ନିକ ଜୋନ୍ସଙ୍କ ଜନ୍ମଦିନ ଥିବାରୁ ପାର୍ଟୀ ଏବଂ ସେଲିବ୍ରେସନ ତ ହେଲା, କିନ୍ତୁ ଫଟୋ ସାମ୍ନାକୁ ଆସିବା ମାତ୍ରେ ଇନଷ୍ଟାଗ୍ରାମରେ ଏକ କ୍ୟୁଟ୍ ଫଟୋ ଭାଇରାଲ ହେଲା। ନିକ୍ ତାଙ୍କ ଇନଷ୍ଟା ପେଜ୍ରେ ଅନେକ ଫଟୋ ଶେୟାର କରିଛନ୍ତି। ଗୋଟିଏ ଫଟୋ ଦେଖିଲେ ଆପଣ ବି ହସି ହସି ଗଡିବେ।
'ଦଙ୍ଗଲ' ଅଭିନେତା ଭିନେଶ ଫୋଗଟ୍ଙ୍କୁ ଏକ ଭିଡିଓ କଲ୍ କରି ତାଙ୍କୁ ଉତ୍ସାହିତ କରିଛନ୍ତି ଆମୀର ଖାଁ । ଆମୀର ଖାନ ଏବଂ ଭିନେଶ ଫୋଗଟଙ୍କ ଭିଡିଓ କଲର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମନଦୀପ ପୁନିଆ ଏହାର ଫଟୋ ଶେୟାର କରିଛନ୍ତି, ଏହା ପରେ ଫିଲ୍ମ 'ଦଙ୍ଗଲ ୨' କୁ ନେଇ ଆଲୋଚନା ତୀବ୍ର ହୋଇଛି।
ସୋସିଆଲ ମିଡିଆରେ ଏକ ପୋଷ୍ଟ ଏବେ ଖୁବ ଭାଇରାଲ ହେଉଛି। ଦାବି କରାଯାଇଛି ଯେ ୨୦୨୨-୨୩ ବର୍ଷରେ ଭାରତୀୟ ରେଳବାଇ ଟିକେଟ୍ ବାତିଲରୁ ୨୧୧୦ କୋଟି ଟଙ୍କା ଆୟ କରିଛି। ଖବର ଅନୁଯାୟୀ, ଆର୍ଟିଆଇ ଅଧୀନରେ ଥିବା ଇନ୍ଦୁ ଭାଲ୍ ତିୱାରୀଙ୍କୁ ଏକ ଉତ୍ତରରେ ଏହି ସୂଚନା ଦିଆଯାଇଛି।
ବାସ୍ତବରେ, ମହିଳା ବିବାହ ପାଇଁ ଏପରି ସର୍ତ୍ତ ରଖିଛନ୍ତି ଯେ କୌଣସି ପୁଅ ଏହାକୁ ପୂରଣ କରି ପାରୁନାହାଁନ୍ତି । ମହିଳା ଜଣଙ୍କ ସର୍ତ୍ତର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଯୁବକଙ୍କ କ୍ରିଏଟିଭ୍ ଚିନ୍ତାଧାରା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଡେଟିଂ ପାଇଁ ଝିଅ ଖୋଜିବାର ନିଆରା ଉପାୟ ଆପଣେଇଛନ୍ତି ମୁମ୍ବାଇର ଜଣେ ଯୁବକ।
ବୟସ ହେଇଗଲା ୩୦। ବିବାହ ପାଇଁ ମିଳିଲେନି କନ୍ୟା। ପଡ଼ୋଶୀ ତଥା ସମ୍ପର୍କୀୟମାନେ କଲେ ଥଟ୍ଟା ପରିହାସ। ଆଉ ସହିହେଲାନି। ଆପଣେଇଲେ ଅଜବ ଉପାୟ। ଏବେ ଲାଗିଛି କନ୍ୟାଙ୍କ ଲାଇନ୍।
ଫଟୋରେ ଅତି କମରେ ଦଶଟି ଫୋନ୍ ଏବଂ ଏକ ଖୋଲା ରେଜିଷ୍ଟର ସହିତ ଏକ ଷ୍ଟେସନ୍ ମାଷ୍ଟରଙ୍କର ଡେସ୍କ ଦେଖିବାକୁ ମିଳିଛି। ଯେଉଁଥିରେ କ୍ୟାପସନ୍ ଅଛି, ଷ୍ଟେସନ ମାଷ୍ଟରଙ୍କର ଡେସ୍କ।
ଆପଣ କେବେ ଶୁଣିଛନ୍ତି କି ଅନ୍ଲାଇନ୍ରେ ଗୋଟିଏ ପରିବାର ରହିବା ଭଳି ଘର ବି ମିଳିପାରିବ? ତାହା ପୁଣି ଏ ଘରକୁ କିଣିବାକୁ ହେଲେ ଆପଣଙ୍କୁ ସେଠାକୁ ଯିବାକୁ ପଡିବନି ବରଂ ଘର ପ୍ୟାକିଂ ହୋଇ ଆପଣଙ୍କ ପାଖକୁ ଆସିବ। ଏଥର ଆପଣ ନିଶ୍ଚିତ କହିବେ, ଏହା କେବେ ସମ୍ଭବ ନୁହେଁ। ଏହା କିନ୍ତୁ ସମ୍ଭବ। ଦେଖନ୍ତୁ ଏହି ଭିଡିଓ…
ଆଜିକାଲି ସୋସିଆଲ ମିଡିଆରେ କ୍ଲାସ୍ ୯ ର ଭାଲ୍ୟୁ ଏଜୁକେସନ୍ ପାଠ୍ୟପୁସ୍ତକର ଏକ ଅଧ୍ୟାୟ ଭାଇରାଲ୍ ହେଉଛି। ଏହାର କାରଣ ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି ପୁସ୍ତକର ଗୋଟିଏ ଅଧ୍ୟାୟ ଡେଟିଂ ଏବଂ ରିଲେସନ୍ସିପ୍ର ଜଟିଳତା ଉପରେ ଆଧାରିତ।
ଜଣେ ବ୍ୟକ୍ତି ନୋ-ପାର୍କିଂ(No Parking)ର ଏପରି ଏକ ସ୍ୱତନ୍ତ୍ର ସାଇନ୍ ବୋର୍ଡ ଲଗେଇଛନ୍ତି ଯେ ଲୋକମାନେ ନୋ ପାର୍କିଂରେ ସେମାନଙ୍କ କାର୍ ପାର୍କିଂ କରିବା ଛାଡିଦେବେ। ବେଙ୍ଗାଲୁରୁର ନୋ ପାର୍କିଂର ଏହି ସାଇନ୍ ବୋର୍ଡ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।
ଜଣେ ଶିକ୍ଷୟିତ୍ରୀ ଏବଂ ତାଙ୍କର ଜଣେ ଛାତ୍ରଙ୍କ ରୋମାଣ୍ଟିକ୍ ଫଟୋସୁଟ୍ର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହା ଏବେ ସୋସିଆଲ୍ ମିଡିଆରେ ଆଲୋଡ଼ନ ସୃଷ୍ଟି କରୁଛି। ଶିକ୍ଷୟିତ୍ରୀ ଏବଂ ଛାତ୍ରଙ୍କ ଏହି ଫଟୋସୁଟକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ସୋସିଆଲ୍ ମିଡିଆ X ରେ ଜଣେ ବ୍ୟକ୍ତି ଆନନ୍ଦ ମହିନ୍ଦ୍ରାଙ୍କଠାରୁ ଟଙ୍କା ମାଗିଛନ୍ତି। ସେହି ବ୍ୟକ୍ତି ଜଣଙ୍କ ଆନନ୍ଦ ମହିନ୍ଦ୍ରାଙ୍କୁ ଏକ ଟୁଇଟ୍ ପୋଷ୍ଟ କରି ଏକ ଲକ୍ଷ ଟଙ୍କା ମାଗିଛନ୍ତି। କିନ୍ତୁ ଯେଉଁ କାମ ପାଇଁ ବ୍ୟକ୍ତି ଜଣଙ୍କ ଏହି ଟଙ୍କା ମାଗିଛନ୍ତି ତାହା ଜାଣିବା ପରେ ଆପଣ ନିଶ୍ଚିତ କହିବେ ଯେ, ଏଥିପାଇଁ ସାହସ ଦରକାର।
ସେ ପୁଅ ହେଉ କି ଝିଅ, ଉଭୟ ନିଜ ସାଥୀଙ୍କୁ ଖୁସି କରିବା କିମ୍ବା ଆଶ୍ଚର୍ଯ୍ୟ କରିବା ପାଇଁ ବିଭିନ୍ନ ଉପାୟ ଚେଷ୍ଟା କରନ୍ତି। ଜଣେ ତାଙ୍କ ପ୍ରେମିକାକୁ ଖୁସି କରିବା ପାଇଁ ୬,୫୦୦ କିଲୋମିଟର ଡ୍ରଇଂ କରି ଚର୍ଚ୍ଚାରେ ଅଛନ୍ତି।
ପିଲାଙ୍କ ଭବିଷ୍ୟତ ପାଇଁ ସର୍ବଦା ଚିନ୍ତିତ ରହିଥାନ୍ତି ବାପାମାଆ । ପିଲାଙ୍କ ସ୍ୱପ୍ନ ସାକାର କରିବାରେ ବାପାମାଆ ପାରୁପର୍ଯ୍ୟନ୍ତ ସାହାଯ୍ୟ ମଧ୍ୟ କରନ୍ତି । ତେବେ ଏପରି ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବାପା ଜଣକ ଝିଅର ପରୀକ୍ଷା ପାଇଁ ନିଜେ ମଧ୍ୟ ଜ୍ଞାନ ଆହରଣ କରି ଝିଅକୁ ପଢ଼ାଉଛନ୍ତି ।
ମୋ ଡେଥ ସାର୍ଟିଫିକେଟ ହଜି ଯାଇଛି। ୨୦୨୨ ସେପ୍ଟେମ୍ବର ୭ ତାରିଖ ସକାଳ ୧୦ଟା ସମୟରେ ଏହା ଲମ୍ଡିଙ୍ଗ ବଜାରରେ ହଜିଯାଇଛି।’ ଆଶ୍ଚର୍ଯ୍ୟ ହଉଛନ୍ତି କି ? ଏକଥା ଆମେ କହୁନୁ। ଏମିତି ବିଜ୍ଞାପନ ଭାଇରାଲ ହୋଇଛି ସୋସିଆଲ ମିଡ଼ିଆରେ ।
‘ମୋ ସ୍ୱାମୀ ପ୍ରେମିକା ସହ କୁଆଡେ ଫେରାର ହୋଇ ଯାଇଛନ୍ତି। ତାଙ୍କୁ କେହି ହେଲେ ଖୋଜି ଆଣ। ଯିଏ ତାଙ୍କ ବିଷୟରେ ସୂଚନା ଦେବ ତାକୁ ପୁରସ୍କାର ମିଳିବ।’ ନିଖୋଜ ସ୍ୱାମୀଙ୍କୁ ଖୋଜି ଆଣିବା ପାଇଁ ସୋଶିଆଲ ମିଡିଆରେ ଏମିତି ପୋଷ୍ଟ କରିଛନ୍ତି ଜଣେ ପତ୍ନୀ। ଏମିତି ପୋଷ୍ଟ ପଛରେ ସ୍ୱାମୀଙ୍କ ପ୍ରତି ପ୍ରଚୁର ଭଲ ପାଇବା ଅଛି କି ଅଛି ପ୍ରତିଶୋଧ ତାହା ପରବର୍ତ୍ତୀ କଥା। କିନ୍ତୁ ପୋଷ୍ଟଟି ସୋଶିଆଲ ମିଡିଆରେ ବେଶ ଭାଇରାଲ ହୋଇଛି।