ନାଲି କଙ୍କଡାଙ୍କ ବିତରଣ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଠ କରିଥାଏ । ଯାହା ପାଇଁ ସକାଳ ସନ୍ଧ୍ୟାରେ ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । କିନ୍ତୁ ଅବାଧ ଯାନବାହାନ ଚଳାଚଳ ଏବଂ ସମୁଦ୍ର ପାଣିର ରାସାୟନିକ ପ୍ରକ୍ରିୟା ଯୋଗୁ ଏହି ପ୍ରଜାତି ଏବେ ଲୋପପାଇବାକୁ ବସିଛି ।
ଶିବଙ୍କ ଗୁହାରି ମୋତେ କୃତ୍ରିମ ଗୋଡ଼ଟେ ଦେଲେ ମୁଁ ନିଜ ଗୋଡରେ ଠିଆହେବି.. ନ ଦେଲେ ବି ଜୀବନରେ କେବେ ଭିକ ମାଗିବିନି..
ଥିଲା ଘରବାଲା ବି ଝିଅଟିକୁ ବାହା ଦେବେ ବୋଲି କେତେ କଣ ସାଇତିଥାନ୍ତି..ଆଉ ଗରିବ ଲୋକର ଅଳପ ଧନ ବିକଳ ମନ.. ପେଟରୁ କାଟି କାଟି ଅର୍ଥ ଯୋଡ଼ିଥାଏ ଝିଅଟିକୁ ବାହାଦେବ ବୋଲି.. ହେଲେ ସେତକ ବି ଛଡେଇନେଲା ବିଧାତା.. ନିଆଁ ଲାଗି ସବୁକିଛି ଛାରଖାର ହେଇଗଲା..
କିନ୍ତୁ ପାଖରେ ଥିବା ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ସ୍ଥାନୀୟଲୋକେ ତାଙ୍କୁ ଧରି ଦେଇଥିଲେ। ଅଭିଯୁକ୍ତକୁ ଉତ୍ତମ ମଧ୍ୟମ ଦେବା ପରେ ପୋଲିସ୍ ଜିମା ଦେଇଥିଲେ ଲୋକେ। ଏକତରଫା ପ୍ରେମରୁ ଯୁବକ ଜଣକ ଏଭଳି କରିଥିବା ସୂଚନା ମିଳିଛି। ଏହି ମାମଲାରେ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି।
ଆସୁଛନ୍ତି ମା’। ଆଉ କିଛି ଦିନ ପରେ ଆରମ୍ଭ ହେବ ଦୁର୍ଗାପୂଜା । ମାଆଙ୍କ ଆଗମନ ପାଇଁ ସବୁଠି ଚାଲିଛି ଜୋରସୋର ପ୍ରସ୍ତୁତି। ମା’ ଦଶଭୂଜାଙ୍କ ଆବାହାନ ପାଇଁ ଏବେ ଚଳ ଚଞ୍ଚଳ ହୋଇପଡ଼ିଛି ଜଳେଶ୍ବରର ଲକ୍ଷ୍ମଣନାଥ ଗଡ଼…
ଘର କାମ କରିବା ପାଇଁ ବିଦ୍ୟୁତ ଦ୍ୱାରା ଏକ ମେସିନ୍ରେ ରଡ୍ କାଟୁଥିଲେ । ହେଲେ ଅସାବଧାନତା କାରଣରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ।
ପୁଅ-ବୋହୂ, ନାତି ନାତୁଣୀ ସମସ୍ତେ ଅଛନ୍ତି । ହେଲେ କେହି ପଚାରିନୁହନ୍ତି । ଖାଲି ପଚାରିଲେନି ତାହା ନୁହେଁ ବରଂ ଘରୁ ବାହାର ବି କରିଦେଲେ ।
ତୁମେ ମତେ ଭୁଲ୍ ବୁଝିବନି। ମୁଁ ଯଦି ଜାଣି ଥାଆନ୍ତି ମତେ ଏତେ ବଡ଼ ରୋଗ ହୋଇଛି, ତାହାଲେ କେବେ ବି ତୁମ ହାତ ଧରି ନ ଥାଆନ୍ତି। ମତେ କ୍ଷମା କରିଦେବ ଏଲି... ମୁଁ ସବୁଦିନ ପାଇଁ ଘର ଛାଡ଼ି ଯାଉଛି... ମତେ ପ୍ଲିଜ୍ ଭୁଲ୍ ବୁଝିବନି...
ଉପରେ ମାଛ ହୋଲ୍ସେଲିଂ, ଭିତରେ ଧଳାଜହର(ବ୍ରାଉନସୁଗର) କଳା କାରବାର। ଆନ୍ତରାଜ୍ୟ ବ୍ରାଉନସୁଗର ବେପାରୀ ଲଲନ ଶାହା ଧରାପଡ଼ିବା ପରେ ଜଳେଶ୍ୱର ଧଳାଜହର କାରବାରର ଗୁମର ଖୋଲିଛି।
ଓଡ଼ିଆ ଲୋକ ଭାରି ଖାଇବା ପ୍ରିୟ। ଖାଇବା ଓ ଖୋଇବାରେ ବେଶ ମଜା ପାଆନ୍ତି। ଯେମିତିକି ବାଲେଶ୍ୱର ଭୋଗରାଇ ଅଂଚଳର ଆଳୁକଷା। ଥରେ ଖାଇଲେ ବାରମ୍ୱାର ମନ କହିବ ଖାଇବାକୁ...
ଚଢ଼ଉ ପାଇଁ ଯାଇଥିବା ବେଳେ ପୋଲିସ୍ ଗାଡ଼ି ଉପରକୁ ନିଶା ବେପାରୀଙ୍କ ଆକ୍ରମଣ। ରେଡ୍ ପାଇଁ ଯାଇଥିବା ବେଳେ ପୋଲିସ୍ ଗାଡ଼ି ଉପରକୁ ନିଶା ବେପାରୀ ଓ ସେମାନଙ୍କର ସହଯୋଗୀ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି।
ଜଳେଶ୍ୱର ପାଲଟିଛି କି ବ୍ରାଉନସୁଗାର ହବ୍ ? ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସିବାକୁ ଜଳେଶ୍ୱର ପାଲଟିଛି ଗଲା ବାଟI କାରଣ ବାରମ୍ବାର ବ୍ରାଉନସୁଗାର ଜଳେଶ୍ୱରରୁ ଜବତ ହେବା ପରେ ଏଭଳି ପ୍ରଶ୍ନ ସୃଷ୍ଟି ହୋଇଛି ।
ଅଢେଇ କୋଟି ମୂଲ୍ୟର ବ୍ରାଉନସୁଗାର ଜବତ କଲା ଅବକାରୀ ବିଭାଗ I ଜଳେଶ୍ୱର ଝାଡେଶ୍ୱରପୁରରେ ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ ବେଳେ ୨ କିଲୋ ୪୦୦ ଗ୍ରାମ ବ୍ରାଉନସୁଗାର ସହ ୨ ଜଣ ମହିଳାଙ୍କ ସମେତ ଜଣେ ହୋଟେଲ ମାଲିକ ଗିରଫ
ଧଳା ଜହରର ଖଣି ଜଳେଶ୍ୱର। ଜଳେଶ୍ୱର ଅବକାରୀ ବିଭାଗ ଚଢଉ କରି NH-୧୬ର ଚଳନ୍ତି ଛକରୁ ୧୫୦ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିଛି । ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ।