ଆୟର ଏକ ରେଷ୍ଟୁରାଣ୍ଟରେ ଖାଉଥିବା ସମୟରେ ଜଣେ ଫ୍ୟାନଙ୍କ ସହିତ ସେଲଫି ନେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହାକୁ ସମସ୍ତେ ପ୍ରଶଂସା କରିଛନ୍ତି।
ଆଇପିଏଲ କୋଡ୍ ଅଫ୍ କଣ୍ଡକ୍ଟର ଉଲ୍ଲଂଘନ କରିଥିବାରୁ ଋଷଭ ପନ୍ତଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଗତକାଲି ଇଣ୍ଡିଆନ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚେନ୍ନାଇକୁ ହରାଇ ଆଇପିଏଲ୍ ୨୦୨୪ରେ ପ୍ରଥମ ବିଜୟ ହାସଲ କରିଥିଲା ଦିଲ୍ଲୀ।
ଚେନ୍ନାଇକୁ ୨୦ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ବିଜୟ ହାସଲ କରିଛି ଦିଲ୍ଲୀ । ବିଶାଖାପାଟଣାରେ ଖେଳା ଯାଇଥିବା ଏହି ମ୍ୟାଚରେ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ ।
ଆଇପିଏଲର ୧୬ ବର୍ଷର ଇତିହାସରେ ରନ୍ ଦୃଷ୍ଟିରୁ ଏହା କୌଣସି ଦଳ ପାଇଁ ସବୁଠୁ ବଡ଼ ପରାଜୟ। ୧୬ ବର୍ଷ ଭିତରେ ଏତେ ରନ୍ ବ୍ୟବଧାନରେ ଆଉ କୌଣସି ଟିମ୍ ପରାଜୟ ବରଣ କରିନାହିଁ।
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ପ୍ରଥମ ଦୁଇଟି ମ୍ୟାଚ୍ ଅନ୍ୟ ଷ୍ଟାଡିୟମରେ ଖେଳାଯିବାର ସମ୍ଭାବନା ରହିଛି।
ଆଇପିଏଲ୍ର ଚଳିତ ସଂସ୍କରଣରେ ୧୨ଟି ମ୍ୟାଚ୍ରୁ ୮ଟିରେ ପରାଜୟ ପରେ ପ୍ଲେ ଅଫ୍ରୁ ବାଦ ପଡ଼ିଛି ଦିଲ୍ଲୀ କ୍ୟାପିଟାଲ୍ସ ।
ଦିଲ୍ଲୀ ଦଳର ତାରକା ଖେଳାଳି ପାୱେଲ ନିଜର ଦମ୍ ଦେଖାଇଛନ୍ତି । ସେ ୩୫ ବଲରେ ୬୭ ରନ୍ର ଇନିଂସ ଖେଳିଥିଲେ । ଏହି ସମୟରେ ସେ ୬ଟି ଲମ୍ବା ଛକା ମାରିଥିଲେ ।
କ୍ୱାରେଣ୍ଟିନ୍ରେ ଦିଲ୍ଲୀ କ୍ୟାପିଟାଲ୍ସ(Delhi Capitals)ର ପୁରା ଟିମ୍। କ୍ରିକେଟର Physio Patrick Farhart କରୋନା ପଜିଟିଭ୍ ଚିହ୍ନଟ ପରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କରାଯାଇଥିଲା।
ଦିଲ୍ଲୀ କାରଣରୁ ଜଳବନ୍ଦୀ ରାସ୍ତାଘାଟ । ରାଜଧାନୀରେ ଉପୁଜୁଛି ଟ୍ରାଫିକ ସମସ୍ୟା । ଏନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି । ଡ୍ରେନେଜ ବ୍ୟବସ୍ଥା ନଥିବାର କହୁଛନ୍ତି ସାଧାରଣ ଜନତା ।