ସବୁବେଳେ ଅଣ୍ଡାର ଚାହିଦା ଅଧିକ ଥାଏ, ହେଲେ ଶୀତ ଦିନରେ ଏହାର ଚାହିଦା ଆହୁରି ବୃଦ୍ଧି ପାଏ। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଥାନ୍ତି ଓ ନକଲି ଅଣ୍ଡା ବିକ୍ରି କରିଥାନ୍ତି।