ବିଶ୍ଵାସ ରହିଛି ଏଠି ଯିଏ ଯାହା ମାନସିକ କରେ ତାହା ମଧ୍ୟ ବାବା ଗୁପ୍ତେଶ୍ୱର ପୂରଣ କରନ୍ତି
ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୫୭ ମିନିଟ୍ରେ ୩ ଦେଶରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା।
ପ୍ରେମ ଜ୍ୱର ଥରେ ମୁଣ୍ତରେ ଚଢ଼ିଲେ ଓହ୍ଲାଇବାକୁ ନାଁ ଧରେନି । ଠିକ୍ ଏଭଳି ଏକ ପ୍ରେମ କାହଣୀ ଏବେ ରାଜସ୍ଥାନରେ ଦେଖିବାକୁ ମିଳିଛି ।
ମୋଟା ଅଙ୍କର ଦରମା ପାଇ ବି ଦହିବରା ବିକୁଛନ୍ତି ଆଶ୍ୟୁକ୍ତା
ସହରଠୁ ମାଇଲ ମାଇଲ ଦୁର ପାହାଡ଼ ସେପାଖେ ସହର ପରି ଏକ ଛୋଟିଆ ଗାଁ ।
କିଛି ଭଲ ମଣିଷଙ୍କ ପ୍ରେରଣାଦାୟୀ କାହାଣୀ ଆମ ସମାଜରେ ଭାଇଚାରାର ବାର୍ତ୍ତା ବାଣ୍ଟୁଛି ।
ଶେଷ କିସାନ ଖାଲି ତାଙ୍କ ଗାଁ କାହିଁକି ସମଗ୍ର ରାଜ୍ୟ ପାଇଁ ଗର୍ବ ।
ଦାଦନ ଦୁଃଖ ପରେ ଏବେ ମୁହଁରେ ଫୁଟିଛି ହସ । ଅନ୍ୟ ଦିବ୍ୟାଙ୍ଗଙ୍କ ଲାଗି ପ୍ରେରଣା ସାଜିଛି ପାୟଲ ।
ରାତାରାତି କୋଟିପତି କଲା ଲଟେରୀ । ଗୋଟିଏ ଦିନରେ ୨ କୋଟି ୮୩ ଲକ୍ଷ ଟଙ୍କା ଜିତିଲେ ମହିଳା ।
ସନ୍ତୋଷ ହେଉଛି ୨୦ ବର୍ଷର ଭେଣ୍ଡିଆ ପୁଅ । ତାର ଏତେ ଦୁଃଖ ଯେ, ଯିଏ ଦେଖୁଛି ତା’ ପାଟିରୁ ଆଃ ପଦେ ବାହାରି ପଡୁଛି ।
ଢେଙ୍କାନାଳ ଜିଲ୍ଲାରେ ଏପରି ଏକ ଗାଁ ଅଛି, ଯେଉଁଠାରେ କେହି ଆମିଷ ଖାଆନ୍ତି ନାହିଁ। ଏମିତି କି ବାହାଘର ଭୋଜିରେ ବି ଆମିଷ ହୁଏ ନାହିଁ।
ସବୁବେଳେ ଅଣ୍ଡାର ଚାହିଦା ଅଧିକ ଥାଏ, ହେଲେ ଶୀତ ଦିନରେ ଏହାର ଚାହିଦା ଆହୁରି ବୃଦ୍ଧି ପାଏ। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଥାନ୍ତି ଓ ନକଲି ଅଣ୍ଡା ବିକ୍ରି କରିଥାନ୍ତି।
ମଦୁଆ ମାଙ୍କଡ଼ର କାରନାମା । ମଦ ନମିଳିଲେ ଦୋକାନୀ ଓ ଗ୍ରାହକ ଉଭୟଙ୍କୁ କାମୁଡ଼ି ଗୋଡ଼ାଉଛି ।
ନୋଟ୍ରେ କେବେ ଠାରୁ ଆସିଲେ ଜାତିର ପିତା ମହାତ୍ମା ଗାନ୍ଧୀ. . .କେବେ ଠାରୁ ଏପରି ମୁଦ୍ରାର ପ୍ରଚଳନ ହୋଇଥିଲା ।
ପୁରୀ ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ବିବାଦ। ଯୀଶୁଖ୍ରୀଷ୍ଟ ହିନ୍ଦୁ ଥିଲେ, ପୁରୀରେ ୩ ବର୍ଷ ରହିଥିଲେ। ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ଖ୍ରୀଷ୍ଟିଆନଙ୍କ ବିରୋଧ ।
ଗାଁ ପାଖରେ ବିଷାକ୍ତ କାରଖାନା ନକରିବାକୁ ଦାବି ।
ଟେକନିକାଲ ଟିମ୍ କରିଥିଲା ଝୁଲା ପୋଲର ସ୍ଥିତି ଯାଞ୍ଚ । ଆଉ ଜଣାପଡ଼ିଥିଲା ଜୁଲାପୋଲରେ ଲାଗିଲାଣି କଳଙ୍କି ।
କୁମ୍ଭୀର ଘର ଭିତରେ ପଶିବା ପରେ କବାଟ ବନ୍ଦ କରିଦିଆଯାଇଥିଲା । ଆଉ ସମସ୍ତେ ଘର ବାହାରେ ରାତି ତମାମ ଅନିଦ୍ରା ରହି ଅପେକ୍ଷା କରିଥିଲେ ।
ଆଉ ଯଦି ରଖିବେ ସେଥିପାଇଁ ପ୍ରଶାସନଠାରୁ ଅନୁମତି ନେବା ହେବ । ଆଜ୍ଞା ହଁ ଏହା ସତ । ତେବେ ଆସନ୍ତୁ ଜାଣିବା କଣ ରହିଛି ପୁରା ନିୟମ ।
ସକାଳେ ଝୁଲାପୋଲରେ ଯାତ୍ରୀ କଟକଣା ଜାରି କରାଯାଇଥିଲା । ତେବେ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ ପରେ ମରାମତି ପାଇଁ ନିଷ୍ପତ୍ତି ହେଲା ।
ଆସନ୍ତୁ ଜାଣିବା କ’ଣ ଏହି ସବୁ ନିୟମ । ତାହା କେମିତି ଆମ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇବ ।
କାମ କରୁ କରୁ ସେ ନିଖୋଜ ହୋଇଯାଇଥିବା ନେଇ ଠିକାଦର ତାଙ୍କ ଘରକୁ ଫୋନ୍ କରିଥିଲେ ।
ରୋଷଇ କରି ଦୁଇ ଭଉଣୀ ଖାଇବା ବି ବାଢ଼ିଦିଏ ଭାଇ । ଆଉ ମାଆ ଟିଏ ପରି ପାଖରେ ଜଗବି ବସେ ।
ଯେଉଁଠି ଡାକ୍ତର ଫେରାଇ ଦେଉଛି ରୋଗୀଙ୍କୁ, ସେଇଠି ଗୁଣିଆ କେମିତି କହୁଛି ଭଲ କରିଦେବ । ଆଉ ଆଜିକା ଦିନରେ ବି ଲୋକେ ଗୁଣିଆ କଥା କେମିତି ବିଶ୍ୱାସ କରୁଛନ୍ତି । କାରଣ ଆମକୁ ବି ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିଥିଲା ।
ପୁଅ-ବୋହୂ, ନାତି ନାତୁଣୀ ସମସ୍ତେ ଅଛନ୍ତି । ହେଲେ କେହି ପଚାରିନୁହନ୍ତି । ଖାଲି ପଚାରିଲେନି ତାହା ନୁହେଁ ବରଂ ଘରୁ ବାହାର ବି କରିଦେଲେ ।