• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Water Scarcity

Water scarcity
ତାତି ସାଙ୍ଗକୁ ତାଳଦେଇ ବଢ଼ୁଛି ଜଳକଷ୍ଟ

ରାଜ୍ୟରେ ତାତି ଯେତିକି ବଢ଼ୁଛି ତା ସାଙ୍ଗକୁ ତାଳଦେଇ ବଢ଼ୁଛି ଜଳକଷ୍ଟ । ନଳକୂପ ରହିଛି କିନ୍ତୁ ତାହା ଅଚଳ । ଗାଁ ମଝିରେ ଥିବା ଏହି କୂଅଟି ବି ଶୁଖି ଯାଇଛି । ଏହି କୂଅରେ ସାମାନ୍ୟ ଝର ପଡୁଥିବାରୁ କଷ୍ଟେମଷ୍ଟେ ବଞ୍ଚିଯାଉଛି ଜୀବନ । ଯେଉଁଥି ପାଇଁ ଏହି ଲମ୍ବା ଲାଇନ୍ । ଆଉ ଏହି ଅପରିଷ୍କାର କୂଅ ପାଣି ପିଇ ଅନେକ ସମୟରେ ବିଭିନ୍ନ ରୋଗରେ ପଡ଼ନ୍ତି ଗ୍ରାମବାସୀ ।

Water Problem
ଜୀବନ ନେଉଛି ଜଳ, ଗୋଳିଆ ପାଣି ପିଇ କିଡନୀ ରୋଗରେ ଆକ୍ରାନ୍ତ ପୂରା ଗାଁ

ଯନ୍ତ୍ରଣା ଦେଉଛି ଦୂଷିତ ପାନୀୟ ଜଳ । ଗାଁରେ ଥିବା ଦୁଇଟି ନଳକୂଅରୁ ବାହାରୁଛି ଗୋଳିଆ ପାଣି ।

Water Scarcity
ପାଣି ଟୋପେ ପାଇଁ ଡହଳବିକଳ ଲୋକେ, ଶୁଖିଲା ପଡିଛି ଅମୃତ ଧାରା ପ୍ରକଳ୍ପ

ଗ୍ରୀଷ୍ମ ଆରମ୍ଭରୁ ବାଲେଶ୍ୱର ସହରର ଦେଖାଦେଲାଣି ପାନୀୟ ଜଳ ସମସ୍ୟା । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ନିର୍ମିତ ଅମୃତ ଧାରା ପ୍ରକଳ୍ପ ଶୁଖିଲା ପଡିଛି । ଏବେ ଖରାର ପ୍ରକୋପ ବଢିଥିବା ବେଳେ ପାଣି ଟୋପେ ପାଇଁ ଡହଳବିକଳ ହେଉଛନ୍ତି ଲୋକ ।

Drinking Water Problem
ଗାଁରେ ବସିଛି ପାଣିଟାଙ୍କି, କିନ୍ତୁ ଘରେ ପହଞ୍ଚି ପାରୁନି ପିଇବା ପାଣି

ମଙ୍ଗଳପୁରରେ ୭୦୦ ଘର ଥିବା ବେଳେ ବସୁଧା ଯୋଜନାରେ କେବଳ ୨୮୬ ଘରକୁ ପାନୀୟ ଜଳର ସଂଯୋଗ ହୋଇଛି ।

Drinking Water Problem
ଶୁଖିଲା ପଡ଼ିଛି ୱାଟର ଷ୍ଟାଣ୍ଡ, ଚୁଆ ପାଣି ଭରସାରେ ଜୀବନ

କେଉଁଥିରେ ଟ୍ୟାପ୍‌ ନାହିଁ ତ କେଉଁଠି ହୁଗୁଳି ଗଲାଣି ପାଇପ୍ । ଭଲ ପାଣି ଟିକ ନ ମିଳିବାରୁ ମାଧ୍ୟ ହୋଇ ଚୁଆ ପାଣି ସଂଗ୍ରହ କରି ଘରକୁ ନେଇଛନ୍ତି ଲୋକେ ।

 lack drinking water facility
ପାଣି ଟୋପେ ପାଇଁ କେତେ ସଂଘର୍ଷ

ପାଣି ଟୋପେ ପାଇଁ କେତେ ସଂଘର୍ଷ । ଜଣେ ଜଣେ କରି ଆସୁଛନ୍ତି ଆଉ କୁଣ୍ଡରୁ ପାଣି ନେଇଯାଉଛନ୍ତି । ସେ ପୁଣି ଗୋଳିଆ ପାଣି । ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଳାହାଞ୍ଜର ଗାଁର ।

drinking water crisis
ବାଟ ହୁଡ଼ିଛି ବସୁଧା ସ୍କିମ୍

ଗାଁ ମୁଣ୍ଡରେ ଚକାଚକ୍ ଗେଟ୍ । ନୂଆ ପାଣି ଟାଙ୍କି ବି ବସିଛି । ତାସାଙ୍ଗକୁ କାନ୍ଥରେ ବସୁଧା ଯୋଜନାର ଡିଣ୍ଡିମ ପିଟା ବିଜ୍ଞାପନ ହେଲେ ଗାଁ ଭିତରେ ନାହିଁ ପାନୀୟ ଜଳ ଯୋଗାଣ ।

Drinking Water Problem
ତାତି ସହ ଦାଉ ସାଧୁଛି ଜଳାଭାବ

ବୈଶାଖ ଆସିବା ଆଗରୁ ମୁଣ୍ଡଫଟା ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହର ତାଉ । ଆଭ୍ୟନ୍ତରୀଣ ଓଡ଼ିଶାରେ ତ ଅଘୋଷିତ କର୍ଫ୍ୟୁ ।

Drinking Water Problem
ତାତି ସହ ଦାଉ ସାଧୁଛି ଜଳାଭାବ, ଗୋଳିଆ ଓ ଦୂଷିତ ପାଣିରେ ବିତୁଛି ଜୀବନ

ବୈଶାଖ ଆସିବା ଆଗରୁ ମୁଣ୍ଡଫଟା ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହର ତାଉ । ଆଭ୍ୟନ୍ତରୀଣ ଓଡ଼ିଶାରେ ତ ଅଘୋଷିତ କର୍ଫ୍ୟୁ ।

Water Problem
ତାତିକୁ ବଳି ଯାଇଛି ଜଳକଷ୍ଟ, କେଉଁଠି ଅଚଳ ତ ଆଉ କେଉଁଠି ଭାଙ୍ଗି ଗଲାଣି ୱାଟର ଏଟିଏମ

କେଉଁଠି ପାଣି ଟ୍ୟାପ୍ ଅଚଳ ତ ଆଉ କେଉଁଠି ଭାଙ୍ଗି ଗଲାଣି । ରାଉରକେଲାରେ ପାଣି ନେବା ପାଇଁ ବ୍ୟକ୍ତି ଜଣଙ୍କ ଟ୍ୟାପ୍ ପ୍ରେସ୍ କରୁଛନ୍ତି, ହେଲେ ପାଣି ଆସୁନି ।

 Water Crisis
କଠୋର ହେଲେ ସରକାର; ପାଣି ନଷ୍ଟ କରି ୨୨ଟି ପରିବାର ଦେଲେ ୫୦୦୦ ଫାଇନ୍‌...

ଜଳ ନଷ୍ଟ କରି ଗଣିଲେ ଟଙ୍କା । ୧୦୦ କି ୨୦୦ ଟଙ୍କା ନୁହେଁ ୨୨ଟି ପରିବାର ଦେଇଛନ୍ତି ଘର ପିଛା ୫୦୦୦ ଟଙ୍କା । 

Ten easy way how to save your own water
World Water Day 2024: ନିଜ ଘରର ପାଣିକୁ ସଂରକ୍ଷଣ କରିବା ନେଇ ୧୦ଟି ସହଜ ଉପାୟ

ଜଳ ହିଁ ଜୀବନ। ଜଳ ବିହୁନେ ସୃଷ୍ଟି ନାଶ। ଆଜି ସାରା ବିଶ୍ୱ ଜଳ ସଂକଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ଜଳ ସଂରକ୍ଷଣ ଜରୁରୀ ହୋଇପଡିଛି। ଏନେଇ ସମସ୍ତଙ୍କ ଭୂମିକା ଜରୁରୀ। ତେବେ ଆସନ୍ତୁ ନିଜ ଘର ଜଳକୁ ବଞ୍ଚେଇବା ପାଇଁ ୧୦ଟି ସହଜ ଉପାୟ ଜାଣିନେବା।

Water-Saving Technique
ନଷ୍ଟ ହେଉଛି କି ଏସି ପାଣି, ଆପଣାନ୍ତୁ ସଞ୍ଚୟ କରିବାର ଏହି ନିଞ୍ଜା ଟେକନିକ୍

ପାଣି ଯେ ଜୀବନଧାରଣ ପାଇଁ ନିହାତି ଆବଶ୍ୟକ, ଏହା ପୁଣି ଥରେ ବେଙ୍ଗାଲୁରୁ ମନେ ପକାଇ ଦେଇଛି । ଏପରି ସମୟରେ ଜଳ ସଂରକ୍ଷଣ ଉପରେ ଏକ ଭିଡିଓ ସେୟାର କରିଛନ୍ତି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ।

Water Scarcity
ପାଣି ପାଇଁ ଡହଳ ବିକଳ ବେଙ୍ଗାଲୁରୁ, ୫ ଦିନରେ ଥରେ ଗାଧୋଉଛନ୍ତି ଲୋକେ

ପିଇବା ପାଣିରେ ଘୋର ଅଭାବ । ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଉଛି ପ୍ରଶାସନ ।

Water Crisis
ପାଣି ପାଇଁ ଡହଳ ବିକଳ ଆଇଟି ସିଟି ବେଙ୍ଗଳୁରୁ

ଲୋକଙ୍କୁ କେବଳ ଟ୍ୟାଙ୍କର୍ ହିଁ ଭରସା। ତାହା ବି ସମୁଦ୍ରକୁ ଶଙ୍ଖେ। କୁହାଯାଉଛି- ଜୁନ୍ ଜୁଲାଇ ପୂର୍ବରୁ ସ୍ଥିତି ସୁଧୁରିବାର ନାହିଁ।

Water Crisis
ବେଙ୍ଗଳୁରୁରେ ପାଣି ପାଇଁ ହାହାକାର ସ୍ଥିତି, ଗାଡ଼ି-ଘର ଧୋଇବା ମନା

ସିଲିକନ୍ ସିଟି ବେଙ୍ଗଳୁରୁରେ ପାଣି ପାଇଁ ହାହାକାର। ସକାଳ ହେଲା ମାତ୍ରେ କାମ ଧନ୍ଦା ଛାଡ଼ି ଲୋକଙ୍କ କେବଳ ଗୋଟିଏ ଚିନ୍ତା, ପାଣି। କୂଅ କଥା ଛାଡନ୍ତୁ, ଡିପ୍ ବୋରୱେଲ୍ ମଧ୍ୟ ଶୁଖିଲା।

Water Problem
ନା ସରୁଛି ପ୍ରକଳ୍ପ କାମ, ନା ମିଳୁଛି ପାଣି

ବର୍ଷା ଏବଂ ଶୀତରେ କଷ୍ଟମଷ୍ଟେ ଚଳିଯାଉଛି। କିନ୍ତୁ ଖରାଦିନରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା।

Water Problem
ନା ସରୁଛି ପ୍ରକଳ୍ପ କାମ, ନା ମିଳୁଛି ପାଣି...ବର୍ଷ ବର୍ଷ ଧରି ଜଳ ସମସ୍ୟା ଭୋଗୁଛନ୍ତି ସାଧାରଣ ଜନତା

ବର୍ଷା ଏବଂ ଶୀତରେ କଷ୍ଟମଷ୍ଟେ ଚଳିଯାଉଛି। କିନ୍ତୁ ଖରାଦିନରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା।

Water Scarcity
ଏଇଠି ଖାଇବ...ଘରକୁ ଯାଇ ହାତ ଧୋଇବ

ଏଇଠି ଖାଇବ...ଘରକୁ ଯାଇ ହାତ ଧୋଇବ । ହଁ ଆଜ୍ଞା ଠିକ୍ ଏପରି କିଛି କଥା ଦେଖିବାକୁ ମିଳିଛି ଅଙ୍ଗନବାଡିର କୁନିକୁନି ପିଲାଙ୍କ କ୍ଷେତ୍ରରେ ।

Water Scarcity
ପାଣି ମୁନ୍ଦେ ପାଇଁ ଲୋକେ ଏଠି ହନ୍ତସନ୍ତ

ନିର୍ବାଚନ ଆସୁଛି ପ୍ରତିଶ୍ରୁତିର ପୁଟୁଳି ନେଇ. ନିର୍ବାଚନ ଆସୁଛି ନେତାଙ୍କ ଲମ୍ବା ଲମ୍ବା ଭାଷଣ ନେଇ । ହେଲେ ଯେଉଁ ପ୍ରତିଶ୍ରୁତି ମିଲିଥିଲା? ତାହା କେତେ ଓ କେବେ ପୁରଣ ହେଲା ? ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଲା କି ? ଦେଖନ୍ତୁ ବାଲିଗୁଡ଼ା ଏବଂ ସତ୍ୟବାଦୀରୁ ଏହି ରିପୋର୍ଟ..

Water Scarcity
ସାଲେପୁର ନିର୍ବାଚନ ମଣ୍ଡଳୀରେ ପଡିନି ବିକାଶର ପାଦଚିହ୍ନ

ନିର୍ବାଚନ ଆସିଲେ ସବୁ କରିଦେବାର ପ୍ରତିଶୃତି ମଧ୍ୟ ମିଳେ ହେଲେ ନିର୍ବାଚନ ସରିଗଲେ ଏହି ଗାଁକୁ କାହାରି ପାଦ ପଡେ ନାହିଁ । ଜଙ୍ଗଲ ଭିତରେ ବା ବ୍ଲକ ଠାରୁ କିଛି ଦୂରରେ ଥିବା ଗାଁ କଥା ଛାଡ଼ନ୍ତୁ । ବ୍ଲକ ଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା କୋଟସାହି ପଞ୍ଚାୟତର ଦଳିତ ସାହିରେ ପାଣି ସମସ୍ୟା ଲାଗି ରହିଛି ।

Water Scarcity
କୂଅ, ଚୁଆରୁ ପାଣି ପିଇବୁ.. ଭୋଟ୍ ଦେବୁ କାହିଁକି ?

ସରକାରୀ ଯୋଜନାର ଏ ହେଉଛି ବାସ୍ତବ ଚିତ୍ର.. ୩ ବର୍ଷ ତଳୁ ପାଇପ୍ ବିଛା ସରିଛି ହେଲେ ଆଜି ଯାଏ ଆସୁନି ପାଣି.. କେନ୍ଦ୍ର ବି ଫେଲ୍, ରାଜ୍ୟ ବି ବିଫଳ..କୂଅ ଓ ଚୁଆରୁ ପାଣି ପିଉଛନ୍ତି ଲୋକେ..

Water Scarcity
ଦାଣ୍ଡରେ ବିରାଟ ଟାଙ୍କି, ଲୋକେ ପାଣି ପାଇଁ ହନ୍ତସନ୍ତ

ଗାଁ ଦାଣ୍ଡରେ ଛିଡା ହୋଇଛି ବିରାଟ ପାଣି ଟାଙ୍କି । ପ୍ରତି ଘରକୁ ସଂଯୋଗ ହୋଇଛି ପାଇପ । ହେଲେ ଟ୍ୟାପ ଖୋଲିଲେ ପାଣି ବଦଳରେ ଆସୁଛି ପବନ । ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଏଭଳି ଅଭିଯୋଗ ଆସିଛି ଗଞ୍ଜାମରୁ

Sarpanch in Nuapada district takes initiative to prevent water scarcity in summer
ଶୀତ ଆରମ୍ଭରୁ ଗ୍ରୀଷ୍ମ ଚିନ୍ତା; ଜଳ ସମସ୍ୟା ଦୂର ପାଇଁ ଲାଗିପଡ଼ିଛନ୍ତି ସରପଞ୍ଚ 

ନୂଆପଡା ଜିଲ୍ଲା ସିନାପାଲିର ଲାଇଫଲାଇନ୍ ଉଦନ୍ତି ନଦୀ । ଗ୍ରୀଷ୍ମ ଋତୁରେ ଏହି ନଦୀ ଗୋଟିଏ ମରୁଭୂମିର ଭ୍ରମ ସୃଷ୍ଟି କରିଥାଏ । ନଦୀରେ ପାଣିର ଧାରଟିଏ ବି ନଥାଏ । ତେଣୁ ଫେବ୍ରୁଆରୀ ପରେ ଏହି ନଦୀରେ ପାଣି ରହେ ନାହିଁ ।

SCB Medical
ବଡ଼ ମେଡିକାଲ୍‌ରେ ବଡ଼ ସମସ୍ୟା; ପାଣି ନପାଇ ଛଟପଟ ରୋଗୀ ଓ ସମ୍ପର୍କୀୟ

SCB ମେଡିକାଲରେ ଅନ୍ତଃହୀନ ଦୁର୍ଦ୍ଦଶା । କେବେ ଲାଇନ୍ ରହୁନି ତ କେବେ ପାଣି ସଙ୍କଟ ।