• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Young Scientist Sesha Kisan

sesha kisan
ମହାନ୍‌ ଶେଷ କିସାନ୍‌ ! ଗାଁ ପିଲାଙ୍କ ପାଠପଢ଼ା ପାଇଁ ଦାନ କରିଦେଲେ ୩୦ଲକ୍ଷ ଟଙ୍କାର ଘର

ଶେଷ କିସାନ ଖାଲି ତାଙ୍କ ଗାଁ କାହିଁକି ସମଗ୍ର ରାଜ୍ୟ ପାଇଁ ଗର୍ବ ।

Scientist Sesha Kishan
ଓଡ଼ିଆ ଘରର ଝିଅକୁ ବିବାହ କରିବେ ଶେଷ କିସାନ

ଦିନେ ମୁଢ଼ି ମୁଠେ ଖାଇବାକୁ ବି ମିଳୁ ନ ଥିଲା। ବାପା ମା ଚାଲିଗଲେ। ଅନାଥ ହୋଇଗଲେ। ମୂଲ ମଜୁରୀ ଲାଗି ବଞ୍ଚିଲେ। କିନ୍ତୁ, ପାଠପଢ଼ା ଛାଡ଼ି ନ ଥିଲେ। ଏବେ ଜୀବନ ବଦଳିଛି। 30 ଲକ୍ଷ ଟଙ୍କାର ଘର ତୋଳିଛନ୍ତି ଶେଷ କିସାନ। ଆଉ ଦିନ କେଇଟା ଗଲେ ହାତକୁ ଦି ହାତ ହେବେ

Sesha kisan
ରୋମ୍‌ରେ ନିଜ ସଂଘର୍ଷର କାହାଣୀ ବଖାଣିଲେ ଶେଷ କିସାନ

ରୋମ୍‌ରେ ପ୍ରବାସୀ ଓଡିଆଙ୍କ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିସାନ ନିଜର ପୁରୁଣା ସଂଘର୍ଷର ସ୍ମୃତି ବଖାଣିଛନ୍ତି ।