ମଧ୍ୟବିତ୍ତଙ୍କୁ ଲୁଟିବା ଲାଗି ନଗର ଉନ୍ନୟନ ବିଭାଗର ମସୁଧା । ମହଙ୍ଗା ହେବ ସହରାଞ୍ଚଳରେ ଘର ନିର୍ମାଣ। ଜମି ମୂଲ୍ୟର ୩୦ ପ୍ରତିଶତ ହେବ ପ୍ଲାନ୍ ଆପ୍ରୁଭାଲ ଫି। ନଗର ଉନ୍ନୟନ ବିଭାଗର ପ୍ରସ୍ତାବିତ ନୂଆ ଡ୍ରାଫ୍ଟ ପଲିସିକୁ ନେଇ ଚିନ୍ତାରେ ଘର ତୋଳିବାକୁ ସ୍ବପ୍ନ ଦେଖୁଥିବା ଲୋକେ। ଗତ ୨୧ ତାରିଖରେ ଓଡିଶା ଉନ୍ନୟନ କର୍ତ୍ତୃପକ୍ଷ ପ୍ଲାନିଂ ଏବଂ ବିଲ୍ଡିଂ ଷ୍ଟାଣ୍ଡାର୍ସ ପକ୍ଷରୁ ଆସିଛି ସଂଶୋଧିତ ଡ୍ରାଫ୍ଟ ପଲିସି। ଏହାଦ୍ୱାରା ୨୦୧୭ ପରେ ଯେଉଁମାନେ ୯ ମିଟରରୁ କମ୍ ଚଉଡ଼ା ରାସ୍ତା ଥିବା ପ୍ଲଟ କିଣିଥିବେ ଅଡୁଆରେ ପଡ଼ିବେ।
Published: Satyendu Shekher Mishra
Last updated: 28 October 2022, 10:42 PM IST
ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଁଥିଲେ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରର ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀ ଗଞ୍ଜାମ ଜିଲ୍ଲାର ମାଆ କାଳୀଜାଈଙ୍କ ପୀଠ ।