• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Matric Exam

Matric Exam
Matric Result:ଆଜିଠୁ ମାଟ୍ରିକ ଖାତାଦେଖା,୧୨ ହଜାର ଶିକ୍ଷକ ଦେଖିବେ ଖାତା

ସମସ୍ତ ପରୀକ୍ଷା କେନ୍ଦ୍ରରେ ଜଣେ ସେଣ୍ଟର ଅବଜରଭର ନିୟୋଜିତ ହୋଇଛନ୍ତି। ଖାତା ଦେଖିବା ପରେ ନିରୀକ୍ଷକମାନେ ଅନଲାଇନ ମାଧ୍ୟମରେ ମାର୍କ ୱେବସାଇଟରେ ଅପଲୋଡ କରିବେ। ଆସନ୍ତା ମେ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରିବା ନେଇ ବୋର୍ଡ ଆଶା ରଖିଛି।

10th Exam Last Day
Matric Exam Ends: ଭାଇରାଲ୍ ରୋକିବାରେ ସଫଳ, କିନ୍ତୁ ରୋକିପାରିଲେନି ପ୍ରଶ୍ନପତ୍ର ବିଭ୍ରାଟ

କେଉଁଠି ହସ ହସ ମୁହଁ, ଆଉ କେଉଁଠି ଆଗୁଆ ହୋଲି । ମାଟ୍ରିକ୍ ପରୀକ୍ଷା ଶେଷ ଦିନରେ ଖୁସ୍ ମିଜାଜ୍ ରେ ଛାତ୍ରଛାତ୍ରୀ । କିଏ ବର୍ଷ ବର୍ଷର ବନ୍ଧୁଙ୍କୁ ବିଦାୟ ଦେଉଛି, ଆଉ କିଏ ହୋଲି ଛୁଟିରେ ଦେଖାହେବନି ବୋଲି, ଆଗୁଆ ଅବିର ଖେଳୁଛି । ଆଜି ମାଟ୍ରିକ୍ ପରୀକ୍ଷା ସରିବା ପରେ ଅଧିକାଂଶ ଛାତ୍ରଛାତ୍ରୀ ଆଶ୍ବସ୍ତ ଥିଲେ । କିନ୍ତୁ, ବିଡ଼ମ୍ବନା ପରୀକ୍ଷା ସରିଥିଲେ ବି ସମସ୍ତେ ଶଙ୍କାମୁକ୍ତ ନାହାଁନ୍ତି ।

Matric Result
Matric Result: ମେ’ରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ; ଏହି ତାରିଖରୁ ଆରମ୍ଭ ହେବ ଖାତାଦେଖା

ବୋର୍ଡ ସଭାପତି କହିଛନ୍ତି, ମାର୍ଚ୍ଚ ୧୯ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ମେ’ମାସ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ ବାହାରିବ।

Matric Exam
Matric Exam: ଆଜି ସରିବ ମାଟ୍ରିକ ପରୀକ୍ଷା

ରାଜ୍ୟରେ ୩ ହଜାର ୧୩୩ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୨୨ ହଜାର ୩୩୬ ଛାତ୍ରଛାତ୍ରୀ। ପେପର୍ ଲିକ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ QR କୋଡ୍ ସହ ସ୍ପେଶାଲ୍ ନମ୍ବର ରହିଛି।

ଦାଦନରୁ ଫେରିଲେ ମାଟ୍ରିକ୍ ପରୀକ୍ଷା ଦେଲେ
ଦାଦନରୁ ଫେରିଲେ, ଦଶମ ପରୀକ୍ଷା ଦେଲେ

ଦିନେ ଭୋକ ପାଇଁ ବହି ବସ୍ତାନୀରେ ଡୋରି ବାନ୍ଧି ଦାଦନ ଖଟିବାକୁ ଚାଲିଯାଇଥିଲେ । ଭୁଲିଯାଇଥିଲେ ସେ ଥିଲେ ଜଣେ ମାଟ୍ରିକ୍ ଛାତ୍ରୀ । ହେଲେ ପ୍ରଶାସନର ଉଦ୍ୟମକ୍ରମେ ଆଜି ଶ୍ରେଣୀ ଗୃହକୁ ଫେରି ଦଶମ ପରୀକ୍ଷା ଦେଉଛନ୍ତି ।

Nuapada
Matriculation Examination: ଦାଦନରୁ ଫେରି ମାଟ୍ରିକ ପରୀକ୍ଷା ଦେଲେ ଧନମତୀ

ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ପୂର୍ବରୁ ଧନମତୀଙ୍କ ମାଆଙ୍କ ପାଖକୁ ହାଇସ୍କୁଲ ପ୍ରଧାନଶିକ୍ଷକ ଫୋନ୍‌ କରିଥିଲେ। ଆଉ ଫୋନ୍‌ କଲ ପାଇବା ପରେ ଧନମତୀଙ୍କୁ ଧରି ତାଙ୍କ ମାଆ ଗାଁକୁ ଫେରିଲେ। ଏବେ ଘରେ ରହି ପାଠ ପଢ଼ୁଛନ୍ତି ଧନମତୀ। ଆଉ ମାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି।

matric Exam
ପ୍ରଶ୍ନ ପତ୍ରରେ ବିଭ୍ରାଟ, ମିଳିବ ଗ୍ରେସ୍‌ ମାର୍କ

ବିଜ୍ଞାନ ପ୍ରଶ୍ନ ପତ୍ରରେ ତ୍ରୁଟି। ବିଜ୍ଞାନ-ସି ସେଟ୍‌ରେ ରହିଛି ୪ ମାର୍କ କମ୍‌। ମାଟ୍ରିକ ପରୀକ୍ଷାରେ ଏଭଳି କିଛି ବଡ଼ ତ୍ରୁଟି ଦେଖାଦେଇଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥା ରୋକିବା ପାଇଁ କେତେକଣ ବ୍ୟବସ୍ଥା କରାଯାଇଥିଲା।

Matric
Four Marks Missing: ପୁଣି ବିବାଦରେ ମାଟ୍ରିକ ପରୀକ୍ଷା; ପ୍ରଶ୍ନପତ୍ରରୁ ଗାଏବ ହୋଇଯାଇଛି ମାର୍କ

ପ୍ରଶ୍ନପତ୍ରରେ ଏତେ ବଡ଼ ତ୍ରୁଟିକୁ ମାନିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ସ୍ୱୀକାର କରିଛନ୍ତି, ଭୁଲ୍‌ ହୋଇଛି। ତେବେ ପରୀକ୍ଷାର୍ଥୀଙ୍କ ଯେମିତି କୌଣସି କ୍ଷତି ହେବନି, ସେନେଇ ବିଚାର କରୁଛୁ ବୋଲି କହିଛନ୍ତି ବୋର୍ଡ ସଭାପତି।

Matric
Matric Examination: ମାଟ୍ରିକ୍‌ ପ୍ରଶ୍ନପତ୍ରରେ ତ୍ରୁଟି : କମ୍ ରହିଛି ୪ ମାର୍କର ପ୍ରଶ୍ନ

ପରୀକ୍ଷାର୍ଥୀଙ୍କର ଯେମିତି କୌଣସି କ୍ଷତି ନ ହେବ ସେ ନେଇ ବିଚାର କରୁଛୁ ବୋଲି କହିଛନ୍ତି ବୋର୍ଡ ସଭାପତି । ପରୀକ୍ଷା ପରିଚାଳନା କମିଟି ଏନେଇ ତର୍ଜମା କରିବ ବୋଲି ବି ସେ ସୂଚନା ଦେଇଛନ୍ତି ।

Minor Girl Student
ଟେନସନ୍ ବଢ଼ାଉଛି ଆବାସିକ ସ୍କୁଲରେ କୁଆଁରୀ ମାତୃତ୍ବ

ଟେନସନ୍ ବଢ଼ାଉଛି ଆବାସିକ ସ୍କୁଲରେ କୁଆଁରୀ ମାତୃତ୍ବ । ପାଠପଢ଼ା, ଖେଳକୁଦ ବୟସରେ ମା’ ବନିଯାଉଛନ୍ତି ମାଟ୍ରିକ୍ ଛାତ୍ରୀ । ପରୀକ୍ଷା ହଲରେ ବସି ବୋର୍ଡ ପରୀକ୍ଷା ଦେବା ବଦଳରେ ମେଡ଼ିକାଲର ଲେବର୍ ରୁମରେ ପ୍ରସବ କରୁଛନ୍ତି ସନ୍ତାନ ।

Matric Exam
ଦାଦନ ଖଟୁଛନ୍ତି ମାଟ୍ରିକ୍ ଛାତ୍ର

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ୧୪ଟି ପରୀକ୍ଷା କେନ୍ଦ୍ରରେ ୨ ହଜାର ୭୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ଫିଲ୍-ଅପ୍ କରିଥିଲେ। ମାତ୍ର ପରୀକ୍ଷା ଦେଉଛନ୍ତି ୨ ହଜାର ୭୧୨ ଜଣ। ବାକି ୬୩ ଜଣ  କିଏ ତାମିଲନାଡୁର ଜୁସ୍ କମ୍ପାନୀରେ କାମ କରୁଛି ତ, ଆଉ କିଏ କେରଳରେ ପ୍ଲାଏ ଉଡ୍ କମ୍ପାନୀରେ ମଜୁରୀ ଖଟୁଛି।

Matric Exam
Matric Exam: ପରୀକ୍ଷା କେନ୍ଦ୍ରରେ ଖାଲି ପଡ଼ିଛି ସିଟ୍; ଦାଦନ ଖଟୁଛନ୍ତି ଛାତ୍ର

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ୧୪ଟି ପରୀକ୍ଷା କେନ୍ଦ୍ରରେ ୨ ହଜାର ୭୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ଫିଲ୍-ଅପ୍ କରିଥିଲେ। ମାତ୍ର ପରୀକ୍ଷା ଦେଉଛନ୍ତି ୨ ହଜାର ୭୧୨ ଜଣ। ବାକି ୬୩ ଜଣ  କିଏ ତାମିଲନାଡୁର ଜୁସ୍ କମ୍ପାନୀରେ କାମ କରୁଛି ତ, ଆଉ କିଏ କେରଳରେ ପ୍ଲାଏ ଉଡ୍ କମ୍ପାନୀରେ ମଜୁରୀ ଖଟୁଛି।

Drop Out
Drop out Rate increasing: ଡ୍ରପ ଆଉଟ କମୁନି, ଦଶମ ପରୀକ୍ଷା ଦେଲେନି ୧୦ ହଜାର ପିଲା

ବର୍ଷସାରା ପାଠ ପଢିଲେ, ପରୀକ୍ଷା ପାଇଁ ଫର୍ମ ପୂରଣ ବି କଲେ। ହେଲେ ପରୀକ୍ଷା ବେଳକୁ ଦେଖାନାହିଁ। ଏଥର ମାଟ୍ରିକ ପରୀକ୍ଷା ଦେଉନାହାଁନ୍ତି ରାଜ୍ୟର ପ୍ରାୟ ୧୦ ହଜାର ପିଲା। ଉପକୂଳରୁ ଉପାନ୍ତ ସବୁ ଜିଲ୍ଲାରେ ଅନୁପସ୍ଥିତି। ଦାଦନ ଖଟିବାକୁ କିଏ ବାହାର ରାଜ୍ୟକୁ ଯାଇଛି ତ କିଏ ପରିବାର ପାଇଁ ମୂଲ ଲଗୁଛି।

Matric Exam
କଡ଼ା ସୁରକ୍ଷା ବ୍ୟବସ୍ଥାରେ ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା

ଆଜିଠୁ କଡ଼ା ସୁରକ୍ଷା ବନ୍ଦୋବସ୍ତରେ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା। ପେପର ଲିକ ଓ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ଏଥର ନୂଆ ବ୍ୟବସ୍ଥାରେ ପରୀକ୍ଷା ହୋଇଥିଲା ବେଳେ, ପ୍ରଥମ ଦିନର ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଥିବା କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

କାଲିଠୁ ମାଟ୍ରିକ୍‌ ପରୀକ୍ଷା
ରାତି ପାହିଲେ ମାଟ୍ରିକ ପରୀକ୍ଷା

ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ହଲରେ ବସିବେ ମୋଟ୍ ୫ ଲକ୍ଷ ୨୨ ହଜାର ୩୩୬ ଛାତ୍ରଛାତ୍ରୀ।

Matric Exam
Matric Examination: ରାତି ପାହିଲେ ମାଟ୍ରିକ ପରୀକ୍ଷା, ଅନାଇଛି ସିସିଟିଭି

ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ହଲରେ ବସିବେ ମୋଟ୍ ୫ ଲକ୍ଷ ୨୨ ହଜାର ୩୩୬ ଛାତ୍ରଛାତ୍ରୀ। କେନ୍ଦ୍ର ହୋଇଛି ୩ ହଜାର ୧୩୩।

Matric Exam
Odisha BSE Matric Exam: ଆସନ୍ତାକାଲିଠୁ ମାଟ୍ରିକ୍ ପରୀକ୍ଷା; ଆଜି ଡ୍ରାଏ ରନ୍

ପରୀକ୍ଷା ପୂର୍ବରୁ ଆଜି ଡ୍ରାଏ ରନ୍ କରାଯିବ। ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଚୟନ ହୋଇଥିବା କମାଣ୍ଡ ସେଣ୍ଟର୍ ତଥା ନୋଡାଲ୍ ସେଣ୍ଟର୍ ଓ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥାର ଅନୁଧ୍ୟାନ କରାଯିବ।

Matric
ପେପର୍‌ ଲିକ୍‌ ରୋକିବ QR କୋଡ୍‌

ମାଟ୍ରିକ ପରୀକ୍ଷା ଆସନ୍ତା ୨୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ୧୯ ତାରିଖରୁ ଆରମ୍ଭ ହେବ ଖାତା ଦେଖା। ଏ ପ୍ରକ୍ରିୟା ୧୩ ଦିନ ଯାଏଁ ଚାଲିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

matric exam
Matric Exam 2025: ଲିକ୍ ହେବନି ମାଟ୍ରିକ୍ ପ୍ରଶ୍ନପତ୍ର; ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ସିସିଟିଭି ସର୍ଭିଲାନ୍ସରେ ରହିବ ପରୀକ୍ଷା ସେଣ୍ଟର। କଣ୍ଟ୍ରୋଲ ରୁମ୍‌ରେ ଲାଇଭ୍ ଦେଖିବା ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ସହ ପୋଲିସ ଯିବେ। ସକାଳ ୭ଟା ୩୦ରୁ ୮ଟା ୩୦ ଭିତରେ ପ୍ରଶ୍ନପତ୍ର ପହଞ୍ଚିବ।

ଭାଇରାଲ ଧରିବ QR କୋଡ୍‌
ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ

ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ ! ଧରାପଡ଼ିଯିବ କିଏ କେଉଁଠୁ କରିଛି ପେପର୍ ଲିକ୍ । ସିରିଏଲ୍ ନମ୍ୱର, ୱାଟରମାର୍କ, QR କୋଡ୍ । ପେପର୍ ଲିକ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ ।

ଭାଇରାଲ ଧରିବ QR କୋଡ୍‌
Matric exam: ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ, ପେପର୍ ଲିକ୍ ଧରାଇବ ସିରିଏଲ ନମ୍ୱର ଓ QR କୋଡ୍

ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ ! ଧରାପଡ଼ିଯିବ କିଏ କେଉଁଠୁ କରିଛି ପେପର୍ ଲିକ୍ । ସିରିଏଲ୍ ନମ୍ୱର, ୱାଟରମାର୍କ, QR କୋଡ୍ । ପେପର୍ ଲିକ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ ।

ମ୍ୟାଟ୍ରିକ୍‌ରେ A1 ଗ୍ରେଡ୍‌ ରଖିବାକୁ ଚାହୁଁଛନ୍ତି ?
Special Story: ମ୍ୟାଟ୍ରିକରେ A1 ଗ୍ରେଡ ରଖିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କିପରି ପାଇବେ

ପୁରୀ ଜିଲ୍ଲାରେ A1 ମାର୍କ ରଖିବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୋଲିସ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର କ୍ଳାସର ଆୟୋଜନ କରାଯାଇଛି। ଯାହାଦ୍ୱାରା ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ।

Matric Exam
2025 Odisha Matric Exam Schedule Announced: ବାଜିଲା ମାଟ୍ରିକ୍ ପରୀକ୍ଷା ଘଣ୍ଟି, ପ୍ରଥମ ଦିନ ହେବ ପ୍ରଥମ ଭାଷା

ଆସିଲା ମାଟ୍ରିକ୍ ପରୀକ୍ଷା କାର୍ଯ୍ୟସୂଚୀ । ଆସନ୍ତାବର୍ଷ ଫେବ୍ରୁଆରୀ ୨୧ ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ।

Odisha matric exam schedule released
Matric Exam 2025 Schedule Released: ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା; ଗଣିତ ପରୀକ୍ଷା ପାଇଁ ଦିଆଯିବ ଅଧିକ ୧୫ ମିନିଟ

ଫେବ୍ରୁଆରୀ ୨୧ରୁ ହେବ ମାଟ୍ରିକ ପରୀକ୍ଷା । ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ୨୧ରେ MILO, ୨୪ରେ SLE ପରୀକ୍ଷା ଅନୁଷ୍ଠିତ ହେବ । 

Odisha HSC Exam
Odisha Board Exam 2025: କିପରି କରିବେ ମାଟ୍ରିକ ଫର୍ମ ଫିଲଅପ୍, ଶେଷ ତାରିଖ କେବେ ଜାଣନ୍ତୁ...

ଆରମ୍ଭ ହୋଇଛି ମାଟ୍ରିକ ଫର୍ମ ଫିଲଅପ୍ । ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ଚାଲିଛି। ତେବେ ଛାତ୍ରଛାତ୍ରୀ କିପରି ଫର୍ମ ଫିଲଅପ କରିବେ ଆସନ୍ତୁ ଜାଣିବା।