• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Humanity
ଏମିତି ଭାଇ ଭାଗ୍ୟରେ ଥିଲେ ମିଳେ, ମାଆ ପରି କରୁଛି ଦୁଇ ଭଉଣୀଙ୍କ ସେବା

ରୋଷଇ କରି ଦୁଇ ଭଉଣୀ ଖାଇବା ବି ବାଢ଼ିଦିଏ ଭାଇ । ଆଉ ମାଆ ଟିଏ ପରି ପାଖରେ ଜଗବି ବସେ ।

Superstition
ଡାକ୍ତର ଭଲ କରିପାରିଲେନି ବୋଲି ଲୋକେ ଗୁଣିଆ ପାଖକୁ ଗଲେ, ଦେଖନ୍ତୁ କେମିତି ଚାଲିଛି ଚିକିତ୍ସା..

ଯେଉଁଠି ଡାକ୍ତର ଫେରାଇ ଦେଉଛି ରୋଗୀଙ୍କୁ, ସେଇଠି ଗୁଣିଆ କେମିତି କହୁଛି ଭଲ କରିଦେବ । ଆଉ ଆଜିକା ଦିନରେ ବି ଲୋକେ ଗୁଣିଆ କଥା କେମିତି ବିଶ୍ୱାସ କରୁଛନ୍ତି । କାରଣ ଆମକୁ ବି ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିଥିଲା ।

Sautuni Santilata
ସଉତୁଣୀ ସାଜିଛି ଶାନ୍ତିଲତାଙ୍କ ଭଉଣୀ ! ପୁଅ-ବୋହୁ ପଚାରିଲେନି କ୍ୟାବିନ୍‌ରେ କଟୁଛି ଦିନ

ପୁଅ-ବୋହୂ, ନାତି ନାତୁଣୀ ସମସ୍ତେ ଅଛନ୍ତି । ହେଲେ କେହି ପଚାରିନୁହନ୍ତି । ଖାଲି ପଚାରିଲେନି ତାହା ନୁହେଁ ବରଂ ଘରୁ ବାହାର ବି କରିଦେଲେ ।

HSRP
ଆହୁରି ମାସେ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ରେଜିଷ୍ଟ୍ରେସନ୍‌ ଅବଧି

୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ ଅବଧି ବୃଦ୍ଧି କଲେ ସରକାର ।

Mystery Of Poveglia Island Worlds Most Haunted-Island
ଏମିତି ଏକ ଦ୍ୱୀପ ଯେଉଁଠି କେବଳ ଭୂତଙ୍କ ରାଜ୍‌, ରହସ୍ୟ ଜାଣିବା ପାଇଁ ଯିଏ ଥରେ ଯାଇଛି ଆଉ ଫେରିନି...

ପୃଥିବୀ ପୃଷ୍ଠରେ ଏମିତି ଏକ ଦ୍ୱୀପ ଅଛି, ଆପଣ ଚାହିଁଲେ ମଧ୍ୟ ଏହି ଦ୍ୱୀପକୁ ଯାଇପାରିବେ ନାହିଁ। କାରଣ ଏହି ଦ୍ୱୀପ ସବୁଠାରୁ ଭୟଙ୍କର ବୋଲି ଏହି ଦେଶର ସରକାର ନିଜେ କହିଛନ୍ତି।

Puri Temple
ଜଗମୋହନ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଫାଟ

ଗତ ୨୩ ତାରିଖରେ ବଡ଼ଦେଉଳରୁ ପଥର ଖସିଥିଲା । ଜଗମୋହନ ବାହାରପଟ ଚର୍ଚ୍ଚା ଘର ଉପରୁ ପଥର ଖସିଛି । ଏ ବିଷୟରେ ASIକୁ ଅବଗତ କରାଯାଇଛି ।

Solar Eclipse
ଧର୍ମ କୁଆଡ଼ୁ ଆସିଲା.. ଏଗୁଡ଼ା ସବୁ ଭାଣ୍ଡାମୀ.. ରାହୁ ଖାଇଲା, କେତୁ ବାନ୍ତି କଲା..!

୭ ଦିନ ଭିତରେ ଉତ୍ତର ନରଖିଲେ ମାମଲା ରୁଜୁ କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି।

30ft access road made mandatory for building approval in Urban Odisha
ମଧ୍ୟବିତ୍ତଙ୍କୁ ଲୁଟିବା ଲାଗି ନଗର ଉନ୍ନୟନ ବିଭାଗର ମସୁଧା

ଏହାଦ୍ୱାରା ୨୦୧୭ ପରେ ଯେଉଁମାନେ ୯ ମିଟରରୁ କମ୍ ଚଉଡ଼ା ରାସ୍ତା ଥିବା ପ୍ଲଟ କିଣିଥିବେ ଅଡୁଆରେ ପଡ଼ିବେ।

  • Friday, 28 October 2022
5T School
5T ସ୍କୁଲ ଛାତରୁ ଖସିଲା ସିଲିଂ ! ଅଳ୍ପକେ ବର୍ତ୍ତିଲେ ଶିକ୍ଷକ-ଶିକ୍ଷୟିତ୍ରୀ

ଘଟଗାଁ ବ୍ଲକ ଢେଙ୍କିକୋଟର 5T ସ୍କୁଲ ସତ୍ୟନାରାୟଣ ବିଦ୍ୟାପୀଠରେ ଅଘଟଣ । ଷ୍ଟାଫ୍ କମନ ରୁମ୍‌ରେ ଶିକ୍ଷକ ଶିକ୍ଷୟିତ୍ରୀ ବସିଥିବା ବେଳେ ଖସିଲା ସିଲିଂ ।

Humanity
କାନ୍ଦି କାନ୍ଦି ନୟାନ୍ତ ହେଲାଣି ସ୍ତ୍ରୀ, ସ୍ୱାମୀକୁ ଭଲ କରିବାକୁ ଏଠି ସେଠି ହେଉଛି ନେହୁରା ! ଦେଖନ୍ତୁ ଭିଡିଓ..

ମେଡିକାଲ ବେଡ୍‌ରେ ପଡ଼ିଥିବା ତାଙ୍କ ସ୍ୱାମୀ ହେଉଛନ୍ତି ବାଲେଶ୍ୱର ଔପଦା କମାରପାଳର ବୈକୁଣ୍ଠ ଜେନା । ଯିଏ କି ଜୀବନ ପାଇଁ କରୁଛନ୍ତି ସଂଗ୍ରାମ । ସେ ଘରର ଏକମାତ୍ର ପୁଅ ।

Flash Light
କ୍ୟାନ୍‌ସରରେ ନଷ୍ଟ ହୋଇଗଲା ଆଖି; ଡାକ୍ତର ଦେଲେ ବରଦାନ, ତା’ପରେ..

ଯଦି ସେହି ଫ୍ଲାସ୍‌ ଲାଇଟ୍‌ ଆଖିରେ ଫିଟ୍‌ କରାଯାଏ ତ । କଥାଟି ଅଡ଼ୁଆ ଲାଗୁଥିଲେ ବି ଏଭଳି ଘଟଣା କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Solar Eclipse
ହେତୁବାଦୀଙ୍କ ଚିକେନ୍ ବିରିୟାନୀ ଖିଆକୁ ନେଇ ତେଜୁଛି ବିବାଦ ! କଡ଼ା ଆପତ୍ତି ଜଣାଇଲେ ଶଙ୍କରାଚାର୍ଯ୍ୟ

ସୂର୍ଯ୍ୟୋପରାଗରେ ପାକ ନିଷେଧକୁ ଉପହାସ । ହେତୁବାଦୀ କହିଲେ ଖାଉଥିଲୁ, ଆଗକୁ ବି ଖାଇବୁ ।

Special story
ହାତରେ ଚିପ୍‌ ଲଗାଇଲେ ଯୁବକ ! ବିନା କାର୍ଡରେ କରିପାରିବେ ସପିଂ

ସବୁବେଳେ ପକେଟରେ କାର୍ଡ ରଖିବାକୁ ଭଲ ଲାଗୁନଥିଲା, ସେଥିପାଇଁ ହାତରେ ହିଁ ଚିପ୍‌ ଲଗାଇଦେଲେ ।

  • Thursday, 27 October 2022
e scooter
ଜଳିଗଲା ଚଳନ୍ତା ଇ-ସ୍କୁଟର ! ଡେଇଁପଡ଼ି ଜୀବନ ବଞ୍ଚାଇଲେ ଡେଲିଭରି ବୟ

ହଠାତ୍‌ ସ୍କୁଟରରେ ଲାଗିଗଲା ନିଆଁ, ବସିଥିଲେ ଡେଲିଭରି ବୟ ।

gaurahari das
ଡକ୍ଟର ଗୌରହରି ଦାସଙ୍କୁ ମିଳିଲା ସମ୍ମାନଜନକ ଶାରଳା ପୁରସ୍କାର

ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାହିତ୍ୟ କୃତି ଲାଗି ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପ୍ରଦାନ କରାଯାଏ ।

Chandbali Bus Stand
ଏତେ ବଡ଼ ସହର, ପୁଣି ରାଜ୍ୟର ଚର୍ଚ୍ଚିତ ବିଧାୟକ ବି ଅଛନ୍ତି ! ତଥାପି ବସ୍‌ଷ୍ଟାଣ୍ଡ ଖଣ୍ଡେ ନାହିଁ

ଦିନେ ନୁହେଁ କି ଦୁଇଦିନ ନୁହେଁ ବରଂ ୭ ବର୍ଷ ହେଲା ଏମିତି ରାଜରାସ୍ତାରେ ଚାଲିଛି ବସ୍‌ଷ୍ଟାଣ୍ଡ । ଚାନ୍ଦବାଲିକୁ ଦୈନିକ ହଜାର ହଜାର ଲୋକ ବସ୍‌ରେ ଆସୁଥିବା ପରେ ବି ସ୍ଥାୟୀ ବସ୍‌ଷ୍ଟାଣ୍ଡଟିଏ ହୋଇପାରିଲା ନାହିଁ ।

କାର ପଛ ସିଟ୍‌ରେ ଲୁଚି ବସିଥିଲା ଏଲିଏନ, ଫଟୋ ନେଲେ ଗୁଗୁଲ ଅର୍ଥ ୟୁଜର

ଏଲିଏନକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳିଥାଏ। ଅନେକ ସମୟରେ ଏଲିଏନ ପୃଥିବୀକୁ ଆସିଥିବା, କେହି କେହ ଏହାକୁ ଦେଖିଥିବା ନେଇ ମଧ୍ୟ ଦାବି କରିଥାନ୍ତି।  ନିକଟରେ ଜଣେ ଗୁଗୁଲ ଅର୍ଥ ୟୁଜର ଦାବି କରିଛନ୍ତି ଯେ, ସେ କାରର ପଛସିଟରେ ଏଲିଏନ ଲୁଚି ବସିଥିବା ଦେଖିବାକୁ ପାଇଛନ୍ତି।

black strip in tigers skin
କାହିଁକି ଥାଏ ବାଘ ଶରୀରରେ କଳା କଳା ଦାଗ; ସାମ୍ନାକୁ ଆସିଲା ବିଜ୍ଞାନ ସମ୍ମତ କାରଣ

ମାଙ୍କଡର ମୁହଁ ଏମିତି କାହିଁକି ? କାହିଁକି ଜିରାଫର ବେକ ଏତେ ଲମ୍ବା ? କାହିଁକି ସିଂହ ବେକରେ ଥାଏ କେଶର ? ସ୍ରଷ୍ଟାଙ୍କର ଅଦ୍ଭୁତ ସୃଷ୍ଟିକୁ ନିରେଖି ଦେଖିଲେ ଏମିତି ଅନେକ ପ୍ରଶ୍ନ ଆସେ ମନରେ। କିଏ ଦେବ ଏସବୁର ଉତ୍ତର ?

special story
ବିପଦ ସତ୍ୱେ ୪୦ ବର୍ଷ ଧରି ଲୋକପ୍ରିୟ ଅଗ୍ନିପେଣ୍ଡୁ ଖେଳ

ଫୁଟବଲ୍ ଖେଳ ପରି ଅଗ୍ନପେଣ୍ଡୁ ଖେଳ। ଝୋଟଅଖା ତିଆରି ଏକ ବଲ୍ ରେ ନିଆଁ ଲଗାଇ ଖେଳନ୍ତି ଦୁଇଦଳ। ୪୦ ବର୍ଷ ତଳର ଏହି ଖେଳକୁ ଏବେବି ବଞ୍ଚାଇ ରଖିଛନ୍ତି ଗାଁ ଲୋକ।

special report
ବସ୍‌ ଅଟକାଇଲା ହାତୀ, ତା’ର ବି ଗାଡ଼ିରେ ବସିବାକୁ ମନ

ବସ୍‌କୁ ବିଚ୍‌ ରାସ୍ତାରେ ଅଟକାଇଲା ହାତୀ। ଡୋର୍‌ ଖୋଲି ଭିତରକୁ ଯିବାକୁ କଲା ଉଦ୍ୟମ...ହେଲେ ହାତୀକୁ ଦେଖି ଗାଡିକୁ ସାଇଡ୍‌ କରି ନେଇଗଲେ ଡ୍ରାଇଭର। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

Special story
ବସ୍‌ରେ ଯିବାକୁ ହାତୀର ମନ, ହେଲେ ଗାଡ଼ି ରଖିଲେନି ଡ୍ରାଇଭର୍‌

ହାତୀ ବି ଯିବ ବସ୍‌ରେ, ସେଥିପାଇଁ ଗାଡ଼ି ଅଟକାଉଥିବା ଦେଖିବାକୁ ମିଳୁଛି ।

Special story
ମୋବାଇଲ୍‌ ଦୋକାନରେ ବମ୍‌ ପରି ଫାଟିଲା ସ୍ମାର୍ଟଫୋନ୍‌ ! ଅଳ୍ପକେ ବର୍ତ୍ତିଲେ ଗ୍ରାହକ ଓ ଦୋକାନୀ

ମୋବାଇଲ୍‌ ଦୋକାନର ଭୟଙ୍କର ଦୃଶ୍ୟ । ଭୀଷଣ ଶବ୍ଦ କରି ଫାଟିଲା ମୋବାଇଲ୍‌ ।

Special story
‘ଉଚ୍ଚତା ୫.୭ ଫୁଟ୍‌ରୁ ଅଧିକ ଥିବ, ପିଲା ଆଇଆଇଟିର ପଢୁଥିଲେ ହିଁ ମୁଁ ବାହାହେବି’

କନ୍ୟାପକ୍ଷରୁ ଦିଆଗଲା ବିଜ୍ଞାପନ, କେମିତି ପିଲା ହେଲେ ସେମାନେ ଝିଅକୁ ବାହଦେବେ ।

Special story
ପେଷାରେ ଜଣେ ବ୍ୟବସାୟୀ ! ନିଶା ବିଭିନ୍ନ ଦେଶର ମୁଦ୍ରା ଓ ନୋଟ ସଂଗ୍ରହ

ପ୍ରତିଦିନ ବ୍ୟବସାୟ କରିବା ସହିତ ମୁଦ୍ରା ଓ ନୋଟ ସଂଗ୍ରହ କରିବା ପାଇଁ ମଧ୍ୟ ସମୟ ବାହାର କରନ୍ତି ପି.ବାଲଜି ସୁବୁଦ୍ଧି ।

Sun Temple
ସୌରଶକ୍ତିରେ ଝଟକିବ ସୂର୍ଯ୍ୟମନ୍ଦିର । ରାଜ୍ୟର ପ୍ରଥମ ସୋଲାର ଟାଉନ୍ ହେବ ଅର୍କକ୍ଷେତ୍ର

ଏଥିଲାଗି କଳାହାଣ୍ଡି ଜୁନାଗଡ଼ ବ୍ଲକ୍ ତେନ୍ତୁଳିପଦାରେ ପ୍ରତିଷ୍ଠା ହେବ ୧୦ ମେଗାୱାଟ୍‌ର ସୌର ପ୍ରକଳ୍ପ ।