• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Viral Post

Railways earned rs 2110 crore in one year from ticket cancellation
Viral: ଟିକେଟ୍ ବାତିଲରୁ ରେଳବାଇ କୋଟି କୋଟି ଆୟ କରେ… ଗୋଟିଏ ବର୍ଷରେ ୨ହଜାର କୋଟିରୁ ଅଧିକ !

ସୋସିଆଲ ମିଡିଆରେ ଏକ ପୋଷ୍ଟ ଏବେ ଖୁବ ଭାଇରାଲ ହେଉଛି। ଦାବି କରାଯାଇଛି ଯେ ୨୦୨୨-୨୩ ବର୍ଷରେ ଭାରତୀୟ ରେଳବାଇ ଟିକେଟ୍ ବାତିଲରୁ ୨୧୧୦ କୋଟି ଟଙ୍କା ଆୟ କରିଛି। ଖବର ଅନୁଯାୟୀ, ଆର୍‌ଟିଆଇ ଅଧୀନରେ ଥିବା ଇନ୍ଦୁ ଭାଲ୍ ତିୱାରୀଙ୍କୁ ଏକ ଉତ୍ତରରେ ଏହି ସୂଚନା ଦିଆଯାଇଛି।

Woman Seeks Groom
ବିବାହ ପାଇଁ ମହିଳାଙ୍କ ଅଜବ ସର୍ତ୍ତ, ‘୧ କୋଟି ଟଙ୍କା ରୋଜଗାର କରୁଥିଲେ କରିବେ ଜୀବନ ସାଥୀ ’...

ବାସ୍ତବରେ, ମହିଳା ବିବାହ ପାଇଁ ଏପରି ସର୍ତ୍ତ ରଖିଛନ୍ତି ଯେ କୌଣସି ପୁଅ ଏହାକୁ ପୂରଣ କରି ପାରୁନାହାଁନ୍ତି । ମହିଳା ଜଣଙ୍କ ସର୍ତ୍ତର ସ୍କ୍ରିନସଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

QR Code
ପ୍ରେମିକା ଖୋଜିବାର ନୂଆ ଉପାୟ; ଟି-ସାର୍ଟରେ ପ୍ରିଣ୍ଟ କଲେ QR କୋଡ୍‌..ଫଟୋ ଭାଇରାଲ୍‌

ଯୁବକଙ୍କ କ୍ରିଏଟିଭ୍‌ ଚିନ୍ତାଧାରା ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଡେଟିଂ ପାଇଁ ଝିଅ ଖୋଜିବାର ନିଆରା ଉପାୟ ଆପଣେଇଛନ୍ତି ମୁମ୍ବାଇର ଜଣେ ଯୁବକ।

Rickshaw driver searching for girl to marriage by putting up hoardings
Viral: ବୟସ ହେଇଗଲା, ବିବାହ ପାଇଁ ମିଳିଲେନି କନ୍ୟା; ଆପଣେଇଲେ ଏମିତି ଉପାୟ, ଲାଗିଲାଣି ଲାଇନ୍

ବୟସ ହେଇଗଲା ୩୦। ବିବାହ ପାଇଁ ମିଳିଲେନି କନ୍ୟା। ପଡ଼ୋଶୀ ତଥା ସମ୍ପର୍କୀୟମାନେ କଲେ ଥଟ୍ଟା ପରିହାସ। ଆଉ ସହିହେଲାନି। ଆପଣେଇଲେ ଅଜବ ଉପାୟ। ଏବେ ଲାଗିଛି କନ୍ୟାଙ୍କ ଲାଇନ୍।

Station Master
ରେଳ ବିଭାଗରେ ଚାକିରି ନୁହେଁ ସହଜ...ଏପରି ଲେଖିଲେ ଷ୍ଟେସନ ମାଷ୍ଟର...ପୋଷ୍ଟ ଭାଇରାଲ୍

ଫଟୋରେ ଅତି କମରେ ଦଶଟି ଫୋନ୍ ଏବଂ ଏକ ଖୋଲା ରେଜିଷ୍ଟର ସହିତ ଏକ ଷ୍ଟେସନ୍ ମାଷ୍ଟରଙ୍କର ଡେସ୍କ ଦେଖିବାକୁ ମିଳିଛି। ଯେଉଁଥିରେ କ୍ୟାପସନ୍ ଅଛି, ଷ୍ଟେସନ ମାଷ୍ଟରଙ୍କର ଡେସ୍କ।

Online delivery  sells unique houses for 19000 dollar
Viral Video: ୧୫ ଲକ୍ଷ ଟଙ୍କା ଦେଲେ ଆପଣଙ୍କ ପାଖରେ ପହଞ୍ଚିଯିବ ପରିବାର ରହିବା ଭଳି ଘର

ଆପଣ କେବେ ଶୁଣିଛନ୍ତି କି ଅନ୍‌ଲାଇନ୍‌ରେ ଗୋଟିଏ ପରିବାର ରହିବା ଭଳି ଘର ବି ମିଳିପାରିବ? ତାହା ପୁଣି ଏ ଘରକୁ କିଣିବାକୁ ହେଲେ ଆପଣଙ୍କୁ ସେଠାକୁ ଯିବାକୁ ପଡିବନି ବରଂ ଘର ପ୍ୟାକିଂ ହୋଇ ଆପଣଙ୍କ ପାଖକୁ ଆସିବ। ଏଥର ଆପଣ ନିଶ୍ଚିତ କହିବେ, ଏହା କେବେ ସମ୍ଭବ ନୁହେଁ। ଏହା କିନ୍ତୁ ସମ୍ଭବ। ଦେଖନ୍ତୁ ଏହି ଭିଡିଓ…

new chapter added on dating and relationships in cbse class 9 book
Viral Post: କ୍ଲାସ୍ ୯ ର ଭାଲ୍ୟୁ ଏଜୁକେସନ୍ ପାଠ୍ୟପୁସ୍ତକରେ ମିଶିଲା ‘ଡେଟିଂ ଏବଂ ରିଲେସନ୍‌ସିପ୍‌’ ବିଷୟ!

ଆଜିକାଲି ସୋସିଆଲ ମିଡିଆରେ କ୍ଲାସ୍ ୯ ର ଭାଲ୍ୟୁ ଏଜୁକେସନ୍ ପାଠ୍ୟପୁସ୍ତକର ଏକ ଅଧ୍ୟାୟ ଭାଇରାଲ୍ ହେଉଛି। ଏହାର କାରଣ ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି ପୁସ୍ତକର ଗୋଟିଏ ଅଧ୍ୟାୟ ଡେଟିଂ ଏବଂ ରିଲେସନ୍‌ସିପ୍‌ର ଜଟିଳତା ଉପରେ ଆଧାରିତ।

Mosquitoes will pick you no parking sign threatening
Viral No Parking Board: ‘ଏଠାରେ ପାର୍କିଂ କଲେ ପୂର୍ବପୁରୁଷଙ୍କ ଅଭିଶାପ ପଡିବ, ମଶାମାନେ ଆକ୍ରମଣ କରିବେ’

ଜଣେ ବ୍ୟକ୍ତି ନୋ-ପାର୍କିଂ(No Parking)ର ଏପରି ଏକ ସ୍ୱତନ୍ତ୍ର ସାଇନ୍ ବୋର୍ଡ ଲଗେଇଛନ୍ତି ଯେ ଲୋକମାନେ ନୋ ପାର୍କିଂରେ ସେମାନଙ୍କ କାର୍‌ ପାର୍କିଂ କରିବା ଛାଡିଦେବେ। ବେଙ୍ଗାଲୁରୁର ନୋ ପାର୍କିଂର ଏହି ସାଇନ୍ ବୋର୍ଡ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

viral photoshoot of Karnataka teacher and student in romantic pose
Viral: ଛାତ୍ରଙ୍କୁ ନେଇ ଯାଇଥିଲେ ଷ୍ଟଡି ଟୁର୍; ଜଙ୍ଗଲ ମଝିରେ ଚାଲିଲା ରୋମାଣ୍ଟିକ୍ ଫଟୋସୁଟ୍ !

ଜଣେ ଶିକ୍ଷୟିତ୍ରୀ ଏବଂ ତାଙ୍କର ଜଣେ ଛାତ୍ରଙ୍କ ରୋମାଣ୍ଟିକ୍ ଫଟୋସୁଟ୍‌ର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହା ଏବେ ସୋସିଆଲ୍ ମିଡିଆରେ ଆଲୋଡ଼ନ ସୃଷ୍ଟି କରୁଛି। ଶିକ୍ଷୟିତ୍ରୀ ଏବଂ ଛାତ୍ରଙ୍କ ଏହି ଫଟୋସୁଟକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

Someone ask anand Mahindra to give ₹ 1 Lakh To Buy Mahindra Shares
Viral: ମହିନ୍ଦ୍ରା ଶେୟାର କିଣିବାକୁ ଖୋଦ୍ ଆନନ୍ଦ ମହିନ୍ଦ୍ରାଙ୍କୁ ଏକ ଲକ୍ଷ ଟଙ୍କା ଧାର ମାଗିଲେ ଏହି ବ୍ୟକ୍ତି

ସୋସିଆଲ୍ ମିଡିଆ X ରେ ଜଣେ ବ୍ୟକ୍ତି ଆନନ୍ଦ ମହିନ୍ଦ୍ରାଙ୍କଠାରୁ ଟଙ୍କା ମାଗିଛନ୍ତି। ସେହି ବ୍ୟକ୍ତି ଜଣଙ୍କ ଆନନ୍ଦ ମହିନ୍ଦ୍ରାଙ୍କୁ ଏକ ଟୁଇଟ୍ ପୋଷ୍ଟ କରି ଏକ ଲକ୍ଷ ଟଙ୍କା ମାଗିଛନ୍ତି। କିନ୍ତୁ ଯେଉଁ କାମ ପାଇଁ ବ୍ୟକ୍ତି ଜଣଙ୍କ ଏହି ଟଙ୍କା ମାଗିଛନ୍ତି ତାହା ଜାଣିବା ପରେ ଆପଣ ନିଶ୍ଚିତ କହିବେ ଯେ, ଏଥିପାଇଁ ସାହସ ଦରକାର।

Man traveled across japan with gps tracker to create 6500 km drawing
Viral: ପ୍ରେମିକାକୁ ଖୁସି କରିବା ପାଇଁ ୬,୫୦୦ କିଲୋମିଟର ଡ୍ରଇଂ କରିଦେଲେ

ସେ ପୁଅ ହେଉ କି ଝିଅ, ଉଭୟ ନିଜ ସାଥୀଙ୍କୁ ଖୁସି କରିବା କିମ୍ବା ଆଶ୍ଚର୍ଯ୍ୟ କରିବା ପାଇଁ ବିଭିନ୍ନ ଉପାୟ ଚେଷ୍ଟା କରନ୍ତି। ଜଣେ ତାଙ୍କ ପ୍ରେମିକାକୁ ଖୁସି କରିବା ପାଇଁ ୬,୫୦୦ କିଲୋମିଟର ଡ୍ରଇଂ କରି ଚର୍ଚ୍ଚାରେ ଅଛନ୍ତି।

Father Help Daughter
ବାପା ହେବ ତ ଏମିତି; ୟୁଟ୍ୟୁବରୁ ପାଠପଢ଼ି ଝିଅକୁ UPSC ପାଇଁ ପ୍ରସ୍ତୁତ କଲେ

ପିଲାଙ୍କ ଭବିଷ୍ୟତ ପାଇଁ ସର୍ବଦା ଚିନ୍ତିତ ରହିଥାନ୍ତି ବାପାମାଆ । ପିଲାଙ୍କ ସ୍ୱପ୍ନ ସାକାର କରିବାରେ ବାପାମାଆ ପାରୁପର୍ଯ୍ୟନ୍ତ ସାହାଯ୍ୟ ମଧ୍ୟ କରନ୍ତି । ତେବେ ଏପରି ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବାପା ଜଣକ ଝିଅର ପରୀକ୍ଷା ପାଇଁ ନିଜେ ମଧ୍ୟ ଜ୍ଞାନ ଆହରଣ କରି ଝିଅକୁ ପଢ଼ାଉଛନ୍ତି ।

I lost my death certificate
ଆଜି ସକାଳେ ହଜିଗଲା ମୋ ମୃତ୍ୟୁ ପ୍ରମାଣପତ୍ର...

ମୋ ଡେଥ ସାର୍ଟିଫିକେଟ ହଜି ଯାଇଛି। ୨୦୨୨ ସେପ୍ଟେମ୍ବର ୭ ତାରିଖ ସକାଳ ୧୦ଟା ସମୟରେ ଏହା ଲମ୍‌ଡିଙ୍ଗ ବଜାରରେ ହଜିଯାଇଛି।’ ଆଶ୍ଚର୍ଯ୍ୟ ହଉଛନ୍ତି କି ? ଏକଥା ଆମେ କହୁନୁ। ଏମିତି ବିଜ୍ଞାପନ ଭାଇରାଲ ହୋଇଛି ସୋସିଆଲ ମିଡ଼ିଆରେ ।

Husband Ran Away Wife Post Goes Viral
‘ମୋ ସ୍ୱାମୀ ପ୍ରେମିକାଙ୍କ ସହ ଫେରାର ଅଛନ୍ତି, ସୂଚନା ଦେଲେ ମିଳିବ ପୁରସ୍କାର’

‘ମୋ ସ୍ୱାମୀ ପ୍ରେମିକା ସହ କୁଆଡେ ଫେରାର ହୋଇ ଯାଇଛନ୍ତି। ତାଙ୍କୁ କେହି ହେଲେ ଖୋଜି ଆଣ। ଯିଏ ତାଙ୍କ ବିଷୟରେ ସୂଚନା ଦେବ ତାକୁ ପୁରସ୍କାର ମିଳିବ।’ ନିଖୋଜ ସ୍ୱାମୀଙ୍କୁ ଖୋଜି ଆଣିବା ପାଇଁ ସୋଶିଆଲ ମିଡିଆରେ ଏମିତି ପୋଷ୍ଟ କରିଛନ୍ତି ଜଣେ ପତ୍ନୀ। ଏମିତି ପୋଷ୍ଟ ପଛରେ ସ୍ୱାମୀଙ୍କ ପ୍ରତି ପ୍ରଚୁର ଭଲ ପାଇବା ଅଛି କି ଅଛି ପ୍ରତିଶୋଧ ତାହା ପରବର୍ତ୍ତୀ କଥା। କିନ୍ତୁ ପୋଷ୍ଟଟି ସୋଶିଆଲ ମିଡିଆରେ ବେଶ ଭାଇରାଲ ହୋଇଛି।