ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ହେଉଛନ୍ତି ଦିଲ୍ଲୀବାସୀ । ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଲଗାତାର କିଛିଦିନ ଧରି ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀବାସୀ ଏବଂ ସରକାର ।
ଆଜିକାଲି ଘରୋଇ ଚାକିରିରେ କମ୍ ଦରମା କାରଣରୁ ଘରର ଖର୍ଚ୍ଚ ପୂରଣ କରିବା କଷ୍ଟକର ହୋଇଯାଏ। ଫଳରେ ଲୋକମାନେ ଅଫିସ୍ ପରେ ଅବଶିଷ୍ଟ ସମୟରେ ପାର୍ଟ ଟାଇମ୍ ଚାକିରିର ବିକଳ୍ପ ଖୋଜନ୍ତି। ଯଦି ଆପଣଙ୍କର କୌଣସି ବିଶେଷ ଦକ୍ଷତା ଅଛି ତେବେ ଆପଣ ଚାକିରି ସହିତ ଏହା ମାଧ୍ୟମରେ ଭଲ ରୋଜଗାର ମଧ୍ୟ କରିପାରିବେ।
କିନ୍ତୁ ଏବେ କର୍ମଚାରୀମାନଙ୍କୁ ନୋଟିସ୍ ଦିଆଯାଇଛି କି ଆପଣ ଘରୁ କାମ କରିପାରିବେ କିନ୍ତୁ କମ୍ପାନୀ ଏହି କାମ ବଦଳରେ ଆପଣଙ୍କୁ ପ୍ରମୋସନ୍ ଦେବ ନାହିଁ।
ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ କାମ କରୁଥିବା IT କର୍ମଚାରୀଙ୍କ ୱାର୍କ ଫ୍ରମ୍ ହୋମ୍ ସମୟ ସୀମାକୁ ବଢ଼ାଇ ଦିଆଯାଇଛି। ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି।
ବାହାଘର ଭଳି ଦିନରେ ଇଏ ଲାପଟପ୍ ଧରି ବେଦୀରେ କରୁଛନ୍ତି କଣ ?
ମହାମାରୀ କରୋନା ଯୋଗୁ ଅଧିକାଂଶ କର୍ମଚାରୀ ଏବେ ଘରୁ କାମ(Work From Home) କରୁଛନ୍ତି। ଏବେ ବାଣିଜ୍ୟ ମନ୍ତ୍ରାଳୟ(Commerce Ministry) ୱାର୍କ ଫ୍ରମ୍ ହୋମ୍ ପାଇଁ ନୂଆ ନିୟମ ଘୋଷଣା କରିଛି।
ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁସାରେ ଏହି ଆଇନ୍ ଦ୍ୱାରା କର୍ମଚାରୀ କାମ ଓ ବ୍ୟକ୍ତିଗତ ଜୀବନ ଭିତରେ ସନ୍ତୁଳନ ରକ୍ଷା କରିପାରିବେ ଓ ଯାତାୟାତ ସମୟ ମଧ୍ୟ ବଞ୍ଚିଯିବ
କରୋନା ମହାମାରୀ କାରଣରୁ ଆମ ଜୀବନରେ ଅନେକ କିଛି ବଦଳି ଯାଇଛି। କିଛି ଜିନିଷ ଏପରି ଭାବରେ ବଦଳିଗଲା ଯେ ବର୍ତ୍ତମାନ ଏହା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ତେବେ ଆଜିର ଏହି ଡିଜିଟାଲ ଯୁଗ ନିଶ୍ଚିତ ଆମ ପାଇଁ ଆଶୀର୍ବାଦ ଯେ ଏହା ମହାମାରୀ ସମୟରେ ଘରେ ରହି କାମ କରିବାକୁ ସୁବିଧା କରିଥିଲା। ସବୁ ଜିନିଷର ଦୁଇଟି ପାର୍ଶ୍ୱ ଥିବା ଭଳି, ଏହାର ମଧ୍ୟ ରହିଛି। ଯଦିଓ ଘରୁ କାମ କରିବାର କିଛି ସୁବିଧା ରହିଛି ସେହିଭଳି କିଛି ଅସୁବିଧା ମଧ୍ୟ ଅଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତି ସୁଧାର ଆଡକୁ ଆସୁଥିବାରୁ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟକୁ ଡକାଯାଉଛି।
ମହାମାରୀ କରୋନା ଲୋକଙ୍କ ଜୀବନଶୈଳୀ, କାର୍ଯ୍ୟ ପ୍ରଣାଳୀକୁ ଅଧିକ ପ୍ରଭାବିତ କରୁଛି । ଅନଲାଇନ୍ ଶିକ୍ଷା ଏବଂ ୱର୍କ ଫ୍ରମ୍ ହୋମ୍ ଏକ ଟ୍ରେଣ୍ଡରେ ପରିଣତ ହୋଇସାରିଲାଣି । ହେଲେ ବର୍ତ୍ତମାନ କିଛି ଲୋକ ଏପରି ଅଛନ୍ତି, ଯେଉଁମାନଙ୍କୁ ପାଇଁ ୱର୍କ ଫ୍ରମ୍ ହୋମ୍ ଟ୍ରେଣ୍ଡ ବିରକ୍ତ ଲାଗିଲାଣି । ସୋସିଆଲ ମିଡିଆରେ ଏପରି ଏକ ମଜାଦାର ଚିଠି ଭାଇରାଲ ହେବାରେ ଲାଗିଛି ।