• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gold Price

gold rate
Gold Price Hike in Bhubaneswar and Cuttack: ସୁନା ଦରରେ ହେଲା ପରିବର୍ତ୍ତନ; ଜାଣନ୍ତୁ କେତେ ଅଛି ଦାମ୍‌ ?

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା୫୦୦ ବୃଦ୍ଧି ପାଇଛି । ସେହିପରି ୨୪ କ୍ୟାରେଟ୍ ସୁନା ୫୪୦ଟଙ୍କା ବୃଦ୍ଧି ପାଇଛି।

Gold Price Today
Gold Price Fluctuations in Bhubaneswar: ସୁନା ମୂଲ୍ୟରେ ହେଲା ବଡ଼ ପରିବର୍ତ୍ତନ; ଜାଣନ୍ତୁ ଦର...

ଗତକାଲି କଟକରେ ୨୪ କ୍ୟାରେଟ୍ ସୁନା  ୧୦ ଗ୍ରାମକୁ ୯୫,୭୧୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୭୩୦ ଟଙ୍କା ବୃଦ୍ଧି ପାଇ ୯୮,୪୬୦ ଟଙ୍କା ରହିଛି ।

Gold Rate
Gold Rate Bhubaneswar Today: ସୁନା କିଣିବା ପୂର୍ବରୁ ଜାଣନ୍ତୁ, ଆଜି କେତେ ଅଛି ଦର ?

ଯଦିଓ କିଛି ଦିନ ହେଲା ସୁନା ଦରରେ ହ୍ରାସ ହୋଇଛି ତଥାପି ଏବେ ବି ୧୦ ଗ୍ରାମ୍ ପିଛା ମୂଲ୍ୟ ୯୫ ହଜାରରୁ ଊର୍ଦ୍ଧ୍ୱ ରହିଛି । ଆଜି ସୁନା ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ଅଛି ଦାମ୍...

Gold
Gold Price Drop: ଅକ୍ଷୟତୃତୀୟା ପରେ ଶସ୍ତା ହେଲା ସୁନା; ଆଜି ଏତିକି କମିଲା ଦର

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୦୦୦ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୨୧୮୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୭,୯୧୦ ଟଙ୍କା ରହିଥିଲା।

Gold Price
Gold Investment Tips in Akshaya Tritiya: ଅକ୍ଷୟତୃତୀୟାରେ ସୁନା କିଣିବାକୁ ଚାହୁଁଛନ୍ତି କି... କେମିତି କରିବେ ନିବେଶ ?

ଆସୁଛି ଅକ୍ଷୟ ତୃତୀୟା । ସୁନାଦର ୧୦ ଗ୍ରାମ ପିଛା ରହିଛି ପାଖାପାଖି ଲକ୍ଷେ ଟଙ୍କା । ଦର ବଢ଼ିଥିବା ବେଳେ ଏ ସମୟରେ ଅନେକ ଲୋକ ଭାବୁଛନ୍ତି, ସୁନାରେ ନିବେଶ କରିବା ଠିକ୍ ହେବ କି ନାହିଁ ? କ’ଣ ରହିଛି ବିକଳ୍ପ, ଜାଣନ୍ତୁ ।

Gold Price Today
Gold Price in Bhubaneswar: ପୁଣି ସୁନା ଦରରେ ହେଲା ପରିବର୍ତ୍ତନ; ଜାଣନ୍ତୁ କେତେ ଅଛି ଦାମ୍‌...

ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର । ସୁନା କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରିବାକୁ ପଡୁଛି । ତେବେ ଆଜି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Gold Price
Gold Price Decline Prediction: ଆଗକୁ ଆହୁରି ଖସିବ ସୁନାଦର, ଜାଣନ୍ତୁ କେତେ ?

ସୁନାଦର ଆଗକୁ କମିବ ବୋଲି ଆକଳନ କରାଯାଉଛି । କେତେ କମିବ, କେତେ ଦିନ ଭିତରେ କମିବ ଓ କାହିଁକି କମିବ ? ଏହା ଉପରେ କହିଛନ୍ତି ସୁନା ଖଣି କଂପାନୀର ଜଣେ ସିଇଓ ।

Gold Price Drop
Gold Price in Bhubaneswar Drop: ଖୁସି ଖବର; ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ କେତେ କମିଲା ?

ପୁଣି ଶସ୍ତା ହେଲା ସୁନା । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୭୫୦ ଟଙ୍କା ହ୍ରାସ ପାଇଛି ।

ଲକ୍ଷେ ପାର୍ ଖାଣ୍ଟି ସୁନା
Gold Prices: ଲକ୍ଷେ ଟପିଗଲା ଖାଣ୍ଟି ସୁନା

ସବୁ ଆକଳନ, ଅନୁମାନ ସତ ହେଲା । ଲକ୍ଷେ ଟପିଲା ସୁନାଦର । କେବଳ ଆଜି ଦିନକରେ ୩ ହଜାର ଟଙ୍କା ମହଙ୍ଗା ହୋଇଛି ସୁନା । ଭୁବନେଶ୍ବରରେ ୧୦ ଗ୍ରାମ ପିଛା ଦର ୧ ଲକ୍ଷ ୧ ହଜାର ୩୫୦ ଟଙ୍କା ଛୁଇଁଛି ଖାଣ୍ଟି ସୁନା ।

ଲକ୍ଷେ ପାର୍ ଖାଣ୍ଟି ସୁନା
Gold Prices Hit Record High: ଲକ୍ଷେ ଟପିଗଲା ଖାଣ୍ଟି ସୁନା, ୨୨ କ୍ୟାରେଟ୍ ୧୦ ଗ୍ରାମ ପିଛା ୯୩ ହଜାର ମୁହାଁ

ସବୁ ଆକଳନ, ଅନୁମାନ ସତ ହେଲା । ଲକ୍ଷେ ଟପିଲା ସୁନାଦର । କେବଳ ଆଜି ଦିନକରେ ୩ ହଜାର ଟଙ୍କା ମହଙ୍ଗା ହୋଇଛି ସୁନା । ଭୁବନେଶ୍ବରରେ ୧୦ ଗ୍ରାମ ପିଛା ଦର ୧ ଲକ୍ଷ ୧ ହଜାର ୩୫୦ ଟଙ୍କା ଛୁଇଁଛି ଖାଣ୍ଟି ସୁନା ।

Gold ATM
Gold ATM in China: ଗହଣା ଦୋକାନରେ ଭିଡ଼ କମାଉଛି ସୁନା ଏଟିଏମ୍, ଜାଣନ୍ତୁ ମିଳୁଛି କେଉଁ ସୁବିଧା

ସୁନା ଏଟିଏମ୍‌ ସେନେଜେନ୍‌ର କିଙ୍ଗହୁଡ୍‌ ଗ୍ରୁପ୍‌ ପକ୍ଷରୁ ନିର୍ମାଣ କରାଯାଇଛି । ଚୀନର ପ୍ରାୟ ୧୦୦ ସହରରେ ଏଭଳି ଏଟିଏମ୍‌ ସ୍ଥାପନ କରାଯାଇଛି । ଏହାର ବହୁଳ ବ୍ୟବହାରକୁ ଦେଖି ସାଂଘାଇ ସହରରେ ଏଭଳି ଆଉ ଏକ ଏଟିଏମ୍‌ ସ୍ଥାପନ ଯୋଜନା ହେଉଛି ।

Gold
Gold Price in Odisha: ଗ୍ରାହକଙ୍କୁ ଛାନିଆ କଲାଣି ସୁନା ଦର; ଆଜି ଏତିକି ବଢିଲା...

ଭୁବନେଶ୍ୱର ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୮ହଜାର ୩୫୦ ଟଙ୍କାରେ ପହଞ୍ଚିଛି। ସେହିପରି ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୦ହଜାର ୧୫୦ ଟଙ୍କା ହୋଇଛି।

Gold Price Today
Gold Price Today: ଗ୍ରାହକଙ୍କୁ ଛାନିଆ କଲାଣି ସୁନା ଦର, ଆଜି ଏତିକି ବଢିଲା...

ଭୁବନେଶ୍ୱର ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ବଢି ୧୦ ଗ୍ରାମ ପିଛା ୯୭,୫୮୦ ଟଙ୍କା ହୋଇଛି । ୨୨ କ୍ୟାରେଟ୍ ସୁନା ୮୯,୪୫୦ ଟଙ୍କା ରହିଛି ।

Gold price
Increase in Gold Prices: ପୁଣି ବଢ଼ିଲା ସୁନା ଦର; ଜାଣନ୍ତୁ କେତେ ?

ଭୁବନେଶ୍ୱର ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୪୦ ଟଙ୍କା ବୃଦ୍ଧି ହୋଇଛି। ଏଥି ସହିତ ସୁନା ଦର ୯୭ ହଜାର ୩୧୦ ଟଙ୍କାରେ ପହଞ୍ଚିଛି।

Gold Price Hike
Gold Price: ସୁନା ଦରରେ ସର୍ବକାଳୀନ ରେକର୍ଡ

ସୁନା ଦରରେ ସର୍ବକାଳୀନ ରେକର୍ଡ। ବିବାହ ଋତୁରେ ପଡିଛି ସୁନା ଚଡ଼କ। ଆଜି ଗୋଟିଏ ଦିନରେ ୨୪ କ୍ୟାରେଟ୍ ଅର୍ଥାତ୍ ଖାଣ୍ଟି ସୁନା ୯୯୦ ଟଙ୍କା ବଢିଛି।

gold price
Gold Prices Hit All-Time High: ମହଙ୍ଗା ହେଲା ସୁନା; ୯୬ ହଜାର ପାର୍

ଭୁବନେଶ୍ୱର ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୯୦ ଟଙ୍କା ବୃଦ୍ଧି ହୋଇଛି। ଏଥି ସହିତ ଦର ୯୬ ହଜାର ୧୭୦ ଟଙ୍କାରେ ପହଞ୍ଚିଛି। ସେହିପରି ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୫୦ ଟଙ୍କା ବଢ଼ି ୮୮ ହଜାର ୧୫୦ ଟଙ୍କା ହୋଇଛି।

Gold Price
Gold Price Decrease in Bhubaneswar: ଓଡ଼ିଆ ନବ ବର୍ଷରେ ଶସ୍ତା ହେଲା ସୁନା; ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ଦର...

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷରେ ପୁଣି ଶସ୍ତା ହେଲା ସୁନା । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ପାଇଛି । 

ସୁନା ବିନା ବାହାଘର !
Gold price Hike: ଲକ୍ଷେ ମୁହାଁ ସୁନା, ୩ ଦିନରେ ୫ ହଜାର ମହଙ୍ଗା

ଗହଣା ଦୋକାନ ଯିବାକୁ ଡରିଲେଣି ଗ୍ରାହକ । ସାଧାରଣ ଲୋକଙ୍କୁ ଘାଇଲା କରିଛି ସୁନାର ଆକାଶଛୁଆଁ ଦର । ଖାସ୍ ଏଇଥିପାଇଁ ବିବାହ, ଜନ୍ମଦିନ ଆଦିରେ ସୁନା ଗହଣା ଉପହାର ଦେବାକୁ ପଛୋଉଛନ୍ତି ଲୋକେ ।

ହାତ ମାରନା...ସୁନା ଲକ୍ଷେ !
Gold Price: କମିବା ବଦଳରେ ବଢିଲା ସୁନା

ଆଉ ସୁନାରେ ହାତ ମାରି ହେବନି। ହୁ ହୁ ହୋଇ ବଢିଚାଲିଛି ସୁନା ଦର। ଆଉ କେଇଟା ଦିନ ଭିତରେ ଏହା ଲକ୍ଷେ ଛୁଇଁଯିବ ବୋଲି ଅନୁମାନ କରାଯାଉଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସୁନା ପ୍ରେମୀ !

Gold Rate
Gold Price Today: ସୁନାର ସର୍ବକାଳୀନ ରେକର୍ଡ, ୯୫ ହଜାର ଡେଇଁଲା ଦର

୯୫ ହଜାର ଟଙ୍କା ଡେଇଁଲା ସୁନା । ୨୪ କ୍ୟାରେଟ୍ ସୁନା ଦର ୨୦୨୦ ଟଙ୍କା ବୃଦ୍ଧି ପାଇ ୯୫ ହଜାର ୪୦୦ ଟଙ୍କା । ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୭ ହଜାର ୪୫୦ ଟଙ୍କା ।

ପୁଣି ମହଙ୍ଗା ହେଲା ସୁନା
Gold Prices: ଦିନ ଆସିବ ସୁନା ଲକ୍ଷେ ଟଙ୍କା ଛୁଇଁବ

ସୁନା ଦରର ଏପରି ସ୍ଥିତିକୁ ନେଇ ଗ୍ରାହକ ମୁଣ୍ଡ ଟିଣ । ତେବେ ଆଗାମୀ ଦିନରେ ସୁନା ଦର ପୁଣି ଉଚ୍ଚ ହେବା ଆଶଙ୍କା ରହିଛି ।

Gold Price Drop
Gold Price Today : ଆଜି ବି କମିଲା ସୁନା ଦର; ୫ ଦିନରେ କମିଲାଣି ୩,୩୫୦ ଟଙ୍କା...

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୦୦ ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୬୫୦ ଟଙ୍କା କମିଛି । 

Gold Price Dip: Rates May Fall Sharply from ₹90,000 to ₹56,000
ତଳମୁହାଁ ହେବାକୁ ଯାଉଛି ସୁନାର ଦର

ଆକାଶଛୁଆଁ ହେବା ପରେ ଆଗକୁ ତଳମୁହାଁ ହେବାକୁ ଯାଉଛି ସୁନାର ଦର। ଏକଦା ୧୦ ଗ୍ରାମ ପ୍ରତି ୯୦ ହଜାର ପାର ହୋଇଥିବା ୨୪ କ୍ୟାରେଟ୍ ସୁନା ଦର ଆଗକୁ ୫୬ ହଜାରକୁ ଖସିଯିବ ବୋଲି ଆକଳନ କରିଛି ଆମେରିକାର ଏକ ଆର୍ଥିକ ସେବା ସଂସ୍ଥା ମର୍ଣ୍ଣିଂ ଷ୍ଟାର।

୫୦ ହଜାର ହେବ ସୁନା ଦର !
Gold Price: ଆହୁରି ଖସିବ ସୁନା ଦର ! ୧୦ ଗ୍ରାମକୁ ୫୬ ହଜାର ଟଙ୍କା ତଳକୁ ଖସିପାରେ

ଆଗାମୀ ଦିନରେ ସୁନାର ଯୋଗାଣ ବୃଦ୍ଧି, ଚାହିଦା ହ୍ରାସ, ମାର୍କେଟ ସାଚୁରେସନ୍ ଆଦି କାରଣରୁ ସୁନା ଦର ଖସିପାରେ ବୋଲି କହିଛି ମର୍ଣିଂଷ୍ଟାର ।

Special Story: Gold Price May Dip Further After Rs 1,740 Drop in 24-Carat Rate for Second Day
ହଠାତ୍‌ ଶସ୍ତା ହେଲା ସୁନା

ହଠାତ୍‌ ଶସ୍ତା ହେଲା ସୁନା। ହୁ ହୁ ବଢ଼ୁଥିବା ଦରରେ ଲାଗିଲା ଲଗାମ। ଖସିଲା ଦାମ୍। ତଲମୁହାଁ ହେଲା ସୁନା ଆଉ ରୂପା ଦର। ବର୍ଦ୍ଧିତ ଦରରୁ ସାମାନ୍ୟ ମିଳିଲା ଆଶ୍ୱସ୍ତି। ଲଗାତାର ଦ୍ୱିତୀୟ ଦିନ ପାଇଁ କମିଲା ଦାମ୍‌। ଗୋଟିଏ ଦିନରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୧୭୪୦ ଟଙ୍କା ଶସ୍ତା ହୋଇଛି।