ପଛରେ ପାକିସ୍ତାନ, ଆଗରେ ଟାଟା ଗ୍ରୁପ୍ । ଅନ୍ୟ ଏକ ସଫଳତା ଟାଟା ଗ୍ରୁପ୍ ନାମରେ ସାମିଲ ହୋଇଛି । ପାକିସ୍ତାନ GDPକୁ କାଟିଛି ‘Tata Group’...
ପୁଣେରେ ଖୋଲିଛି ଗୁଗୁଲର ନୂଆ କାର୍ଯ୍ୟାଳୟ । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଜାତୀୟ ଅନୁସନ୍ଧାନ ଏଜେନ୍ସି(NIA) ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର ଏବଂ UDC ପଦବୀ ପୂରଣ ହେବ।
ହିନ୍ଦୁ ଧର୍ମରେ ସାଧୁ-ସନ୍ଥ ମାନଙ୍କର ମହତ୍ୱ ରହିଛି । ତେବେ କିଏ ଥିଲେ ପ୍ରଥମ ଅଘୋରୀ ? ଯିଏ ଜନ୍ମ ହେବାର ୩ ଦିଦ ପର୍ଯ୍ୟନ୍ତ କାନ୍ଦିନଥିଲେ କି କ୍ଷୀର ପିଇନଥିଲେ !
ଏହାପୂର୍ବରୁ ଫେବ୍ରୁଆରୀ ୧୫ରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ 'ଲୋକମତ୍' କାର୍ଯ୍ୟକ୍ରମରେ କହିଥିଲେ ଯେ ରାଜ୍ ଠାକରେ NDA ସହିତ ଆସିବେ କି ନାହିଁ ଆପଣ ଶୀଘ୍ର ଜାଣିପାରିବେ।
ଉତ୍ତରପ୍ରଦେଶର ସମ୍ଭାଲରେ ଶ୍ରୀ କଲକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅତି ସବୁବେଳ ଖରାପ । ଅତି ଲେମ୍ବୁ ଚିପୁଡ଼ିଲେ ପିତା ପରି ଅତି ହେଉଛି ‘ସର୍ବତ୍ର ଗର୍ହିତମ୍’ । ଏହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି ।
ବାହାଘରରେ ସୁନାର ବର୍ଷା। ଆପଣମାନେ ବିବାହରେ ବର ଘର ପକ୍ଷରୁ ତାଙ୍କ ସମ୍ପର୍କକୀୟ ଖୁସିରେ ନୋଟ୍ ଉଡ଼ାଉଥିବାର ଦେଖିଥିବେ। କେବେ ଦେଖିଛନ୍ତି ଖୁସିରେ ସୁନା ଉଡ଼ାଇବା। ଆଉ ଏହାକୁ ଲୁଟୁଛନ୍ତି ହାଇଫାଇ ଲୋକ।
ଦୀର୍ଘ ଦିନ ଧରି ମୁକ୍ତିଲାଭ ଅପେକ୍ଷା କରିଥିବା ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଯୋଦ୍ଧା’ର ଟିଜର ରିଲିଜ ହୋଇଛି। ଏହି ଫିଲ୍ମର ନିର୍ମାତା ହେଉଛନ୍ତି କରଣ ଜୋହର। ଏହି ଫିଲ୍ମର ଟିଜରକୁ ଦେଖିଲେ ଏହା କୁହାଯାଇପାରେ ଯେ ସିଦ୍ଧାର୍ଥ ମଲହୋତ୍ରା ପୁଣି ଥରେ ପରଦାରେ ନିଜର ଆକ୍ସନ ଦେଖେଇବାକୁ ପ୍ରସ୍ତୁତ।
ଆପ୍ ପକ୍ଷରୁ କୁହାଯାଇଛି କି ‘ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଯାଉଥିବା ସମନ ବେଆଇନ୍।
କିଛିଦିନ ତଳେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ଛାତ୍ରଙ୍କ ନିଖୋଜଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ କୋଟା ପୋଲିସ ନିଖୋଜ ଛାତ୍ରଙ୍କୁ ଖୋଜିବାରେ ବିଫଳ ହୋଇଛି ।
ବର୍ତ୍ତମାନ ଏକ ଭିଡିଓ ଇନଷ୍ଟାଗ୍ରାମରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି, ଯାହା ମନୋରଞ୍ଜନର ଢେର୍ ସାରା ଖୋରାକ ଯୋଗାଉଛି। ଏହି ଭିଡିଓରେ, ଅନେକ ବଡ ବଡ ତାରକାଙ୍କୁ ଦେଖିବାକୁ ମିଳେ। ସେମାନେ ସେଓ ଆଉ କଦଳୀର ବିଶେଷତା ବିଷୟରେ ବର୍ଣ୍ଣନା କରୁଛନ୍ତି।
କ୍ରିକ୍ବଜ୍ ରିପୋର୍ଟ ଅନୁସାରେ, ଜଶପ୍ରୀତ ବୁମ୍ରା ଟିମ୍ ଇଣ୍ଡିଆ ସହ ରାଜକୋଟ୍ରୁ ରାଞ୍ଚି ଯିବେ ନାହିଁ। ସେ ରାଜକୋଟରୁ ସିଧାସଳଖ ଅହମ୍ମଦାବାଦ ଯିବେ।
ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ଅତି ସହଜ କିନ୍ତୁ ଏହାକୁ ଚଳାଇବା ଏକ କଷ୍ଟକର କାମ। ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ଏବଂ ଏହାକୁ ଆଗେଇ ନେବାକୁ କେତେକ ଜରୁରୀ କଥା ଉପରେ ନଜର ରଖିବା ଉଚିତ। ତେବେ ଆସନ୍ତୁ ଏମିତି କିଛି ଟିପ୍ସ ବିଷୟରେ ଜାଣିନେବା।
ଆସନ୍ତା ୨୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ। ସେପଟେ କପି ରୋକିବାକୁ ନୂଆ ଫର୍ମୂଲା ସ୍ୱରୂପ, ଏଥର ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପଶିବେ ପରୀକ୍ଷାର୍ଥୀ।
ବର୍ତ୍ତମାନ ବଜାରରେ Hourly Rooms ନାମକ ଏକ ଆପ୍ ଉପଲବ୍ଧ ହୋଇଛି। ଏହାକୁ ବ୍ୟବହାର କରି ଗ୍ରାହକମାନେ ୩, ୬, ୯ କିମ୍ବା ୧୨ ଘଣ୍ଟା ପାଇଁ ରୁମ୍ ବୁକ୍ କରିପାରିବେ।
ପରିବାରର ଯତ୍ନ ନେବାରେ ଗୃହିଣୀଙ୍କ ଭୂମିକା ଏବଂ ଗୁରୁତ୍ୱ ଟଙ୍କାରେ କଳନା କରିବା ସମ୍ଭବ ନୁହେଁ। ଯଦି ତାଙ୍କର କାର୍ଯ୍ୟକୁ ଗୋଟି ଗୋଟି କରି ହିସାବ କରାଯାଏ, ତେବେ ଏହା ନିଃସନ୍ଦେହ ଯେ, ଏହା ଖୁବ୍ ଉଚ୍ଚ ଏବଂ ଦୁର୍ମୁଲ୍ୟ।
ଯଦି ଆପଣ ନିଜ ସମ୍ପର୍କରେ ସନ୍ତୁଷ୍ଟ ନୁହଁନ୍ତି, ଏହାର ଉନ୍ନତି ପାଇଁ ଉପାୟ ଖୋଜୁଛନ୍ତି ଏବଂ ସଂପର୍କରେ ବଢୁଥିବା ଦୂରତାକୁ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ତେବେ ଧ୍ୟାନ ଦିଅନ୍ତୁ ଯେ ଏକ ସମ୍ପର୍କକୁ ସ୍ଥାୟୀ ରଖିବା ପାଇଁ କେବଳ ପାରସ୍ପରିକ ପ୍ରେମ ଯଥେଷ୍ଟ ନୁହେଁ। ଏହା ବ୍ୟତୀତ ଆହୁରି ଅନେକ କିଛି ରହିଛି।
ବିମାନ ପହଁଚିବାର ଅଧଘଣ୍ଟା ଭିତରେ ଯାତ୍ରୀଙ୍କୁ ସେମାନଙ୍କ ଜିନିଷ ଦିଅ । ସମସ୍ତ ଏୟାରଲାଇନ୍ସକୁ ଏଭଳି ନିର୍ଦ୍ଦେଶ ଦେଇଛି ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି।
ଏଥର ନିର୍ବାଚନରେ କେନ୍ଦ୍ରରେ ହ୍ୟାଟ୍ରିକ୍ କରିବ ବିଜେପି । ରାଷ୍ଟ୍ରୀୟ ଅଧିବେଶନରେ କର୍ମକର୍ତ୍ତାଙ୍କୁ ୪ଶହ ପ୍ଲସର ମିଶନ ଏବଂ ଶହେ ଦିନର ଡେଡଲାଇନ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଆଜିକାଲି ପ୍ରାୟ ସମସ୍ତେ ଚୁଟି ସମସ୍ୟା ଦେଇ ଗତି କରୁଛନ୍ତି। ଆପଣ ଯଦି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆଜିଠାରୁ ଚିନ୍ତା ଛାଡିଦିଅନ୍ତୁ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେତେକ ଜରୁରୀ ପନିପରିବା ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ।
ବିଜେପି ରାଷ୍ଟ୍ରୀୟ ସଭାପତି ଭାବେ ନଡ୍ଡା ଗତ ୨୦୨୦ ମସିହାରେ ଦାୟିତ୍ୱ ନେଇଥିଲେ। ପୂର୍ବରୁ ଅମିତ ଶାହ ବିଜେପି ରାଷ୍ଟ୍ରୀୟ ସଭାପତି ଥିବା ବେଳେ ୨୦୧୯ରେ ନଡ୍ଡା ବିଜେପିର କାର୍ଯ୍ୟକାରୀ ସଭାପତି ଥିଲେ।
ରାଜକୋଟ୍ ଟେଷ୍ଟ ଜିତିଲା ଭାରତ, ଧରାଶାୟୀ ହେଲା ଇଂଲଣ୍ତ । ୪ର୍ଥ ଦିନରେ ୪୩୪ ରନ୍ରେ ଜିତିଲା ଟିମ୍ ଇଣ୍ତିଆ ।
ଗତ କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା କି କୋଟାରୁ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ । ଆଜି ଆଉ ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ଖବର ମିଳିଛି । ଛାତ୍ର ଜଣକ ମେଡ଼ିକାଲ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ।
ପୋଷ୍ଟ ବଢାଇଲା ଚର୍ଚ୍ଚା । ଆଜି ବିଜେପିରେ ମିଶି ପାରନ୍ତି କଂଗ୍ରେସର ଭେଟେରାନ୍ ନେତା । ଯାହା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିପାରେ ବଡ଼ ଝଟକା ।