• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lpg Cylinder

LPG Cylinder Price
LPG Cylinder Price: ଖୁସି ଖବର; କମିଲା LPG ଦର, ଉପକୃତ ହେବେ ହଜାର ହଜାର ଛୋଟ ବ୍ୟବସାୟୀ...

ଆଜିଠାରୁ କମର୍ସିଆଲ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ଦର ୨୪ ଟଙ୍କା କମିଛି । ଏଣିକି ଗ୍ରାହକଙ୍କୁ ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ୨୪ ଟଙ୍କା କମ ଦେବାକୁ ପଡ଼ିବ । 

ଜୁନ୍‌ରୁ ବଦଳିଯିବ ଏହି ନିୟମ
Rule June 2025: LPG ସିଲିଣ୍ଡରରୁ କ୍ରେଡିଟ୍‌ କାର୍ଡ ପର୍ଯ୍ୟନ୍ତ... ଜୁନ୍‌ ୧ରୁ ବଦଳିଯିବ ଏହି ସବୁ ନିୟମ

ଏଲପିଜି ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଠୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ ସହିତ ଜଡ଼ିତ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଆସନ୍ତା ମାସରେ କେଉଁ ୫ଟି ନିୟମରେ ହେବ ବଡ଼ ପରିବର୍ତ୍ତନ...

lpg
LPG Insurance in India: LPG ଗ୍ୟାସ ସଂଯୋଗ ନେଲେ ମିଳିବ ୫୦ ଲକ୍ଷର ଇନ୍ସ୍ୟୁରାନ୍ସ୍

ଗ୍ୟାସ ସିଲିଣ୍ଡର ଯୋଗୁଁ ଯେକୌଣସି ପ୍ରକାରର ଦୁର୍ଘଟଣାରେ ଜୀବନ ଏବଂ ସମ୍ପତ୍ତି କ୍ଷତି ପାଇଁ ଏହା ଦିଆଯାଇଥାଏ। ଆପଣ ଗ୍ୟାସ ସଂଯୋଗ ନେବା ମାତ୍ରେ, ଆପଣ ଏହି ପଲିସି ପାଇଁ ଯୋଗ୍ୟ ହୋଇଯାଆନ୍ତି । ତେବେ କିଛି ଜରୁରୀ କଥା ଜାଣି ରଖନ୍ତୁ, ସର୍ବଦା ସିଲିଣ୍ଡରର ଏକ୍ସପାରୀ ଡେଟ୍ ଯାଞ୍ଚ କରି କିଣନ୍ତୁ। କାରଣ ଏହି ବୀମା ସିଲିଣ୍ଡରର ଅବଧି ଶେଷ ହେବା ତାରିଖ ସହିତ ଜଡିତ।

 LPG cylinder prices hike
LPG Cylinder Price: ୫୦ ଟଙ୍କା ବଢ଼ିଲା ଘରୋଇ LPG ସିଲିଣ୍ଡର ଦାମ୍

LPG ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି । ସୂଚନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଏଣିକି LPG ସିଲିଣ୍ଡର ୮୦୩ ଟଙ୍କା ବଦଳରେ ୮୫୩ ଟଙ୍କାରେ ମିଳିବ ।

gas-cylinder
Commercial LPG Cylinder: ଖୁସି ଖବର; କମିଲା ଗ୍ୟାସ ଦର

ଗ୍ରାହକଙ୍କୁ ମିଳିଲା ବଡ଼ ଖୁସି ଖବର । ନୂଆ ଆର୍ଥିକ ବର୍ଷ ଆରମ୍ଭରୁ କମିଲା କମର୍ସିଆଲ୍‌ LPG ସିଲିଣ୍ଡର ଦର। ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟ ଅନୁଯାୟୀ, ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ୪୧ଟଙ୍କା କମିଛି। ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି । ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ ଘୋଷଣା କରିଛନ୍ତି।

Lpg Gylinder
Lpg cylinder: ଖୁସି ଖବର; ବଜେଟ ପୂର୍ବରୁ କମିଲା ଗ୍ୟାସ ଦର

ଦାମ୍‌ ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ଏବେ ୧୭୯୭ ଟଙ୍କା ହୋଇଛି। ଏହାପୂର୍ବରୁ ସିଲିଣ୍ଡର ପିଛା ୧୮୦୪ଟଙ୍କା ଥିଲା।

LPG Cylinder
LPG Price Hike: ମାସ ଆରମ୍ଭରୁ ମହଙ୍ଗା ମାଡ଼; ପୁଣି ବଢିଲା LPG ଗ୍ୟାସ ସିଲିଣ୍ଡର ଦର

ଡିସେମ୍ୱର ପହିଲାରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼। ପୁଣି ବଢିଲା ଏଲପିଜି ସିଲିଣ୍ଡରର ଦର। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି ।

LPG cylinder blast
ଖଲ୍ଲିକୋଟରେ ବଡ଼ ଅଘଟଣ; ଗ୍ୟାସ ସିଲିଣ୍ଡର୍ ଫାଟି ଜଳିଗଲା ୧୦ ବଖରା ଘର

କମଳାପଦର ଗାଁରେ ହୁତୁହୁତୁ ହୋଇ ଜଳିଗଲା ଘର । ୩ ପରିବାରର ୧୦ ବଖରା ଘର ନିଆଁରେ ଭସ୍ମୀଭୂତ ହୋଇଯାଇଛି । 

lpg
ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା; ବଢିଲା ଏଲପିଜି ଗ୍ୟାସ ଦର

ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା। ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ । ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି।

Train accident
ପୁଣି ଏଡାଗଲା ବଡ଼ ଟ୍ରେନ ଅଘଟଣ; ରେଳ ଧାରଣାରୁ ମିଳିଲା ଗ୍ୟାସ ସିଲିଣ୍ଡର

ଉତ୍ତରପ୍ରଦେଶର ପ୍ରେମପୁର ରେଳଷ୍ଟସନ ନିକଟ ଧାରଣା ଉପରୁ ଗ୍ୟାସ ସିଲିଣ୍ଡର ଠାବ। ଏହା ଦେଖିବା ପରେ ଟ୍ରେନ ଅଟକାଇଲେ ମାଲବାହୀ ଟ୍ରେନର ଲୋକୋ ପାଇଲଟ୍। 

LPG Cylinder in train track
ରେଳ ଦୁର୍ଘଟଣା ପାଇଁ ବଡ଼ ଷଡ଼ଯନ୍ତ୍ର, ଟ୍ରାକ୍‌ରେ ରଖା ଯାଇଥିଲା ଗ୍ୟାସ୍‌ ସିଲିଣ୍ଡର ଓ ପେଟ୍ରୋଲ ବୋମା

କାନପୁର ମୁଡେରି ଗାଁ ନିକଟରେ ରେଳ ଲାଇନ ଉପରେ ରଖା ଯାଇଥିଲା ଏକ ଗ୍ୟାସ ସିଲିଣ୍ଡର ।

Important Changes
ଆଜିଠୁ ବଦଳୁଛି ଏହିସବୁ ନିୟମ; ଜାଣିରଖନ୍ତୁ କେଉଁଥିରେ ହେଉଛି ପରିବର୍ତ୍ତନ...

ଆଜିଠୁ ବଦଳିଲା ଏହିସବୁ ନିୟମ। ଚଳିତ ମାସରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ।

LPG cylinders
ମାସ ଆରମ୍ଭରୁ ମହଙ୍ଗା ମାଡ଼; ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍‌

ମାସ ଆରମ୍ଭରୁ ମହଙ୍ଗା ମାଡ଼। ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦର। ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି।

Gas Deliver
ମନ୍ତ୍ରୀଙ୍କ ଧମକ; ଅର୍ଡରର ୪୮ ଘଣ୍ଟାରେ ପହଞ୍ଚାଅ ଗ୍ୟାସ୍, ନହେଲେ ...

ଧାର୍ଯ୍ୟ ସମୟ ସୀମାରେ ଖାଉଟିଙ୍କ ପାଖରେ ଗ୍ୟାସ ନପହଞ୍ଚିଲେ ବିତରଣକାରୀ ସଂସ୍ଥା ବା ଡିଲରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ।

 LPG gas cylinder price
ମାସ ଆରମ୍ଭରୁ ଖୁସି ଖବର, କମିଲା ଗ୍ୟାସ୍‌ ଦର; ଜାଣନ୍ତୁ କେତେ ପାଇଲା ହ୍ରାସ...

ହ୍ରାସ ପାଇଲା ଗ୍ୟାସ ସିଲିଣ୍ଡର ଦର। ଶନିବାର ଦେଶରେ ନୂଆ ଦର ଲାଗୁ ହୋଇଥିବା ବେଳେ ସିଲିଣ୍ଡର ଉପରେ ୩୦ ଟଙ୍କା ହ୍ରାସ ପାଇଛି।

 LPG cylinder explodes
ଅମୁଣ୍ଡିରେ ବଡ଼ ଅଘଟଣ; ଗ୍ୟାସ ସିଲିଣ୍ଡର ଫାଟି ୧୧ ଜଣ ଆହତ...

ଗଞ୍ଜାମ ପାତ୍ରପୁର ବ୍ଲକ ଅମୁଣ୍ଡିରେ ଅଘଟଣ । ଗ୍ୟାସ ସିଲିଣ୍ଡର ଫାଟି ୧୧ ଜଣ ଆହତ ୪ ଗୁରୁତର । ପ୍ରଶାନ୍ତ କୁମାର ବେହେରାଙ୍କ ଘରେ ଗ୍ୟାସ ଲିକ ଅଗ୍ନିକାଣ୍ଡ । ନିଆଁ ଲିଭାଇବାକୁ ଚେଷ୍ଟା କରିବା ସମୟରେ ଫାଟି ଯାଇଥିଲା ସିଲିଣ୍ଡର ।

Commercial Gas Cylinder
ଶସ୍ତା ହେଲା ଗ୍ୟାସ ଦର, ୧୯କେଜି ସିଲିଣ୍ଡର ପିଛା ୩୦ଟଙ୍କା ହ୍ରାସ

ଗତ ୩ମାସ ହେଲା ଲଗାତାର କମର୍ସିଆଲ୍ ସିଲିଣ୍ଡର ଦାମ ବଢ଼ୁଥିଲା । ମାତ୍ର ଏବେ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଦର ସାମାନ୍ୟ ହ୍ରାସ ପାଇଛି।

Modi announces reduction in LPG cylinder price
ମହିଳା ଦିବସରେ ମୋଦିଙ୍କ ଭେଟି...୧୦୦ଟଙ୍କା କମିଲା ରନ୍ଧନ ଗ୍ୟାସ ଦର

ମହିଳା ଦିବସରେ ରନ୍ଧନ ଗ୍ୟାସ ଦର ୧୦୦ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

LPG cylinder Explodes
ଫାଟିଲା ଗ୍ୟାସ୍‌ ସିଲିଣ୍ଡର; ଗୋଟିଏ ପରିବାରର ୬ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି

ଏପରି ଅଭାନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କାନୁଟ ଗାଁରେ । ଉପରପଡ଼ା ଅଦାବରିଆ ପରିବାରରେ ଘରର ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଏହି ଅଘଟଣ ଘଟିଛି ।

stealing gas from cylinders
ନୂଆ ଟାଙ୍କିରୁ ଗ୍ୟାସ୍ ଚୋରି କରି ବଢ଼ିଆ ରୋଜଗାର, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ୍

ଚୋରମାନେ ଅତି ଚତୁରତାର ସହ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଖଲାସ କରିବାରେ ଲାଗିଥିଲେ। ତେବେ ସବୁଠୁ ବଡ଼ କଥା ହେଉଛି, ସେମାନେ ଗ୍ୟାସ୍ ଚୋରି କରିବା ବେଳେ ସିଲ୍‌ର କୌଣସି କ୍ଷତି ହେଉନଥିଲା।

commercial LPG prices cut
ପୁଣି ଜନତାଙ୍କୁ ବଡ଼ ଆଶ୍ୱସ୍ତି ! ଆହୁରି ଶସ୍ତା ହେଲା LPG ଗ୍ୟାସ୍‌ ସିଲିଣ୍ଡର

ଘରୋଇ LPG ଗ୍ୟାସ୍‌ ସିଲିଣ୍ଡର ଦର ପରେ ଏବେ କମର୍ସିଆଲ୍‌ LPG ଗ୍ୟାସ୍‌ ସିଲିଣ୍ଡର ଦର ହ୍ରାସ ପାଇଛି। ୧୯ କିଲୋ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦର ୧୫୮ ଟଙ୍କା  ହ୍ରାସ ପାଇଛି।

LPG Gas Cylinder Prices Slashed By Rs 200
ଜନତାଙ୍କୁ ବଡ଼ ଆଶ୍ୱସ୍ତି: ୨୦୦ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର ଦର, ଆଜିଠୁ ନୂଆ ଦର ଲାଗୁ...

ଘରୋଇ LPG ଗ୍ୟାସ୍‌ ସିଲିଣ୍ଡର ଦର ୨୦୦ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଆଜିଠାରୁ ଏହି ନୂତନ ପରିବର୍ତ୍ତିତ ଦର ଲାଗୁ ହେବ।

LPG gas cylinder
ରାକ୍ଷୀପୂର୍ଣ୍ଣିମା ଭେଟି : ସମସ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି

ଉଜ୍ଜ୍ବଳା ଯୋଜନା ଉପଭୋକ୍ତାକୁ ମିଳିବ ମୋଟ ୪ଶହ ଟଙ୍କା ସବ୍ ସିଡି। ପୂର୍ବରୁ ମିଳୁଥିବା ୨୦୦ ଏବଂ ଏବେର ୨୦୦ ମିଶାଇ ମୋଟ ୪୦୦ ଟଙ୍କା ସବସିଡି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

LPG Cylinder Leak
ରୋଷେଇ ଘରେ ହେଉଛି କି ଗ୍ୟାସ୍‌ ଲିକ୍‌ ? ଆପଣାନ୍ତୁ ଏହି ୪ ଉପାୟ

ଘରକୁ ଆସୁଥିବା କିଛି ଗ୍ୟାସ ସିଲିଣ୍ଡରରେ ଲିକେଜ୍‌ ରହୁଥିବା ବେଳେବେଳେ ଦେଖିବାକୁ ମିଳିଥାଏ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଡର ରହିଥାଏ ।

LPG
ଖୁସି ଖବର ! କମିଲା LPG ଦର

ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନଥିବା ସୂଚନା ।