• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Inspiration

UPSC topper Ananya Reddy
ୟୁପିଏସି ଟପ୍ପରଙ୍କ ଆଦର୍ଶ ବିରାଟ କୋହଲି

ୟୁପିଏସି ପରୀକ୍ଷାରେ ସଫଳତାର କାହାଣୀ ଅନେକ ଶୁଣିଥିବେ । ତେବେ ପ୍ରଥମ ପ୍ରୟାସରେ ସଫଳ ହେବାସହ ଆଇଏଏସ ବନିବାକୁ ଯାଉଥିବା ଏହି ୨୨ ବର୍ଷିୟା ଝିଅ ଅନନ୍ୟା ରେଡ୍ଡିଙ୍କ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦବ । କାରଣ ତାଙ୍କର ଆଦର୍ଶ ଜଣେ କିମ୍ବଦନ୍ତୀ କ୍ରିକେଟର।

Viral video a village woman speak English fluently
Viral Video: ଏହି ଗାଉଁଲି ମହିଳାଙ୍କ ଇଂରାଜୀ ଶୁଣି ଲାଜରେ ନଇଁଯିବେ ପ୍ରଫେସର୍

ଭାଇରାଲ୍ ହେଉଛି ଗାଉଁଲି ମହିଳାଙ୍କ ଭିଡିଓ। ଏହି ଭିଡିଓରେ ମୁଣ୍ଡରେ ଓଢଣୀ ଦେଇଥିବା ଏହି ଗ୍ରାମୀଣ ମହିଳା କେବଳ ଇଂରାଜୀ କୁହନ୍ତି ନାହିଁ ବରଂ ଇଂରାଜୀ କିପରି କହିବାକୁ ହୁଏ ତାହା ମଧ୍ୟ ଲୋକଙ୍କୁ ଶିଖାନ୍ତି। କୁହାଯାଉଛି ଯେ ମହିଳା ଜଣକ ମାତ୍ର ଦ୍ୱାଦଶ ପାଶ୍‌ କରିଛନ୍ତି, ଏହା ସତ୍ତ୍ୱେ ସେ ଆଶ୍ଚର୍ଯ୍ୟଜନକ ଭାବରେ ଇଂରାଜୀ କହୁଥିବା ଦେଖାଯାଏ।

The Greatness of 'Doctor Dadi'; was giving birth for free
Inspirational Story : 'ଡାକ୍ତର ଦାଦି'ଙ୍କ ମହାନତା; ଗରିବ ମହିଳାଙ୍କ ପ୍ରସବ ପାଇଁ ନେଉଥିଲେ ଟଙ୍କାଟିଏ

ଯଦିଓ ସନ୍ତାନ ଜନ୍ମ କ୍ଷେତ୍ରରେ ଡାକ୍ତରଖାନା ଯିବା ଏକ ଶୁଭ ମୁହୂର୍ତ୍ତ ତେବେ ପ୍ରସବ ସମୟରେ ହେଉଥିବା ଖର୍ଚ୍ଚ ହେତୁ ଅନେକ ପରିବାର ଏହି ଖୁସି ଖବରକୁ ନେଇ ଚିନ୍ତାରେ ପଡନ୍ତି। କିନ୍ତୁ 'ଡାକ୍ତର ଦାଦି' ଏମାନକ ପାଇଁ କୌଣସି ଦେବୀ ଠାରୁ କମ ନୁହେଁ। ସେ କରିଛନ୍ତି ମାଗଣା ସେବା। ଜାଣନ୍ତୁ 'ଡାକ୍ତର ଦାଦି'ଙ୍କ ମହାନତା।

Inspiration
ଗାଁ ପାଇଁ କାମ କରି ସମ୍ମାନିତ

ନିଜ ଖର୍ଚ୍ଚରେ ଗାଁ ଲୋକଙ୍କ ପାଇଁ କାଠ ପୋଲ ନିର୍ମାଣ କରିଥିବା ବିନ୍ଦୁପଦର ଗାଁର ଡ଼ଗିଶା ମଳିକଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କଲେ ବାଲିଗୁଡା ଉପ-ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ।

Success story of ramakant tyagi passed psc exam 3 times
Success Story: ଜନ୍ମରୁ ପକ୍ଷାଘାତରେ ଆକ୍ରାନ୍ତ; ୩ ଥର PSC ପରୀକ୍ଷା ପାଶ୍‌ କଲେଣି ରମାକାନ୍ତ

ରମାକାନ୍ତ ତ୍ୟାଗୀ ଜନ୍ମରୁ ପକ୍ଷାଘାତରେ ଆକ୍ରାନ୍ତ। ଏହା ପରେ ମଧ୍ୟ ସେ ତାଙ୍କ ଧୈର୍ଯ୍ୟ ନ ହରାଇ ପାଠ ପଢା ଜାରି ରଖିଥିଲେ। ସେ ୩ ଥର ମଧ୍ୟପ୍ରଦେଶ PSC ଲିଖିତ ପରୀକ୍ଷା ପାଶ୍‌ କରିଛନ୍ତି।

Atuta Bandhan
ଅଭାବୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର କରୁଛି ‘ଅତୁଟ ବନ୍ଧନ’

ଅଭାବୀ ଓ ମେଧାବୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଯୋଗାଉଛି ଆର୍ଥିକ ସହାୟତା । ବର୍ଷକ ତଳେ ଆରମ୍ଭ ହୋଇଥିଲା ‘ଅତୁଟ ବନ୍ଧନ’ ପରିବାର ।

Dilkhus Kumar
ଷ୍ଟାର୍ଟଅପ୍‌ ଆଇକନ୍‌ ଦିଲ୍‌ଖୁସ୍‌ ! ଦିନେ ରିକ୍ସା ଟାଣୁଥିଲେ ଏବେ ବିରାଟ ଧନୀ, ବଡ଼ କମ୍ପାନୀର ମାଲିକ

ଆଗାମୀ ଦିନରେ ତାଙ୍କର ଲକ୍ଷ୍ୟ ରହିଛି ଯେ, ସାରା ଦେଶରେ ସେ ଏହି ଟାକ୍ସି ସେବା ଯୋଗାଇବେ । ସବୁଠାରୁ ବଡ଼ କଥା ହେଲା, ଡ୍ରାଇଭର ମାନଙ୍କ ଦୁଃଖ ବୁଝି ଏହି ସଂସ୍ଥା ପ୍ରତ୍ୟେକ ମାସିକ ୫୫ରୁ ୬୦ ହଜାର ଟଙ୍କା ଲେଖାଏଁ ପାରିଶ୍ରମିକ ଦେଇଥାଏ ।

103 Weightlifting
ବୟସ ୧୦୩ ! ଏବେ ବି ଜିମ୍‌ରେ କରୁଛନ୍ତି କସରତ, ସ୍ପୋର୍ଟି ଲୁକ୍ ସାଙ୍ଗକୁ ଫୁଲ୍‌ ମେକ୍‌ଅପ୍‌

ବୟସ ତାଙ୍କ ଆଗରେ ସମ୍ପୂର୍ଣ୍ଣ ହାର ମାନିଛି । ଇଂରାଜୀରେ ଗୋଟିଏ କଥା ଅଛି ନା, ଏଜ ଇଜ୍‌ ଜଷ୍ଟ ଏ ନମ୍ବର । ଏହି ମହିଳାଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଫିଟ୍ ।

Inspirational
ଲୋକଙ୍କ କଥାରେ ନିର୍ବାଚନ ଲଢ଼ିଲେ, ଆଉ ଏବେ ତାଙ୍କ ପାଇଁ ସେ ଭଗବାନ ! ଜାଣନ୍ତୁ ପୁରା କାହାଣୀ..

ପେଶା ସିନା ରାଜନୀତି ହେଲେ ଲୋକଙ୍କ ସେବା କରିବାର ନିଶା ତାଙ୍କୁ ଆଜି ଚର୍ଚ୍ଚିତ କରିଦେଇଛି ।

Tragedy
ବାପାଙ୍କ ଗୋଡ଼ କଟିବା ପରେ ଅଚଳ ହୋଇଗଲା ପୁରା ପରିବାର, ଏବେ ଦିବ୍ୟାଙ୍ଗ ଝିଅ ଅଣ୍ଟା ଭିଡ଼ିଛି

ବାପା ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ଆଉ ଦିବ୍ୟାଙ୍ଗ ଝିଅର ପାଠ ପଢା ବି ହେଉଥିଲା । ହେଲେ ଏବେ ତାହା ସବୁ ସ୍ୱପ୍ନ ପାଲଟିଯାଇଛି ।

Humanity
ଏମିତି ଭାଇ ଭାଗ୍ୟରେ ଥିଲେ ମିଳେ, ମାଆ ପରି କରୁଛି ଦୁଇ ଭଉଣୀଙ୍କ ସେବା

ରୋଷଇ କରି ଦୁଇ ଭଉଣୀ ଖାଇବା ବି ବାଢ଼ିଦିଏ ଭାଇ । ଆଉ ମାଆ ଟିଏ ପରି ପାଖରେ ଜଗବି ବସେ ।

Inspiration
ରକ୍ତଦାନ କରି ଜୀବନ ବଞ୍ଚାଇବା ହେଉଛି ମୂଳ ଲକ୍ଷ୍ୟ, ଛାଡ଼ିଦେଲେ କର୍ପୋରେଟ୍‌ ଚାକିରି

ଏମିତି କିଛି କାହାଣୀ ଆଜି ଆପଣଙ୍କୁ ଆମେ କହିବୁ ଯାହା ଜାଣିବା ପରେ ଆପଣ ବି ସେହି ଯୁବକଙ୍କୁ ସାବାସି ଦେବାକୁ ବାଧ୍ୟ ହେବେ ।

Inspiration
କଳିଯୁଗରେ ବି ଏମିତି ମଣିଷ ଥାନ୍ତି ! ଗାଁ ସାରା ଲୋକଙ୍କ ମଉଡ଼ମଣୀ, ପହଞ୍ଚିଲେ ଓଠରେ ଆପେ ଖେଳିଯାଏ ହସ

ନିଜସ୍ୱ ଉଦ୍ୟମରେ କେଉଁଠି କ୍ୟାନସରରେ ପିଡିତ ରୋଗୀ ତ ଆଉ କେଉଁଠି ଦିବ୍ୟାଙ୍ଗଙ୍କୁ ଯୋଗାଉଛନ୍ତି ଭତ୍ତା ।

Draupadi The Inspiration
ଦ୍ରୌପଦୀ ଏକ ପ୍ରେରଣାର ନାଁ, ୟାଙ୍କ କାହାଣୀ ଜାଣିଲେ ଆପଣଙ୍କ ଆଖିରୁ ବି ଆସିବ ଲୁହ

କଣ କରିବ ବା କୁନି ଝିଅ ଦ୍ରୌପଦୀ ? ବାପା-ମାଆ ରୋଗରେ ଚାଲିଯିବା ପରେ ଭାଇ-ଭଉଣୀଙ୍କ ମୁହଁରେ ଆହର ଦେବା ପାଇଁ ଅଣ୍ଟା ସେ ଭିଡିଛନ୍ତି ।

Humanity
ଗାଁ ଲୋକ କି ସାହି ପଡ଼ିଶା ଆସିଲେନି, ଶେଷରେ ଶବ କାନ୍ଧେଲେ ଥାନା ASI

ଜଣେ ପୋଲିସ ଅଧିକାରୀ ମାନବିକତାର ପରିଚୟ ଦେଖାଇ ନିଜେ ଶବ କାନ୍ଧେଇବା ସହ ଶ୍ମଶାନରେ ସତ୍କାର କରିଥିଲେ । ଏହି ଘଟଣାକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

Swiggy Girl
ସ୍ୱିଗି ଡେଲିଭରୀ ଗାର୍ଲଙ୍କୁ ନେଇ ଖୁବ୍‌ ଚର୍ଚ୍ଚା, ୟୁଜର୍ସ କହିଲେ ଡେସ୍କ ଜବ୍‌ ଦିଅ

ହାତ ଗୋଡ଼ ଠିକ୍‌ ଠାକ୍‌ ଚାଲୁଥିଲେ ବି କୌଣସି କାମ ଧନ୍ଦା ନକରି ଭିକ୍ଷା ମାଗି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ସଂଖ୍ୟା ଆମ ସମାଜରେ ଏବେ ଖୁବ୍‌ ଅଧିକ ।

After 13 time failed  awanish sharan cleared UPSC exam
୧୩ ଥର ଫେଲ୍ ହେବା ପରେ ହୋଇଗଲେ IAS

କୌଣସି ପରୀକ୍ଷାରେ ଫେଲ୍ ହୋଇଗଲେ ଅନେକ ଭାଙ୍ଗି ପଢନ୍ତି। କେହି କେହି ଆତ୍ମହତ୍ୟା ମଧ୍ୟ କରନ୍ତି। କିନ୍ତୁ ଜଣେ ବ୍ୟକ୍ତି ୧୩ ଫେଲ୍ ହେଲା ପରେ ବି ହାରି ନଥିଲେ ସାହସ। ତାଙ୍କ ପ୍ରୟାସ ତାଙ୍କୁ କରିଦେଲା IAS।

 PT Usha from sports field to rajyashabha
ଖେଳ ଦୁନିଆରୁ ରାଜ୍ୟସଭା, କେମିତି ଥିଲା ପିଟି ଉଷାଙ୍କ ଜୀବନ

ଆଜି ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ପିଟି ଉଷା। ଖେଳ ଦୁନିଆ ପାଇଁ ତାଙ୍କର ଅବଦାନ ତାଙ୍କୁ ଆଜି ଏଠାରେ ପହଞ୍ଚାଇ ପାରିଛି। ତେବେ ଆସନ୍ତୁ ଜାଣିବା ତାଙ୍କ ପୂରା କାହାଣୀ।

IAS Rukmani Riar success story
୬ଷ୍ଠରେ ହୋଇଥିଲେ ଫେଲ୍; ବିନା କୋଚିଂରେ ପାଇଗଲେ IAS

IAS ପରୀକ୍ଷାରେ ସଫଳ ହେବା ପାଇଁ ପ୍ରାର୍ଥୀମାନେ ବର୍ଷ ବର୍ଷ ଧରି ଅଧ୍ୟୟନ କରନ୍ତି। ଏନେଇ ଅନେକ କୋଚିଂ ବି ନିଅନ୍ତି। କିନ୍ତୁ ଜଣେ ମହିଳା ବିନା କୋଚିଂରେ ପ୍ରଥମ ପ୍ରୟାସରେ ଏହି ସଫଳତା ପାଇଛନ୍ତି। ଏହି ମହିଳା ୬ଷ୍ଠରେ ଫେଲ୍ ହୋଇଥିଲେ ବି କିପରି ମିଳିଲା ସଫଳତା ଆସନ୍ତୁ ଜାଣିବା।

During lockdown  man completed 145 degrees
ଲକ୍‌ଡାଉନ୍‌ର ମୌକାରେ ୧୪୫ରୁ ଅଧିକ ଡିଗ୍ରୀ ହାସଲ

ଲକ୍‌ଡାଉନ୍ କାହାକୁ ବାଧିଛି ତ କାହାର ବେକାର କରିଦେଇଛି। କିନ୍ତୁ ଏଇ ଭାରତରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଲକ୍‌ଡାଉନ୍‌ର ସୁଯୋଗ ନେଇ ୧୪୫ରୁ ଅଧିକ ଡିଗ୍ରୀ ହାସଲ କରିଛନ୍ତି। ଏହା ସମସ୍ତଙ୍କୁ ପ୍ରେରଣ ଦେଉଛି।