ଜନସନ ଏବଂ ତାଙ୍କ ସ୍ୱାମୀ ଜେଲେନ ଏଲନ୍ ଚାନୀଙ୍କ ମଧ୍ୟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ୪୦ରେ କାଠଲାଣ୍ଡ ହିଲ୍ସ ଆପାର୍ଟମେଣ୍ଟରେ ଝଗଡା ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ଜନସନ ଚାନୀଙ୍କୁ ଛୁରି ଭୁସି ଦେଇଥିଲେ।
ଆମେରିକା ମହାଦେଶରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ । କିଛି ସମୟ ପାଇଁ ଦିନରେ ସୃଷ୍ଟି ହେଲା ରାତିର ଭ୍ରମ । ଆମେରିକା, କାନାଡ଼ା ଓ ମେକ୍ସିକୋରେ ଦିଶିଛି ପୂର୍ଣ୍ଣ ସୂର୍ଯ୍ୟ ପରାଗ ।
ଆଜି ସଂଗଠିତ ହେବ ଚଳିତ ବର୍ଷର ବିରଳ ପୂର୍ଣ୍ଣ ସୂର୍ଯ୍ୟୋପରାଗ । ଆମେରିକା, କାନାଡା, ମେକ୍ସିକୋର କେତେକ ଅଞ୍ଚଳରେ ଏହା ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ । ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ ।
ଆସନ୍ତା ଏପ୍ରିଲ ୮ ତାରିଖରେ ଲାଗିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ । ମା ଦୁର୍ଗାଙ୍କ ନବରାତ୍ରୀ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏହାର ଦିନକ ପୂର୍ବରୁ ଲାଗିବାକୁ ଯାଉଛି ସୂର୍ଯ୍ୟୋପରାଗ ।
ନାସାର ଅଫିସିଆଲ ୱେବସାଇଟ ଏବଂ ୟୁଟ୍ୟୁବ ଚ୍ୟାନେଲରେ ଏହା ଦେଖିବାକୁ ମିଳିବ । ଯାହାକୁ ଆପଣ ଭାରତରେ ରହି ମଧ୍ୟ ଦେଖିପାରିବେ ।
ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟ ପରାଗ ଦେଖାଯାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର ୧୪ରେ ଲାଗିବ।
ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ରେ ଲାଗିବ ବୋଲି ଜଣାପଡ଼ିଛି। ଏହି ଦିନ ବୟସ୍କ, ଛୋଟ ଶିଶୁ ଓ ଗର୍ଭବତୀଙ୍କ ବିଶେଷ ଧ୍ୟାନ ରଖିବା ଜରୁରୀ।
ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟ ପରାଗ ଦେଖାଯାଏ। ଧାର୍ମିକ ଦୃଷ୍ଟି କୋଣରୁ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣକୁ ନେଇ ଲୋକଙ୍କ ଅନେକ ବିଶ୍ୱାସ ରହିଛି।
୭ ଦିନ ଭିତରେ ଉତ୍ତର ନରଖିଲେ ମାମଲା ରୁଜୁ କରାଯିବ ବୋଲି ନୋଟିସ୍ରେ ଉଲ୍ଲେଖ ରହିଛି।
ସେମାନଙ୍କ ବିରୁଦ୍ଧରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହି ଖଣ୍ଡନ କରିଛି ହେତୁବାଦୀ ସମାଜ।
ଗ୍ରହଣରେ ଚିକେନ ବିରିୟାନୀ ଖାଇବା ଘଟଣାକୁ ନେଇ ବିବାଦ ପୁଣି ତେଜିଲା। ମାମଲା ଏବେ ପହଞ୍ଚିଲାଣି କୋର୍ଟରେ। ହେତୁବାଦୀ ପ୍ରତାପ ରଥଙ୍କୁ ଦିଆଯାଇଛି ଲିଗାଲ୍ ନୋଟିସ୍ ।
ହତ୍ୟା ଧମକ ପରେ ବର୍ତ୍ତମାନ ସୁରକ୍ଷା ଲୋଡ଼ିଛନ୍ତି ହେତୁବାଦୀ ।
ସୂର୍ଯ୍ୟୋପରାଗରେ ଆମିଷ ଭକ୍ଷଣ ଠିକ୍ ନା ଭୁଲ ? ପାକନୀତି ନିଷେଧ ସମୟରେ ଚିକେନ୍ ବିରିୟାନୀ ଖାଇବା ଉଚିତ ନା ଅନୁଚିତ ? ଗତ ୨୫ ତାରିଖ ସୂର୍ଯ୍ୟୋପରାଗ ବେଳେ ଅଧିକାଂଶ ଲୋକ ଅନ୍ନ ଭୋଜନ ଓ ରନ୍ଧାଖାଦ୍ୟରୁ ବିରତ ରହିଥିବା ବେଳେ ଏପଟେ କିଛି ହେତୁବାଦୀ ଏହାକୁ ଅନ୍ଧବିଶ୍ୱାସ କହି ଚିକେନ୍ ବିରିୟାନୀ ଖାଇବା ପରେ ତୀବ୍ର ହୋଇଛି ଏ ବିବାଦ ।
ସୂର୍ଯ୍ୟୋପରାଗରେ ପାକ ନିଷେଧକୁ ଉପହାସ । ହେତୁବାଦୀ କହିଲେ ଖାଉଥିଲୁ, ଆଗକୁ ବି ଖାଇବୁ ।
ସୂର୍ଯ୍ୟୋପରାଗକୁ ନେଇ ଦ୍ୱନ୍ଦ୍ୱ...କିଏ ନିର୍ଜଳା ଉପବାସ ରହିଲା ତ ଆଉ କିଏ ଚିକେନ୍ ବିରିୟାନୀ ଖାଇଲା...ଦେଖନ୍ତୁ ସପକ୍ଷବାଦୀ ଓ ବିପକ୍ଷବାଦୀ କେମିତି ହେଉଛନ୍ତି କଥାବାର୍ତ୍ତା
ମହାକାଶରେ ଛାଇ ଆଳୁଅର ଖେଳ । ଏସିଆ ଓ ୟୁରୋପରେ ଦୃଶ୍ୟମାନ ହୋଇଛି ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ । ୟୁରୋପ ମହାଦେଶରେ ଏହା ଅଧିକ ମାତ୍ରାରେ ଦୃଶ୍ୟମାନ ହୋଇଥିବା ବେଳେ ଏସିଆରେ ଆଂଶିକ ଦେଖାଦେଇଛି । ମେଘମୁକ୍ତ ଓଡିଶା ଆକାଶରେ ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ ହୋଇଛି ଆଂଶିକ ସୂର୍ଯ୍ୟୋପରାଗ
ଆକାଶରେ ମହାଜାଗତିକ ଦୃଶ୍ୟ । ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟୋପରାଗ । ଗୋଟିଏ ସରଳରେଖାରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ । ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼ିଛି, ସେଠାରେ ଦୃଶ୍ୟମାନ ହୋଇଛି ସୂର୍ଯ୍ୟୋପରାଗ ।
ଭୁବନେଶ୍ୱରବାସୀ ଦେଖିଲେ ମହାଜାଗତିକ ଦୃଶ୍ୟ। ରାଜଧାନୀର ସଫା ଆକାଶରେ ଖଣ୍ଡିଆ ଦିଶିଲା ସୂର୍ଯ୍ୟ। ଯାହାକୁ ଦେଖିବାର ସୁଯୋଗ ପାଇଥିଲେ ରାଜଧାନୀବାସୀ। ଦେଖନ୍ତୁ ସେଇ ସମୟର କିଛି ଦୃଶ୍ୟ
ଓଡ଼ିଶାର କେଉଁ କେଉଁ ସ୍ଥାନରେ ସୂର୍ଯ୍ୟୋପରାଗ କେତେ ସମୟ ହେବ ଦେଖନ୍ତୁ, ତାଲିକା . . .
ଗୋଟିଏ ପଟେ ଧର୍ମୀୟ ଭାବନା ଏବଂ ଅନ୍ୟପଟେ ବୈଜ୍ଞାନିକ ତଥ୍ୟ । ଏହାରି ମଧ୍ୟରେ ଛନ୍ଦି ହୋଇ ରହିଯାଉଛନ୍ତି ଲୋକେ । ସୂର୍ଯ୍ୟୋପରାଗ ପୂର୍ବରୁ ଚିକେନ୍ ବିରିୟାନୀ ଖାଇ ଅଭିନବ ପ୍ରତିବାଦ କଲେ ହେତୁବାଦୀ ।
ଏହି ଆଂଶିକ ସୂର୍ଯ୍ୟପରାଗ ଆଜି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେବ। ଏସିଆ ଓ ୟୁରୋପ ମହାଦେଶରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ।
ଆଜି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ। ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟପରାଗ ଦେଖାଯାଏ।
ଆସନ୍ତାକାଲି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯୋପରାଗ । ବିଜ୍ଞାନ ଏହାକୁ କେବଳ ଛାଇ ଆଲୁଅର ଖେଳ ବ୍ୟତୀତ ଆଉ କିଛି ନୁହେଁ ବୋଲି କହୁଥିବା ବେଳେ ସୂର୍ଯୋପରାଗ ମଣିଷ ଉପରେ ପ୍ରଭାବ ପକାଏ ବୋଲି ଦାବି କରନ୍ତି ଜ୍ୟୋତିର୍ବିଦ୍ । ତେବେ ଯିଏ ଯେଉଁ ଯୁକ୍ତିକୁ ବିଶ୍ୱାସ କରନ୍ତୁ ନା କାହିଁକି, ସୂର୍ଯୋପରାଗ ଓ ଚନ୍ଦ୍ର ଗ୍ରହଣ ଭଳି ମହାଜାଗତିକ ଘଟଣାକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଦେଖାଦେବା ସ୍ୱାଭାବିକ ।
ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏଁ, ଅର୍ଥାତ୍ ପ୍ରାୟ ୨୦ ମିନିଟ୍ ପାଇଁ ଦେଖାଯିବ ଏହି ମହାଜାଗତିକ ଦୃଶ୍ୟ
ମୋଟ ୧୬ ମିନିଟ ୨୬ ସେକେଣ୍ଡ ପୁରୀକୁ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ।