୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ ଅବଧି ବୃଦ୍ଧି କଲେ ସରକାର ।
ପୃଥିବୀ ପୃଷ୍ଠରେ ଏମିତି ଏକ ଦ୍ୱୀପ ଅଛି, ଆପଣ ଚାହିଁଲେ ମଧ୍ୟ ଏହି ଦ୍ୱୀପକୁ ଯାଇପାରିବେ ନାହିଁ। କାରଣ ଏହି ଦ୍ୱୀପ ସବୁଠାରୁ ଭୟଙ୍କର ବୋଲି ଏହି ଦେଶର ସରକାର ନିଜେ କହିଛନ୍ତି।
ଗତ ୨୩ ତାରିଖରେ ବଡ଼ଦେଉଳରୁ ପଥର ଖସିଥିଲା । ଜଗମୋହନ ବାହାରପଟ ଚର୍ଚ୍ଚା ଘର ଉପରୁ ପଥର ଖସିଛି । ଏ ବିଷୟରେ ASIକୁ ଅବଗତ କରାଯାଇଛି ।
୭ ଦିନ ଭିତରେ ଉତ୍ତର ନରଖିଲେ ମାମଲା ରୁଜୁ କରାଯିବ ବୋଲି ନୋଟିସ୍ରେ ଉଲ୍ଲେଖ ରହିଛି।
ଏହାଦ୍ୱାରା ୨୦୧୭ ପରେ ଯେଉଁମାନେ ୯ ମିଟରରୁ କମ୍ ଚଉଡ଼ା ରାସ୍ତା ଥିବା ପ୍ଲଟ କିଣିଥିବେ ଅଡୁଆରେ ପଡ଼ିବେ।
ଘଟଗାଁ ବ୍ଲକ ଢେଙ୍କିକୋଟର 5T ସ୍କୁଲ ସତ୍ୟନାରାୟଣ ବିଦ୍ୟାପୀଠରେ ଅଘଟଣ । ଷ୍ଟାଫ୍ କମନ ରୁମ୍ରେ ଶିକ୍ଷକ ଶିକ୍ଷୟିତ୍ରୀ ବସିଥିବା ବେଳେ ଖସିଲା ସିଲିଂ ।
ମେଡିକାଲ ବେଡ୍ରେ ପଡ଼ିଥିବା ତାଙ୍କ ସ୍ୱାମୀ ହେଉଛନ୍ତି ବାଲେଶ୍ୱର ଔପଦା କମାରପାଳର ବୈକୁଣ୍ଠ ଜେନା । ଯିଏ କି ଜୀବନ ପାଇଁ କରୁଛନ୍ତି ସଂଗ୍ରାମ । ସେ ଘରର ଏକମାତ୍ର ପୁଅ ।
ଯଦି ସେହି ଫ୍ଲାସ୍ ଲାଇଟ୍ ଆଖିରେ ଫିଟ୍ କରାଯାଏ ତ । କଥାଟି ଅଡ଼ୁଆ ଲାଗୁଥିଲେ ବି ଏଭଳି ଘଟଣା କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସୂର୍ଯ୍ୟୋପରାଗରେ ପାକ ନିଷେଧକୁ ଉପହାସ । ହେତୁବାଦୀ କହିଲେ ଖାଉଥିଲୁ, ଆଗକୁ ବି ଖାଇବୁ ।
ସବୁବେଳେ ପକେଟରେ କାର୍ଡ ରଖିବାକୁ ଭଲ ଲାଗୁନଥିଲା, ସେଥିପାଇଁ ହାତରେ ହିଁ ଚିପ୍ ଲଗାଇଦେଲେ ।
ହଠାତ୍ ସ୍କୁଟରରେ ଲାଗିଗଲା ନିଆଁ, ବସିଥିଲେ ଡେଲିଭରି ବୟ ।
ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାହିତ୍ୟ କୃତି ଲାଗି ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପ୍ରଦାନ କରାଯାଏ ।
ଦିନେ ନୁହେଁ କି ଦୁଇଦିନ ନୁହେଁ ବରଂ ୭ ବର୍ଷ ହେଲା ଏମିତି ରାଜରାସ୍ତାରେ ଚାଲିଛି ବସ୍ଷ୍ଟାଣ୍ଡ । ଚାନ୍ଦବାଲିକୁ ଦୈନିକ ହଜାର ହଜାର ଲୋକ ବସ୍ରେ ଆସୁଥିବା ପରେ ବି ସ୍ଥାୟୀ ବସ୍ଷ୍ଟାଣ୍ଡଟିଏ ହୋଇପାରିଲା ନାହିଁ ।
ଏଲିଏନକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳିଥାଏ। ଅନେକ ସମୟରେ ଏଲିଏନ ପୃଥିବୀକୁ ଆସିଥିବା, କେହି କେହ ଏହାକୁ ଦେଖିଥିବା ନେଇ ମଧ୍ୟ ଦାବି କରିଥାନ୍ତି। ନିକଟରେ ଜଣେ ଗୁଗୁଲ ଅର୍ଥ ୟୁଜର ଦାବି କରିଛନ୍ତି ଯେ, ସେ କାରର ପଛସିଟରେ ଏଲିଏନ ଲୁଚି ବସିଥିବା ଦେଖିବାକୁ ପାଇଛନ୍ତି।
ମାଙ୍କଡର ମୁହଁ ଏମିତି କାହିଁକି ? କାହିଁକି ଜିରାଫର ବେକ ଏତେ ଲମ୍ବା ? କାହିଁକି ସିଂହ ବେକରେ ଥାଏ କେଶର ? ସ୍ରଷ୍ଟାଙ୍କର ଅଦ୍ଭୁତ ସୃଷ୍ଟିକୁ ନିରେଖି ଦେଖିଲେ ଏମିତି ଅନେକ ପ୍ରଶ୍ନ ଆସେ ମନରେ। କିଏ ଦେବ ଏସବୁର ଉତ୍ତର ?
ଫୁଟବଲ୍ ଖେଳ ପରି ଅଗ୍ନପେଣ୍ଡୁ ଖେଳ। ଝୋଟଅଖା ତିଆରି ଏକ ବଲ୍ ରେ ନିଆଁ ଲଗାଇ ଖେଳନ୍ତି ଦୁଇଦଳ। ୪୦ ବର୍ଷ ତଳର ଏହି ଖେଳକୁ ଏବେବି ବଞ୍ଚାଇ ରଖିଛନ୍ତି ଗାଁ ଲୋକ।
ବସ୍କୁ ବିଚ୍ ରାସ୍ତାରେ ଅଟକାଇଲା ହାତୀ। ଡୋର୍ ଖୋଲି ଭିତରକୁ ଯିବାକୁ କଲା ଉଦ୍ୟମ...ହେଲେ ହାତୀକୁ ଦେଖି ଗାଡିକୁ ସାଇଡ୍ କରି ନେଇଗଲେ ଡ୍ରାଇଭର। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ହାତୀ ବି ଯିବ ବସ୍ରେ, ସେଥିପାଇଁ ଗାଡ଼ି ଅଟକାଉଥିବା ଦେଖିବାକୁ ମିଳୁଛି ।
ମୋବାଇଲ୍ ଦୋକାନର ଭୟଙ୍କର ଦୃଶ୍ୟ । ଭୀଷଣ ଶବ୍ଦ କରି ଫାଟିଲା ମୋବାଇଲ୍ ।
କନ୍ୟାପକ୍ଷରୁ ଦିଆଗଲା ବିଜ୍ଞାପନ, କେମିତି ପିଲା ହେଲେ ସେମାନେ ଝିଅକୁ ବାହଦେବେ ।
ପ୍ରତିଦିନ ବ୍ୟବସାୟ କରିବା ସହିତ ମୁଦ୍ରା ଓ ନୋଟ ସଂଗ୍ରହ କରିବା ପାଇଁ ମଧ୍ୟ ସମୟ ବାହାର କରନ୍ତି ପି.ବାଲଜି ସୁବୁଦ୍ଧି ।
ଏଥିଲାଗି କଳାହାଣ୍ଡି ଜୁନାଗଡ଼ ବ୍ଲକ୍ ତେନ୍ତୁଳିପଦାରେ ପ୍ରତିଷ୍ଠା ହେବ ୧୦ ମେଗାୱାଟ୍ର ସୌର ପ୍ରକଳ୍ପ ।
ସୁବର୍ଣ୍ଣପୁର ସଂସାମୁରାରେ ୧୦ ବର୍ଷ ହେଲାଣି କରୁଛନ୍ତି ସେବା
ପିଲାଙ୍କ ସମ୍ମୁଖରେ ମାଡ଼ ହେଲେ ଦୁଇ ଦିଦି, କମ୍ପିଲା ବିଦ୍ୟାଳୟ ।
ପାନପୋଷ ଛକରେ ଏକ ମିଠା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଏଭଳି ଅଘଟଣ ଘଟିଛି ।