• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Water Scarcity

Odisha Politics
ପିଇବା ପାଣିକୁ ନେଇ ବିଧାନସଭାରେ ତାତି, ଗୋଟିଏ ଘାଟରେ ଶାସକ-ବିରୋଧୀ..!

୨୪ ବର୍ଷ ବିଜେଡି ସରକାରର ଗୁମର ଫିଟାଇ ନିଶାନା । ଡିସେମ୍ବର ୨୦୨୫ ସୁଦ୍ଧା ସବୁ ଘରକୁ ପାଣି-ପଞ୍ଚାୟତିରାଜ ମନ୍ତ୍ରୀ ।

Security Forces
Video: ପାଣି ମୁନ୍ଦେ ପାଇଁ ଜଙ୍ଗଲରେ ଯବାନଙ୍କ କୁଛ୍ର ସାଧନା; ତାଜୁବ କଲା ସଂଘର୍ଷର ଚିତ୍ର...

ତାଜୁବ କଲା ଛତିଶଗଡ଼ ଆବୁଝମାଡ଼ ଜଙ୍ଗଲରେ ମାଓ ବିରୋଧୀ ଅପରେସନରେ ସାମିଲ ସୁରକ୍ଷାକର୍ମୀଙ୍କ ସଂଘର୍ଷର ଚିତ୍ର। ଝିପି ଝିପି ବର୍ଷାରେ ପଲିଥିନ୍ ଘେରେଇ ସଂଗ୍ରହ କରୁଛନ୍ତି ପିଇବା ପାଣି ।

 Water Crisis in Odisha
ନିଅଣ୍ଟିଆ ବର୍ଷା: ଆଷାଢରେ ମାଟି ଫାଟି କରିଛି ଆଁ, ଶୁଖିଲା ପଡିଛି ଜଳଭଣ୍ଡାର

ଚଳିତବର୍ଷ ଏଯାଏଁ ସ୍ବାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ଫଳରେ ଶୁଖିଲା ପଡିଛି ଜଳଭଣ୍ଡାର। 

Ganjam
ସରିଗଲା ୨୪ ବର୍ଷର ଶାସନ; ପହଞ୍ଚିଲାନି ବିକାଶ… ମିଳିଲାନି ମୁନ୍ଦାଏ ପାଣି, ହଟହଟ୍ଟା ଏବେ ବି ଲୋକେ

୨୪ ବର୍ଷର ପ୍ରତିନିଧିତ୍ୱ ଭିତରେ ନା କୌଣସି ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଛି ନା ଦୂର ହୋଇଛି ଗ୍ରାମାଂଚଳ ବାସୀଙ୍କ ଦୁଃଖ ।

Delhi Water Crisis
ଖରା ସାଧୁଛି ଦାଉ; ପାଣି ପାଇଁ ଡହଳବିକଳ ଲୋକେ, ଦିଲ୍ଲୀରେ ପରିସ୍ଥିତି ଜଟିଳ

ଦିଲ୍ଲୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ପାଣି ସମସ୍ୟା । ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ ।

Drinking Water Problem
ରାଜଧାନୀ ଦିଲ୍ଲୀରେ ଭୟଙ୍କର ଜଳ ସଂକଟ, ଟ୍ୟାଙ୍କର ଉପରେ ଚଢି ପାଣି ସଂଗ୍ରହ କରୁଛନ୍ତି ଲୋକ

ଦିଲ୍ଲୀରେ ପାଣି ସଂକଟର ପ୍ରମୁଖ କାରଣ ହେଉଛି ଯମୁନା ନଦୀର ଜଳ ସ୍ତର କମିବା । ଏଥିପାଇଁ ଦିଲ୍ଲୀ ସରକାର ହରିୟାଣାକୁ ଦାୟୀ କରିଛନ୍ତି।

Drinking Water Scheme
ବିଚ୍ ରାସ୍ତାରେ ଗରା, ବାଲଟିର ଲାଗିଛି ଧାଡି

ଗୋଟିଏ ଶୁଖିଲା ନଳକୂଅ ରହିଛି, ସେଥିରେ ବାଡେଇ ବାଡେଇ ହାତ ବିନ୍ଧୁଛି ସିନା ପାଣି ବାହାରୁନି। ୧୫ ଦିନ ହେଲା ଶୋଷରେ ଛଟପଟ ହେବା ପରେ ଆଜି ରାଜରାସ୍ତାରେ ଦେଖିବାକୁ ମିଳିଥିଲା ଅସନ୍ତୋଷ।

Drinking Water Scheme
ନିର୍ବାଚନରେ ବଡ଼ ମୁଦ୍ଦା ପାନୀୟ ଜଳ ସଙ୍କଟ, ସାମ୍ନାକୁ ଆସୁଛି ବସୁଧା ଯୋଜନାର ସତ

ଏଥର ନିର୍ବାଚନରେ ବଡ଼ ମୁଦ୍ଦା ପାଲଟିଛି ପିଇବା ପାଣି ଯୋଗାଣରେ ରାଜ୍ୟ ସରକାରଙ୍କ ବିଫଳତା । କାମ କରୁନି ପାଣି ଟାଙ୍କି, ଶୁଖିଲା ପଡିଛି ନଳକୂଅ ।

Dadan
ସବୁ ଯାଇଛନ୍ତି ଦାଦନ, ଭୋଟ୍‌ ଦେବାକୁ କେହିନାହିଁ

ଏ ହେଉଛି ସ୍ୱାଧୀନତାର ସାତ ଦଶନ୍ଧି ପରର ଚିତ୍ର । ଟିୱେଲ୍‌ ଅଛି ହେଲେ ପାଣି ବାହାରୁନି । ରାସ୍ତା ନାହିଁ... ବିଦ୍ୟୁତ୍‌ ବି ପହଞ୍ଚିପାରିନି । ଭୋଟ୍‌ ବେଳେ ସରକାର ଦେଇଥିବା ସବରୁ ପ୍ରତିଶ୍ରୁତି ଏଠି ପାଣିର ଗାର ପାଲଟିଛି । ଗାଁର ପୁଅମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବାବେଳେ ନିର୍ବାଚନ ସମୟରେ ପୁରୁଷ ଶୂନ୍ୟ ପାଲଟିଛି ଗାଁ ।

Bengaluru Rain
ଦିନେ ନିତ୍ୟକର୍ମ ସାରିବାକୁ ଲୋକେ ମଲ୍ ଯାଉଥିଲେ, ଆଉ ଆଜି ମହାସମୁଦ୍ର...!

ଗତ କିଛିଦିନ ତଳେ ପାଣି ବିନା ହନ୍ତସନ୍ତ ହେଉଥିବା ବେଙ୍ଗାଲୁରୁ ଆଜି ପାଣି ବହୁଳ ପାଲଟିଛି । ପ୍ରବଳ ବର୍ଷା ଫଳରେ ବେଙ୍ଗାଲୁରୁର ରାସ୍ତାଘାଟ ସବୁ ବୁଡ଼ି ଯାଇଛି । ଗତ ସୋମବାର ଦିନ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇଥିଲା ।

Water Problem
ପାରିଲେନି ରାଜ୍ୟ ସରକାର, କରି ଦେଖାଇଦେଲେ ଦାଦନ

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଦୀର୍ଘ ୨୪ ବର୍ଷରେ ଯାହା ହୋଇପାରିଲା ନାହିଁ, ତାହା କରି ଦେଖାଇଛନ୍ତି ଜଣେ ଦାଦନ ଶ୍ରମିକ। ଦାଦନ ଖଟି ଦେଶୀ ଯୋଗାଡ଼ରେ ନିଜ ଗାଁକୁ ଯୋଗାଇଛନ୍ତି ପିଇବା ପାଣି। ଉତ୍କଟ ଜଳସଙ୍କଟ ଭିତରେ ପାହାଡ଼ ଶିଖରରୁ ଝରି ଆସୁଥିବା ବୁନ୍ଦା ବୁନ୍ଦା ଜଳକୁ ସଞ୍ଚୟ କରି ଗାଁ ଲୋକଙ୍କ ଶୋଷ ମେଣ୍ଟାଉଛନ୍ତି ଗଞ୍ଜାମ ସିନ୍ଧୁପଙ୍କ ଗାଁର ଭୀମ ବେହେରା।

Water Problem
ଦେବଦୂତ ସାଜିଲେ ଦାଦନ ଶ୍ରମିକ, ସରକାର ଯାହା କଲେନି କରି ଦେଖାଇଲେ

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଦୀର୍ଘ ୨୪ ବର୍ଷରେ ଯାହା ହୋଇପାରିଲା ନାହିଁ, ତାହା କରି ଦେଖାଇଛନ୍ତି ଜଣେ ଦାଦନ ଶ୍ରମିକ । ଦାଦନ ଖଟି ନିଜ ଗାଁକୁ ଯୋଗାଇଛନ୍ତି ପିଇବା ପାଣି ।

Drinking Water Problem
ଅସହ୍ୟ ତାତିରେ ଅସମ୍ଭାଳ ଜଳ କଷ୍ଟ

ଅସହ୍ୟ ତାତି ସହ ଅସମ୍ଭାଳ ହେଲାଣି ଜଳ କଷ୍ଟ । ରାଜ୍ୟରେ ପାରଦ ୪୬ ଡିଗ୍ରୀ ଛୁଇଁଥିବା ବେଳେ ତା ସହ ତାଳ ଦେଇ ବଢ଼ିବାରେ ଲାଗିଛି ପିଇବା ପାଣିର ସମସ୍ୟା ।

Drinking Water Problem
ତାତି କଲବଲଠୁ ବଳିଲାଣି ପାଣି ଯନ୍ତ୍ରଣା : ୨୪ ବର୍ଷର ସରକାର କରିଛି କଣ ?

ଅସମ୍ଭାଳ ତାତିରେ ପିଇବା ପାଣି ପାଇଁ ଦହଗଞ୍ଜ ଗ୍ରାମବାସୀଙ୍କ ହଲ୍ଲାବୋଲ। ଗାଁକୁ ଆସିଥିବା ବିଭାଗୀୟ ଅଧିକାରୀଙ୍କୁ ଘେରି ଜଣାଇଛନ୍ତି ଦାବି। ପ୍ରଶ୍ନ କରିଛନ୍ତି, ଘରେ ଘରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଉଥିବା ନେଇ ବୋର୍ଡ ମାରୁଛ, ପାଣି କାହିଁ ?

Water Problem
ଦିନକୁ ଦିନ ପାରଦ ବଢ଼ିବାରେ ଲାଗିଛି, ଗରମରେ ସନ୍ତୁଳି ହେଉଛନ୍ତି ଲୋକେ

ତେଲକୋଇ ଓରିଆ ପଂଚାୟତ ଜଟ ଗାଁର ଜଣେ ମହିଳାଙ୍କ ଅଭିଯୋଗ, ଅନୁସାରେ ଗାଁରେ ୪୦ ପରିବାର ପାଇଁ ଗୋଟିଏ ମାତ୍ର ନଳକୂଅ ରହିଛି । ପୂର୍ବରୁ ସେଥିରେ ଗୋଳିଆ ପାଣି ବାହାରୁଥିଲା, ଏବେ ନଳକୂଅ ହିଁ ଅଚଳ ।

Water Problem
ତାତି ସହ ତାଳ ଦେଉଛି ଜଳକଷ୍ଟ, ଭଙ୍ଗା ଦଦରା ନଳକୂଅ ସହ ଚୂଆ ପାଣି ଭରସା

ଦିନକୁ ଦିନ ପାରଦ ବଢ଼ିବାରେ ଲାଗିଛି, ଗରମରେ ସନ୍ତୁଳି ହେଉଛନ୍ତି ଲୋକେ । ଆଉ ତା’ସହ ବିଷମ ହେଉଛି ଜଳ କଷ୍ଟ । କେଉଁଠି ଶୋଷିଲାଙ୍କ ପାଇଁ ଭଙ୍ଗା ଦଦରା ନଳକୂଅ ସାହା ତ କେଉଁଠି ଚୂଆ ମେଣ୍ଟାଉଛି ଶୋଷ ।

Blackbucks
ପାଣି ଟୋପେ ପାଇଁ ହନ୍ତସନ୍ତ କୃଷ୍ଣସାର; ନା ଅଛି ଛାଇ ନା ମିଳୁଛି ପାଣି

ଡହ ଡହ ଖରାରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ହରିଣ। ଵିଲବାଡ଼ି ,ଜଳାଶୟ ସବୁ ସୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ଇତସ୍ତତ ହୋଇ ବୁଲୁଛନ୍ତି ଜଙ୍ଗଲୀ ଜୀବ।

Blackbucks
ନା ମିଳୁଛି ପାଣି ନା ଅଛି ଛାଇ

ଡହ ଡହ ଖରାରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ହରିଣ । ଵିଲବାଡ଼ି ,ଜଳାଶୟ ସବୁ ସୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ଇତସ୍ତତ ହୋଇ ବୁଲୁଛନ୍ତି ଏହି ଜଙ୍ଗଲୀ ଜୀବ। ଏମିତିକି ବାଟବଣା ହୋଇ ଅନେକ ସମୟରେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି । ସେପଟେ ବନ ବିଭାଗ କିନ୍ତୁ କହୁଛି ପାଣି କୁଣ୍ଡର ବ୍ୟବସ୍ଥା କରାଯାଇଛି ।

Water Scarcity In Paradeep-Balasore
ତାଳଦଣ୍ଡାରେ ପାଣି ଯାଉନି, ଡହଳ ବିକଳ ହେଲାଣି ପାରାଦୀପ !

ବାଲେଶ୍ୱର ପୌରପାଳିକାର ୮ ଓ ୧୩ ନମ୍ବରରେ ମିଳୁନି ପାଣି । ୱାର୍ଡରେ ସପ୍ତାହେ ହେବ ଆସୁନି ପାନୀୟ ଜଳ ।

Water scarcity
ତାତି ସାଙ୍ଗକୁ ତାଳଦେଇ ବଢ଼ୁଛି ଜଳକଷ୍ଟ

ରାଜ୍ୟରେ ତାତି ଯେତିକି ବଢ଼ୁଛି ତା ସାଙ୍ଗକୁ ତାଳଦେଇ ବଢ଼ୁଛି ଜଳକଷ୍ଟ । ନଳକୂପ ରହିଛି କିନ୍ତୁ ତାହା ଅଚଳ । ଗାଁ ମଝିରେ ଥିବା ଏହି କୂଅଟି ବି ଶୁଖି ଯାଇଛି । ଏହି କୂଅରେ ସାମାନ୍ୟ ଝର ପଡୁଥିବାରୁ କଷ୍ଟେମଷ୍ଟେ ବଞ୍ଚିଯାଉଛି ଜୀବନ । ଯେଉଁଥି ପାଇଁ ଏହି ଲମ୍ବା ଲାଇନ୍ । ଆଉ ଏହି ଅପରିଷ୍କାର କୂଅ ପାଣି ପିଇ ଅନେକ ସମୟରେ ବିଭିନ୍ନ ରୋଗରେ ପଡ଼ନ୍ତି ଗ୍ରାମବାସୀ ।

Water Problem
ଜୀବନ ନେଉଛି ଜଳ, ଗୋଳିଆ ପାଣି ପିଇ କିଡନୀ ରୋଗରେ ଆକ୍ରାନ୍ତ ପୂରା ଗାଁ

ଯନ୍ତ୍ରଣା ଦେଉଛି ଦୂଷିତ ପାନୀୟ ଜଳ । ଗାଁରେ ଥିବା ଦୁଇଟି ନଳକୂଅରୁ ବାହାରୁଛି ଗୋଳିଆ ପାଣି ।

Water Scarcity
ପାଣି ଟୋପେ ପାଇଁ ଡହଳବିକଳ ଲୋକେ, ଶୁଖିଲା ପଡିଛି ଅମୃତ ଧାରା ପ୍ରକଳ୍ପ

ଗ୍ରୀଷ୍ମ ଆରମ୍ଭରୁ ବାଲେଶ୍ୱର ସହରର ଦେଖାଦେଲାଣି ପାନୀୟ ଜଳ ସମସ୍ୟା । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ନିର୍ମିତ ଅମୃତ ଧାରା ପ୍ରକଳ୍ପ ଶୁଖିଲା ପଡିଛି । ଏବେ ଖରାର ପ୍ରକୋପ ବଢିଥିବା ବେଳେ ପାଣି ଟୋପେ ପାଇଁ ଡହଳବିକଳ ହେଉଛନ୍ତି ଲୋକ ।

Drinking Water Problem
ଗାଁରେ ବସିଛି ପାଣିଟାଙ୍କି, କିନ୍ତୁ ଘରେ ପହଞ୍ଚି ପାରୁନି ପିଇବା ପାଣି

ମଙ୍ଗଳପୁରରେ ୭୦୦ ଘର ଥିବା ବେଳେ ବସୁଧା ଯୋଜନାରେ କେବଳ ୨୮୬ ଘରକୁ ପାନୀୟ ଜଳର ସଂଯୋଗ ହୋଇଛି ।

Drinking Water Problem
ଶୁଖିଲା ପଡ଼ିଛି ୱାଟର ଷ୍ଟାଣ୍ଡ, ଚୁଆ ପାଣି ଭରସାରେ ଜୀବନ

କେଉଁଥିରେ ଟ୍ୟାପ୍‌ ନାହିଁ ତ କେଉଁଠି ହୁଗୁଳି ଗଲାଣି ପାଇପ୍ । ଭଲ ପାଣି ଟିକ ନ ମିଳିବାରୁ ମାଧ୍ୟ ହୋଇ ଚୁଆ ପାଣି ସଂଗ୍ରହ କରି ଘରକୁ ନେଇଛନ୍ତି ଲୋକେ ।

 lack drinking water facility
ପାଣି ଟୋପେ ପାଇଁ କେତେ ସଂଘର୍ଷ

ପାଣି ଟୋପେ ପାଇଁ କେତେ ସଂଘର୍ଷ । ଜଣେ ଜଣେ କରି ଆସୁଛନ୍ତି ଆଉ କୁଣ୍ଡରୁ ପାଣି ନେଇଯାଉଛନ୍ତି । ସେ ପୁଣି ଗୋଳିଆ ପାଣି । ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଳାହାଞ୍ଜର ଗାଁର ।