• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

donated more than Rs 6200 crore to employees
ତ୍ୟାଗରାଜନ୍‌ଙ୍କ ମହାନ୍ ତ୍ୟାଗ...କର୍ମଚାରୀଙ୍କୁ ବାଣ୍ଟିଦେଲେ ୬୨୦୦ କୋଟିର ସମ୍ପତ୍ତି...ନିଜ ପାଖରେ ମୋବାଇଲ୍ ନାହିଁ

ଚର୍ଚ୍ଚାରେ ଦାନବୀର ଚାଷୀପୁଅ । ସାଧାସିଧା ଜୀବନ ବଞ୍ଚନ୍ତି, ଚଲାନ୍ତି ଶସ୍ତା କାର୍‌ । ବିନା ସିଭିଲ୍‌ ସ୍କୋର୍‌ରେ ଯୋଗାଇ ଦିଅନ୍ତି ଲୋନ୍‌ । ଜଣେ କୃଷକ ପୁଅରୁ ୬୨୧୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ।

Robot
ଏକଲାପଣ ଦୂର କରୁଛି ରୋବଟ...ପରଫେକ୍ଟ ପ୍ରେମିକର କାମ କରୁଛି !

ରୋବଟକୁ ସାଙ୍ଘାଇର ଏକ କମ୍ପାନୀ ତିଆରି କରିଛି । ଗ୍ଲୋ ନାମକ ଚାଟବୋଟ ଦ୍ୱାରା ଉକ୍ତ ରୋବଟଟି ଚାଲିଛି ।

Lightning Death
ଫୁଟବଲ୍‌ ମ୍ୟାଚ୍‌ରେ ମାରିଲା ବିଜୁଳି; ଟଳିପଡ଼ିଲେ ଖେଳାଳି, ଭିଡିଓ ଭାଇରାଲ

ଇଣ୍ତୋନେସିଆର ଫୁଟବଲ୍‌ ଖେଳାଳି ସେପ୍ଟେନ୍‌ ରାହାର୍ଜା ବଜ୍ରାଘାତରେ ପ୍ରାଣ ହରାଇଛନ୍ତି।

Farmers March
ଦିଲ୍ଲୀରେ ପ୍ରବଳ ଟ୍ରାଫିକ୍ ଜାମ୍; ଗାଡ଼ି ଗୋଟିଏ ଘଣ୍ଟାରେ ଗଡ଼ୁଛି ଗୋଟିଏ କିଲୋମିଟର

ଟ୍ରାଫିକ୍‌ରେ ଅଟକି ରହିଥିବା ଜଣେ ଡ୍ରାଇଭର ଟ୍ରାଫିକ୍‌ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରବଳ ଟ୍ରାଫିକ୍‌ ଜାମ୍‌ ହେତୁ ସମସ୍ୟା ସୃଷ୍ଟି ହୋଇଛି । ଗତ ଏକ ଘଣ୍ଟାରେ ମାତ୍ର ଗୋଟିଏ କିଲୋମିଟର ଅତିକ୍ରମ କରିଛି ।

Sonia Gandhi
୨୦୨୪ ନିର୍ବାଚନ ଲଢ଼ିବେନି ସୋନିଆ ଗାନ୍ଧି, ଯିବେ ରାଜ୍ୟସଭା ?

୧୯୫୨ରେ ଫିରୋଜ ଗାନ୍ଧି, ତାଙ୍କ ପରେ ଇନ୍ଦିରା ଏବଂ ପରେ ସୋନିଆ ୨୦୦୪ରୁ ଏହାର ପ୍ରତିନିଧିତ୍ୱ କରି ଆସୁଛନ୍ତି । ଯଦି ଏଥର ପ୍ରିୟଙ୍କା ସେଠୁ ଲଢ଼ନ୍ତି ତାହେଲେ ଏହା ହେବ ତାଙ୍କ ପାଇଁ ପ୍ରଥମ ନିର୍ବାଚନ ।

Ayodhya Ram Mandir
ରାମଲାଲାଙ୍କ ଦୁଆରେ ଜମୁଛି ଭିଡ଼; ୧୫ ଦିନରେ ୩୦ ଲକ୍ଷ ଶ୍ରଦ୍ଧାଳୁ; ମିଳିଲାଣି ୧୨ କୋଟିରୁ ଅଧିକ ଦାନ

ଉତ୍ତରପ୍ରଦେଶ ଓ ଦେଶର କୋଣଅନୁକୋଣରୁ ଶ୍ରଦ୍ଧାଳୁ ପ୍ରତିଦିନ ଅଯୋଧ୍ୟାରେ ରାମଲାଲଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି। ଭିଡ଼ ଯେମିତି ଦାନ ବି ସେମିତି ଆକାରରେ ମିଳୁଛି ।

World Radio Day 2024
World Radio Day 2024: ପ୍ରତିବର୍ଷ ୧୩ ଫେବୃଆରୀରେ କାହିଁକି ପାଳନ ହୁଏ ‘ବିଶ୍ୱ ରେଡିଓ ଦିବସ’

ରେଡିଓର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୧୩ ଫେବୃଆରୀରେ ‘ବିଶ୍ୱ ରେଡିଓ ଦିବସ’ ପାଳନ କରାଯାଏ। ଆଜି ବି ଏମିତି ଅନେକ ଦେଶ ଅଛି ଯେଉଁ ଏହା ସୂଚନା ପ୍ରଦାନର ମୂଳ ଉତ୍ସ ହୋଇରହିଛି।

Birthday of Sarojini Naidu know 10 interesting things about her
Birthday of Sarojini Naidu 2024: ୧୦ଟି ପଏଣ୍ଟ୍‌ରେ ଭାରତର ନାଇଟିଙ୍ଗେଲ୍‌ ସରୋଜିନୀ ନାଇଡୁ

ସେ ଥିଲେ ଭାରତର ନାଇଟିଙ୍ଗେଲ, ଯିଏ ସରୋଜିନୀ ନାଇଡୁ ଭାବେ ଜଣାଶୁଣା। ୧୩ ଫେବୃଆରୀ ୧୮୭୯ ରେ ହାଇଦ୍ରାବାଦରେ ସେ ଜନ୍ମଗ୍ରହଣ କରିଥିଲେ। ସରୋଜିନୀ ନାଇଡୁ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି ତଥା ଦେଶର ପ୍ରଥମ ମହିଳା ରାଜ୍ୟପାଳ ଥିଲେ। ଆଜି ତାଙ୍କର ଜନ୍ମ ବାର୍ଷିକୀ।

Pm Modi
ଆହୁରି ନିବିଡ଼ ହେବ ଭାରତ-କତାର ସଂପର୍କ; ଆସନ୍ତାକାଲି କତାର ଯିବେ ପ୍ରଧାନମନ୍ତ୍ରୀ

କତାର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି କତାର ଅମିର ସେଖ୍ ତମିମ ବିନ୍ ହମଦ ଏବଂ ଅନ୍ୟ ଉଚ୍ଚ ପ୍ରତିନିଧିଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଦ୍ୱିତୀୟ କତାର ଗସ୍ତ ।

Karnataka Convent School Teacher
ମହଙ୍ଗା ପଡ଼ିଲା ଶ୍ରୀରାମ ଓ ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ; ଚାକିରିରୁ ନିଲମ୍ବିତ ହେଲେ ଶିକ୍ଷକ !

ଗୋଟିଏ ବିଦ୍ୟାଳୟର ଜଣେ ଶିକ୍ଷକ ମହାଭାରତ, ରାମାୟଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କିଛି ମନ୍ତବ୍ୟ ଦେଇଥିଲେ । ଯାହାକୁ ଅପମାନଜନକ ମନ୍ତବ୍ୟ ବୋଲି କୁହାଯିବା ସହ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।

What is that hing that makes a girl fall in love
Relationship Tips: ଭଲ ପାଇବା ପୂର୍ବରୁ ଝିଅମାନେ ପୁଅମାନଙ୍କ ପାଖରେ ଏହିସବୁ ଜିନିଷ ଖୋଜନ୍ତି

ଏମିତି କିଛି ଜିନିଷ ଅଛି ଯାହାକୁ ପୁଅମାନେ ମନେ ରଖିବା ଉଚିତ। ତାହା ଏମିତି କ’ଣ ଯାହାକୁ ଦେଖି ଝିଅମାନେ ପୁଅମାନଙ୍କୁ ଖୁବ୍ ପସନ୍ଦ କରନ୍ତି। ଆସନ୍ତୁ ସେସବୁ ବିଷୟରେ ଜାଣିନେବା ଯାହାକୁ ପ୍ରାୟ ଝିଅମାନେ କୁହନ୍ତି।

Farmer
ଚାଷୀଙ୍କ ଦିଲ୍ଲୀ ଚଲୋ ଡାକରା; ଆଜି ରାଜଧାନୀରେ ଆନ୍ଦୋଳନ କରିବେ କୃଷକ

କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି କରିଛନ୍ତି କମିଶନର । ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍ ଲଗାଯାଇଛି ।

How to face personal interview questions and answers
Career Tips: ଆପଣ ନୂଆ ନୂଆ ସାକ୍ଷାତକାର ସାମ୍ନା କରୁଛନ୍ତି କି; ଜାଣନ୍ତୁ ପାଞ୍ଚଟି ପ୍ରଶ୍ନ ଓ ଉତ୍ତର

ପ୍ରତ୍ୟେକ ଶିକ୍ଷିତ ଯୁବକ କିଛି ନା କିଛି ଚାକିରି କରିବାକୁ ଚାହାନ୍ତି। ଏଥିପାଇଁ ଅନେକ ସୋପାନ ଦେଇ ଯିବାକୁ ହୁଏ। ସେଥି ମଧ୍ୟରୁ ଗୋଟିଏ ସୋପାନ ହେଲା ସାକ୍ଷାତକାର। ପ୍ରାୟ ନୂଆ ନୂଆ ପ୍ରାର୍ଥୀମାନ ସାମ୍ନା ସାମ୍ନି ସାକ୍ଷାତକାରକୁ ଭୟ କରନ୍ତି। ତେବେ ଆସନ୍ତୁ ଏମିତି ୫ଟି ପ୍ରଶ୍ନ ବିଷୟରେ ଜାଣିନେବା।

Nitish Kumar
ଫ୍ଲୋର ଟେଷ୍ଟରେ ନୀତୀଶ କୁମାର ପାସ୍...ବାଜି ମାରିଲା NDA ମେଣ୍ଟ...

ଫ୍ଲୋର ଟେଷ୍ଟରେ ନୀତୀଶ କୁମାର ପାସ୍...ବିହାର ବିଧାନସଭାରେ ଆସ୍ଥା ଗଣିତରେ NDA ମେଣ୍ଟ ବାଜି ମାରିଲା...ସପକ୍ଷରେ ପଡ଼ିଲା ୧୨୯ ଭୋଟ୍, ଭୋଟିଂ ବେଳେ ବିରୋଧୀଙ୍କ କକ୍ଷତ୍ୟାଗ...

‘Don’t follow these fake social media handles’
‘ଫେକ୍‌ ସୋସିଆଲ ମିଡିଆ ଆକାଉଣ୍ଟକୁ ଫଲୋ କରନ୍ତୁ ନାହିଁ ’; ଲିଷ୍ଟ ଜାରି କଲା CBSE

ଫେକ୍‌ ଆକାଉଣ୍ଟ ପ୍ରତି ସାବଧାନ ! କିଛି ନୋଟିସ୍‌ ପାଇବା ପୂର୍ବରୁ ଯାଞ୍ଚ କରନ୍ତୁ ଆକାଉଣ୍ଟ । ଫେକ୍‌ ଆକାଉଣ୍ଟ ଲିଷ୍ଟ ଜାରି କଲା CBSE...

Supreme Court
ପ୍ରଧାନ ବିଚାରପତିଙ୍କ ୪୦ ବର୍ଷ ତଳର ଦୋସ୍ତି, ଭେଟ ହେଲେ ସୁପ୍ରିମ୍‌କୋର୍ଟରେ

ମୁଖ୍ୟ ନ୍ୟାୟାଧିଶ ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଦାଲତ କକ୍ଷରେ ସମସ୍ତେ ଏକାଠି ହୋଇଥିଲେ ।

delhi court summons zomato
୫୦୦ କିମି ଦୂରରେ ଥିବା ରେଷ୍ଟୁରାଣ୍ଟରୁ ଅର୍ଡ଼ର କଲେ ଖାଦ୍ୟ, ପହଞ୍ଚିଲା ୩୦ ମିନଟ୍‌ରେ !

୩୦ ମିନିଟ୍‌ରେ ଲକ୍ଷ୍ନୌରୁ ଦିଲ୍ଳୀ ପହଞ୍ଚିଲା ଖାଇବା ! ଜୋମାଟୋକୁ ନୋଟିସ୍ କଲେ କୋର୍ଟ...କଥାଟା ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏଭଳି ଘଟଣା ସାମ୍ନାକୁ ଆସିଛି । 

 Rapido rider pushes bike with customer sitting on it
ନିଆରା ବିବାହ, ମିଳିଲା ଦାମୀ ଉପହାର...ସର୍ବ ସମ୍ମୁଖରେ ହେଲା ଘୋଷଣା...ତାଜୁବ ହେଲେ ବରଘର...

ଭାରତରେ ଯୌତୁକ ନେବା ଓ ଦେବା ଏକ ଅପରାଧ । କିନ୍ତୁ ଏବେ ଜଣେ ବର ଓ କନ୍ୟାଙ୍କୁ ଉପହାର ସ୍ୱରୂପ ଏତେ ଗୁଡ଼ିଏ ଆଇଟମ୍ ପାଇଛନ୍ତି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

Crime
ନୃଶଂସ, ବର୍ବର...ପେଟ୍ରୋଲ ଢାଳି ଭାଇକୁ ଜାଳିଦେଲା ଭାଇ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଜୀଅନ୍ତା ଜାଳିଦେଲା ଭାଇ । ନିଜ ଭାଇ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ନୃଂଶସ ।

Priyanka Gandhi
ରାହୁଲଙ୍କ ପରେ ପ୍ରିୟଙ୍କା-ସଚିନ୍ ଆସିବେ ଓଡ଼ିଶା

ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରିବେ ପ୍ରିୟଙ୍କା-ସଚିନ୍ ।

Why is swan the vehicle of goddess saraswati
Saraswati Puja 2024: ହଂସ କାହିଁକି ସରସ୍ୱତୀଙ୍କ ବାହନ; ସମାଜକୁ କି ବାର୍ତ୍ତାଦିଏ ଏହି ପକ୍ଷୀ

ଯେପରି ପ୍ରଭୁ ଶଙ୍କରଙ୍କ ବାହନ ନନ୍ଦୀ, ବିଷ୍ଣୁଙ୍କ ଗରୁଡ, କାର୍ତ୍ତିକେୟଙ୍କ ମୟୂର, ଦୁର୍ଗାଙ୍କ ସିଂହ ଏବଂ ଶ୍ରୀଗଣେଶଙ୍କ ବାହନ ମୂଷା, ସେହିପରି ସରସ୍ୱତୀଙ୍କ ବାହନ ହେଉଛି ହଂସ। ତେବେ ଦେବୀ ସରସ୍ୱତୀଙ୍କ ବାହନ ଭାବେ ହଂସକୁ କାହିଁକି ନିଆଯାଏ ଆସନ୍ତୁ ଜାଣିବା।

to become daughter of lord brahma why maa saraswami married
Saraswati Puja 2024: ଝିଅ ହୋଇ ଦେବୀ ସରସ୍ୱତୀ କାହିଁକି ବ୍ରହ୍ମାଙ୍କୁ କଲେ ବିବାହ

ଶାସ୍ତ୍ରରେ ଦେବୀ ସରସ୍ୱତୀଙ୍କ ମହିମା ବିଷୟରେ ଅନେକ ବର୍ଣ୍ଣନା କରାଯାଇଛି। ସେମିତି ଏକ କାହାଣୀ ଅନୁସାରେ ମା’ ସରସ୍ୱତୀ ନିଜ ପିତା ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ ଯେ ତାଙ୍କୁ କେହି ବି ପୂଜା କରିବେ ନାହିଁ। ଦେବୀ କାହିଁକି ଏଭଳି ଅଭିଶାପ ଦେଲେ ଆସନ୍ତୁ ଜାଣିବା।

EPFO
ବଢ଼ିଲା EPF ସୁଧ, ଖୁବ୍‌ଶୀଘ୍ର ବଢ଼ିବ ଦରମା...

ଗତ ୨୦୨୨-୨୩ରେ ସୁଧହାର ଥିଲା ୮.୧୫ । ଏବେ ଏହାକୁ ବୃଦ୍ଧି କରାଯାଇ ୮.୨୫ କରାଯାଇଛି । ସୁଧହାର ବୃଦ୍ଧି ଖବର ପ୍ରଚାରିତ ହେବା ପରେ ଏବେ ପ୍ରତ୍ୟେକ କେନ୍ଦ୍ରୀୟ କର୍ମଚାରୀ ଡିଏ ବୃଦ୍ଧି ଆଶା ନେଇ ଚାହିଁ ବସିଛନ୍ତି ।

 Rapido rider pushes bike with customer sitting on it
Video: ମରିଗଲା ମାନବିକତା, ହଜିଗଲା ମଣିଷ ପଣିଆ...ଗ୍ରାହକଙ୍କୁ ଗାଡ଼ିରେ ବସାଇ ଠେଲି ଠେଲି ନେଲେ ରାପିଡୋ ଡ୍ରାଇଭର୍‌...

ନିଷ୍ଠୁରତା ଓ ନିର୍ଦ୍ଦୟତାର ଶେଷସୀମା ଟପିଲା ମଣିଷ । ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହ ବୟାନ କରୁଛି କେତେ ନିଷ୍ଠୁର ହୋଇପାରେ ଜଣେ ମଣିଷ ।

Why maa saraswati holds veena in her hand
Saraswati Puja 2024: ଏତେ ବାଦ୍ୟଯନ୍ତ୍ର ଥାଉ ଥାଉ ମା’ ସରସ୍ୱତୀ ବୀଣା ଧରିଲେ କାହିଁକି

ଆପଣ ସମସ୍ତେ ନିଶ୍ଚିତ ଭାବରେ ମା’ ସରସ୍ୱତୀଙ୍କ ହାତରେ ବୀଣା ଦେଖିଥିବେ। ଏପରି ପରିସ୍ଥିତିରେ, ସମସ୍ତଙ୍କ ମନରେ ନିଶ୍ଚିତ ଏହି ପ୍ରଶ୍ନ ଉଠିଥିବ ଯେ ମା’ ସରସ୍ୱତୀ କାହିଁକି ବୀଣାକୁ ତାଙ୍କ ହାତରେ ଧାରଣ କଲେ ଏତେ ବାଦ୍ୟଯନ୍ତ୍ର ଥାଉ ଥାଉ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।