• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jackpot

Lottery Ticket
ପୁଅ-ଝିଅଙ୍କ ଜନ୍ମଦିନ କଲା ବାପାଙ୍କୁ କୋଟିପତି; ଲାଗିଲା ଲଟେରୀ, ଜିତିଲେ ୩୩ କୋଟି

ଜାନୁଆରୀ ୧୧ରେ ଲଟେରୀ ଟିକେଟ୍ କାଟିଥିଲି। ହେଲେ ପ୍ରଥମଥର ପାଇଁ ମୁଁ ଜିତିଛି। ଏଥର ମୁଁ ଏବଂ ମୋ ପତ୍ନୀ ଟିକେଟ୍ ନମ୍ବର ୭, ୧୩ ଚୟନ କରିଥିଲୁ। ଯାହା ମଧ୍ୟ ଆମ ପିଲାମାନଙ୍କର ଜନ୍ମ ତାରିଖ ।

Lottery
ବାପ୍‌ରେ ବାପ୍‌ ! ଏତେ ଟଙ୍କା ଥାଇ ବି ମହିଳା ଏମିତି କଞ୍ଜୁସ୍‌, ଜାଣନ୍ତୁ ପୁରା କାହାଣୀ...

ଟଙ୍କାକୁ ଲୁଚାଇ ସାରିବା ପରେ ମହିଳା ଜଣକ ପୁଣି ଥରେ ସାଧାରଣ ଜୀବନ ଯାପନ ଆରମ୍ଭ କରିଦେଲେ ।

Lottery
ଏମିତି ଲଟେରୀ ସମସ୍ତଙ୍କ ଭାଗ୍ୟରେ ନଥାଏ ! ମନ କହିଲା ବୋଲି କିଣିଲି ଆଉ ଜିତିଗଲି...

ୟୁଏସ୍‌ ମାସ୍‌କୁସେଟ୍‌ସର ଜଣେ ବ୍ୟକ୍ତି ଯିଏ କି ରେମଣ୍ଡ ରବର୍ଟ ସିନିୟର ଭାବେ ଖୁବ୍‌ ପରିଚିତ । ତାଙ୍କର ୧୯ କୋଟି ଟଙ୍କାର ଲଟେରୀ ଲାଗିଛି । ଯାହାକି ଏକ ବମ୍ଫର ଲଟେରୀ ।

Special story
କି ଭାଗ୍ୟ ! ୮୩ ଲକ୍ଷ ଲଟେରୀ ଟଙ୍କା ଧରି ଫେରୁଥିଲେ, ପୁଣି ଲାଗିଲା ୨କୋଟିର ଜ୍ୟାକ୍‌ପଟ୍‌

ରାତାରାତି କୋଟିପତି କଲା ଲଟେରୀ । ଗୋଟିଏ ଦିନରେ ୨ କୋଟି ୮୩ ଲକ୍ଷ ଟଙ୍କା ଜିତିଲେ ମହିଳା ।

Lottery
ଭଗବାନ ଛପର ଫାଡ଼ କେ ଦେତା ହେ ! ଘର ନିଲାମ ନେଇ ଚିନ୍ତାରେ ଥିଲେ, ଅଚାନକ ଆସିଲା ଫୋନ୍‌.. ବଦଳିଗଲା ଭାଗ୍ୟ

ଏମିତି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଜଣେ ମାଛ ବିକାଳି ମାତ୍ର କିଛି ଘଣ୍ଟା ମଧ୍ୟରେ ସାଜିଛନ୍ତି ଲକ୍ଷପତି । ଯେତେବେଳେ ତାଙ୍କ ଘର ନିଲାମ ହେବାକୁ ବସିଥିଲା, ବ୍ୟାଙ୍କରୁ ନୋଟିସ ବି ଆସିଥିଲା ।

Lottery
ମହିଳାଙ୍କ ଘରେ ଥିଲା କୋଟି କୋଟି ଟଙ୍କା, ହେଲେ ସେ ନିଜେ ବି ଜାଣି ନଥିଲେ..! ଫିଙ୍ଗିବାକୁ ଯାଉଥିଲେ

ଜଣେ ମହିଳା ରାତାରାତି କୋଟିପତି ହୋଇଗଲେ । ଯାହାକି ସେ କେବେ ବି ଆଶା କରିନଥିଲେ ।

Rs 11,677 Crore Accidentally Deposited In Man's Account
ଲକ୍ଷ୍ମୀ ଢାଳିଲେ ସୁନା କଳସ: ହଠାତ୍‌ ଆକାଉଣ୍ଟକୁ ଆସିଲା ୧୧,୬୭୭ କୋଟି ଟଙ୍କା, ତା’ପରେ...

ଚଳିତ ବର୍ଷ ଜୁଲାଇରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଅଚାନକ୍‌ ୧୧୬,୭୭,୨୪,୪୩,୨୭୭ ଟଙ୍କା ଆସିଥିବା ଦେଖିବାକୁ ପାଇଥିଲେ। ଏହାପରେ ଆଉ ବିଳମ୍ବ ନ କରି ତତ୍‌କ୍ଷଣାତ ସେ ଏଥିରୁ ୨ କୋଟି ଟଙ୍କା ଶେୟାର ମାର୍କେଟ୍‌ରେ ନିବେଶ କରିଥିଲେ।

UK Man Wins Rs 1,879 Crore Lottery
ଏହି ନମ୍ବର ବଦଳାଇ ଦେଲା ଭାଗ୍ୟ, ରାତାରାତି ହୋଇଗଲେ ୧୮ ଶହ କୋଟିର ମାଲିକ

କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦେଇଥାନ୍ତି। ଏମିତି କିଛି ଘଟିଛି ବ୍ରିଟେନର ଜଣେ ବ୍ୟକ୍ତିଙ୍କ ସହ। ଲଟେରୀ ଟିକେଟ୍‌ ଜିତି ଏହି ବ୍ୟକ୍ତି ଜଣକ ରାତାରାତି କୋଟିପତି ହୋଇଯାଇଛନ୍ତି। 

Girl Lost Rs 1700 Crore Jackpot Because Less Money In Her Bank Account
ଫଟା କପାଳ: ମାତ୍ର ୨ ଟଙ୍କା ପାଇଁ ହାତରୁ ଚାଲିଗଲା ୧୭୦୦ରୁ ଅଧିକ କୋଟି ଟଙ୍କା

ମାତ୍ର ୨ ଟଙ୍କା ପାଇଁ ଜିତିଥିବା କୋଟି କୋଟି ଟଙ୍କା ଯଦି ଆପଣଙ୍କୁ ନମିଳେ, ତା’ହେଲେ ଏହାକୁ ଫଟା କପାଳ କୁହାଯିବନି ତ ଆଉ କ’ଣ ? ଜଣେ ୧୯ ବର୍ଷୀୟ ଯୁବତୀଙ୍କ ସହ ଏଭଳି କିଛି ଘଟିଛି।