• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Alcohol

Quality liquor at low prices
ନେତାଙ୍କ ଅଜବ ପ୍ରତିଶ୍ରୁତି, କହିଲେ, ‘ସରକାରକୁ ଆସିଲେ କମ୍‌ ଟଙ୍କାରେ ମିଳିବ ଭଲ ମଦ’...

ଭୋଟରଙ୍କୁ ହାତେଇବା ପାଇଁ ମାଳମାଳ ପ୍ରତିଶ୍ରୁତି ଦେଉଛନ୍ତି ନେତା । ଏଭଳି କ୍ଷେତ୍ରରେ କ୍ଷମତାକୁ ଆସିଲେ କମ୍‌ ଟଙ୍କାରେ ଭଲ ମଦ ଦେବେ ବୋଲି ଘୋଷଣା କରିଛନ୍ତି ଟିଡିପି ନେତା ।

Alcohol usage during pregnancy
ଗର୍ଭାବସ୍ଥାରେ ମଦ୍ୟପାନ କରୁଥିଲେ ସାବଧାନ ! ‘ହୋଇପାରେ ଶିଶୁ ଜନ୍ମ ବେଳେ ସମସ୍ୟା’... 

ଗର୍ଭାବସ୍ଥାରେ ମଦ୍ୟପାନ କଲେ କଣ ହୁଏ ? ରିସର୍ଚ୍ଚ ସମୟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ତେବେ ଗର୍ଭାବସ୍ଥାରେ ମଦ୍ୟପାନ କରିବା ଦ୍ୱାରା ଶିଶୁ ଜନ୍ମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । 

bulandshahr-double-murder
ସାଙ୍ଗ ସହ ମଦ ପିଇଲା, ପରେ ଗୁଳି କରିଦେଲା; ରାଗରେ ଅଭିଯୁକ୍ତକୁ ପିଟିପିଟି ମାରିଦେଲେ ସଂପର୍କୀୟ

ପୋଲିସର ଗୁଳିମାଡ଼ରେ ନେମପାଲ ସିଂ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ନେମପାଲଙ୍କ ପରିବାର ଲୋକ ଗୁଳି କରିଥିବା ଅଭିଯୁକ୍ତ ବିନୋଦକୁ ପିଟିପିଟି ହତ୍ୟା କରିଛନ୍ତି।

Dispensing Alcohol
ହ୍ୟାଣ୍ଡ ପମ୍ପରୁ ପାଣି ବଦଳରେ ବାହାରୁଛି ମଦ; ପୋଲିସ ଦେଖି ଚକିତ...

ହ୍ୟାଣ୍ଡ ପମ୍ପରୁ ବାହାରୁଛି ମଦ । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ଯାହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Burnt Wife
ମଦ ପିଇବାକୁ ମନାକଲା ସ୍ତ୍ରୀ, ରାଗରେ କିରୋସିନ ଢାଳି ନିଆଁ ଲଗାଇଦେଲା ସ୍ୱାମୀ

ମହିଳାଙ୍କ ଚିତ୍କାର ଶୁଣି ପଡୋଶୀ ଧାଇଁ ଆସିଥିଲେ। ସେତେବେଳକୁ ତାଙ୍କ ଦେହରେ ନିଆଁ ଲାଗି ସାରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଦୀନ ଦୟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

father killed son
ପିଶାଚ ବାପା ! ମଦ ପାଇଁ ଦୁଇ ବର୍ଷର ପୁଅକୁ କଚାଡ଼ି କଚାଡ଼ି ମାରିଦେଲା

ବାରମ୍ବାର ଛୋଟ ପୁଅଟିକୁ ତଳେ ଫିଙ୍ଗିବାରୁ ତା’ର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେହି ସମୟରେ ମଧ୍ୟ ବ୍ୟକ୍ତି ଜଣକ ନିଶାଶକ୍ତ ଅବସ୍ଥାରେ ଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ମୃତ ଶିଶୁର ମା’ ।

Viral Challenge
ସାବଧାନ ! ଏହି ଚ୍ୟାଲେଞ୍ଜକୁ ପୂରା କରିବା ପରେ ମୃତ୍ୟୁ ନିଶ୍ଚିତ, ପୁଣି ଜଣେ Influencer ମୃତ

ଏମିତି ଏକ ଖେଳ... ଯାହା ଜୀବନ ନେଉଛି । ତଥାପି ଅନେକ ସଂଖ୍ୟାରେ ଲୋକ ଭାଗ ନେଉଛନ୍ତି ।

elephant milk contains 60 percent alcohol
ଏହି ପଶୁର କ୍ଷୀରରେ ରହିଛି ପ୍ରଚୁର ପରିମାଣର ଆଲ୍‌କହଲ୍

କ୍ଷୀରରୁ ପ୍ରୋଟିନ୍ ଏବଂ ଭିଟାମିନ୍ ପ୍ରଚୁର ପରିମାଣରେ ମିଳିଥାଏ। ଯଦି କୁହାଯାଏ ଆମେ ଦେଖିଥିବା ଏମିତି ଏକ ପଶୁ ଅଛି ଯାହାର କ୍ଷୀରରେ ଆଲ୍‌କହଲ୍ ଅଛି, ଆପଣ କ’ଣ ବିଶ୍ୱାସ କରିବେ? ଏହା କିନ୍ତୁ ସତ। ଜାଣିବା ପାଇଁ ପଢନ୍ତୁ।

Agra woman 'turns alcoholic', gets drunkard husband to sign agreement to cut down on booze
ସ୍ୱାମୀଙ୍କ ମଦ ପିଆ ଛଡ଼ାଇଲେ ସ୍ତ୍ରୀ, ଏମିତି ଉପାୟ ଆପଣ କେବେ ଜାଣିନଥିବେ ! ପଢ଼ନ୍ତୁ...

ସ୍ତ୍ରୀଙ୍କ ମଦ ପିଆ ଦେଖି ସ୍ୱମୀ କ’ଣ କରିବେ ତାହା ଚିନ୍ତା କରିପାରିଲେ ନାହିଁ । ସବୁଦିନ ସେ ମଦ୍ୟପାନ କରି ଘରକୁ ଆସିଲା ବେଳକୁ ସ୍ତ୍ରୀ ମଧ୍ୟ ମଦ ପିଇ ଟୁଲ ଅବସ୍ଥାରେ ଥାନ୍ତି ।

Alcohol Vending Machine In India
ATMରୁ ଟଙ୍କା ବାହାରିବା ଭଳି, ସ୍ୱିଚ୍‌ ଚିପିଲେ ବାହାରିବ ମଦ !

 ମଦ କିଣିବା ପରେ ଆପଣ ଅନ୍‌ଲାଇନ୍ ହେଉ କିମ୍ବା କ୍ୟାସ୍‌ରେ ପେମେଣ୍ଟ କରିବାର ଉଭୟ ସୁବିଧା ମଧ୍ୟ ରହିଛି ।

Man accepts dare to drink above 500ml liquor in 10 minutes, dies
ଡେୟାର ଗେମ୍‌ ଖେଳୁ ଖେଳୁ ଜୀବନ ଚାଲିଗଲା, ୧୦ ମିନିଟ୍‌ରେ ପିଇଲେ ଅଧ ଲିଟର ମଦ...

ମହଙ୍ଗା ପଡ଼ିଲା ବାହାଦୁରୀ ମାରି ସାଙ୍ଗମାନଙ୍କୁ ଚ୍ୟାଲେଞ୍ଜ କରିବା। ୧୦ ମିନିଟ୍‌ରେ ୩ କ୍ୱାର୍ଟର ଦେଶୀ ମଦ ପିଇ ୪୫ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଛି।

special report
କୋହଭରା କଣ୍ଠରେ କେନ୍ଦ୍ରମନ୍ତ୍ରୀଙ୍କ ଅପିଲ୍ : ରିକ୍ସା ଚାଳକକୁ ବରଂ ଝିଅ ଦିଅନ୍ତୁ, ମଦୁଆକୁ ନୁହେଁ

ମଦ ପାଇଁ ପୁଅକୁ ହରାଇଥିବା କେନ୍ଦ୍ରମନ୍ତ୍ରୀ ଭାବୁକ ହୋଇ ଅନୁରୋଧ କରିଛନ୍ତି । ନିଜର ଝିଅ କିମ୍ବା ଭଉଣୀର ମଙ୍ଗଳ ଚାହୁଁଥିଲେ କେବେ କୌଣସି ମଦୁଆ ସହ ବାହା ଦିଅନ୍ତୁ ନାହିଁ । ମଦୁଆମାନେ କେବେ କାହାକୁ ଶାନ୍ତିରେ ରଖେଇ ଦେବେନି ।

Special story
ମାଙ୍କଡ଼ର ଢକଲମ୍‌ ନିଶା ! ଚୋରି କରି ମଦ ପିଉଛି, ବିରୋଧ କଲେ କାମୁଡ଼ି ଗୋଡ଼ାଉଛି

ମଦୁଆ ମାଙ୍କଡ଼ର କାରନାମା । ମଦ ନମିଳିଲେ ଦୋକାନୀ ଓ ଗ୍ରାହକ ଉଭୟଙ୍କୁ କାମୁଡ଼ି ଗୋଡ଼ାଉଛି ।

Asha ra aloka | Consumption of alcohol creates spat among husband and wife
ସିଏ ମୋଠାରୁ ସାନ, ମୁଁ ତାଙ୍କୁ କାହିଁକି କ୍ଷମା ମାଗିବି?

ମୁଁ ହଜାରେ ଜାଗାରେ କାମ କରୁଛି, କାହା ପାଖରେ କେତେବେଳେ କାମ କରିବି ସେ ହିସାବ ମୁଁ କେତେ ଥର ଦେବି? ସ୍ତ୍ରୀଙ୍କୁ ଲୁଚିକି ସ୍ୱାମୀ କାମ କରିବାକୁ ଯାଉଛନ୍ତି କି? ସୀମିତ ରୋଜଗାର ଭିତରେ ପରିବାର ଚଳାଇବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା କି ଫାଟ?