• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Crocodile

crocodile fear
ଗମେଇ ନଦୀରେ କୁମ୍ଭୀର : ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ

ବାସୁଦେବପୁର ବ୍ଲକ ଗମେଇ ନଦୀରେ କୁମ୍ଭୀର ଦେଖା ଦେଇଛି । ଗମେଇ ନଦୀର ନନ୍ଦପୁର ନିକଟରେ ଏକ କୁମ୍ଭୀର ଶୋଇଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି ।

Crocodile
କୁମ୍ଭୀର ଡ୍ରେସ ପିନ୍ଧି ସତ କୁମ୍ଭୀର ପାଖରେ ଶୋଇଛି ମଣିଷ, ତା ଗୋଡ଼କୁ ବି ଟାଣିଦେଉଛି ! ଦେଖନ୍ତୁ ଭିଡିଓ

ଭାଇରାଲ ଭିଡିଓରେ ଜଣେ ଯୁବକ କୁମ୍ଭୀର ଡ୍ରେସ୍‌ ପିନ୍ଧି ସତ ସତିକା କୁମ୍ଭୀର ସହ ଖେଳୁଛନ୍ତି । ଖାଲି ଖେଳୁଛନ୍ତି ତାହା ନୁହେଁ, କୁମ୍ଭୀରର ଗୋଡ଼ ମଧ୍ୟ ଭିଡ଼ୁଛନ୍ତି ।

Crocodile Rescue
ଅଚାନକ ରାତି ଅଧରେ ବିକଳିଆ ରଡ଼ି ଛାଡ଼ିଲା ଛେଳି, ଦେଖିଲା ବେଳକୁ ଘର ଭିତରେ କୁମ୍ଭୀର

କୁମ୍ଭୀର ଘର ଭିତରେ ପଶିବା ପରେ କବାଟ ବନ୍ଦ କରିଦିଆଯାଇଥିଲା । ଆଉ ସମସ୍ତେ ଘର ବାହାରେ ରାତି ତମାମ ଅନିଦ୍ରା ରହି ଅପେକ୍ଷା କରିଥିଲେ ।

Crocodile In Bathroom
ଚମକି ପଡ଼ିଲେ ପରିବାର ଲୋକେ, ସକାଳୁ ବାଥ୍‌ରୁମ୍‌ ଗଲା ବେଳକୁ ଶୋଇଛି କୁମ୍ଭୀର ! ତା’ପରେ..

ବାଥ୍‌ରୁମ୍‌ ଭିତରେ କମ୍ଭୀର ଥିବା ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ । ଏହାର ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି ।

Crocodile of Sri Ananthapadmanabha swamy temple died
ଆଖି ବୁଜିଲା ଶାକାହାରୀ କୁମ୍ଭୀର ‘ବବିଆ’, ୭୦ ବର୍ଷ ଧରି କେବଳ ପ୍ରସାଦ ଖାଉଥିଲା

କୁମ୍ଭୀର ପୁଣି ଥିଲା ଶାକାହାରୀ। କୁମ୍ଭୀରର ମୃତ୍ୟୁ ଖବରରେ ଖେଳି ଯାଇଛି ଶୋକ। କଥାଟା ବିଶ୍ୱାସଯୋଗ୍ୟ ନ ହେଲେ ବି ସତ। ଶାକାହାରୀ କୁମ୍ଭୀରର ମୃତ୍ୟୁକୁ ନେଇ କେରଳ ସ୍ଥିତ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର ଅଞ୍ଚଳ ଓ ଆଖପାଖ ଲୋକଙ୍କ ମନ ଦୁଃଖ। ରବିବାର ବିଳମ୍ବିତ ରାତିରେ ଏହି କୁମ୍ଭୀରର ମୃତ୍ୟୁ ଘଟିଛି। 

Man Injured in Crocodile Attack in Kendrapara
ମଣିଷ ସହ ଯୁଦ୍ଧ କରି ହାରିଲା କୁମ୍ଭୀର

କୁମ୍ଭୀର ଆଁରୁ ଖସି ନିଶ୍ଚିତ ମୃତ୍ୟୁମୁଖରୁ ଜୀବନ ରକ୍ଷା। ସାହସ, ଲଢେଇ ଓ ଉପସ୍ଥିତ ବୁଦ୍ଧିରୁ ଯାଉ ଯାଉ ବଞ୍ଚିଗଲା ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁରେ ପୁଣି ଦେଖାଦେଇଛି କୁମ୍ଭୀର ଆତଙ୍କ। ପୁଣି ମଣିଷ ଶିକାର ବେଳେ ହାରିଛି କୁମ୍ଭୀର, ଜିତିଛି ମଣିଷ

Man Injured in Crocodile Attack in Kendrapara
କୁମ୍ଭୀର ସହ ଯୁଦ୍ଧ, ଜିତିଲା ମଣିଷ

ଗତ ୨ ମାସରେ କେବଳ ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୁମ୍ଭୀର ଓ ମଣିଷ ମୁହାଁମୁହିଁ ହେବାରେ ଏହା ପଞ୍ଚମ ଘଟଣା ବୋଲି କୁହାଯାଉଛି।

Man Catches Baby Crocodile Instead Of Fish
ମାଛ ପାଇଁ ବନିଶୀ କଣ୍ଟା ପକାଇଥିଲେ, ହେଲେ କଣ୍ଟାରେ ଲାଗିଲା କୁମ୍ଭୀର ଛୁଆ

ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ପାଟିରୁ କଣ୍ଟା କାଢ଼ିବା ସହ ତାକୁ କାଣୀ ନଦୀରେ ଛାଡ଼ିଥିଲେ। ମାଛ ବଦଳରେ ବନିଶୀ କଣ୍ଟାରେ ଲାଗିଥିଲା କୁମ୍ଭୀର ଛୁଆ।

Man Survives Crocodile Attack In Kendrapara
କୁମ୍ଭୀର ମୁହଁରୁ ମୁକୁଳିଲା ପରେ ଛାତିଥରା କାହାଣୀ ବଖାଣିଲେ ନିତ୍ୟାନନ୍ଦ...

କୁମ୍ଭୀର ମୁହଁରୁ ମୁକୁଳିଲେ ନିତ୍ୟାନନ୍ଦ, ଆଉ ଏବେ ଲୋମଟାଙ୍କୁରା କାହାଣୀ ବଖାଣୁଛନ୍ତି...

Minor Boy
କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲା ନାବାଳକ

କୁମ୍ଭୀର ମୁହଁରୁ ସଂଘର୍ଷ କରି ଜୀବନ ବଞ୍ଚାଇଲେ ନାବାଳକ । କାଣି ନଦୀରେ ଗାଧୋଇଲା ବେଳେ କୁମ୍ଭୀର ଟାଣି ନେଇଥିଲା ।

Crocodile
ମାତିଛନ୍ତି ମଣିଷ ଖିଆ ମଗର, ୩ ମାସରେ ନେଲେଣି ୩ ଜୀବନ

ମାତିଛି ମଣିଷ ଖିଆ ମଗର । ନଇ କୂଳିଆ ଲୋକଙ୍କୁ ଏବେ ଘାରିଛି କୁମ୍ଭୀର ଭୟ । ୧୨ ବର୍ଷ  ଭିତରେ ଶିକାର କରିଛି ୨୬ ଜଣଙ୍କୁ । ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକା ।