• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Hsrp

Vehicles without HSRP to attract penalty from today
ଆଜିଠୁ ଚେକିଂ ହେବ ହାଇ ସିକ୍ୟୁରିଟି ନମ୍ବର; HSRP ନଥିଲେ ଗଣିବେ ୫ରୁ ୧୦ ହଜାର ଫାଇନ୍‌

M.V ଆକ୍ଟ, ୧୯୮୮, ଧାରା ୧୯୨ ଅଧୀନରେ ଯଦି ଗାଡିଟିରେ HSRP ନଥିବ, ତେବେ ସେହି ଗାଡି ବିରୋଧରେ ଇ-ଚାଲାଣ କଟାଯିବ । ତହାସହ ୫୦୦୦/ - କିମ୍ବା ୧୦, ୦୦୦/ - ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ।

Not affixing HSRP will invite stiff penalty from June 23
ନୂଆ ନମ୍ବର ପ୍ଲେଟ୍‌ ଲଗାଇନଥିଲେ ଜୁନ୍‌ ୨୩ରୁ ମୋଟା ଅଙ୍କର ଫାଇନ୍‌

ନୂଆ ନମ୍ବରପ୍ଲେଟ୍‌ ନଲଗାଇଥିଲେ ଜୁନ୍‌ ୨୩ରୁ କଡ଼ା କାର୍ଯ୍ୟାନୁଷ୍ଠାନ। ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ ଏବଂ ଏନଫୋର୍ସମେଣ୍ଟ ଲାଲମୋହନ ସେଠୀ (ସଡକ ସୁରକ୍ଷା) ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ 07.06.23 ସୁଦ୍ଧା ମୋଟ 40,93,608 ଗାଡି ମାଲିକ ସ୍ଲଟ୍ ବୁକ୍ କରିଛନ୍ତି, ସେଥିମଧ୍ୟରୁ 35,87,577 ଗାଡିରେ HSRP ଲଗାଯାଇଛି। ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି।”

Not affixing HSRP will invite stiff penalty from June 23
ନୂଆ ନମ୍ବର ପ୍ଲେଟ୍‌ ଲଗାଇନଥିଲେ ଜୁନ୍‌ ୨୩ରୁ ମୋଟା ଅଙ୍କର ଫାଇନ୍‌

ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି।

HSRP
HSRPକୁ ନେଇ କଠୋର ରାଜ୍ୟ ସରକାର, ୫ରୁ ୧୦ ହଜାର ଫାଇନ୍ ଶୁଣି ଆତଙ୍କିତ ଗାଡ଼ି ମାଲିକ 

ହଠାତ ନମ୍ବର କଟକଣା ପରେ ଚିନ୍ତାରେ ଗାଡି ଚାଳକ । ବୁକିଂର ମାସେ ପରେ ମିଳୁଥିବାରୁ ଚିନ୍ତା ।

HSRP
ଆଉ ରକ୍ଷା ନାହିଁ ! ଏଥର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଥିଲେ ଲାଗିବ ଫାଇନ୍

୨୭ ଲକ୍ଷ ୨୪ ହଜାର ୯୯୪ ଗାଡ଼ିରେ HSRP ଲଗାଯାଇ ସାରିଛି ।

HSRP
ଆହୁରି ମାସେ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ରେଜିଷ୍ଟ୍ରେସନ୍‌ ଅବଧି

୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ ଅବଧି ବୃଦ୍ଧି କଲେ ସରକାର ।

STA Odisha
ଏଣିକି ମୋ ସେବା କେନ୍ଦ୍ରରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବୁକିଂ ସୁବିଧା

ପ୍ରେସ ରିଲିଜ ଜାରି କଲେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ-STA

HSRP
ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା: ସତ୍ୟପାଠ ମାଗିଲେ ହାଇକୋର୍ଟ

ହାଇସିକ୍ୟୁଟି ନମ୍ବର ପ୍ଲେଟ ମାମଲାରେ ଆଜି ରାଜ୍ୟ ପରିବହନ ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଲୋକଙ୍କୁ ସହଜରେ ନମ୍ବର ପ୍ଲେଟ ଯୋଗାଇ ଦେବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ବାବଦରେ ବିସ୍ତୃତ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ କୋର୍ଟ କହିଛନ୍ତି।

Number Plate
ଥମୁନି ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ଝମେଲା

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବସ୍ଥା କଡ଼ାକଡ଼ି କାର୍ଯ୍ୟକାରୀ କରିବା ସମୟସୀମାକୁୁ ଚ୍ୟାଲେଞ୍ଜ୍ କରି ଦାୟର ଦୁଇଟି ମାମଲା ଉପରେ ଆଜି ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ।