• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Loot In Odisha

Loot in Rayagada
Loot in Rayagada: ସ୍ୱାମୀ-ସ୍ତ୍ରୀଙ୍କୁ ହାଣି ସୁନା ଗହଣା ଲୁଟ୍, ଆଲମିରା ଟେକି ନେଇଗଲେ...

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଶିକରପାଇ ଗାଁରେ ବଡ଼ ଧରଣର ଲୁଟ୍ । ସ୍ୱାମୀ-ସ୍ତ୍ରୀକୁ ହାଣି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଆଲମିରା ଟେକିନେଲେ ଦୁର୍ବୃତ୍ତ ।

Loot in Puri
Loot in Puri: ସ୍ୱାମୀ-ସ୍ତ୍ରୀଙ୍କୁ ଲୁହା ରଡ୍‌ରେ ପିଟି ଟଙ୍କା, ସୁନା ଗହଣା ଲୁଟ୍

ଟେଣ୍ଟ ମାଲିକଙ୍କ ଘରୁ ବଡ ଧରଣର ଲୁଟ୍ । ସ୍ୱାମୀ-ସ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଘରୁ ଲକ୍ଷାଧିକ ଟଙ୍କ ସହ ସୁନାଗହଣା ଲୁଟି ଚମ୍ପଟ ମାରିଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ହୋଇଛି ଏହି ଲୁଟ୍‌ପାଟ ।

Loot Attempt In Jajpur
Loot Attempt In Jajpur: ପାଣିକୋଇଲିରେ ଲୁଟ୍ ପାଇଁ ଫାୟାରିଂ; ଜଣେ ମୃତ, ଆଉ ଜଣେ ଗୁରୁତର

ଯାଜପୁର ପାଣିକୋଇଲିରେ ୨ ଜଣଙ୍କୁ ଫାୟାରିଂ କରି ଲୁଟ୍ ଉଦ୍ୟମ... ଫାୟାରିଂରେ ଜଣେ ମୃତ, ଆଉ ଜଣେ ଗୁରୁତର... ସୁନା ଦୋକାନକୁ ଲୁଟ୍ କରିବାକୁ ଆସି ୨ କର୍ମଚାରୀଙ୍କୁ ଗୁଳିମାଡ଼... 

loot
ଦିନ ୧୧ଟାରେ ଲୁଟ୍‌; ସ୍କୁଟି ଡିକି ଭାଙ୍ଗି ନେଇଗଲେ ୮୨ ହଜାର

ବାଙ୍କୀ ଥାନା ଅନ୍ତର୍ଗତ ଦୁର୍ଗାପୁର ନୂଆ ସାହି ଗାଁର ରଶ୍ମିତା ମହାନ୍ତି ବାଙ୍କୀରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଟଙ୍କା ଉଠାଇ ବଜାର ଭିତରେ ଥିବା ଚାଉଳ ମାର୍କେଟର ହନୁମାନ ମନ୍ଦିର ନିକଟରେ ସ୍କୁଟି ରଖିଥିଲେ ।

Loot In Bhubaneswar
Hello କହି ଡାକିଲେ, ସ୍ପେଶାଲ୍‌ ସ୍କ୍ୱାଡ୍‌ ପରିଚୟ ଦେଇ ଲୁଟି ନେଲେ...

ପୋଲିସ୍‌ ନକଲି, ହେଲେ ଲୁଟ୍‌ ଅସଲି। ନିଜକୁ ମିଛରେ ସ୍ପେଶାଲ୍‌ ସ୍କ୍ୱାଡ୍‌ ଷ୍ଟାଫ୍‌ର ପରିଚୟ ଦେଇ ରାଜଧାନୀ ଭୁବନେଶ୍ୱରର ଜଣେ ଯୁବକଙ୍କ ଠାରୁ ୮ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।