ତାର କାରଣ ବି ଦର୍ଶାଇଛନ୍ତି । କହିଛନ୍ତି ରାସନକାର୍ଡ ଓ ଇନକମରେ ତାଳମେଳ ଅଭାବରୁ ଏପରି ସ୍ଥିତି ଉପୁଜିଛି ।
ଦ୍ୱିତୀୟ କିସ୍ତିରୁ ବଞ୍ଚିତ ମହିଳାଙ୍କ ପାଇଁ ଆମେ ଚିନ୍ତିତ ଅଛୁ। ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ, ଦ୍ୱିତୀୟ କିସ୍ତି ଆସିବା ବେଳେ ତାଙ୍କ ପାଖରେ ଥିବା ରାସନ୍ କାର୍ଡକୁ ଆୟ ବର୍ଗ ଅଧିକ ଥିବାରୁ ରାସନ୍ କାର୍ଡ ଫେରାଇଛନ୍ତି।
ଯେଉଁ ଯୋଗ୍ୟ ହିତାଧିକାରୀ ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ଏକାଥରେ ୩ଟି ଯାକ କିସ୍ତି ପାଇବେ ବୋଲି ପୂର୍ବରୁ କହିସାରିଛନ୍ତି ରାଜ୍ୟ ସରକାର ।
ଯେଉଁ ଯୋଗ୍ୟ ହିତାଧୀକାରୀ ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ଏକାଥରେ ୩ଟି ଯାକ କିସ୍ତି ପାଇବେ ବୋଲି ପୂର୍ବରୁ କହିସାରିଛନ୍ତି ରାଜ୍ୟ ସରକାର ।
ନବୀନଙ୍କ ଏହି ଅଭିଯୋଗର କଡ଼ା ଜବାବ ରଖିଛି ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କିଏ ପ୍ରଚାର ପ୍ରସାର କରୁଥିଲା ତାହା ଲୋକ ଜାଣିଛନ୍ତି । ଏଣୁ ସେ ନିଜେ ପ୍ରଥମେ ସମୀକ୍ଷା କରନ୍ତୁ ।
ନବୀନଙ୍କ ଏହି ଅଭିଯୋଗର କଡ଼ା ଜବାବ ରଖିଛି ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କିଏ ପ୍ରଚାର ପ୍ରସାର କରୁଥିଲା ତାହା ଲୋକ ଜାଣିଛନ୍ତି । ଏଣୁ ସେ ନିଜେ ପ୍ରଥମେ ସମୀକ୍ଷା କରନ୍ତୁ ।
ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ବାଣ୍ଟିଲେ। ଆଉ ବିରୋଧୀଙ୍କୁ ହଜମର ଗୋଲି ଖାଇବାକୁ ପରାମର୍ଶ ଦେଲେ। ବ୍ରହ୍ମପୁରରେ ମହିଳା ଦିବସ ଅବସରରେ ଗ୍ରାଣ୍ଡ ସେଲିବ୍ରେସନ କରି ମୁଖ୍ୟମନ୍ତ୍ରୀ ବାଣ୍ଟିଛନ୍ତି ସୁଭଦ୍ରା ଟଙ୍କା। ଏହାସହ ବିଜେଡିର ୨୪ ବର୍ଷର ଅପାରଗ ଶାସନକୁ କଡ଼ା ସମାଲୋଚନା କରିଛନ୍ତି।
ବାଜିଲା ଘଣ୍ଟି, ଖାତାକୁ ଆସିଲା ଟଙ୍କା। ସୁଭଦ୍ରା ହୀତାଧିକାରୀଙ୍କ ଓଠିରେ ଫୁଟିଲା ହସ। ପ୍ରଥମ କିସ୍ତି ପାଇଥିବା ହିତାଧିକାରୀଙ୍କୁ ପୁଣି ମିଳିଲା ୫ ହଜାର ଟଙ୍କା। ପ୍ରଥମ କରି ସୁଭଦ୍ରାରେ ଯୋଡି ହୋଇଥିବା ମହିଳାଙ୍କୁ ସରକାର ଦେଲେ ୧୦ ହଜାର।
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳର ନେତାଙ୍କୁ କଟାକ୍ଷ କରି ନାନା କଥା କହିଛନ୍ତି। କହିଛନ୍ତି, ଗତ ସରକାର ଗୋଟେ ଇଭେଣ୍ଟ ମ୍ୟାନେଜମେଣ୍ଟ ସରକାର ଥିଲା। ସେମାନେ ମହିଳାଙ୍କୁ କେବଳ ସ୍ଲୋଗାନ ଭିତରେ ରଖିଥିଲେ। ଆମ ବିକାଶ ଦେଖି ବିରୋଧୀ ହଜମ କରିପାରୁ ନାହାଁନ୍ତି, ତେଣୁ ତାଙ୍କ ପାଇଁ ବଟିକା ବ୍ୟବସ୍ଥା କରାଯାଉ।
ମହିଳା ଦିବସରେ ମହିଳାଙ୍କୁ ମୋହନଙ୍କ ବଡ଼ ଉପହାର । ‘ସୁଭଦ୍ରା’ ଦ୍ବିତୀୟ କିସ୍ତି ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧ କୋଟି ମହିଳାଙ୍କ ଖାତାକୁ ଗଲା ୫ ହଜାର ସୁଭଦ୍ରା ଟଙ୍କା ।
ଶେଷ ପର୍ଯ୍ୟାୟରେ ସାମିଲ ହୋଇଥିବା ହିତାଧିକାରୀ ମଧ୍ୟ ଏହି ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି। ତେବେ ମୋଟ ଆବେଦନକାରୀଙ୍କ ସଂଖ୍ୟା କୋଟିଏ ୮ ଲକ୍ଷ ଥିବାବେଳେ, ମାର୍ଚ୍ଚ ୩୧ ଯାଏ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର।
ଶେଷ ପର୍ଯ୍ୟାୟରେ ସାମିଲ ହୋଇଥିବା ହିତାଧିକାରୀ ମଧ୍ୟ ଏହି ଦ୍ୱିତୀୟ କିସ୍ତି ଟଙ୍କା ପାଇବେ। ତେବେ ମୋଟ ଆବେଦନକାରୀଙ୍କ ସଂଖ୍ୟା କୋଟିଏ ୮ ଲକ୍ଷ ଥିବା ବେଳେ, ମାର୍ଚ୍ଚ ୩୧ ଯାଏ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର।