ଅଣ୍ଡା ପାଇଁ ସରକାର ଦେଉଥିବା ଟଙ୍କା ପର୍ଯ୍ୟାପ୍ତ ହେଉନି କହିଲେ ଅଙ୍ଗନୱାଡ଼ି କର୍ମୀ ।
ହାଇଟେକ୍ ଲାଇସେନ୍ସ ରଦ୍ଦ ଓ ତିରୁପତି ପାଣିଗ୍ରାହୀଙ୍କ ଗିରଫ ଦାବିକୁ ନେଇ ତାତିଛି ଛାତ୍ର କଂଗ୍ରେସ । ସେପଟେ ହାଇଟେକ୍ ବିସ୍ଫୋରଣ ଘଟଣାକୁ ୧୧ ବିତିଥିଲେ ବି ମୃତକଙ୍କ ପରିଚୟକୁ ନେଇ ଏବେ ବି ଅସ୍ପଷ୍ଟ ରହିଛି ।
ସବୁବେଳେ ଅଣ୍ଡାର ଚାହିଦା ଅଧିକ ଥାଏ, ହେଲେ ଶୀତ ଦିନରେ ଏହାର ଚାହିଦା ଆହୁରି ବୃଦ୍ଧି ପାଏ। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଥାନ୍ତି ଓ ନକଲି ଅଣ୍ଡା ବିକ୍ରି କରିଥାନ୍ତି।
ମୟୂରଭଂଜ ଜିଲ୍ଲା ଖୁଣ୍ଟା ବନାଞ୍ଚଳ କହ୍ନାଇବନ୍ଧ ଗାଁରୁ ଉଦ୍ଧାର ହୋଇଛି ଏକ ବିରାଟ ଚମ୍ପା ନାଗ ।
ପ୍ରୋଟିନରେ ଭରପୁର ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଅତି ଲାଭଦାୟକ ବୋଲି କୁହାଯାଏ , କିନ୍ତୁ ଆମେ ଏହି ଅଣ୍ଡାର ଚୋପାକୁ ଫିଙ୍ଗି ଦେଇଥାଉ ଯାହାକୁ ଆମେ ଅଳିଆ ବୋଲି ଭାବୁଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେଉଁ ଅଣ୍ଡା ଚୋପାକୁ ଆପଣ ଫୋପାଡି ଦେଉଛନ୍ତି ଏହା ଆପଣଙ୍କର ଦୈନଦିନ ଜୀବନର କିଛି ସମସ୍ୟାକୁ ଦୂର କରିଥାଏ ।