ଶେଷ କିସାନ ଖାଲି ତାଙ୍କ ଗାଁ କାହିଁକି ସମଗ୍ର ରାଜ୍ୟ ପାଇଁ ଗର୍ବ ।
ଦିନେ ମୁଢ଼ି ମୁଠେ ଖାଇବାକୁ ବି ମିଳୁ ନ ଥିଲା। ବାପା ମା ଚାଲିଗଲେ। ଅନାଥ ହୋଇଗଲେ। ମୂଲ ମଜୁରୀ ଲାଗି ବଞ୍ଚିଲେ। କିନ୍ତୁ, ପାଠପଢ଼ା ଛାଡ଼ି ନ ଥିଲେ। ଏବେ ଜୀବନ ବଦଳିଛି। 30 ଲକ୍ଷ ଟଙ୍କାର ଘର ତୋଳିଛନ୍ତି ଶେଷ କିସାନ। ଆଉ ଦିନ କେଇଟା ଗଲେ ହାତକୁ ଦି ହାତ ହେବେ
ରୋମ୍ରେ ପ୍ରବାସୀ ଓଡିଆଙ୍କ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିସାନ ନିଜର ପୁରୁଣା ସଂଘର୍ଷର ସ୍ମୃତି ବଖାଣିଛନ୍ତି ।