• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Controversy

BJDs Stand On One Nation One Election
ବିଜେଡି ତଣ୍ଟିରେ ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ କଣ୍ଟା

ଏବେ ଦୋଛକିରେ ବିଜେଡି । ଅସ୍ପଷ୍ଟ ଆଭିମୁଖ୍ୟରୁ ଆହୁରି ଅଡୁଆ ଭିତରକୁ ଠେଲି ହେଇଯାଉଛି ଦଳ । ୱାନ୍ ନେସନ ୱାନ୍ ଇଲେକସନ୍ ବିଲକୁ ନେଇ ନବୀନ ଚୁପ୍, କିନ୍ତୁ ବିଧାନସଭାରେ ରାଜା ସ୍ୱାଇଁଙ୍କ ତୀବ୍ର ବିରୋଧ । ଏଭିତରେ ଜେପିସିରେ ସ୍ଥାନ ପାଇ ଗର୍ବିତ ବୋଲି ସାଂସଦ ମାନସ ମଙ୍ଗରାଜଙ୍କ ସୋସିଆଲ ମିଡିଆ ପୋଷ୍ଟ, ଦ୍ୱନ୍ଦ୍ୱକୁ ଅଧିକ ବଢ଼ାଇ ଦେଇଛି । 

BJD's Stand On One Nation One Election
BJD's Stand On One Nation One Election: ବିଜେଡି ତଣ୍ଟିରେ ଲାଗିଛି ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ କଣ୍ଟା; ଦଳକୁ ଅକଳକୁ ଠେଲୁଛି ମୁଖିଆଙ୍କ ନୀରବତା

ୱାନ୍ ନେସନ୍ ୱାନ୍ ଇଲେକସନ୍ ପ୍ରସଙ୍ଗରେ ଦୁଇ ଫାଳ ବିଜେଡି। ଗୋଟିଏ ପଟେ ସଂସଦରେ ଷ୍ଟାଣ୍ଡକୁ ନେଇ ଦଳପତି ଚୁପ୍। ଏପଟେ ଆଭିମୁଖ୍ୟରେ ଅସ୍ପଷ୍ଟତାକୁ ନେଇ ବର୍ଷିଲେଣି ଏବେ ଯାଏଁ ମୁଖିଆଙ୍କ ନିଷ୍ପତ୍ତିକୁ ସୁରକ୍ଷା ଦେଇ ଆସୁଥିବା ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। 

Controversy At Vaikunthdham Ashram
Controversy At Vaikunthdham Ashram: ଶିଶୁକୁ ବାବା କରି ପୂଜାରୁ ଉତ୍ତେଜନା; ଆଶ୍ରମରେ ପଶିଲେ କିଛି ଲୋକ, ଅଶ୍ରାବ୍ୟ ଭାଷାରେ କରୁଛନ୍ତି ଗାଳି ଗୁଲଜ 

ଖଣ୍ଡଗିରି ସ୍ଥିତ ଆଶ୍ରମ ଭିତରକୁ ପଶିଲେ କିଛି ଲୋକ । ଆଶ୍ରମ ସାମ୍ନାରେ ଉତ୍ତେଜନା ପରିସ୍ଥିତି । ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି କିଛି ଯୁବକ । 

Iskcon Controversy
Iskcon Controversy: ସୁଧୁରିଲାନି ଇସ୍କନ! ଆମେରିକା ହ୍ୟୁଷ୍ଟନରେ ଇସ୍କନର ଛଳନା !

ଛଳନା କଲା ଇସ୍କନ । ରଥଯାତ୍ରାରୁ ଓହରିବାର ପ୍ରତିଶ୍ରୁତି ପରେ ବି ଆମେରିକାର ହ୍ୟୁଷ୍ଟନରେ ଗଡ଼ାଇଲା ନନ୍ଦିଘୋଷ ସଦୃଶ ରଥ ।

Nudity in Jatra
Obscenity in Jatra: ଯାତ୍ରାରେ ଅଙ୍ଗ ପ୍ରଦର୍ଶନ; କିଏ ଦେଉଛି ପ୍ରଶ୍ରୟ, ମାଲିକ ନା କମିଟି ?

ଯାତ୍ରାରେ ଅଶ୍ଳୀଳତାକୁ ନେଇ ଯାତ୍ରା ମାଲିକ ଓ କମିଟି ତୁତୁ ମେମେ । ମଂଚରେ ଅଙ୍ଗ ପ୍ରଦର୍ଶନ ସୀମା ଟପୁଥିବା ବେଳେ ଏଥିପାଇଁ ଯାତ୍ରା କମିଟିକୁ ଦୋଷ ଦେଇଥିଲେ ମାଲିକ ।

Iskcon
ଅଦିନିଆ ରଥଯାତ୍ରା ଜିଦରେ ଅଟଳ ଇସ୍କନ, ବିଦେଶ ଯାଏଁ ଶୁଭିଲାଣି ବିରୋଧର ସ୍ୱର

କେତେ ବିରୋଧ, କେତେ ଆପତ୍ତି । ତଥାପି ନଭେମ୍ବର ୯ ଅଦିନିଆ ରଥଯାତ୍ରା ଆୟୋଜନ ଜିଦ୍ ଛାଡୁନି ଇସ୍କନ ।

Puja Khedkar
ଆଇଏଏସ୍‌ ପୂଜା ଖେଡକରଙ୍କୁ ଝଟକା, ପୁଣି ଥରେ ନେବେ ଟ୍ରେନିଂ

ମହାରାଷ୍ଟ୍ର ପୁଣେର ଟ୍ରେନି IAS ଅଧିକାରୀ ହେଉଛନ୍ତି ପୂଜା ଖେଡକର । ପୂଜାଙ୍କ ବିରୋଧରେ ରହିଛି ଏକାଧିକ ଅନିୟମିତତା ଅଭିଯୋଗ ।

Ratna Bhandar
ଘନଉଛି ରତ୍ନଭଣ୍ତାର ଚାବି ବିବାଦ; ଡୁପ୍ଲିକେଟ୍ ଚାବିରେ ଖୋଲିଲାନି ତାଲା! କାହିଁକି ନଥିଲା ଜଉମୁଦ?

ଶ୍ରୀମନ୍ଦିର ରତ୍ନଭଣ୍ଡାର ନୁହେଁ ତ, ସତେ କି ଖୋଲୁଛି ରହସ୍ୟ ପେଡ଼ି । ପ୍ରାୟ ୫ ଦଶନ୍ଧି ପରେ ଗତକାଲି ଭିତର ଭଣ୍ଡାର ଖୋଲା ଯାଇଥିଲେ ବି, ବିବାଦ ଥମୁନି ।

Marriage
ଏମିତି ପରମ୍ପରା... ୬୩ ବର୍ଷୀୟ ବରକୁ ବାହା ହେଲେ ୧୨ ବର୍ଷୀୟ କନ୍ୟା

ବର ୬୩ କୁ କନ୍ୟା ୧୨ ବର୍ଷ । ଜଣେ ୬୩ ବର୍ଷୀୟ ପୁରୋହିତ ସହ ଜଣେ ୧୨ ବର୍ଷୀୟ ନାବାଳିକାର ବିବାହ ହେବା ପରେ ବିବାଦ ଦେଖାଦେଇଛି । ଏପରି ଘଟଣା ଘାନାରେ ଘଟିଛି ।

Richa Chadha
ରିଚାଙ୍କ ଟ୍ୱିଟ୍‌କୁ ନେଇ ଥମୁନି ବିବାଦ, ଅକ୍ଷୟ କୁମାର ବି ଅସନ୍ତୁଷ୍ଟ

ନିକଟରେ ନର୍ଦ୍ଦନ୍‌ ଆର୍ମି କମାଣ୍ଡର ଲେଫଟାନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱବେଦୀ କହିଥିଲେ, ଯଦି ସରକାର ନିର୍ଦ୍ଦେଶ ଦେବେ ତେବେ ଆମେ ପିଓକେ ଦଖଲ କରିବାକୁ ପ୍ରସ୍ତୁତ ।

Shankaracharya
‘ପ୍ରଭୁ ଯିଶୁ ଖ୍ରୀଷ୍ଟ ବୈଷ୍ଣବ ଥିଲେ, ସେ ପୁରୀ ଆସିଥିଲେ’

ପୁରୀ ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ବିବାଦ। ଯୀଶୁଖ୍ରୀଷ୍ଟ ହିନ୍ଦୁ ଥିଲେ, ପୁରୀରେ ୩ ବର୍ଷ ରହିଥିଲେ। ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ଖ୍ରୀଷ୍ଟିଆନଙ୍କ ବିରୋଧ ।

Kantabanji SDPO Controversy
ଇଟା ଭାଟି ମାଲିକଙ୍କୁ ଜୁଆଡ଼ି କହୁଛି ପୋଲିସ ! ଜବତ କରିଛି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା କିନ୍ତୁ କହୁଛି ଅଳ୍ପ

ତେବେ କାହିଁକି ଏଭଳି ଜାଲିଆତି ? ନାନା ପ୍ରଶ୍ନ ଭିତରେ ବଲାଙ୍ଗିର ଏସ୍‌ପିଙ୍କ ସ୍କାନର୍‌ରେ କଣ୍ଟାବାଞ୍ଜି ଏସ୍ଡ଼ିପିଓ ।

Kangana Ranaut
ମହାତ୍ମାଗାନ୍ଧିଙ୍କୁ ଟାର୍ଗେଟ୍‌ କରି ବିବାଦରେ କଙ୍ଗନା

ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ୍‌ କରି ପୁଣି ଚର୍ଚ୍ଚାରେ କଙ୍ଗନା। ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଲେ, ଗାନ୍ଧୀ ଥିଲେ ଭୋକିଲା ଓ ଚତୁର

zomato
କ୍ଷମା ମାଗିଲା ଜୋମାଟୋ

ହିନ୍ଦୀ ପାଇଁ ଅଡୁଆରେ ଜୋମାଟୋ। ଶେଷରେ କ୍ଷମା ମାଗିବାକୁ ବାଧ୍ୟ ହେଲା ଏହି ଫୁଡ୍ ଡେଲିଭରି କମ୍ପାନି। ଜୋମାଟୋର କଣ ଥିଲା ଭୁଲ୍।