• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Yashasvi Jaiswal
ଜୟସ୍ୱାଲଙ୍କ ଡବଲ୍‌ ଟନ୍‌; ଇଂଲଣ୍ତକୁ ୫୫୭ ରନ୍‌ର ଟାର୍ଗେଟ୍‌

ରାଜକୋଟ୍‌ରେ ଟିମ୍‌ ଇଣ୍ତିଆର ଧମାକା। ଦମଦାର ବ୍ୟାଟିଂ ବଳରେ ଇଂଲଣ୍ତ ଆଗରେ ଠିଆ କରିଛି ବିଶାଳ ସ୍କୋର।

Sunny Leone
ମାହଲ ମାଣ୍ଡା ନୁହେଁ ଏଥର ପୋଲିସ ପରୀକ୍ଷାରେ ସନ୍ନି ଲିଓନି

ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ନାଁ ସନ୍ନି ଲିଓନି ବୋଲି ଲେଖାଯାଇଛି । ଖାଲି ସେତିକି ନୁହେଁ ଆଡ୍‌ମିଟ୍‌ କାର୍ଡରେ ସନ୍ନି ଲିଓନିଙ୍କର ଫଟୋ ମଧ୍ୟ ଲାଗିଛି ।

Jain Muni Bidyasagar Maharaj
୩ ଦିନ ହେବ ଅନ୍ନ ଜଳ ବନ୍ଦ କରିବା ସହ ମଉନବ୍ରତରେ ଥିଲେ ମହାରାଜ

ରାଜସ୍ଥାନର ଅଜମେରରେ ୨୧ ବର୍ଷ ବୟସରେ ଆଧ୍ୟାତ୍ମିକତା ପାଇଁ ସାଂସାରିକ ଜୀବନ ପରିତ୍ୟାଗ କରିଥିଲେ।

Indian Airforce
ପୋଖରାନରେ ବାୟୁସେନାର ଶକ୍ତି ପ୍ରଦର୍ଶନ, ବିଧ୍ୱଂସ କ୍ଷମତା ଦେଖାଇଥିଲେ ଲଢ଼ୁଆ ବିମାନ

ଭାରତୀୟ ବାୟୁସେନାର ବାୟୁଶକ୍ତି-୨୪ ଏକ୍ସରସାଇଜ୍‌ । ବାୟୁସେନାର ୧୨୦ ଯୁଦ୍ଧ ବିମାନ ଅଭ୍ୟାସରେ ସାମିଲ ।

How to deactivate Paytm Fastag
କେବେ ପର୍ଯ୍ୟନ୍ତ କାମ କରିବ ପେଟିଏମ୍‌ ଫାସ୍‌ଟ୍ୟାଗ୍‌...କେମିତି ବନ୍ଦ କରିବେ ଏହାକୁ...ଜାଣନ୍ତୁ...

ଅଡୁଆରେ ପେଟିଏମ୍‌, ଚିନ୍ତାରେ ଜନସାଧାରଣ । କେବେ ପର୍ଯ୍ୟନ୍ତ କାମ କରିବ ପେଟିଏମ୍‌ ଫାସ୍‌ଟ୍ୟାଗ୍‌ ? କେମିତି ବନ୍ଦ କରିବେ ? ଜାଣନ୍ତୁ...

Mark Zuckerberg
ନିଜର ଜୀବନଶୈଳୀ ବିଷୟରେ କହିଲେ ମାର୍କ ଜୁକରବର୍ଗ...ସକାଳୁ ଉଠି କରନ୍ତି ଏହି କାମ...

Meta CEO: ଫେସ୍‌ବୁକ୍‌ ମାଲିକଙ୍କର ଦିନ କେମିତି ଆରମ୍ଭ ହୁଏ ?  ମେଟା ସିଇଓ ମାର୍କ ଜୁକରବର୍ଗ ତାଙ୍କର ଦୌନନ୍ଦିନ କାର୍ଯ୍ୟକୁ ପ୍ରକାଶ କରିଛନ୍ତି । ସକାଳୁ ଉଠି କରନ୍ତି ଏହି କାମ...

Pregnant woman raped and set on fire
ମଣିଷ ନୁହେଁ ରାକ୍ଷାସ !! ଗର୍ଭବତୀଙ୍କୁ ଦୁଷ୍କର୍ମ ପରେ ପେଟ୍ରୋଲ ଢାଳି ଜାଳିଦେଲେ...

ମଣିଷ ନୁହେଁ ରାକ୍ଷାସ ! ନିଷ୍ଠୁରତାର ଶେଷ ସୀମା । ଏମିତି ଘଟଣା ଆପଣ ବି ଶୁଣିଲେ ଆପଣଙ୍କ ଛାତିଧରି ଉଠିବ । ଗର୍ଭବତୀଙ୍କୁ ଦୁଷ୍କର୍ମ ପରେ ପେଟ୍ରୋଲ ଢାଳି ଜାଳିଦେଲେ...

Suhani Bhatnagar
ମେଡିସିନ୍‌ ସାଇଡ୍‌ ଇଫେକ୍ଟ ଯୋଗୁ ଆଖି ବୁଜିଲେ ‘ଦଙ୍ଗଲ’ ଫିଲ୍ମର ଅଭିନେତ୍ରୀ

ଫିଲ୍ମ ‘ଦଙ୍ଗଲ’ ରେ ବବିତା ଫୋଗଟ୍‌ ଭୂମିକାରେ ଦମଦାର ଅଭିନୟ କରି ଚର୍ଚ୍ଚାରେ ଥିଲେ। ତେବେ ୧୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି।

Kamalnath
ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିବ ବଡ଼ ଝଟକା, ବିଜେପିରେ ମିଶିବେ କମଲନାଥ !

କଂଗ୍ରେସ ଛାଡ଼ିପାରନ୍ତି ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ସେ ତାଙ୍କ ପୁଅ ନକୁଲନାଥ ବିଜେପିରେ ଯୋଗ ଦେବା ନେଇ ଏବେ ଲାଗିରହିଛି ଚର୍ଚ୍ଚା।

Cotton candy banned
ଶରୀର ପାଇଁ ହାନୀକାରକ ବମ୍ବେଇ ଲଡୁ...ବ୍ୟାନ୍‌ କଲେ ସରକାର...

Cotton Candy Banned: ସରକାରଙ୍କ ବଡ଼ ନିଷ୍ପତ୍ତି । ବ୍ୟାନ୍ ହେଲା ବମ୍ବେଇ ଲଡୁ । ଆଉ ବଜାରରେ ମିଳିବନି ବମ୍ବେଇ ଲଡୁ । ସ୍ୱାସ୍ଥ୍ୟ ପାଇଁ ହାନୀକାରକ ବମ୍ବେଇ ଲଡୁ...

udaan
କବିତା ଚୌଧୁରୀଙ୍କୁ ଶେଖରଙ୍କ ଶ୍ରଦ୍ଧାଞ୍ଜଳୀ; କହିଲେ, ‘ଉଡାନ’ ଥିଲା ଅନେକଙ୍କ ପାଇଁ ପ୍ରେରଣା

କବିତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଗଭୀର ଶୋକପ୍ରକାଶ କରିଛନ୍ତି ଅଭିନେତା ଶେଖର କାପୁର।

Blast
ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୯ ମୃତ

ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ୯ ଜଣଙ୍କ ମଧ୍ୟରୁ ୫ ଜଣ ମହିଳା ରହିଛନ୍ତି।

Deepika Padukone Dating
ରଣବୀରଙ୍କୁ ବିବାହ ପରେ ବି ଆଉ କାହା ସହ ରିଲେସନରେ ଅଛନ୍ତି କି ଦୀପିକା ?

ଲୋକମାନେ ଯାହା କଲେ ବି ଟ୍ରୋଲ କରିବେ। ଏହା ଅତି ସାଧାରଣ କଥା। ଏଥିରେ କ’ଣ ଅସୁବିଧା ଅଛି?

Amitabh Bachchan
ସିଲଭର୍ ସ୍କ୍ରିନ୍‌ରେ ଅମିତାଭ୍‌ଙ୍କ ୫୫ ବର୍ଷ... ଆକ୍ସନ୍, କମେଡି, ଟ୍ରାଜେଡି...ସବୁଥିରେ ସେ ହିଟ୍ ଓ ଫିଟ୍

ସୋଲେ, କୁଲି, ଦିବାର, ଅଗ୍ନିପଥ ଭଳି ଆକ୍ସନ୍ ପ୍ୟାକ୍ ଦେଇଥିବା ଅମିତାଭ୍ ‘ସିଲସିଲା’ ଭଳି ରୋମାଣ୍ଟିକ୍ ଫିଲ୍ମରେ ବି ଅଭିନୟ କରିଛନ୍ତି।

Accident, 5dead
ଟ୍ରିପ୍ ସାରି ଫେରୁଥିଲେ; ଧକ୍କା ଦେଲା ଟ୍ରକ, ୪ ଡାକ୍ତରଙ୍କ ସମେତ ଶିଶୁ ମୃତ

ସମସ୍ତ ମୃତକ ଗୁଜରାଟର କଚ୍ଛ ଅଞ୍ଚଳର ଗୋଟିଏ ପରିବାରର ଏବଂ ସମସ୍ତେ ଡାକ୍ତର । ସେମାନେ ଏକ ଟ୍ରିପରେ ଜମ୍ମୁ-କାଶ୍ମୀର ଯାଇ ପେରୁଥିଲେ।

Train Derail
ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍, ୮ଟି ବଗି ଲାଇନଚ୍ୟୁତ୍

ଶନିବାର ଦିନ ୧୧.୫୨ ମିନିଟ୍‌ରେ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ୮ଟି ବଗି ଟ୍ରାକରୁ ଲାଇନଚ୍ୟୁତ୍ ହୋଇଛି।

4 Dead Bodies Found on Train Track
ରେଳ ଟ୍ରାକରେ ପଡ଼ିଛି ୪ ମୃତଦେହ, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ରେଲୱେ ଟ୍ରାକରେ ପଡିଥିବା ମୃତଦେହ ମଧ୍ୟରେ ଗୋଟିଏ ଆଠ ମାସର ଶିଶୁ ଓ ଗୋଟିଏ ଅଢେଇ ବର୍ଷ ଝିଅର ମୃତଦେହ ଅଛି ।

Kidney Fraud
ମାତିଛନ୍ତି ‘କିଡନୀ’ ବିକ୍ରି ରାକେଟ୍...ସୋସିଆଲ ମିଡିଆରେ ବିଛାଉଛନ୍ତି ଜାଲ

ଏକ ଏନଜିଓ ଏନେଇ ଅଭିଯୋଗ ଆଣିବା ପରେ ପୋଲିସ ଏହି ଘଟଣା ବିଷୟରେ ଅବଗତ ହୋଇଥିଲା। ଅଂଗ ତସ୍କରୀ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।

How new challenge emerged for mother tongu
International Mother Language Day: ପ୍ରତି ୧୪ ଦିନରେ ବିଲୁପ୍ତ ହେଉଛି ଗୋଟିଏ ଭାଷା; କେମିତି ଲାଗିବ ରୋକ୍

ମାତୃଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ପଦକ୍ଷେପ କେବଳ ବହୁଭାଷୀ ଶିକ୍ଷାକୁ ଉତ୍ସାହିତ କରିବା ନୁହେଁ ବରଂ ବୁଝାମଣା ଏବଂ ସଂଳାପ ଉପରେ ଆଧାର କରି ଏକତା ପ୍ରଦର୍ଶନ କରିବାକୁ ବିଶ୍ୱକୁ ଉତ୍ସାହିତ କରିବା। ଆସନ୍ତୁ ଜାଣିବା ଭାଷାକୁ ଆଗକୁ ନେବାର ପ୍ରମୁଖ ଉପାୟ।

International Mother Language Day 2024
International Mother Language Day: ହଜାର ହଜାର ଲୋକଙ୍କୁ ଇଂରାଜୀ ଶିକ୍ଷା ଦେବା ହେଉଛି ସେମାନଙ୍କୁ ଦାସ କରିବା; ମହାତ୍ମା ଗାନ୍ଧି

ମାତୃଭାଷା ଆମକୁ ଜାତୀୟତା ସହିତ ଯୋଡିଥାଏ ଏବଂ ଦେଶପ୍ରେମର ଭାବନାକୁ ମଧ୍ୟ ଜାଗ୍ରତ କରିଥାଏ। ମାତୃଭାଷା ହେଉଛି ଯେକୌଣସି ବ୍ୟକ୍ତିର ଶବ୍ଦ ଏବଂ ଯୋଗାଯୋଗର ଦକ୍ଷତା। ଜଣେ ଦକ୍ଷ ଯୋଗାଯୋଗକାରୀ ନିଜ ମାତୃଭାଷା ପ୍ରତି ଖୁବ ସମ୍ବେଦନଶୀଳ ହୋଇଥାନ୍ତି।

International Mother Language Day How to protect mother tongue
International Mother Language Day: ଭାଷା କାହିଁକି ମରେ… ନିଜ ମାତୃଭାଷାକୁ ବଞ୍ଚେଇବା ପାଇଁ ଜାଣନ୍ତୁ ୬ଟି ନିୟମ

ମାତୃଭାଷା ହେଉଛି ଏକ ଜାତିର ପରିଚୟ। ତେବେ ଯଦି ଭାଷାକୁ ସୁରକ୍ଷା ଦିଆ ନଯାଏ, ଏନେଇ ସଚେତନତା କରା ନଯାଏ ତେବେ ଭାଷାର ବିଲୁପ୍ତ ହୁଏ। ଏପରି ଅନେକ ଭାଷା ବିଲୁପ୍ତ ହୋଇଥିବା ବେଳେ ବର୍ତ୍ତମାନ ସେହି ତାଲିକାରେ ଆହୁରି ଅନେକ ଭାଷା ଅଛି, ଯାହା ଭବିଷ୍ୟତରେ ମରିଯାଇପାରେ।

know history and significance of international mother language day
International Mother Language Day: ଭାଷା ହେଉଛି ଏକ ସାଧନ ଯାହା ଲୋକଙ୍କୁ ପରସ୍ପର ସହିତ ଯୋଡିଥାଏ

ସମଗ୍ର ବିଶ୍ୱରେ ଭାଷା ହେଉଛି ଏକ ସାଧନ ଯାହା ଲୋକଙ୍କୁ ପରସ୍ପର ସହିତ ଯୋଡିଥାଏ ଏବଂ ସେମାନଙ୍କର ସଂସ୍କୃତିକୁ ପ୍ରତିଫଳିତ କରିଥାଏ। ତେଣୁ ମାତୃଭାଷାକୁ ନେଇ ସଚେତନ ଓ ମାତୃଭାଷା ପ୍ରୀତି ଜାଗ୍ରତ ପାଇଁ ପ୍ରତି ବର୍ଷ ୨୧ ଫେବୃଆରୀରେ ‘ଆନ୍ତର୍ଜାତୀୟ ମାତୃଭାଷା ଦିବସ’ ପାଳନ କରାଯାଏ।

ISRO’s ‘naughty boy’ rocket
ଲଞ୍ଚ ହେବ ‘INSAT-3D’ ସାଟେଲାଇଟ୍‌, ସହଜ ହେବ ପାଣିପାଗ ପୂର୍ବାନୁମାନ

GSLV-F14 ରକେଟ୍‌ ‘INSAT-3DS’ ସାଟେଲାଇଟ୍‌କୁ ଉତ୍‌କ୍ଷେପଣର ପ୍ରାୟ ୧୮ ମିନିଟ୍‌ ପରେ ନିର୍ଦ୍ଧାରିତ କକ୍ଷ ପଥରେ ପହଞ୍ଚାଇବ ।

Cop Kills Wifes Lover Dumps Body
ବିବାହ ପରେ ବି ସ୍ତ୍ରୀକୁ ବ୍ଲାକମେଲ କରୁଥିଲା ପ୍ରେମିକ, ହତ୍ୟା କରି ଦଙ୍ଗାରେ ମରିଛି କହିଲା ସ୍ୱାମୀ

ପରକୀୟା ପ୍ରୀତିରୁ ତାଙ୍କୁ କନଷ୍ଟେବଲ ବୀରେନ୍ଦ୍ର ସିଂ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। କନଷ୍ଟେବଲ ବୀରେନ୍ଦ୍ରଙ୍କ ସ୍ତ୍ରୀ ପ୍ରିୟଙ୍କାଙ୍କ ସହ ପ୍ରକାଶଙ୍କର ଅନୈତିକ ସଂପର୍କ ଥିଲା।

BJP's 2-day National Council session
ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ, ପ୍ରସ୍ତୁତ ହେବ ନିର୍ବାଚନର ଚୂଡାନ୍ତ ରଣନୀତି

ବିଜେପିର ରାଷ୍ଟ୍ରୀୟ ଅଧିବେଶନରେ ପ୍ରଥମେ ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ବସିବ। ଏଥିରେ ଓଡ଼ିଶାର ଚାରି ଜଣ ନେତା ଭାଗ ନେବେ।