Solar Eclipse
ଧର୍ମ କୁଆଡ଼ୁ ଆସିଲା..ଏଗୁଡ଼ା ସବୁ ଭାଣ୍ଡାମୀ.. ରାହୁ ଖାଇଲା, କେତୁ ବାନ୍ତି କଲା.. ହିନ୍ଦୁ ଧର୍ମ କାହିଁକି ଅଛି.. ଟିଭି ଚ୍ୟାନେଲ ସାକ୍ଷାତକାରରେ ଏଭଳି ମନ୍ତବ୍ୟ ଆଇନ୍ ବିରୋଧୀ ହିନ୍ଦୁ ଓ ବ୍ରାହ୍ମଣ ସମାଜ ପ୍ରତି ଅପମାନ। ଏହା ଦର୍ଶାଇ ହେତୁବାଦୀ ପ୍ରତାପ ରଥଙ୍କୁ କାଠଗଡ଼ାକୁ ଟାଣିଛନ୍ତି ଆଇନଜୀବୀ ସନ୍ଦୀପନ ମିଶ୍ର। ପ୍ରତାପଙ୍କୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସ୍ରେ ତାଙ୍କ ବିରୁଦ୍ଧରେ କାହିଁକି ମାମଲା ରୁଜୁ ନହେବ ଜବାବ ଦେବାକୁ କୁହାଯାଇଛି। ୭ ଦିନ ଭିତରେ ଉତ୍ତର ନରଖିଲେ ମାମଲା ରୁଜୁ କରାଯିବ ବୋଲି ନୋଟିସ୍ରେ ଉଲ୍ଲେଖ ରହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)