ବେଦବ୍ୟାସରେ ଝୁଲାପୋଲ କେଉଁ ସ୍ଥାନରେ ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ।
ଗଲା ୩୧ ତାରିଖରୁ ଲାଗି ରହିଛି ଧବଳେଶ୍ୱର ପୀଠରେ ଦର୍ଶନ ଦ୍ୱନ୍ଦ୍ୱ।
ଆଠଗଡ଼ ଉପ-ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ପଞ୍ଚୁକରେ ଝୁଲା ପୋଲ ପାଖରେ ନୁହେଁ ବରଂ ପୀଠର ମୁଖ୍ୟ ରାସ୍ତା ଗେଟ୍ ପାଖରେ ଏକ LED ଲାଗିବ ।
ମୋର୍ବି କୋର୍ଟରୁ ଝୁଲାପୋଲ ଯାଏଁ ଶୋଭାଯାତ୍ରାରେ ଯିବା ସହ ମୃତକଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି ।
ସ୍ଥିତି ସମୀକ୍ଷା ପରେ ଭର୍ଚୁଆଲ ଦର୍ଶନ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଏହି ଘଟଣା ବିଷୟରେ ଜାଣିବା ପରେ ମୁଁ ଏହି କାର୍ଯ୍ୟକ୍ରମକୁ ଆସିବି କି ନାହିଁ ସେ ବିଷୟରେ ଦ୍ୱନ୍ଦ୍ୱରେ ପଡିଥିଲି। କିନ୍ତୁ ଆପଣଙ୍କ ଭଲପାଇବା ପାଇଁ ମୁଁ ମୋର ଛାତିକୁ ପଥର କରି ଏଠାକୁ ଆସିଲି।
ଟେକନିକାଲ ଟିମ୍ କରିଥିଲା ଝୁଲା ପୋଲର ସ୍ଥିତି ଯାଞ୍ଚ । ଆଉ ଜଣାପଡ଼ିଥିଲା ଜୁଲାପୋଲରେ ଲାଗିଲାଣି କଳଙ୍କି ।
କାଲି ଦୁର୍ଘଟଣାସ୍ଥଳ ଯିବେ ପ୍ରଧାନମନ୍ତ୍ରୀ । ସାମ୍ନାକୁ ଆସୁଛି ଲୋମଟାଙ୍କୁରା ଭିଡ଼ିଓ ।
ସକାଳେ ଝୁଲାପୋଲରେ ଯାତ୍ରୀ କଟକଣା ଜାରି କରାଯାଇଥିଲା । ତେବେ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ ପରେ ମରାମତି ପାଇଁ ନିଷ୍ପତ୍ତି ହେଲା ।
ସେମାନଙ୍କୁ ନିଜ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଗିରଫ କରାଯାଇଥିବା ଜଣାପଡ଼ିଛି ।
ସୁରକ୍ଷା ଦୃଷ୍ଟିରୁ ପୋଲ ନିକଟରେ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ମୁତୟନ ରହିବେ।
ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।
ଝୁଲା ପୋଲ ଏବେ ପାଲଟିଛି ମରଣଯନ୍ତ୍ରା। ବାରମ୍ବାର ଦୁର୍ଘଟଣା ପରେ ଏବେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଛନକା ପଶିଛି।
ଝୁଲା ପୋଲ ପାଲଟିଛି ମରଣଯନ୍ତ୍ରା । ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀରେ ଥିବା ଏହି ପୋଲ୍ ଓ ଆଖପାଖରେ ଯାଇଛି ଅନେକ ପର୍ଯ୍ୟଟକଙ୍କ ଜୀବନ । ଲୋକମାନେ ଏହା ଉପରେ ବୁଲନ୍ତି, ଫଟୋ ଉଠାନ୍ତି ହେଲେ ଏହି ପୋଲ ଏବେ ସାଜିଛି କାଳ । ଗତ ଦୁଇ ଦିନ ତଳେ ଝୁଲା ପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି ।